ପ୍ରଥମ ରୋଜଗାର ଟଙ୍କାରେ ଠାକୁରଙ୍କ ପାଖେ ମିଠା ଭୋଗ ଲଗାଇଥିଲି: ଡା. ସିଦ୍ଧାର୍ଥ ଷଡ଼ଙ୍ଗୀ
ପ୍ରଥମେ ମୋ ପାଠପଢ଼ା ଆରମ୍ଭ ହୋଇଥିଲା ଚଣ୍ଡିଗଡ଼ରୁ। କାରଣ ବାପା ପ୍ରଫେସର ଡା. ରମାରମଣ ଷଡ଼ଙ୍ଗୀ ସେତେବେଳେ ପିଜିଆଇ ଚଣ୍ଡିଗଡ଼ରେ ହାର୍ଟ ସର୍ଜରିରେ ଏମ୍ସିଏଚ୍ (ସୁପର ପିଜି) କରୁଥିଲେ ଏବଂ ମା’ ପ୍ରଫେସର ଡା. ସରୋଜିନୀ ଷଡ଼ଙ୍ଗୀ ବି ସେହିଠାରେ ସ୍ତ୍ରୀ-ରୋଗ…
ଲକ୍ଷ୍ୟଠୁ ଦୂରରେ, ମିଳୁନି ଚିକିତ୍ସାସେବା
ରାଉରକେଲା,୧।୧୦(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ଜଗଦା ସ୍ଥିତ ସାମୂଦାୟିକ କଲ୍ୟାଣ ସୋସାଇଟି (ସିଡବ୍ଲ୍ୟୁଏସ୍) ଜେନେରାଲ ହସ୍ପିଟାଲ ଅବ୍ୟବସ୍ଥାରେ ଚାଲିଛି। ଏଠାକୁ ଆସୁଥିବା ରୋଗୀଙ୍କୁ ଆବଶ୍ୟକ ଚିକିତ୍ସା ସୁବିଧା ମିଳୁ ନ ଥିବା ଅଭିଯୋଗ ହେଉଛି। ଫଳରେ ଏହି ହସ୍ପିଟାଲ ତାର ମୂଳଲକ୍ଷ୍ୟରୁ ଦୂରେଇ…
ଚାଷ ଫୁଟାଉଛି ହସ
ବଲାଙ୍ଗୀର,୧।୧୦(ବୀରେନ୍ଦ୍ର କୁମାର ଝାଙ୍କର)ନୂଆଁଖାଇ ତିହାର ପରେ ବଲାଙ୍ଗୀର ଜିଲାର ଦାଦନ ଶ୍ରମିକ ସମସ୍ୟା ଚର୍ଚ୍ଚାକୁ ଆସିଯାଏ। ଜିଲାରୁ ବହୁ ଦାଦନ ଶ୍ରମିକ ରାଜ୍ୟ ବାହାରକୁ କାମ ଅନ୍ବେଷଣରେ ଚାଲିଯାଆନ୍ତି। ଦଶନ୍ଧି ଦଶନ୍ଧି ଧରି ଏହି ସାମୂହିକ ଶ୍ରମିକ ପଳାୟନ ମୁଣ୍ଡବ୍ୟଥାର କାରଣ…
ବୟସ୍କଙ୍କ ମନକୁ ଜାଣନ୍ତୁ
ଦିନେ ପାର୍କରେ ବୁଲୁ ବୁଲୁ ଦେଖିଲି କେତେଜଣ ବୟସ୍କ ଲୋକ ଗୋଟିଏ ଜାଗାରେ ଏକାଠି ବସି କଥାବର୍ତ୍ତା ହେଉଛନ୍ତି। ମୁଁ ସେମାନଙ୍କ ପାଖରେ ବସିପଡ଼ିଲି। ଏହି ସମୟରେ ଆଉ ଜଣେ ଦୁଇଜଣ ଲୋକ ଗରମ ସିଙ୍ଗଡା, ବରା ଧରି ପହଞ୍ଚତ୍ଗଲେ ଗପଟା…
କାର୍ ମାଡ଼ିଯାଇ ଶ୍ରମିକ ମୃତ
ଭୁବନେଶ୍ୱର,୧।୧୦(ସତ୍ୟଜିତ୍ ରାଉତ): ରାଜଧାନୀରେ ହିଟ୍ ଆଣ୍ଡ୍ ରନ୍ ଘଟଣା ସାମ୍ନାକୁ ଆସିଛି। ଶୁକ୍ରବାର ବିଳମ୍ବିତ ରାତିରେ ରାଜମହଲ ଫୁଟ୍ପାଥ୍ରେ ଶୋଇଥିବା ଜଣେ ଶ୍ରମିକଙ୍କ ଉପରେ କାର୍ ମାଡ଼ିଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ମୃତ ଶ୍ରମିକ ହେଲେ ପୁରୀ ଜିଲା ପିପିଲି ଅଞ୍ଚଳର…
ଘର ଗୋଟିଏ, ବିଲ୍ ଆସୁଛି ଦୁଇଟି
ନନ୍ଦପୁର, ୧।୧୦(ଶଙ୍କର ପୂଜାରୀ)ଟିପିଏସ୍ଓଡିଏଲ୍ର ଅଜବ ନୀତି ନନ୍ଦପୁର ଅଞ୍ଚଳରେ ଦେଖିବାକୁ ମିଳିଛି। ଘର ଓ ବିଦ୍ୟୁତ୍ ମିଟର ଗୋଟିଏ ଥିବା ବେଳେ ପରିବାରର ସ୍ବାମୀ ସ୍ତ୍ରୀଙ୍କ ନିକଟକୁ ଅଲଗା ଅଲଗା ଦୁଇଟି ଲେଖାଏ ବିଦ୍ୟୁତ୍ ବିଲ୍ ପ୍ରଦାନ କରାଯାଉଛି। ବିଲ୍ରେ ସ୍ବାମୀଙ୍କ…
ପାର୍ବଣରେ ବଢୁଛି ଶବ୍ଦ, ଜଳ ପ୍ରଦୂଷଣ
କେନ୍ଦ୍ରାପଡ଼ା, ୧।୧୦ (ଜଗନ୍ନାଥ ଧଳ)ଗଣେଶ ପୂଜା ଠାରୁ ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ। ଏହି ପୂଜା ପାର୍ବଣରେ ଉଚ୍ଚ ସ୍ବରରେ ମାଇକ ବାଜିବା ଶବ୍ଦ ପ୍ରଦୂଷିତ କରୁଥିବା ବେଳେ ମୂର୍ତ୍ତି ନିର୍ମାଣରେ ବ୍ୟବହୃତ ରାସାୟନିକ ରଙ୍ଗ, ପ୍ଲାଷ୍ଟିକ ବ୍ୟବହାର, ଭସାଣି ଶୋଭାଯାତ୍ରାରେ…
ରାଜନୈତିକ ଆକ୍ରୋଶ ରଖି ବଦନାମ କରାଯାଉଛି: ସୁଧାଂଶୁ
ବନ୍ତ,୧।୧୦(ହରିନାରାୟଣ ମହାନ୍ତି): ରାଜନୈତିକ ଆକ୍ରୋଶ ରଖି ଶାସକ ବିଜେଡି ତାଙ୍କୁ ବଦନାମ କରୁଛି ବୋଲି ଶନିବାର ଭଦ୍ରକ ଜିଲା ବନ୍ତଠାରେ ଖବରଦାତା ସମ୍ମିଳନୀରେ ଭାଜପା ନେତା ଡ. ସୁଧାଂଶୁ ଶେଖର ନାୟକ ଅଭିଯୋଗ ଆଣିଛନ୍ତି। ସେ ତାଙ୍କ ପତ୍ନୀ ତଥା ପୂର୍ବତନ…
ମୋ ଘର ଯୋଜନାରେ ଋଣ ମିଳିପାରୁନି
ବ୍ରହ୍ମବରଦା,୧।୧୦(ଯଯାତି କେଶରୀ ବେହେରା):ରାଜ୍ୟ ସରକାରଙ୍କ ତରଫରୁ ଆରମ୍ଭ ହୋଇଥିବା ‘ମୋ ଘର’ ଯୋଜନାରେ ଋଣ ମିଳି ପାରୁନାହିଁ। ଫଳରେ ଋଣ ପାଇଁ ଆବେଦନ କରିଥିବା ଅନେକ ବ୍ୟକ୍ତି ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଲୋକଙ୍କ ଆବେଦନ ବ୍ଲକ୍ କାର୍ଯ୍ୟାଳୟରୁ ଯାଞ୍ଚ…
ଶ୍ରମିକଙ୍କୁ ଠକୁଛି ଦିଲ୍ଲୀର ଠିକାସଂସ୍ଥା
ଯାଜପୁର,୧।୧୦(ହର୍ଷବର୍ଦ୍ଧନ ବେହେରା)ଗ୍ରାମାଞ୍ଚଳର ବିପିଏଲ୍ ପରିବାର ଦୀନଦୟାଲ ଗ୍ରାମଜ୍ୟୋତି ଯୋଜନାର ସଫଳତା ପାଇବାରେ ଏଯାଏ ବଞ୍ଚିତ ରହିଛନ୍ତି। ଏଥିରେ କେତେଜଣ ଅଧିକାରୀ ଓ ଠିକାଦାର ଅଧାପନ୍ତରିଆ କାମ କରି ମାଲାମାଲ ହୋଇଥିବାବେଳେ ସମ୍ପୃକ୍ତ ଶ୍ରମିକମାନେ ତାଙ୍କ ପାଉଣା ପାଇନାହାନ୍ତି। ଏନେଇ ଶ୍ରମିକମାନେ ବାରମ୍ବାର…
୩୦ ହଜାର ପ୍ଲାଷ୍ଟିକ ବୋତଲରେ ବିଶାଳ ସ୍କ୍ରାପ୍ ହାତୀ
ବ୍ରହ୍ମପୁର,୧।୧୦(ସ୍ମୃତି ରଞ୍ଜନ ମହାଲିକ)ଦକ୍ଷତା ବିକାଶ କ୍ଷେତ୍ରରେ ବ୍ରହ୍ମପୁର ଶିଳ୍ପ ତାଲିମ ବୈଷୟିକ ଅନୁ୍ଷ୍ଠାନ (ଆଇଟିଆଇ) ସର୍ବଦା ଆଗରେ ରହିଆସିଛି। ବର୍ଜ୍ୟବସ୍ତୁ ଓ ଅଦରକାରୀ ସାମଗ୍ରୀକୁ ବ୍ୟବହାର କରି ଆଇଟିଆଇ ସବୁବେଳେ ସମାଜକୁ ସଚେତନତାର ବାର୍ତ୍ତା ପହଞ୍ଚାଇଛି। ବର୍ତ୍ତମାନ ଆଇଟିଆଇ ପୁଣି ଥରେ…
ନିଶା ସେବନକାରୀଙ୍କ ସଂଖ୍ୟା ବଢୁଛି ନା ନାହିଁ ତଥ୍ୟ ରଖିପାରିବେନି ସରକାର
ଭୁବନେଶ୍ୱର, ୧।୧୦(ସୁନିତ୍ ମିଶ୍ର)ରାଜ୍ୟରେ ନିଶାସେବନ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଥିବା ଅନେକ ସମୟରେ ବିଭିନ୍ନ ସୂତ୍ରରୁ ପ୍ରକାଶ ପାଉଛି। ପ୍ରତ୍ୟେକ ଦିନ ନିଶା କାରବାର ବଢୁଥିବାରୁ ପୋଲିସଠାରୁ ଆରମ୍ଭକରି ଅବକାରୀ ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ବିଭିନ୍ନ ସ୍ଥାନରେ…
Archives


