୪୨ ବିଭାଗର ଖର୍ଚ୍ଚଦାବି ପାରିତ
ଭୁବନେଶ୍ୱର, ୧।୧୦(ସୁନିତ୍ ମିଶ୍ର)ବିଧାନସଭାରେ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଶନିବାର ପଞ୍ଚାୟତିରାଜ ଏବଂ ସ୍କୁଲ ଓ ଗଣଶଷିକ୍ଷା ବିଭାଗର ଅତିରିକ୍ତ ଖର୍ଚ୍ଚଦାବି ଆଲୋଚନାକରି ପାରିତ କରାଯାଇଛି। ଗତ ୨୮ରେ ଗୃହ ବିଭାଗ ଏବଂ ସାଧାରଣ ପ୍ରଶାସନ ବିଭାଗର ଖର୍ଚ୍ଚଦାବି ଆଲୋଚନା ହୋଇଥିଲା। ତେବେ…
ବାଚସ୍ପତିଙ୍କୁ ଅସମ୍ମାନ କରାଯାଇଛି : ବିଜେଡି
ସମ୍ବଲପୁର,୧।୧୦(ଶୁଭାଶିଷ ପାଢ଼ୀ): ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ଅସମ୍ମାନ ଘଟଣାରେ ଭାଜପା ବିଧାୟକଙ୍କ ବିରୋଧରେ ପ୍ରତିବାଦ କରୁଛି ବିଜେଡି। ଏ ନେଇ ସମ୍ବଲପୁର ବିଜେଡି ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇ ସମ୍ପୃକ୍ତ ବିଧାୟକଙ୍କ ଆଚରଣକୁ ନିନ୍ଦା କରାଯାଇଛି। ବିଜେଡି କର୍ମକର୍ତ୍ତାମାନେ ଦର୍ଶାଇଥିଲେ, ମୁଖ୍ୟମନ୍ତ୍ରୀ…
ବିଧାନସଭାରେ ଭାଜପା ସଭ୍ୟଙ୍କ ହଙ୍ଗାମା
ଭୁବନେଶ୍ୱର,୧।୧୦(ଅନିଲ ଦାସ)ବାଚସ୍ପତିଙ୍କ ପୋଡିୟମ ଉପରକୁ ଡାଲି ଫିଙ୍ଗିବା ଘଟଣାରେ ଭାଜପାର ୨ ବିଧାୟକ ମୋହନ ଚରଣ ମାଝି ଏବଂ ମୁକେଶ ମହାଲିଙ୍ଗ ବିଧାନସଭାରୁ ନିଲମ୍ବିତ ହୋଇଛନ୍ତି। ଏଥିସହିତ ଶାସକ ଦଳ ସଦସ୍ୟ ଅରୁଣ ସାହୁଙ୍କ ବିରୋଧୀ ଦଳ ନେତାଙ୍କ ମାନସିକ ସ୍ଥିତି…
ପ୍ରତିବର୍ଷ ଏମ୍ସକୁ ଆସୁଛନ୍ତି ୩ଶହରୁ ଊର୍ଦ୍ଧ୍ୱ ନୂଆ ଶିଶୁ କର୍କଟ ରୋଗୀ
ଭୁବନେଶ୍ୱର, ୧।୧୦(ଅସମାପିକା ସାହୁ)ଶିଶୁ କର୍କଟ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଶନିବାର ଏମ୍ସ ଭୁବନେଶ୍ୱରଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡା. ଆଶୁତୋଷ ବିଶ୍ୱାସ ଯୋଗଦେଇ କହିଲେ, ଶିଶୁ କର୍କଟ ରୋଗୀଙ୍କୁ ବିଶେଷ ଚିକିତ୍ସା…
ଓ୍ବାର୍ମଅପ୍ ମ୍ୟାଚରେ ଆଜି ଇଂଲଣ୍ଡକୁ ଭେଟିବ ବାଂଲାଦେଶ
ଗୁଆହାଟୀ ,୧।୧୦: ଆଇସିସି ଦିନିକିଆ କ୍ରିକେଟ ବିଶ୍ୱକପ ପାଇଁ ବିଭିନ୍ନ ଦଳର ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଅଂଶଗ୍ରହଣକାରୀ ଦଳ ଗୁଡ଼ିକ ଭାରତରେ ପହଞ୍ଚି ଓ୍ବାର୍ମଅପ୍ ମ୍ୟାଚରେ ନିଜ ଦକ୍ଷତା ପରଖୁଛନ୍ତି। ଆଜି ବିଶ୍ୱକପ୍ ୨୦୨୩ର ୱାର୍ମ ଅପ୍ ମ୍ୟାଚରେ ୪…
ଜେଲରେ ନିଜ ଗୁପ୍ତାଙ୍ଗ କାଟିଲେ କଏଦୀ
ଭଦ୍ରକ, ୧।୧୦(ସନାତନ ରାଉତ)ଭଦ୍ରକ ଉପକାରାଗାରରେ ଶନିବାର ଜଣେ ବିଚାରାଧୀନ କଏଦୀ ଶୌଚାଳୟରେ ନିଜ ହାତ ଓ ଗୁପ୍ତାଙ୍ଗ କାଟି ଦେଇଛନ୍ତି। ସେ ହେଲେ ତିହିଡ଼ି ଥାନା ଅଧୀନ କୋହ୍ଲ ଅଞ୍ଚଳର ସୁଶାନ୍ତ ମାଝୀ। ସେ ଏବେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ…
ମୁଣ୍ଡରେ ରିବନ୍ ବାନ୍ଧି ଝାଡୁ କଲେ, ଦଣ୍ଡବତ ହେଲେ
ଭୁବନେଶ୍ୱର,୧।୧୦(ଅନୁରାଧା ମହାରଣା)ଗାଁ ସାଥୀଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ସରକାରୀ ଗାଇଡ୍ଲାଇନ କାର୍ଯ୍ୟକାରୀ କରାଯାଉନାହିଁ। ମାସିକ ପ୍ରୋତ୍ସାହନ ରାଶି ପ୍ରଦାନ ପାଇଁ ୨୦୨୧ ମସିହାରେ ତତ୍କାଳୀନ ପଞ୍ଚାୟତିରାଜ ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ହୋଇଥିଲେ ମଧ୍ୟ ବର୍ତ୍ତମାନ ଯାଏ ଏହାକୁ…
ମଦ ବିକ୍ରିକୁ ବିରୋଧ, ଏକାଠି ହେଲେ ୫ ଗ୍ରାମର ଏସ୍ଏଚ୍ଜି ମହିଳା
ଦଶମନ୍ତପୁର,୧।୧୦ (ଅରବିନ୍ଦ ନାୟକ): ଗ୍ରାମାଞ୍ଚଳରେ ଦେଶୀ ମଦ ବିକ୍ରିକୁ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି)ର ମହିଳାମାନେ ଶନିବାର ବିରୋଧ କରିଛନ୍ତି। ୫ ଗ୍ରାମର ଏସ୍ଏଚ୍ଜି ମହିଳାମାନେ ଏକାଠି ହୋଇ ମଦଭାଟି ଭାଙ୍ଗିବା ସହ ମଦ ରନ୍ଧା ପାଇଁ ରହିଥିବା ଜାଳେଣିକାଠକୁ ସେମାନେ…
ଭାରତୀୟ ହାଇ କମିଶନର ସହ ହୋଇଥିବା ଅସଦାଚରଣକୁ ନିନ୍ଦା କଲା ଗ୍ଲାସ୍ଗୋ ଗୁରୁଦ୍ୱାର
ଲଣ୍ଡନ,୧।୧୦: ସ୍କଟଲ୍ୟାଣ୍ଡରେ ଭାରତୀୟ ହାଇ କମିଶନର ବିକ୍ରମ ଦୋରାଇସ୍ବାମୀଙ୍କୁ ଗୁରୁଦ୍ୱାର ପରିଦର୍ଶନ କରିବାକୁ ବାରଣ କରାଯିବା ମାମଲାରେ ଗ୍ଲାସ୍ଗୋ ଗୁରୁଦ୍ୱାର ଆପତ୍ତି ଜଣାଇଛି। ଗ୍ଲାସ୍ଗୋ ଗୁରୁଦ୍ୱାର ଏହି ଘଟଣାକୁ ତୀବ୍ର ନିନ୍ଦା କରିଛି। ଗ୍ଲାସ୍ଗୋ କମିଟି କହିଛି, ଅଜ୍ଞାତ ବ୍ୟକ୍ତିଙ୍କ ଦ୍ୱାରା…
ଦେଇଥିବା ପ୍ରତିଶ୍ରୁତି ପାଳନ କରାଯାଉନି: ଭାଜପା
ଭୁବନେଶ୍ୱର, ୧।୧୦ ସୁନିତ୍ ମିଶ୍ର): ଲୋୟର ପିଏମ୍ଜିରେ ଗତ ୨୫ ତାରିଖରୁ ରାସ୍ତାରେ ଝାଡୁ ମାରି, ଦଣ୍ଡବତ କରି ଗାଁ ସାଥୀମାନେ ଦାବି ଉପସ୍ଥାପନା କରିଛନ୍ତି। ହେଲେ ରାଜ୍ୟ ସରକାର ଏଥିପ୍ରତି ଆଦୌ କର୍ଣ୍ଣପାତ କରୁନାହାନ୍ତି। ପଞ୍ଚାୟତ ଓ ବ୍ଲକରେ ଗାଁ…
ଘଣ୍ଟାକୁ ନେଇ ବାସ୍ତୁ; ଜାଣନ୍ତୁ ଲଗାଇବା ପାଇଁ ସଠିକ୍ ଦିଗ ଚୟନ କିଭଳି କରିବେ…
ସମୟ ଜାଣିବା ପାଇଁ ଘରେ କାନ୍ଥ ଘଣ୍ଟା ଲଗାଯାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଘଣ୍ଟା ଲଗାଇବା ପାଇଁ ସଠିକ୍ ଦିଗର ଚୟନ କରିବା ବି ଅତ୍ୟନ୍ତ ଜରୁରୀ ହୋଇଥାଏ; ନଚେତ୍ ଏହାର କୁପ୍ରଭାବ ଆମ ଜୀବନଶୈଳୀ ଉପରେ ପଡିଥାଏ ବୋଲି ବିଶ୍ୱାସ ରହିଛି..…
ମାଟ୍ରିକ ପରୀକ୍ଷା: ଫର୍ମପୂରଣ ଅବଧି ବଢ଼ିଲା
କଟକ,୧।୧୦ (ସୁପ୍ରିୟା ପ୍ରିୟଦର୍ଶିନୀ)ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମପୂରଣ ଅବଧିକୁ ବୃଦ୍ଧି କରାଯାଇଛି। ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ଛାତ୍ରୀଛାତ୍ରମାନେ ଅନ୍ଲାଇନ୍ରେ ଫର୍ମ ପୂରଣ କରିପାରିବେ। ସେହିପରି ଅକ୍ଟୋବର ୫ ତାରିଖକୁ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା…
Archives


