ଇଲିଶି ସାତସପନ
ପାରାଦୀପ, ୭।୧୦ (ଶରତ ରାଉତ): ଓଡ଼ିଆ ଲୋକକଥାରେ କୁହନ୍ତି, ମାଛ ଖାଇବ ଇଲିଶି ଚାକିରି କରିବ ପୋଲିସ। ଯେଉଁ ଇଲିଶି ମାଛର ସର୍ବାଧିକ ଚାହିଦା ଆମିଷାଷୀଙ୍କ ପାଖରେ ଥାଏ ତାହା ଆଉ ସମୟାନୁସାରେ ମିଳୁନାହିଁ। ଏଥିଯୋଗୁ ଏହି ମାଛର ଦାମ ଦିନକୁ…
ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ବାଂଲାଦେଶ
ଧର୍ମଶାଳା,୭।୧୦: ବିଶ୍ୱକପ୍ ୨୦୨୩ ତୃତୀୟ ମ୍ୟାଚ ଶନିବାର ଆଫଗାନିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଖେଳାଯାଉଛି। ବାଂଲାଦେଶ ଅଧିନାୟକ ଶାକିବ ଉଲ ହସନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆମନ୍ତ୍ରଣ…
ମରାମତି ଅଭାବ: କଚେରି ପୋଖରୀ କଚଡ଼ାପୂର୍ଣ୍ଣ
ପଟ୍ଟାମୁଣ୍ଡାଇ,୭ା୧୦ (ଅକ୍ଷୟ ବିଶ୍ୱାଳ): ପଟ୍ଟାମୁଣ୍ଡାଇର ଐତିହାସିକ କଚେରି ପୋଖରୀ ପୁନର୍ନିର୍ମାଣ ଦାବିରେ ସହରବାସୀଙ୍କ ପକ୍ଷରୁ ବାରମ୍ବାର ଦାବି ହୋଇ ଆସୁଛି। ଏ ନେଇ ପଟ୍ଟାମୁଣ୍ଡାଇ ପୌର କର୍ତ୍ତୃପକ୍ଷ, ତହସିଲଦାର, ବିଡିଓ ଓ ଜିଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ।…
ଆଜି ୨ ମହାମୁକାକିଲା
ଧର୍ମଶାଳା,୭।୧୦: ବିଶ୍ୱକପ୍ ୨୦୨୩ରେ ଶନିବାର ଦୁଇଟି ମ୍ୟାଚ ଖେଳାଯିବ। ପ୍ରଥମ ମ୍ୟାଚରେ ଆଫଗାନିସ୍ତାନ ଦଳ ବାଂଲାଦେଶକୁ ଭେଟିବ। ଦ୍ୱିତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଏବଂ ଶ୍ରୀଲଙ୍କା ମଧ୍ୟରେ ଅଛି। ବାଂଲାଦେଶ-ଆଫଗାନିସ୍ତାନ ମ୍ୟାଚ ପୂର୍ବାହ୍ନ ୧୦.୩୦ରେ ଧର୍ମଶାଳାରେ ଆରମ୍ଭ ହେବ। ସେହିପରି ଦକ୍ଷିଣ…
ଦୋଛକିରେ ବାଣ ନିର୍ମାଣକାରୀଙ୍କ ଜୀବିକା
କେନ୍ଦ୍ରାପଡ଼ା, ୭ା୧୦(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ସଦର ଥାନା ଅନ୍ତର୍ଗତ ଭରତପୁର ପଞ୍ଚାୟତସ୍ଥ ଖଣ୍ଡିଆବନ୍ଧ ଗ୍ରାମରେ ଗୁରୁବାର ବାଣ ବିସ୍ଫୋରଣ ହୋଇଥିଲା। ଏଥିରେ ଏହି ଗ୍ରାମର ଡା. ସୁଜିତ କୁମାର ସାମଲ ଗୁରୁତର ହୋଇ କଟକ ବଡ଼ ମେଡିକାଲରେ ଏବେବି ଚିକିତ୍ସିତ…
ସାପ କାମୁଡ଼ାରେ ଚାଲିଗଲା ମା’ ଝିଅଙ୍କ ଜୀବନ
ହିଞ୍ଜିଳିକାଟୁ,୭।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଅଢେଇବର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ସାପ କାମୁଡ଼ାରେ ମା’ କେ.ବାସନ୍ତୀ ପାତ୍ର ଏବଂ ତାଙ୍କର ୨ ବର୍ଷର ଶିଶୁକନ୍ୟା ଦେବସ୍ମିତାଙ୍କ ଅକାଳ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ଉଭୟ…
ପାକିସ୍ତାନରେ ପୋଲିଓର ୯୦ ପ୍ରତିଶତ ମାମଲା ଆଫଗାନିସ୍ତାନରୁ ଆସୁଛି: ନଦୀମ ଜାନ
ଇସଲାମାବାଦ,୭।୧୦: ପାକିସ୍ତାନର ମଧ୍ୟବର୍ତ୍ତୀ କାଳିନ ସ୍ବାସ୍ଥ୍ୟମନ୍ତ୍ରୀ ନଦୀମ ଜାନ କହିଛନ୍ତି କି ପାକିସ୍ତାନରେ ପୋଲିଓର ୯୦ ପ୍ରତିଶତ ମାମଲା ଆଫଗାନିସ୍ତାନରୁ ଆସୁଛି। ଡନର ଏକ ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଡନ ହେଉଛି ପାକିସ୍ତାନର ଏକ ଇଂରାଜି ଖବର କାଗଜ।…
ଟ୍ରାଫିକ ସମସ୍ୟାରେ ଲୋକେ ଅତିଷ୍ଠ
ଯାଜପୁର,୭ା୧୦(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାର ଦୁଇ ପ୍ରମୁଖ ସହର ଯାଜପୁର ଟାଉନ୍ ଏବଂ ବ୍ୟାସନଗରରେ ରୂପରେଖ ବଦଳିବାରେ ଲାଗିଛି। କିନ୍ତୁ ଏହି ଦୁଇ ସହରରେ ଟ୍ରାଫିକ ସମସ୍ୟା କିଛି ନୂଆ କଥା ନୁହେଁ। ପୌର ପରିଷଦ, ପ୍ରଶାସନ ଓ ପୋଲିସର ଉଦାସୀନତାରୁ…
କାନାଡାର ଯାଞ୍ଚକୁ ଭାରତ ସମର୍ଥନ କରିବା ଉଚିତ୍: ଆମେରିକା
ଓ୍ବାଶିଂଟନ,୭।୧୦: ଖଲିସ୍ତାନୀ ନେତା ହରଦୀପ ସିଂ ନିଜାରଙ୍କ ହତ୍ୟା ପରେ କାନାଡା ଏବଂ ଭାରତ ମଧ୍ୟରେ ତିକ୍ତତା ଜାରି ରହିଛି। ଏପରିକି ନିଜାରଙ୍କ ହତ୍ୟାରେ ଭାରତର ସମ୍ପୃକ୍ତି ଥିବା କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଅଭିଯୋଗ କରିଛନ୍ତି। ଏଥି ସହିତ ଜେମ୍ସ…
କାନାଡାର ବ୍ରିଟିଶ କଲମ୍ବିଆରେ ବିମାନ ଦୁର୍ଘଟଣାଗ୍ରସ୍ତ: ୩ ମୃତ
ଓଟାଓ୍ବା,୭।୧୦: କାନାଡାର ବ୍ରିଟିଶ କଲମ୍ବିଆରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଚିଲିୱାକ ସହରରେ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ପାଇଲଟଙ୍କ ସମେତ ବିମାନରେ ଥିବା ସମସ୍ତ ତିନିଜଣଙ୍କର ମୃତ୍ୟୁ ହୋଇଛି। ଦୁଇ ଇଞ୍ଜିନର ହାଲୁକା…
ଅଣଛାତ୍ରଙ୍କ ପ୍ରବେଶ ଉପରେ ରୋକ୍
ଯାଜପୁରରୋଡ୍,୭ା୧୦(ପବିତ୍ର ରଞ୍ଜନ ମହାନ୍ତି): ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ ଅଣଛାତ୍ରମାନଙ୍କ ଅବାଧ ପ୍ରବେଶ ଉପରେ ରୋକ୍ ଲଗାଯାଇଛି। ଯେଉଁ ଅଣଛାତ୍ର ବିନା କୌଣସି କାର୍ଯ୍ୟରେ କଲେଜକୁ ପ୍ରତିଦିନ ଆସୁଛନ୍ତି ସେମାନଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମହାବିଦ୍ୟାଳୟ ଅଧ୍ୟକ୍ଷ ଉପେନ୍ଦ୍ର…
କାର୍ଯ୍ୟାଦେଶ ଅଛି, ସହାୟତା ନାହିଁ
ଯାଜପୁର,୭ା୧୦(ହର୍ଷବର୍ଦ୍ଧନ ବେହେରା): ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଥିବା ସର୍ବହରାଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଆବାସ, ମୋ କୁଡିଆ ଓ ବିଜୁ ପକ୍କାଘର ଯୋଜନା ପ୍ରଣୀତ ହୋଇଛି। ହେଲେ ୧୭ ବର୍ଷ ହେଲା କାର୍ଯ୍ୟାଦେଶ ପାଇ ଜଣେ…
Archives


