ବିଦ୍ୟୁତ ସଂସ୍ପର୍ଶରେ ଆସି ଶ୍ରମିକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବି
କେସିଙ୍ଗା,୭।୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନ ଉତ୍କେଲା ଫାଣ୍ଡି ଅନ୍ତର୍ଗତ ଚିଚର୍ଲା ଗ୍ରାମରେ ଥିବା ଦାରକାପୁରୀ ଟେକ୍ସଟାଇଲ କପା ମିଲରେ ଜଣେ ଶ୍ରମିକ କାମ କରୁଥିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଶନିବାର ସକାଳେ ମୃତ୍ୟୁ ଘଟିଛି। ମୃତକ…
ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ କହିଲେ-‘ଯୁଦ୍ଧରେ ଆମେ ଜିତିବୁ’
ଜେରୁଜେଲମ୍,୭।୧୦: ଗୋଟିଏ ପଟେ ରୁଷିଆ ଏବଂ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଲାଗି ରହିଥିବା ବେଳେ ଏବେ ଇସ୍ରାଏଲ୍ ଉପରେ ଆତଙ୍କବାଦୀ ସଂଗଠନ ହମାସ ଯୁଦ୍ଧ ଆରମ୍ଭ କରିଛି। ପ୍ରଥମେ ହମାସ ପକ୍ଷରୁ ୫ ହଜାରରୁ ଅଧିକ ରକେଟ ମାଡ଼ କରାଯିବା ପରେ…
ଭାରତର ‘ତ୍ରିରଙ୍ଗା’ ତ ପାକିସ୍ତାନର ଜାତୀୟ ପତାକାର ନାମ କ’ଣ? ଜାଣି ନ ଥିଲେ…
ବିଶ୍ୱରେ ପ୍ରାୟ ୧୯୫ ଦେଶ ରହିଛି। ସମସ୍ତ ଦେଶର ଜାତୀୟ ଭାଷା, ପତାକା ସହ ଖାଦ୍ୟପେୟ ଭିନ୍ନ। କେବଳ ଏତିକି ନୁହେଁ ସେଗୁଡ଼ିକର ଅର୍ଥ ଏବଂ ମହତ୍ୱ ମଧ୍ୟ ଅଲଗା। ଭାରତର ଜାତୀୟ ପତାକାକୁ ‘ତ୍ରିରଙ୍ଗା’ କୁହାଯାଏ। ହେଲେ ଯଦି ଆପଣଙ୍କୁ…
ଅଣ୍ଡର ପାସ୍ ରାସ୍ତା ବନ୍ଦ: ବଢିଲା ଜନ ଅସନ୍ତୋଷ
ରାୟଗଡା,୭।୧୦(ଭାଗ୍ୟଶ୍ରୀ ମିଶ୍ର): ରାୟଗଡାରେ ରେଳ ବିଭଗ ପକ୍ଷରୁ ବିଭିନ୍ନ ଉନ୍ନୟନ କାର୍ଯ୍ୟ ହାତକୁ ନିଆଯାଇଛି। ଏହି କ୍ରମରେ ରାୟଗଡାରେ ତୃତୀୟ ରେଳ ଲାଇନ୍ କାର୍ଯ୍ୟ ଚାଲଛି। ଏ ନେଇ ଜିଲା ପ୍ରଶାସନ ରାୟଗଡା ସହରର ଅଣ୍ଡର ଗ୍ରାଉଣ୍ଡ ରାସ୍ତା ବନ୍ଦ କରି…
୬୫ ବର୍ଷରେ ବି ବାପା ବକ୍ସ ଅଫିସରେ ହିଟ୍, ପୁଅଙ୍କ ଡେବ୍ୟୁ ଫିଲ୍ମ ଦେଖିବାକୁ ଆସୁନାହାନ୍ତି ଦର୍ଶକ
ବମ୍ବେ: ବାପାଙ୍କ ଫିଲ୍ମ ସୁପରହିଟ୍ ତ ପୁଅଙ୍କ ଫିଲ୍ମ ହେଲା ସୁପରଫ୍ଲପ। ଆମେ କହୁଛୁ ସନ୍ନି ଦେଓଲଙ୍କ ପୁଅ ରାଜବୀର ଦେଓଲଙ୍କ ବିଷୟରେ। ସନ୍ନିଙ୍କ ଫିଲ୍ମ ‘ଗଦର ୨’ ରିଲିଜର ୬୦ ଦିନ ପରେ ବି ବକ୍ସ ଅଫିସରେ ହିଟ୍ ହୋଇ…
ନିଜ ସ୍ତନକ୍ଷୀରରୁ ସାବୁନ ତିଆରି କରି ବିକୁଛନ୍ତି ମହିଳା, ଦାମ୍ ଜାଣିଲେ…
ସ୍ତନ୍ୟପାନରେ ପୋଷକତତ୍ତ୍ୱ ଭରପୂର ରହିଛି। ସେଥିପାଇଁ ଡାକ୍ତରମାନେ ନବଜାତ ଶିଶୁମାନଙ୍କୁ କେବଳ ମା’ କ୍ଷୀର ପିଇବାକୁ ୬ ମାସ ପାଇଁ କୁହନ୍ତି। କିନ୍ତୁ ଜଣେ ମହିଳା ନିଜ ସ୍ତନକ୍ଷୀରରୁ ସାବୁନ ତିଆରି କରିଥିଲେ। ସେ ଜୋର୍ ଦେଇ କହିଛନ୍ତି ଯେ, ଚେହେରାରେ…
ବିଶ୍ୱକପ୍ ଲାଗି ଜିଓ-ଏୟାଟେଲର ସ୍ବତନ୍ତ୍ର ପ୍ଲାନ; ମିଳିବ ଡିଜନୀ+ହଟ୍ଷ୍ଟାର ସୁବିଧା
ନୂଆଦିଲ୍ଲୀ,୭।୧୦: ବିଶ୍ୱକପ୍ କ୍ରିକେଟ ୨୦୨୩ ଆରମ୍ଭ ହୋଇଛି। ଏହି ଟୁର୍ନାମେଣ୍ଟ ଭାରତରେ ଆୟୋଜିତ ହେଉଥିବାରୁ ପ୍ରଶଂସକଙ୍କ କ୍ରେଜ୍ ବଢ଼ିଛି। ତେବେ ଏହାକୁ ଦୃଷ୍ଟିରେ ରଖି ରିଲାଏନ୍ସ ଜିଓ ଏବଂ ଭାରତୀ ଏୟାରଟେଲ ପକ୍ଷରୁ ନୂଆ ପ୍ଲାନ ଗ୍ରାହକଙ୍କୁ ଭେଟି ଦେଇଛି। ଏସବୁ…
କାହାକୁ ବିଦାୟ ଦେବା ସମୟରେ କାହିଁକି କୁହାଯାଏ ଟା ଟା, ପ୍ରକୃତ କାରଣ ଜାଣିଲେ…
ଯେତେବେଳେ ଆମେ କାହାକୁ ବିଦାୟ ଦେଇଥାଉ ଆମେ ଟା ଟା କହିଥାଉ। ଏପରିକି ଆମେ ଆମର ପରିବାର ସଦସ୍ୟ ଏବଂ ସାଙ୍ଗମାନଙ୍କ ପାଇଁ ଏହି ଶବ୍ଦ ବ୍ୟବହାର କରିଥାଉ। ଏହା ନୁହେଁ ଯେ, କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳର ଲୋକମାନେ ଏହା କରନ୍ତି,…
ଏନ୍ଏସି ଇଓଙ୍କ ବଦଳିକୁ ବିରୋଧ: କାଯ୍ୟାଳୟରେ ତାଲାପକାଇ ଧରାଣା
ଗଞ୍ଜାମ,୭।୧୦(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍ଏସି ଇଓ ଅବିନାଶ ମିଶ୍ରଙ୍କ ବଦଳି ହୋଇଛି । ଏହାକୁ ବିରୋଧ କରି ଏନ୍ଏସିର ସମସ୍ତ ସ୍ବୟଂ ସହାୟକ ମହିଳା, ସୁଇପରଙ୍କ ସମେତ ସ୍ଥାନୀୟ ଅଞ୍ଚଳ ଜନସାଧାରଣ ଶନିବାର ଏନ୍ଏସି ମୁଖ୍ୟ ଫାଟକରେ ତାଲା ପକାଇ ବିକ୍ଷୋଭ…
ନିର୍ବାହୀ ଅଧିକାରୀ, ପୌରାଧ୍ୟକ୍ଷାଙ୍କ ଅଡୁଆ ବଢ଼ିଲା
ବଲାଙ୍ଗୀର,୭ା୧୦(ବୀରେନ୍ଦ୍ର କୁମାର ଝାଙ୍କର): ସଦ୍ୟ ସମାପ୍ତ ହୋଇଥିବା ବିଧାନସଭା ଅଧିବେଶନରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ବଲାଙ୍ଗୀର ପୌରାଧ୍ୟକ୍ଷା ଏବଂ ପୌର ନିର୍ବାହୀ ଅଧିକାରୀ ସ୍ବାଧିକାର ଭଙ୍ଗ କରିଥିବା ନେଇ ଅଭିଯୋଗ କରିଥିଲେ। ବିଧାୟକ ମିଶ୍ରଙ୍କ ଅଭିଯୋଗକୁ ଭିତ୍ତିକରି ବଲାଙ୍ଗୀର ପୌରାଧ୍ୟକ୍ଷା…
ଇମ୍ରାନ୍ ମସୂଦ କଂଗ୍ରେସରେ ସାମିଲ
ନୂଆଦିଲ୍ଲୀ,୭।୧୦: ବିଏସପିର ପୂର୍ବତନ ନେତା ଇମ୍ରାନ୍ ମସୂଦ କଂଗ୍ରେସରେ ସାମିଲ ହୋଇଛନ୍ତି। ଶନିବାର ସଂଗଠନର ମହାସଚିବ କେସି ଭେଣୁଗୋପାଳ ତାଙ୍କୁ ସଦସ୍ୟତା ଦେଇଛନ୍ତି। ଇମ୍ରାନ୍ ମସୂଦ ପୂର୍ବରୁ କଂଗ୍ରେସରେ ହିଁ ଥିଲେ। ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ ସେ କଂଗ୍ରେସ ଛାଡିଦେଇଥିଲେ।…
ମହାନତା ଦେଖାଇଲେ ବିଧାୟିକା
ସୁନ୍ଦରଗଡ଼,୭ା୧୦(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଉପକଣ୍ଠ କଲେଜ ବାଇପାସ ଇବ ନଦୀ ପୋଲ ଉପରୁ ଶୁକ୍ରବାର ମାନସିକଭାବେ ଦୁର୍ବଳ ୨ ମହିଳାଙ୍କୁ ଉଦ୍ଧାର କରି ସ୍ଥାନୀୟ ବିଧାୟିକା କୁସୁମ ଟେଟେ ସୁଧାର ଗୃହକୁ ପଠାଇଛନ୍ତି। ଜଣଙ୍କ ବୟସ ୨୭ ଏବଂ ଆଉ…
Archives


