ବିପଦ ସଙ୍କେତ ଉପରେ ଜଳସ୍ତର
କଣିହାଁ, ୭ା୧୦ (ସଚ୍ଚିଦାନନ୍ଦ ପ୍ରଧାନ): କଣିହାଁ ବ୍ଲକ ସ୍ଥିତ ବ୍ରାହ୍ମଣୀ ନଦୀର ରେଙ୍ଗାଳି ଡ୍ୟାମରୁ ଗୁରୁବାର ସାରୁ ୮ ନମ୍ବର ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି। ଏ ସମ୍ପର୍କରେ ଡ୍ୟାମ୍ ଡିଭିଜନର ଯନ୍ତ୍ରୀ ଶଙ୍କରାନନ୍ଦ ରଣା କହିଛନ୍ତି, ଜଳସ୍ତର…
ରାଘବଙ୍କ ଘରେ ପରିଣିତିଙ୍କର ହେଲା ଗ୍ରାଣ୍ଡ ଓ୍ବେଲକମ
ମୁମ୍ବାଇ: ବଲିଉଡ ବିୟୁଟି ପରିଣିତି ଚୋପ୍ରା ଏବଂ ଏଏପି ଏମପି ରାଘବ ଚଢା ବିବାହ କରିବା ପରେ ବି ରହୁଛନ୍ତି ଲାଇମ ଲାଇଟରେ। ଶୁକ୍ରବାର ଅଭିନେତ୍ରୀ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ନୂଆ ଭିଡିଓ ସେୟାର କରିଛନ୍ତି ଯାହା ସୋସିଆଲ ମିଡିଆରେ…
ପ୍ରଧାନମନ୍ତ୍ରୀ, ନରେନ୍ଦ୍ର ମୋଦି ଷ୍ଟାଡିୟମକୁ ମିଳିଲା ବୋମା ଧମକ
ମୁମ୍ବାଇ,୭।୧୦: ମୁମ୍ବାଇ ପୋଲିସକୁ ଗୁରୁବାର ଏକ ମେଲ ପଠାଯାଇଛି, ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମକୁ ବୋମାରେ ଉଡାଇଦେବାକୁ ଧମକ ଦିଆଯାଇଛି। ଏହା ହେଉଛି ସେହି ଷ୍ଟାଡିୟମ, ଯେଉଁଠାରେ ଅଧିକାଂଶ କ୍ରିକେଟ ବିଶ୍ୱକପ୍ ମ୍ୟାଚ ସେଠାରେ…
ନଭେମ୍ବରରେ ରିଲିଜ ହେବ ‘ଆର୍ଯ୍ୟା ୩’
ମୁମ୍ବାଇ: ବଲିଉଡର ଜଣେ ଟ୍ୟାଲେଣ୍ଟେଡ ଆକ୍ଟ୍ରେସ ହୋଉଛନ୍ତି ସୁସ୍ମିତା ସେନ। ଫିଲ୍ମ ସହିତ ସୁସ୍ମିତା ମଧ୍ୟ ଓଟିଟିରେ ଧମାଲ ସୃଷ୍ଟି କରିଛନ୍ତି। ଅଭିନେତ୍ରୀଙ୍କ ଆର୍ଯ୍ୟା ଧାରାବାହିକ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା। ‘ଆର୍ଯ୍ୟା’ର ତୃତୀୟ ସିଜନରେ ଖୁବ ଶୀଘ୍ର ସୁସ୍ମିତାଙ୍କୁ ଦେଖିବାକୁ…
ପୋଷ୍ଟର ବିବାଦ: କଂଗ୍ରେସ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କଲେ ଭାଜପା ନେତା
ନୂଆଦିଲ୍ଲୀ,୭।୧୦: ଭାଜପା ନେତା ମୁଖତାର ଅବ୍ବାସ ନକବି ଶନିବାର ଦେଶର ସର୍ବ ପୁରାତନ ଦଳ କଂଗ୍ରେସ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ବାଚନ ଆୟୋଗଙ୍କଠାରେ ଦାବି କରିଛନ୍ତି। ନିକଟରେ କେରଳ କଂଗ୍ରେସ ୟୁନିଟ ଏକ ପୋଷ୍ଟର ଜାରି କରିଛି, ଯେଉଁଥିରେ ଶାସକଙ୍କୁ ପ୍ରଧାନମନ୍ତ୍ରୀ…
ନୁହର କେଏମପି ଏକ୍ସପ୍ରେସ-ଓ୍ବେରେ ବଡ ଧରଣର ସଡକ ଦୁର୍ଘଟଣା
ନୁହ,୭।୧୦: ନୁହର ରୋଜକା ମେଓ ପୋଲିସ ଷ୍ଟେସନ ପରିସରରେ କେଏମପିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୪ଜଣଙ୍କର ମୃତ୍ୟୁ ହୋଇଛି। କୁହାଯାଉଛି ଯେ ରାସ୍ତାରେ ଏକ ଭଙ୍ଗା ଟ୍ରକ ଠିଆ ହୋଇଥିଲା ବେଳେ ଏହାର ମରାମତି କାମ ଚାଲିଥିଲା ଏହି ସମୟରେ…
ମା’ ତାରାତାରିଣୀ, ଦକ୍ଷିଣକାଳୀଙ୍କ ଷୋଡ଼ଶ ଉପଚାର ପୂଜା ଆରମ୍ଭ
ପୁରୁଷୋତ୍ତମପୁର,୭ା୧୦(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ଇଷ୍ଟଦେବୀ ମା’ ତାରାତାରିଣୀ ଓ ଦକ୍ଷିଣ କାଳୀଙ୍କ ପୀଠରେ ଶାରଦୀୟ ପୂଜା ଶୁକ୍ରବାର ଆରମ୍ଭ ହୋଇଛି। ଏହା ଷୋହଳ ଦିନ ଧରି ଚାଲିବ। ପ୍ରଥମ ଦିନ ମା’ ତାରାତାରିଣୀ ଦୁଇ ଭଉଣୀଙ୍କ ପ୍ରତିମାକୁ ସ୍ନାନବେଦୀକୁ ଅଣାଯାଇଥିଲା।…
ମୁକୁଳା ନଦୀବନ୍ଧ, ତଳିଆ ଅଞ୍ଚଳ ଜଳମଗ୍ନ
ବାଲିଆପାଳ, ୭।୧୦(ଗୋପାଳ ଚନ୍ଦ୍ର ସାହୁ): ଗୁରୁବାରଠାରୁ ସୁବର୍ଣ୍ଣରେଖା ନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳୁଛି। ବନ୍ୟାଜଳ ରାଜଘାଟଠାରେ ସନ୍ଧ୍ୟା ସୁଦ୍ଧା ବିପଦସଂକେତଠାରୁ ବହୁ ତଳେ ଅର୍ଥାତ ୯.୩୫ ମିଟରରେ ରହିଛି। ମାତ୍ର ମୁକୁଳା ନଦୀବନ୍ଧ ପାଇଁ ତଳିଆ ଅଞ୍ଚଳ ଜଳମଗ୍ନ…
ମେଟାଲ ଡିଟେକ୍ଟରର କମାଲ, ଘର ବଗିଚାରେ କାନ ଫୁଲ ଖୋଜୁ ଖୋଜୁ ମିଳିଲା ବହୁ ବର୍ଷ ପୁରୁଣା କଳାକୃତି
ଓସଲୋ,୭।୧୦: ନରୱେରେ ଜଣେ ବ୍ୟକ୍ତିଙ୍କ ଦ୍ୱାରା ମେଟାଲ ଡିଟେକ୍ଟର ସାହାଯ୍ୟରେ ସୁନା ଖେଶଜିବା ସମୟରେ ଗୋଟିଏ ପରିବାରକୁ ଶତାବ୍ଦୀ ପୁରୁଣା କଳାକୃତି ମିଳିଛି। ବାସ୍ତବରେ, ପରିବାର ସଦସ୍ୟମାନେ ସେମାନଙ୍କ ବଗିଚାରେ ହଜିଯାଇଥିବା କାନ ଫୁଲକୁ ଖୋଜୁଥିଲେ, କିନ୍ତୁ ସେଠାରେ ସେମାନେ ଏକ…
ଭୁଲ୍ ଇଞ୍ଜେକ୍ଶନ ଯୋଗୁ ପାର୍ଶ୍ୱ ପ୍ରତିକ୍ରିୟା
ସୋର, ୭ା୧୦(ଜନ୍ମେଜୟ ମିଶ୍ର): ସୋର ବ୍ଲକ ଶିଙ୍ଗାଖୁଣ୍ଟା ପଞ୍ଚାୟତ ବନ୍ଧସାହି ଜଙ୍ଗଲ ପାଦଦେଶରେ ରହୁଥିବା ଗ୍ରାମବାସୀଙ୍କ ଛେଳି ଓ ଗୋରୁଙ୍କୁ ଗତ ଗୁରୁବାର ଇଞ୍ଜେକ୍ସନ ଦିଆଯାଇଥିବା ବେଳେ ଏହାର ପ୍ରଭାବରେ ଗତ ଦୁଇଦିନ ମଧ୍ୟରେ ୮ ଛେଳି ମରିଯାଇଥିବା ଗ୍ରାମବାସୀ ଅଭିଯୋଗ…
ଯଦି ପାଶ୍ଚାତ୍ୟ ସାମରିକ ସହାୟତା ବନ୍ଦ ହୋଇଯାଏ, ତେବେ ୟୁକ୍ରେନ ଏକ ସପ୍ତାହ ମଧ୍ୟରେ ଶେଷ ହୋଇଯିବ: ପୁଟିନ୍
ମସ୍କୋ,୭।୧୦: ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଗତ କିଛି ମାସ ଧରି ଯୁଦ୍ଧ ଚାଲିଛି। ଏଥି ସହିତ ପାଶ୍ଚାତ୍ୟ ଯୁଦ୍ଧଗ୍ରସ୍ତ ୟୁକ୍ରେନକୁ ସହାୟତା ଯୋଗାଇବ। ଏହା ପରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ କହିଛନ୍ତି, ପାଶ୍ଚାତ୍ୟ ସାମରିକ ଏବଂ ଆର୍ଥିକ ସହାୟତା…
ତେଲ ଆଭିଭ ନିକଟରେ ଶୁଭିଲା ବିସ୍ଫୋରଣ ଶବ୍ଦ, ଲୋକଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ
ଜେରୁଜେଲମ,୭।୧୦: ଶନିବାର ସକାଳେ ଗାଜା ଏବଂ ବୃହତ ତେଲ ଆଭିବ ଅଞ୍ଚଳରେ ଦକ୍ଷିଣ ଅଞ୍ଚଳରେ ରକେଟ ଚେତାବନୀ ଦେଉଥିବା ସାଇରନ ଧ୍ୱନି ଦୀର୍ଘ ସମୟ ପର୍ଯ୍ୟନ୍ତ ବାଜିଥିଲା। ତେବେ ବିସ୍ଫୋରଣ ସମ୍ପର୍କରେ ସେନା ପକ୍ଷରୁ କୌଣସି ତତକ୍ଷଣାତ ବିବରଣୀ ଦିଆଯାଇ ନାହିଁ।…
Archives


