Home Left

ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତାଙ୍କ ପରଲୋକ

ବ୍ରିଟିଶ ଚଳଚ୍ଚିତ୍ର ନିର୍ମାତା ଟେରେନ୍ସ ଡେଭିସଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା। ଡିଷ୍ଟାନ୍ସ ଭଏସ୍‌, ଷ୍ଟିଲ୍‌ ଲାଇଭ୍ସ, ଦ ଡିପ୍‌ ବ୍ଲୁ ସି ଏବଂ ଦ ଲଙ୍ଗ ଡେ କ୍ଲୋଜ ଭଳି ସୁପରହିଟ୍‌ ଫିଲ୍ମ ନିର୍ମାଣ କରିଥିଲେ।…

ଜଳିଗଲା ହାଇଓ୍ବା

ବଡବିଲ,୮।୧୦(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଲାଣି ଥାନା ଅଧୀନ ଡବ୍ଲୁହଟିଂ ନିକଟରେ ରବିବାର ଏକ ହାଇଓ୍ବାରେ ନିଆଁ ଲାଗି ଜଳିଯାଇଛି। ହାଇଓ୍ବା ମାଟକାମବେଡ଼ାସ୍ଥିତ ଆରିୟା ପ୍ଲାଣ୍ଟରୁ ପେଲେଟ ବୋଝେଇ କରି ବଲାଣି ରେଲୱେ ସାଇଡିଂ ଅଭିମୁଖେ ଯାଉଥିଲା। ଡବ୍ଲ୍ୟୁହଟିଂ ଛକରେ ହାଇଓ୍ବାର…

ଏଲ୍‌ଏଏଚ୍‌ଡିସି ନିର୍ବାଚନରେ ବାଜିମାରିଲା କଂଗ୍ରେସ, ନ୍ୟାଶନାଲ୍‌ କନଫରେନ୍ସ

ଶ୍ରୀନଗର,୮।୧୦: ୨୦୧୯ରେ ଧାରା ୩୭୦ ହଟାଯିବା ପରେ ଜମ୍ମୁ କଶ୍ମୀରରେ ଅନୁଷ୍ଠିତ ପ୍ରଥମ ନିର୍ବାଚନରେ କଂଗ୍ରେସ ଏବଂ ନ୍ୟାଶନାଲ୍‌ କନଫରେନ୍ସ ମିଳିତ ମେଣ୍ଟ କାର୍‌ଗିଲରେ ଲଦାଖ ସ୍ବାୟତ୍ତ ପର୍ବତୀୟ ପରିଷଦ ନିର୍ବାଚନରେ ଭାଜପାକୁ ପରାସ୍ତ କରିଛି। ୨୬ ସିଟ ବିଶିଷ୍ଟ ଲଦାଖ…

ଓଳଟି ପଡ଼ିଲା ବୋଲେରୋ: ଜଣେ ଶ୍ରମିକ ମୃତ, ୪ ଆହତ

ଲାଞ୍ଜିଗଡ଼,୮।୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଛତ୍ରପୁର ପଞ୍ଚାୟତ ଭାଟଗୁଡ଼ା ଗାଁ ଶିବ ମନ୍ଦିର ନିକଟ ଏକ ବୁଲାଣିରେ ରବିବାର ଭାରସାମ୍ୟ ହରାଇ ଏକ ବୋଲେରୋ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ଜୁନାଗଡ଼ ଥାନା କୁଟେନ ଗାଁର ବିରଞ୍ଚି…

ଇସ୍ରାଏଲ୍‌ରେ ଥିବା ଭାରତୀୟ ସୁରକ୍ଷିତ ଅଛନ୍ତି: ଭାରତୀୟ ଦୂତାବାସ

ଜେରୁଜେଲମ୍‌,୮ା୧୦: ହମାସ ବିଦ୍ରୋହୀ ଏବଂ ଇସ୍ରାଏଲୀ ସୈନ୍ୟଙ୍କ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। ତେବେ ସେଠାରେ ଥିବା ସମସ୍ତ ଭାରତୀୟ ନାଗରିକ ସୁରକ୍ଷିତ ବୋଲି ତେଲ୍‌ ଆଭିଭ୍‌ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି। ସେମାନଙ୍କୁ…

ଭାଜପା ତୃତୀୟଥର କ୍ଷମତାକୁ ଆସିଲେ ବିପଦରେ ପଡ଼ିଯିବ ଦେଶ: କେରଳ ମୁଖ୍ୟମନ୍ତ୍ରୀ

ଥିରୁଭାନନ୍ତପୁରମ୍‌,୮।୧୦: ଭାଜପା ତୃତୀୟ ଥର କ୍ଷମତାକୁ ଆସିଲେ ଦେଶ ବିପଦରେ ପଡିଯିବ ବୋଲି କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଚେତାବନୀ ଦେଇଛନ୍ତି। ଉତ୍ତର କେରଳର ଏକ ଜିଲାର ଏକ କାର୍ଯ୍ୟକ୍ରମରେ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ଏବଂ ଆରଏସଏସକୁ ଟାର୍ଗେଟ୍‌ କରିଛନ୍ତି…

୪୦ ବର୍ଷ ପରେ ବିଶ୍ୱକପ୍‌ରେ ଘଟିଲା ଏମିତି

ଚେନ୍ନାଇ,୮।୧୦: ଦିନିକିଆ ବିଶ୍ୱକପ ୨୦୨୩ର ପ୍ରଥମ ମ୍ୟାଚରେ ଭାରତୀୟ କ୍ରିକେଟ୍‌ ଦଳ ଏକ ଲଜ୍ଜାଜନକ ରେକର୍ଡ କରିଛି। ଚେନ୍ନାଇର ଚେପକ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ଏହି ମ୍ୟାଚରେ ଉଭୟ ଭାରତୀୟ ଓପନର୍‌ ଖାତା ଖୋଲି ପାରି ନ ଥିଲେ। ଅଷ୍ଟ୍ରେଲୀୟ…

ଜୀବିତପୁତ୍ରିକା ଉତ୍ସବରେ ଅଘଟଣ: ୨୪ ଘଣ୍ଟାରେ ନଦୀରେ ବୁଡ଼ିଯାଇ ୨୨ ମହିଳାଙ୍କ ମୃତ୍ୟୁ

ପାଟନା,୮ା୧୦: ବିହାରରେ ଜୀବିତପୁତ୍ରିକା ଉତ୍ସବ ପାଳନ ଅବସରରେ ଅଘଟଣ ଘଟିଛି। ନଦୀ, ପୁଷ୍କରିଣୀରେ ଗାଧୋଇବା ବେଳେ ପାଣିରେ ବୁଡ଼ିଯାଇ ୨୨ ଜଣଙ୍କ ମୃତ୍ୟୁ ଘଟିଛି। ଜୀବିତପୁତ୍ରିକା ଉତ୍ସବରେ ଭାଗନେଇଥିବା ମହିଳାମାନେ ପିଲାମାନଙ୍କ କଲ୍ୟାଣ ପାଇଁ ଉପବାସ ବ୍ରତ ପାଳନ କରିଥାନ୍ତି। ଏହି…

ଚାଉଳ ଆଣିବାକୁ ଯାଇଥିବା ହିତାଧିକାରୀଙ୍କୁ ଆକ୍ରମଣ

କର୍ଲାମୁଣ୍ଡା,୮।୧୦(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଳକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ଗ୍ରାମର ହିତାଧିକାରୀମାନେ ରବିବାର ପଞ୍ଚାୟତ କାର୍ଯ୍ୟାଳୟକୁ ପିଡ଼ିଏସ୍‌ ଚାଉଳ ଆଣିବାକୁ ଯାଇଥିବା ବେଳେ ଜୋରାଡବରା ଗ୍ରାମର କେତେକ ବ୍ୟକ୍ତି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ…

ସୁରକ୍ଷିତ ଭାରତ ଫେରିଲେ ନୁଶରତ

ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଫସି ରହିଥିବା ବଲିଉଡ ଅଭିନେତ୍ରୀ ନୁଶରତ ଭରୁଚା ସୁରକ୍ଷିତ ଭାରତ ଫେରିଛନ୍ତି। ନୁଶରତ ମୁମ୍ବାଇ ବିମାନବନ୍ଦରରେ ଅବତରଣ କରିଛନ୍ତି। ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଠାରେ ଅଭିନେତ୍ରୀ ବିମାନବନ୍ଦରରୁ ବାହାରକୁ…

ଦୁନିଆର ସବୁଠୁ ବଡ଼ ରୁଟି

ଜୟପୁର,୮।୧୦: ରୁଟି ପ୍ରାୟତଃ ସମସ୍ତଙ୍କ ଘରେ ତିଆରି, କିନ୍ତୁ ବିଶ୍ୱର ସର୍ବବୃହତ ରୁଟି ରାଜସ୍ଥାନର ଭିଲୱାରାଠାରେ ତିଆରି ହୋଇଛି। ଏହି ରୁଟି ତିଆରି କରିବାକୁ ଅଟା ଚକଡି ଏବଂ ବେଲିବାକୁ ପ୍ରାୟ ଦୁଇ ଘଣ୍ଟା ସମୟ ଲାଗିଥିଲା। ଏହି ରୁଟି ସେକିବାକୁ…

ପୋଖରୀରେ ବୁଡ଼ି ଚାଲିଗଲା ଛାତ୍ରୀଙ୍କ ଜୀବନ

ରାୟଗଡ଼,୮।୧୦ା(ଜ୍ୟୋତି ପ୍ରସାଦ ପାଣି): ଗଜପତି ଜିଲା ରାୟଗଡ଼ ବ୍ଲକ ଅଧୀନ ଗଣ୍ଡାହାତୀ ପଞ୍ଚାୟତ ଅନ୍ତର୍ଗତ ତାମତରା ଗ୍ରାମର ଏକ ପୋଖରୀରେ ବୁଡ଼ି ଜଣେ ନାବାଳିକା ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଉକ୍ତ ଗ୍ରାମର ସୁଙ୍କୁ ମଣ୍ଡଳଙ୍କ ଝିଅ ସୁଜାତା ମଣ୍ଡଳ(୯)।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri