ଭାଜପା ଏମପିଙ୍କ ଗୁରୁତର ଅଭିଯୋଗ, କହିଲେ କଂଗ୍ରେସ-ଏଆଇଏମଆଇଏମ କରୁଛନ୍ତି ହମାସର ସମର୍ଥନ
ନୂଆଦିଲ୍ଲୀ,୧୦।୧୦: ଭାଜପାର ରାଷ୍ଟ୍ରୀୟ ମହାସଚିବ ତଥା କରିମନଗର ଏମପି ବନ୍ଦି ସଞ୍ଜୟ କୁମାର ମଙ୍ଗଳବାର ଅଭିଯୋଗ କରିଛନ୍ତି କି ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସକୁ କଂଗ୍ରେସ ଏବଂ ଅସଦୁଦ୍ଦିନ ଓୱାଇସିଙ୍କ ପାର୍ଟି ଅଲ ଇଣ୍ଡିଆ ମଜଲିସ-ଇ-ଇନ୍ତେହାଦୁଲ ମୁସଲିମ (ଏଆଇଏମଆଇଏମ) ସମର୍ଥନ କରୁଛନ୍ତି।…
ଗଲ୍ଫ ଖେଳାଳିରୁ ନାୟିକା
ମୁମ୍ବାଇ: ଅଭିନେତ୍ରୀ ରକୁଲ ପ୍ରୀତ ସିଂ ସାଉଥରୁ ବଲିଉଡ ପର୍ଯ୍ୟନ୍ତ ନିଜର ଜଲଓ୍ବା କାୟମ କରିଛନ୍ତି। ଅଭିନୟ, ଗ୍ଲାମରଠାରୁ ଆରମ୍ଭ କରି କଥା କହିବା ପର୍ଯ୍ୟନ୍ତ ସେ ସବୁକିଛି ଆଗରେ ଅଛନ୍ତି । ଖୁବ କମ ସମୟ ମଧ୍ୟରେ ପ୍ରଶଂସକଙ୍କ ହୃଦୟରେ…
ଦୁର୍ଗମ ଅଞ୍ଚଳକୁ ଯାଉନାହାନ୍ତି ଡାକ୍ତର
ରାୟଗଡ଼ା, ୧୦।୧୦(ଆଶିଷ ରଞ୍ଜନ ପଣ୍ଡା): ଗ୍ରାମାଞ୍ଚଳରେ ଲୋକଙ୍କୁ ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରହିଛି । ହେଲେ ଅଧିକାଂଶ ପିଏଚ୍ସିରେ ଡାକ୍ତର ନ ଥିବା ଯୋଗୁ ଗ୍ରାମାଞ୍ଚଳ ଲୋକେ ଉଚିତ ସ୍ବାସ୍ଥ୍ୟସେବା ପାଇପାରୁ ନ ଥିବା ଅଭିଯୋଗ ହେଉଛି।…
ମ୍ୟାନ୍ମାରରେ ବିସ୍ଥାପିତଙ୍କ କ୍ୟାମ୍ପ ଉପରେ ଆକ୍ରମଣ, ୨୯ ମୃତ
ନାଫିଦ୍ୱ,୧୦।୧୦: ମ୍ୟାନ୍ମାରର କାଚିନ ରାଜ୍ୟରେ ବିସ୍ଥାପିତଙ୍କ ଏକ କ୍ୟାମ୍ପ ଉପରେ ଆକ୍ରମଣ କରାଯାଇଛି। ସେନା ଦ୍ୱାରା ହୋଇଥିବା ଏହି ଆକ୍ରମଣରେ ୨୯ ଜଣଙ୍କର ମୃତ୍ୟୁ ହୋଇଛି, ଯେଉଁଥିରେ ମହିଳା, ଶିଶୁ ଏବଂ ବୃଦ୍ଧ ମଧ୍ୟ ଅଛନ୍ତି। ଏଥିସହ ୫୯ ଜଣ ଗୁରୁତର…
ଡିଏଫ୍ଓ କ୍ୱାର୍ଟର୍ସ ନିର୍ମାଣରେ ଦୁର୍ନୀତି
ନୟାଗଡ଼,୧୦।୧୦(ଲୋକନାଥ ମିଶ୍ର): ନୟାଗଡ ଡିଏଫ୍ଓଙ୍କ କ୍ୱାର୍ଟର୍ସ (ସରକାରୀ ବାସଭବନ) ନିର୍ମାଣରେ ଦୁର୍ନୀତି ଅଭିଯୋଗ ଉଠିଛି। ଡିଏଫ୍ଓଙ୍କ ପୁରୁଣା କ୍ୱାର୍ଟର୍ସ ଥାଉ ଥାଉ ନୟାଗଡ଼ ଡିଆରଡିଏ ରୋଡର ଜିଲାପାଳଙ୍କ ବାସଭବନ ପାଖ ନର୍ସରୀରେ ଡିଏଫ୍ଓଙ୍କ ନୂଆ କ୍ୱାର୍ଟର୍ସ ନିର୍ମାଣ କାହିଁକି କରାଗଲା ବୋଲି…
ଜନ୍ମଦିନ ପାଳନକୁ ଦେଖି ଇମୋଶନାଲ ହେଲେ ବିଗ ବି
ମୁମ୍ବାଇ: ବଲିଉଡର ମହାନାୟକ ଅମିତାଭ ବଚ୍ଚନ ବୁଧବାର ଅର୍ଥାତ୍ ଅକ୍ଟୋବର ୧୧ରେ ପାଳନ କରିବାକୁ ଯାଉଛନ୍ତି ତାଙ୍କ ୮୧ ତମ ଜନ୍ମ ଦିବସ। ଏହି ଅବସରରେ ଟେଲିଭିଜନ ରିୟଲିଟି ଶୋ’ ‘କୌନ ବନେଗା କରୋଡପତି’ର କମିଂ ଏପିସୋଡରେ ଏହି ବିଶେଷ ଦିନକୁ…
ପାଲେଷ୍ଟାଇନଙ୍କୁ ସମର୍ଥନ କଲା ସାଉଦି ଆରବ
ଜେରୁଜେଲମ,୧୦।୧୦: ପାଲେଷ୍ଟାଇନ ଆତଙ୍କବାଦୀ ଗୋଷ୍ଠୀ ହମାସର ଆକ୍ରମଣ ପରେ ଇସ୍ରାଏଲ କ୍ରମାଗତ ଭାବରେ ଗାଜା ଉପରେ ଆକ୍ରମଣ କରୁଛି। ଏହି ସମୟରେ ଶାନ୍ତି ଆଣିବା ପାଇଁ ସାଉଦି ଆରବ ପାଲେଷ୍ଟାଇନବାସୀଙ୍କ ସହ ଛିଡା ହୋଇଛି ବୋଲି କହିଛି। ସାଉଦି କ୍ରାଉନ ପ୍ରିନ୍ସ…
୧୧ରୁ ବିଦ୍ୟାଳୟ ଖୋଖୋ ପ୍ରତିଯୋଗିତା
ଅନୁଗୋଳ,୧୦।୧୦(ଅମିତ କୁମାର ସାମଲ): ଅନୁଗୋଳ ଫରେଷ୍ଟ ରେଞ୍ଜର ଟ୍ରେନିଂ କଲେଜ ପଡ଼ିଆରେ ଆସନ୍ତା ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟସ୍ତରୀୟ ବିଦ୍ୟାଳୟ ଖୋଖୋ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ରାଜ୍ୟର ବିଭିନ୍ନ ଜିଲାରୁ ୧୮ଶହ ଛାତ୍ରୀଛାତ୍ରଙ୍କ ସହ ଅଫିସିଆଲ୍ ଯୋଗଦେବାର କାର୍ଯ୍ୟକ୍ରମ…
ଫାଇଲିନ୍ରେ ଲିଭି ନ ଥିଲା ଅଖଣ୍ଡ ଦୀପ
ବ୍ରହ୍ମପୁର,୧୦ା୧୦(ସ୍ମୃତି ରଞ୍ଜନ ମହାଲିକ): କମାପଲୀର ଦୁର୍ଗା ପୂଜା ୬୦ ବର୍ଷରେ ପହଞ୍ଚିଛି। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମା’ ଦୁର୍ଗତିନାଶିନୀଙ୍କ ଆଗମନ ପାଇଁ କମାପଲୀ ଦୂର୍ଗା ପୂଜା କମିଟି ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି। ଚଳିତ ମାସ ଆରମ୍ଭରୁ କମିଟି ପକ୍ଷରୁ…
‘ଭ୍ରଷ୍ଟାଚାରରେ ଲିପ୍ତ ରହିଲେ ଯାଞ୍ଚଏଜେନ୍ସି ତା’କାମ କରିବ’, ଅମାନତୁଲ୍ଲାଙ୍କ ଘରେ ଇଡି ଚଢାଉକୁ ନେଇ ବର୍ଷିଲେ ବୀରେନ୍ଦ୍ର ସଚ୍ଚଦେବା
ନୂଆଦିଲ୍ଲୀ,୧୦।୧୦: ଦିଲ୍ଲୀର ଓଖଲା ବିଧାନସଭା ଆସନରୁ ଆମ ଆଦମୀ ପାର୍ଟି ବିଧାୟକ ଅମାନତୁଲ୍ଲା ଖାନଙ୍କ ବାସଭବନରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ(ଇଡି) ଚଢାଉ କରିବା ପରେ ରାଜ୍ୟ ଭାଜପା ସଭାପତି ବିରେନ୍ଦ୍ର ସଚ୍ଚଦେବା ତାଙ୍କ ଉପରେ ବର୍ଷିଛନ୍ତି। ଇଡି ଚଢାଉର କିଛି ସମୟ ପରେ…
ନଦୀପାଣିକୁ ରୋଷେଇ, ପିଇବାକୁ ନେଉଛନ୍ତି ଗ୍ରାମବାସୀ
ଭଞ୍ଜନଗର,୯।୧୦(ବାବୁଲା ପ୍ରଧାନ): ଲୋକଙ୍କ ମଧ୍ୟରେ ସଚେତନତା ଅଭାବ ଯୋଗୁ ଭଞ୍ଜନଗର ବ୍ଲକ ଗୋହିରିବା ଗ୍ରାମବାସୀ ଦୈନନ୍ଦିନ ଲୋହରାଖଣ୍ଡି ନଦୀରୁ ପାଣି ଆଣି ରୋଷେଇ ଏବଂ ପାନୀୟଜଳ ରୂପେ ବ୍ୟବହାର କରୁଛନ୍ତି। ନଦୀ ତଟବର୍ତ୍ତୀ ଅନେକ ଗ୍ରାମରେ ଏହିଭଳି ସମସ୍ୟା ଦେଖିବାକୁ ମିଳିଛି।…
‘ଆମେରିକୀୟ ନାଗରିକଙ୍କ ସୁରକ୍ଷା ପାଇଁ କଠୋର ଆଭିମୁଖ୍ୟ ଗ୍ରହଣ କରିବୁ’, ଯୁଦ୍ଧ ମଧ୍ୟରେ ଏଫ୍ବିଆଇର ଚେତାବନୀ
ଓ୍ବାଶିଂଟନ,୧୦।୧୦: ଆମେରିକାର ସର୍ବୋଚ୍ଚ ଅନୁସନ୍ଧାନକାରୀ ଏଜେନ୍ସି ଏଫ୍ବିଆଇ ଚେତାବନୀ ଦେଇଛି ଯେ, ଆମେରିକାର ନାଗରିକଙ୍କ ଜୀବନ ପ୍ରତି କିଛି ବି ସମ୍ଭାବ୍ୟ ବିପଦର ଯାଞ୍ଚ ଏଫ୍ବିଆଇ କରିବ ଏବଂ ଆମେରିକାର ନାଗରିକଙ୍କୁ ବଞ୍ଚାଇବା ପାଇଁ କୌଣସି କଠୋର ପଦକ୍ଷେପ ନେବାକୁ ପଛଘୁଞ୍ଚା…
Archives


