Home Left

ପୂର୍ବତନ ପୋଲିସ ଡିଜି ଶରତ ଚନ୍ଦ୍ର ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର,୧୦।୧୦: ପୂର୍ବତନ ପୋଲିସ ଡିଜି ଶରତ ଚନ୍ଦ୍ର ମିଶ୍ରଙ୍କ ପରଲୋକ ଘଟିଛି। ମତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା। ସେ ଡେଙ୍ଗୁରେ ଆକ୍ରାନ୍ତ ଥିଲେ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ସକାଳେ ତାଙ୍କର…

ଭାବୁକ କଲା ଚଳଚ୍ଚିତ୍ର ‘ଭାବାନ୍ତର’

ଭୁବନେଶ୍ୱର,୧୦।୧୦(ଶର୍ମିଷ୍ଠା ପାଣିଗ୍ରାହୀ):ନାରୀ ପୁରୁଷ ମଧ୍ୟରେ ଏକ ଭିନ୍ନ ସମ୍ପର୍କର ବାସ୍ନା। ଭଲପାଇବାର ଏକ ଭିନ୍ନ ମୋଡ଼। ଶ୍ରାବଣୀ ନାମ୍ନୀ ଏକ ଝିଅଟିଏ ମିଲନ ପ୍ରେମରେ ପଡ଼ନ୍ତି। ମାତ୍ର ତାଙ୍କର ବିବାହ ହୁଏ ଶ୍ରୀତମ ସହ। ବାହାଘର ପରେ ଶ୍ରାବଣୀ ଶ୍ରୀତମଙ୍କୁ ତାଙ୍କ…

ସାନ ଫ୍ରାନ୍ସିସ୍କୋରେ ଥିବା ଚାଇନା ବାଣିଜ୍ୟ ଦୂତାବାସ ଉପରେ ଆକ୍ରମଣ

ସାନ ଫ୍ୟାନ୍ସିସ୍କୋ,୧୦।୧୦: ଆମେରିକାର ସାନ ଫ୍ରାନ୍ସିସ୍କୋରେ ଥିବା ଚାଇନାର କନସୁଲେଟ ନିକଟରେ ସୋମବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଏକ କାର ଚାଇନା ଦୂତାବାସରେ ପ୍ରବେଶ କରି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଘଟଣା ପରେ ସାନ ଫ୍ରାନ୍ସିସ୍କୋ ପୋଲିସ ସନ୍ଦିଗ୍ଧଙ୍କ…

ଦୀର୍ଘଦିନ ଶାସନରେ ରହିବା ସତ୍ତ୍ୱେ କାହିଁକି ଜାତିଗତ ଜନଗଣନା କଲାନି କଂଗ୍ରେସ: ଧର୍ମେନ୍ଦ୍ର

ଭୁବନେଶ୍ୱର, ୧୦।୧୦(ସୁନିତ୍‌ ମିଶ୍ର):ଜାତିଗତ ଜନଗଣନା ଆଳରେ ସୋମବାର କଂଗ୍ରେସ ସମାଜକୁ ବିଭାଜିତ କରି ରାଜନୈତିକ ରୁଟି ସେକିବା ପାଇଁ ଚେଷ୍ଟା କରିଛି। ସ୍ବାଧୀନତା ପରଠାରୁ ୟୁପିଏ-୨ ପର୍ଯ୍ୟନ୍ତ କଂଗ୍ରେସ ଜାତିଗତ ଜନଗଣନାକୁ ତୀବ୍ର ବିରୋଧ କରିଥିଲା ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଟୁଇଟ୍‌…

ସଡ଼କ ଦୁର୍ଘଟଣା ଦୂରେଇଦେଲା ୩୦ ବର୍ଷ

ରାଜନଗର, ୧୦ା୧୦ (ଭାସ୍କର ରାଉତରାୟ):ପେଟ ପୋଷିବା ପାଇଁ ୩୦ ବର୍ଷ ତଳେ ଗାଁ ଘର ଛାଡ଼ି ରାଜସ୍ଥାନ ଯାଇଥିବା କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଅନ୍ତର୍ଗତ ଢୋଲମରା ଗାଁର ଯୁବକ ଯାମିନୀ ସେଠୀଙ୍କ ଖୋଜଖବର ମିଳି ନ ଥିଲା। ବର୍ଷ ବର୍ଷ…

ନୋଟିସ୍‌ ଦେବାକୁ ଆସି ପୋଲିସ ହଟହଟା

ପଟ୍ଟାମୁଣ୍ଡାଇ,୧୦ା୧୦ (କଳ୍ପତରୁ ନାୟକ): ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ପୋଲିସ ଶନିବାର ବଡ଼ମହନପୁର ପଞ୍ଚାୟତ କଣିପାଳ ଗାଁକୁ ୧୦୭ ଦଫା ନୋଟିସ ଦେବାକୁ ଆସି ହଟହଟା ହୋଇଥିବା ଭାଇରାଲ ଭିଡିଓରୁ ଜଣାପଡ଼ିଛି। ଏପରିକି ସମନ ଦେବାକୁ ଆସି ପୋଲିସ କାହିଁକି ଲାଞ୍ଚ ମାଗୁଛନ୍ତି…

ସ୍ବାଭାବିକଠାରୁ ୫ ଡିଗ୍ରୀ ଉପରେ ପାରଦ

ଭୁବନେଶ୍ୱର,୧୦ା୧୦(ଅନିଲ ଦାସ):ଗତ କିଛିଦିନ ହେବ ରାଜ୍ୟରେ ପ୍ରଚଣ୍ଡ ଖରା ଓ ଗରମ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ତାପମାତ୍ରା ୩୬ ଡିଗ୍ରୀ ସେଲସିୟସ ଉପରକୁ ଉଠି ଯାଉଛି। ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ତାପମାତ୍ରା ସ୍ବାଭାବିକ ଭାବେ ୩୦ରୁ ୩୨ ଡିଗ୍ରୀ ସେଲସିୟସ ରହିଥାଏ।…

୧୨ରୁ ୬ ଜିଲାରେ ‘ଲକ୍ଷ୍ମୀ’ ବସ୍‌ ଚଳାଚଳ

ଭୁବନେଶ୍ୱର, ୧୦।୧୦(ସୁନିତ୍‌ ମିଶ୍ର):ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ (୫-ଟି) ଭି.କେ. ପାଣ୍ଡିଆନ ସୋମବାର ‘ଲକ୍ଷ୍ମୀ’ ଯୋଜନାର ବସ୍‌ କର୍ମଚାରୀମାନଙ୍କ ସହିତ ଆଲୋଚନା କରି ସେମାନଙ୍କୁ ନିଃସ୍ବାର୍ଥପର ସେବା ଯୋଗାଇ ଦେବାକୁ ପରାମର୍ଶ ଦେଇଛନ୍ତି। ଲୋକସେବା ଭବନ କନ୍‌ଭେନ୍‌ଶନ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ ବସ୍‌…

ଭିକ ମାଗି ଚଳୁଛନ୍ତି କାଉନସିଲର

ସୋର, ୧୦ା୧୦(ଜନ୍ମେଜୟ ମିଶ୍ର):ବାଲେଶ୍ୱର ଜିଲା ସୋର ପୌରପାଳିକା ଅଧୀନ ୭ ନମ୍ବର ୱାର୍ଡର କାଉନସିଲର ଦୁର୍ଗା ସିଂ ଭିକ ମାଗି ପରିବାର ଚଳାଇବା ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି। ପ୍ରସବଜନିତ କାରଣରୁ ସେ ଆଉ କାମ କରିବାକୁ ଯାଇପାରୁ ନ…

ପ୍ରେମରେ ଫସି ଠକାମିର ଶିକାର ଯବାନ

ଭଦ୍ରକ, ୧୦ା୧୦ (ସନାତନ ରାଉତ):ଜଣେ ଯୁବତୀଙ୍କ ପ୍ରେମ ଜାଲରେ ଫସି ଠକାମିର ଶିକାର ହୋଇଛନ୍ତି ଯବାନ। ସୋସିଆଲ ମିଡିଆରେ ପ୍ରଥମେ ବନ୍ଧୁତା ଓ ପରେ ପ୍ରେମ ସମ୍ପର୍କ ସୃଷ୍ଟି ହେବାରୁ ଯୁବତୀ ଜଣକ ଚାଲ୍‌ କରି ଯବାନଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି…

ସ୍କୁଲରେ ପିଲା ଶୁଣିଲେ ହକିର ଜୟଗାଥା

ଭୁବନେଶ୍ୱର, ୧୦ା୧୦(ଅସମାପିକା ସାହୁ):ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ସୋମବାର ଛାତ୍ରୀଛାତ୍ରଙ୍କୁ ହକିର ସଫଳତା ସମ୍ବନ୍ଧରେ ଏକ ପ୍ରେରଣାଦାୟୀ ବକ୍ତବ୍ୟ ଦିଆଯାଇଛି। ପ୍ରାର୍ଥନା ସଭାରେ ସମସ୍ତ ଶିକ୍ଷକଙ୍କ ଉପସ୍ଥିତିରେ ଛାତ୍ରୀଛାତ୍ରଙ୍କୁ ଭାରତୀୟ ହକି ଦଳର ସଫଳତାର କାହାଣୀ କୁହାଯାଇଛି।…

ଏଏସ୍‌ଓ ପରୀକ୍ଷା ଅନିୟମିତତା ମାମଲା:ରହିତାଦେଶ ବଳବତ୍ତର

କଟକ,୧୦ା୧୦(କାର୍ତ୍ତିକ ସାହୁ):ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସ୍‌ଓ) ପଦବୀର ଚୟନ ପରୀକ୍ଷା ଅନିୟମିତତା ମାମଲାରେ ଜଣିକିଆ ବିଚାରପତିଙ୍କ ରାୟ ଉପରେ ଜାରି ହୋଇଥିବା ରହିତାଦେଶକୁ ସୋମବାର ହାଇକୋର୍ଟ ବଳବତ୍ତର ରଖିଛନ୍ତି। ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡ. ବିଦ୍ୟୁତ୍‌ ରଞ୍ଜନ ଷଡ଼ଙ୍ଗୀ ଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri