ଶିକ୍ଷକଙ୍କୁ ପିତୃଶ୍ରାଦ୍ଧ ମନା: ଛୁଟିଲିଷ୍ଟରୁ ମହାଳୟା ବାଦ୍
ପୁରୁଷୋତ୍ତମପୁର,୧୦।୧୦(ସୀମାଞ୍ଚଳ ମିଶ୍ର ): ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗରେ ଏକ ବିଚିତ୍ର ନୀତି ଦେଖିବାକୁ ମିଳିଛି; ଯାହା କି ଓଡ଼ିଆ ପଞ୍ଜିକାର ଆଶ୍ୱିନ ମାସର ମହାଳୟା ତିଥିରେ ପିତୃପୁରୁଷଙ୍କୁ ପିଣ୍ଡଦାନ ସହ ଶ୍ରାଦ୍ଧ ଦେବା ଲାଗି କେଉଁ ଆବାହନ କାଳରୁ ଏହି…
ମଣିଷ ମାଂସ ଖାଏ ଏହି ଫଳ ! ମାସକରେ ମିଳିବ ଜିରୋଫିଗର…
ନୂଆଦିଲ୍ଲୀ : ପ୍ରକୃତି ଅନେକ ଜିନିଷ ସୃଷ୍ଟି କରିଛି ଏବଂ ସେମାନଙ୍କର ଏପରି ବିଶେଷ ଗୁଣ ଅଛି ଯାହା ମଣିଷ ଶୁଣି ଆଶ୍ଚର୍ଯ୍ୟ ହୋଇପାରେ। ଆମ ଚାରିପାଖରେ ଏପରି ଅନେକ ଜିନିଷ ଅଛି, ଯାହାକୁ ଆମେ ବ୍ୟବହାର କଲେ ବହୁ ସୁଫଳ…
ପାଟନାର ଏହି ବ୍ୟକ୍ତି ହେଉଛନ୍ତି ଶାମ୍ପୁର ଜନକ, ଗୁଗୁଲ ବି କରିଛି ସଲାମ
ବର୍ତ୍ତମାନ ସମୟରେ ଆମେ ଚୁଟିରେ କ୍ଲିନିଂ ପ୍ଲସ, ଡୋଭ, ହେଣ୍ଡ ଆଣ୍ଡ ସେଲଣ୍ଡରର୍ସ ଭଳି ବିଦେଶୀ ଶାମ୍ପୁ ବ୍ୟବହାର କରୁଛେ। ହେଲେ କ’ଣ ଆପଣ ଜାଣନ୍ତି ଶାମ୍ପୁୁର ଆବିଷ୍କାର ଭାରତରେ ହିଁ ହୋଇଥିଲା। ୬୦୦ ବର୍ଷ ପୂର୍ବରୁ ଆମ ଦେଶରେ ଏହାର…
ଡାକ୍ତରଖାନାରେ ଜସ୍ମିନ, ଚିନ୍ତାରେ ପ୍ରଶଂସକ
ବମ୍ବେ: ବିଗ୍ ବସ୍ ପ୍ରତିଯୋଗୀ ତଥା ଟେଲିଭିଜନର ଲୋକପ୍ରିୟ ଅଭିନେତ୍ରୀ ଜସ୍ମିନ ଭସିନ ଅସୁସ୍ଥ। ଏଥିଯୋଗୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୋସିଆଲ ମିଡିଆ ଆକାଉଣ୍ଟରେ ଅଭିନେତ୍ରୀ ଫଟୋ ପୋଷ୍ଟ କରିବା ପରେ ଏହା ସ୍ପଷ୍ଟ ହୋଇଛି। ଫଟୋରେ ତାଙ୍କ ହାତରେ…
ବାଂଲାଦେଶ ସାମ୍ନାରେ ୩୬୫ ରନ୍ର ବିଜୟ ଲକ୍ଷ୍ୟ…
ଧର୍ମଶାଳା,୧୦।୧୦: ଦିନିକିଆ ବିଶ୍ୱକପ୍ ୨୦୨୩ର ସପ୍ତମ ମ୍ୟାଚରେ ଇଂଲଣ୍ଡ-ବାଂଲାଦେଶ ମଧ୍ୟରେ ହିମାଚଳ ପ୍ରଦେଶ ଆସୋସିଏଶନ ଷ୍ଟାଡିୟମ, ଧର୍ମଶାଳାରେ ଖେଳାଯାଉଛି । ମ୍ୟାଚରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୯ ଉଇକେଟ୍ ହରାଇ ୩୬୪ ରନ୍ କରିଛି। ଫଳରେ ବାଂଲାଦେଶ ଆଗରେ ୩୬୫…
୧,୨୫୦ କୋଟି ଟଙ୍କା ସମ୍ପତ୍ତିର ମାଲିକ ହେଉଛନ୍ତି ଦଲାଇ ଲାମା, ଧାର୍ମିକ ଗୁରୁ ସତ୍ତ୍ୱେ…
ତିବ୍ବତର ବୌଦ୍ଧ ଧର୍ମାବଲମ୍ବୀଙ୍କ ମଧ୍ୟରେ ଦଲାଇ ଲାମାଙ୍କୁସବୁଠାରୁ ବଡ଼ ଧାର୍ମିକ ନେତା ବୋଲି କୁହାଯାଏ। ବର୍ତ୍ତମାନ ସମୟରେ ୧୪ତମ ଦଲାଇ ଲାମା ଅଛନ୍ତି, ଯାହାଙ୍କ ନାମ ହେଉଛି ଟେନ୍ଜିନ୍ ଗିଆଟୋ। ଦଲାଇ ଲାମା ଧନସମ୍ପତ୍ତିଠାରୁ ଦୂରରେ ରହି ସାଧାରଣ ଜୀବନ ଅତିବାହିତ…
ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୧୦।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଫୋନ ମାଧ୍ୟମରେ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ନେତାନ୍ୟାହୁ ଫୋନ କରିଥିଲେ ଏବଂ ଏହି ସମୟରେ ମୁଁ ତାଙ୍କୁ କହିଛି ଆମେ କଷ୍ଟ ସମୟରେ ଆପଣଙ୍କ…
ଉଦ୍ଘାଟିତ ହେଲା ରେଲକୋଚ୍ ରେଷ୍ଟୁରାଣ୍ଟ
ରାୟଗଡ଼ା,୧୦।୧୦(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ରେଳ ଷ୍ଟେଶନ ପରିସରରେ ପ୍ରଥମ ଥର ପାଇଁ ରେଲକୋଚ୍ ରେଷ୍ଟୁରାଣ୍ଟ ଉଦ୍ଘାଟନ ହୋଇଯାଇଛି। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଆଇନମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ରାଜ୍ୟ…
ସଞ୍ଜୟ ସିଂଙ୍କୁ ଆଉ ୫ ଦିନ ରିମାଣ୍ଡରେ ନେବାକୁ କୋର୍ଟରେ ଦାବି କଲା ଇଡି
ନୂଆଦିଲ୍ଲୀ,୧୦।୧୦: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆମ ଆଦମୀ ପାର୍ଟି(ଏଏପି) ନେତା ସଞ୍ଜୟ ସିଂଙ୍କୁ ଇଡି ମଙ୍ଗଳବାର ରୌଜ୍ ଏଭିନ୍ୟୁ କୋର୍ଟରେ ହାଜର କରାଇଛି। ଏହି ସମୟରେ ଇଡି କୋର୍ଟରେ ସଞ୍ଜୟ ସିଂଙ୍କୁ ଆଉ ୫ ଦିନ ପାଇଁ…
୭୨ ଘଣ୍ଟାରେ ନିଆଗଲା ପ୍ରତିଶୋଧ: ହମାସର ୧୫୦୦ ଆତଙ୍କବାଦୀ ନିହତ, ସୀମା ଏବେ ସୁରକ୍ଷିତ
ଜେରୁଜେଲମ,୧୦।୧୦: ପାଲେଷ୍ଟାଇନ୍ର ଆତଙ୍କବାଦୀ ସଂଗଠନ ହମାସ କରିଥିବା ଆକ୍ରମଣର ୭୧ ଘଣ୍ଟା ମଧ୍ୟରେ ପ୍ରତିଶୋଧ ନେଇଛି। ହମାସର ୧୫୦୦ ଆତଙ୍କବାଦୀଙ୍କୁ ହତ୍ୟା କରିଥିବା ବେଳେ ଦେଶର ସୀମା ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ମଧ୍ୟ ସେନା ମୁଖପାତ୍ର ରିଚାର୍ଡ ହେକ୍ଟ ଦାବି କରିଛନ୍ତି।…
ରାଜ୍ୟ ସଭାରୁ ନିଲମ୍ବନ ବିରୋଧରେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବେ ରାଘବ ଚଢା
ନୂଆଦିଲ୍ଲୀ,୧୦।୧୦: ରାଜ୍ୟ ସଭାରୁ ନିଲମ୍ବନ ବିରୋଧରେ ଆମ ଆଦମୀ ପାର୍ଟି(ଏଏପି)ର ଏମ୍ପି ରାଘବ ଚଢା ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ୫ ଏମ୍ପିଙ୍କ ସହମତି ବିନା ଚୟନ କମିଟିରେ ତାଙ୍କ ନାମ ପ୍ରସ୍ତାବ ଦେଇଥିବାରୁ ତାଙ୍କୁ ୫ ଅଗଷ୍ଟରେ ନିଲମ୍ବିତ କରାଯାଇଥିଲା। ଏହି ମାମଲା…
ଡିସଚାର୍ଜ ହେଲେ ଶୁଭମନ ଗିଲ, ହୋଟେଲ ଫେରିଲେ
ଚେନ୍ନାଇ,୧୦।୧୦: ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି ଭାରତୀୟ ଓପନର ଶୁଭମନ ଗିଲ। ଡେଙ୍ଗୁରେ ପୀଡ଼ିତ ଥିବା ଯୋଗୁ ତାଙ୍କ ଶରୀରରେ ପ୍ଲେଟଲେଟ୍ କାଉଣ୍ଟ କମିବାରେ ଲାଗିଥିଲା। ଏହାକୁ ନେଇ ତାଙ୍କୁ ଚେନ୍ନାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏବେ ସେ ଡିସଚାର୍ଜ ହୋଇ…
Archives


