ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ପାଟଣା,୧୦।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ପରିସରରେ ମଙ୍ଗଳବାର ୫ଟି ଯୋଜନା ‘ଆମ ଓଡ଼ିଶା, ନବୀନ ଓଡିଶା’ କାର୍ଯ୍ୟକ୍ରମର ଉଦଘାଟନ ହୋଇଛି। ଏହି ଯୋଜନାରେ ପାଟଣା ବ୍ଲକରେ ୧୦କୋଟି ଟଙ୍କା ବ୍ୟୟରେ ୨୩୯ଟି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପକୁ…
ଆଦିବାସୀମାନଙ୍କୁ ହୃଦୟରୁ ସମ୍ମାନ କରନ୍ତି ନାହିଁ ପ୍ରଧାନମନ୍ତ୍ରୀ ମୋଦି: ରାହୁଲ ଗାନ୍ଧୀ
ଭୋପାଳ,୧୦।୧୦: ମଧ୍ୟପ୍ରଦେଶରେ ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ଏହି କ୍ରମରେ ନିର୍ବାଚନ ପ୍ରଚାର ପାଇଁ ମଧ୍ୟପ୍ରଦେଶର ଶାହଡୋଲରେ ପହଞ୍ଚିଥିବା ରାହୁଲ ଗାନ୍ଧୀ ଜନ ଆକ୍ରୋଶ ସମାବେଶକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କହିଥିଲେ, ଜଣେ ତାଙ୍କ ଅଂଶ ଅନୁଯାୟୀ ସମାନ…
ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
କେନ୍ଦୁଝର,୧୦।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ କେନ୍ଦୁଝର ଜିଲା ପାଇଁ ୧୪୮ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ୩ ହଜାର ୫ଶହ ୬୮ଟି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ଜିଲାର ୧୩ଟି ବ୍ଲକ୍ରୁ…
ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କ ମୃତ୍ୟୁ
ଠାକୁରମୁଣ୍ଡା, ୧୦।୧୦ (ତାରାକାନ୍ତ ପଟ୍ଟନାୟକ): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଜରକ ପଞ୍ଚାୟତ ଅନ୍ତର୍ଗତ ଖୁଦିଶିଳା ଗ୍ରାମରେ ମଙ୍ଗଳବାର ସକାଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଉଛନ୍ତି ମାଣିକ କାର୍ଜିଙ୍କ ସ୍ତ୍ରୀ ତୁରିଆ…
ଅସଲ ଜୀବନରେ ହିରୋ ସାଜିଲେ ଅଭିନେତା
ହମାସ ଆକ୍ରମଣ ପରେ ଇସ୍ରାଏଲ ନାଗରିକଙ୍କୁ ବଞ୍ଚାଇବା ପାଇଁ ଇସ୍ରାଏଲ ଅଭିନେତା ଲିଓର ରାଜ ଅଣ୍ଟା ଭିଡିଛନ୍ତି। ସେ ବ୍ରଦର୍ସ ଇନ ଆର୍ମସ ନାମକ ଏକ ସ୍ବେଚ୍ଛାସେବୀ ଟିମ୍ରେ ଯୋଗ ଦେଇଛନ୍ତ। ଅଭିନେତା ଲିଓର ରାଜ ତାଙ୍କର ଟେଲିଭିଜନ ସିରିଜ୍ ଫାଉଡା…
ପାରଦ ଉପର ମୁହାଁ, ଗ୍ରୀଷ୍ମଭଳି ତାତି
ଭୁବନେଶ୍ୱର,୯।୧୦: ଶରତରେ ଗ୍ରୀଷ୍ମର ତାତି ଭଳି ଅନୁଭୂତ ହେଉଛି। ପାରଦ ଉପର ମୁହାଁ ରହୁଛି। ବର୍ଷା କମି ଯାଇଥିବାରୁ ଆଶ୍ବୀନ ମାସରେ ଟାଇଁ ଟାଇଁ ଖରା ଓ ଗୁଳୁଗୁଳି ଅନୁଭୂତ ହୋଇଛି । ଶରତ ଋତରୁ ଚଳିତ ବର୍ଷର ଗରମ ରେକର୍ଡ…
ଆତଙ୍କ ସୃଷ୍ଟି କରୁଛି ସ୍କ୍ରବ ଟାଇଫସ
ସୁନ୍ଦରଗଡ଼,୧୦।୧୦: ଆତଙ୍କ ସୃଷ୍ଟି କରୁଛି ସ୍କ୍ରବ ଟାଇଫସ । ୨୪ ଘଣ୍ଟାରେ ପୁଣି ସୁନ୍ଦରଗଡ଼ରେ୧୬ ସ୍କ୍ରବ ଟାଇଫସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସ୍କ୍ରବ ଟାଇଫସ ଆକ୍ରାନ୍ତ ସଂଖ୍ୟା ୩୯୦ରେ ପହଞ୍ଚିଛି । ପରୀକ୍ଷା ହୋଇଥିବା ୧୧୪ ରକ୍ତ ନମୁନାରୁ ୧୬…
୨୦୨୪ ପର୍ଯ୍ୟନ୍ତ ବିରୋଧୀ ଦଳ ନେତାଙ୍କ ଉପରେ ହେବ ରେଡ: ସଞ୍ଜୟ ରାଉତ
ନୂଆଦିଲ୍ଲୀ,୧୦।୧୦: ଦିଲ୍ଲୀରେ ମନି ଲଣ୍ଡରିଂ ମାମଲାରେ ଇଡି ମଙ୍ଗଳବାର ଆମ ଆଦମୀ ପାର୍ଟି(ଏଏପି) ବିଧାୟକ ଅମାନତୁଲ୍ଲା ଖାନଙ୍କ ଘରେ ଚଢାଉ କରିଥିଲା। ଏହାର ଜବାବରେ ଉଦ୍ଧବ ବାଲା ସାହେବ ଠାକରେଙ୍କ ଶିବସେନା ଏମପି ସଞ୍ଜୟ ରାଉତ କହିଛନ୍ତି ଯେ ୨୦୨୪ ନିର୍ବାଚନ…
ଜୋୟା ଭୂମିକାରେ କ୍ୟାଟ୍ରିନା
ମୁମ୍ବାଇ: ସଲମାନ ଖାଁ ଏବଂ କ୍ୟାଟ୍ରିନା କୈଫଙ୍କ ଫିଲ୍ମ ଟାଇଗର ୩କୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଫିଲ୍ମ ଦୀପାବଳି ଅବସରରେ ରିଲିଜ ହେବାକୁ ଯାଉଛି। ଟାଇଗର ୩ର ଟ୍ରେଲର ମଧ୍ୟ ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି।…
ବ୍ରିଜ୍ ତଳକୁ ଖସିଲା ଟ୍ରଲର
ଢେଙ୍କାନାଳ,୧୦।୧୦: ଢେଙ୍କାନାଳ ସଦରଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ପଞ୍ଚୁପଟି ନିକଟରେ ମଙ୍ଗଳବାର ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ବ୍ରିଜ ତଳକୁ ୧୬ ଚକିଆ ଟ୍ରଲର ଖସିପଡ଼ିଲା। ଜୀବନ ବଞ୍ଚାଇବାକୁ ଦୁର୍ଘଟଣା ପୂର୍ବରୁ ଡେଇଁ ପଡିଲେ ଡ୍ରାଇଭର ଓ ହେଲ୍ପର।…
ରାଜ୍ୟ ସଭାପତିଙ୍କ ସମ୍ମୁଖରେ ଦୁଇଗୋଷ୍ଠୀ ମାରପିଟ୍
ବଲାଙ୍ଗୀର,୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଭାଜପାରେ ଦୀର୍ଘଦିନ ହେଲା କୁହୁଳୁ ଥିବା ଗୋଷ୍ଠୀ ବିବାଦ ସୋମବାର ଅପରାହ୍ନରେ ସାଂଘାତିକ ରୂପ ନେଇଛି। ରାଲି ଚାଲିଥିବା ବେଳେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ସମ୍ମୁଖରେ ଦୁଇ ଗୋଷ୍ଠୀର ବରିଷ୍ଠ ନେତା…
ଉଲଗ୍ନ ଅବସ୍ଥାରେ ବୁଲୁଥିବା ମା’ଝିଅ ଗଲେ ଘରକୁ
ସୁନ୍ଦରଗଡ଼,୧୦।୧୦ ଉଲଗ୍ନ ଅବସ୍ଥାରେ ଉଦ୍ଧାର ହୋଇଥିବା ମା’ ଓ ଝିଅ ତାଙ୍କ ଘର ଛତିଶଗଡ଼ ଫେରିଛନ୍ତି । ମଙ୍ଗଳବାର ସକାଳେ ଆସ୍ଥା ଗୃହରୁ ବିଧି ବ୍ୟବସ୍ଥା ଅନୁସାରେ ଜିଲା ପ୍ରଶାସନ ପରିବାରକୁ ହସ୍ତାନ୍ତର କରିଛି । ଛତିଶଗଡ଼ ଆସିଥିବା ପରିବାର ଲୋକଙ୍କ…
Archives


