ଫାଇବ୍ ସହ ଆକ୍ସିସ୍ ବ୍ୟାଙ୍କର ସହଭାଗିତା
ଭୁବନେଶ୍ୱର,୧୧।୧୦: ଆକ୍ସିସ୍ ବ୍ୟାଙ୍କ ଏବଂ ଫିନ୍ଟେକ୍ କମ୍ପାନୀ ଫାଇବ୍ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ବିଶେଷକରି ଭାରତର ପ୍ରଥମ ନମ୍ବର ବିହୀନ କ୍ରେଡିଟ୍ କାର୍ଡର ଶୁଭାରମ୍ଭ କରିବା ପାଇଁ ଉକ୍ତ ସହଭାଗିତା ହୋଇଥିବା ଉଭୟ ସଂସ୍ଥା (କମ୍ପାନୀ) ପକ୍ଷରୁ…
୨ ଦିନିଆ ହାଇଲାଇଫ୍ ଏକ୍ଜିବିଶନ ଉଦ୍ଘାଟିତ
ଭୁବନେଶ୍ୱର,୧୧।୧୦(ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ହାଇଲାଇଫ୍ ଏକ୍ଜିବିଶନ ପକ୍ଷରୁ ଏକ ୨ ଦିନିଆ ସ୍ବତନ୍ତ୍ର ପ୍ରଦର୍ଶନୀ ଭୁବନେଶ୍ୱରର ମେ ଫେୟାର କନ୍ଭେନଶନ ସେଣ୍ଟରଠାରେ ମଙ୍ଗଳବାର ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ଉକ୍ତ ପ୍ରଦଶର୍ନରେ ୧୦୦ରୁ ଅଧିକ ଟପ୍ ଡିଜାଇନର…
ନଭେମ୍ବର ୧୪ରୁ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା
ଭୁବନେଶ୍ୱର,୧୧ା୧୦(ଅନିଲ ଦାସ): ଚଳିତ ବର୍ଷ ନଭେମ୍ବର ୧୪ରୁ ୨୭ ପର୍ଯ୍ୟନ୍ତ ନୂଆଦିଲ୍ଲୀସ୍ଥିତ ପ୍ରଗତି ମଇଦାନଠାରେ ୪୨ତମ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୩ ଅନୁଷ୍ଠିତ ହେବ। ଏଥରର ବିଷୟବସ୍ତୁ ‘ବସୁଧୈବ କୁଟୁମ୍ବକମ୍-ୟୁନାଇଟେଡ୍ ବାଇ ଟ୍ରେଡ୍’ ଆଧାରରେ ଓଡ଼ିଶା ଏଥିରେ ଅଂଶଗ୍ରହଣ କରିବା ପାଇଁ ରାଜ୍ୟ…
ଏ. ରାଜାଙ୍କ ୧୫ ବେନାମୀ ସମ୍ପତ୍ତି ଦଖଲକଲା ଇଡି
ନୂଆଦିଲ୍ଲୀ,୧୧ା୧୦: ମନିଲଣ୍ଡରିଂ ମାମଲାରେ ତଦନ୍ତ ଚଳାଇଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଙ୍ଗଳବାର ଡିଏମ୍କେ ଏମ୍ପି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏ. ରାଜାଙ୍କ ୧୫ଟି ସ୍ଥାବର ବେନାମୀ ସମ୍ପତ୍ତିକୁ ଦଖଲକୁ ନେଇଛି। ଏହି ସମ୍ପତ୍ତିର ମୂଲ୍ୟ ୫୫ କୋଟି ଟଙ୍କା ହେବ। ରାଜାଙ୍କ…
ଭାରତକୁ ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁନଙ୍କ ଧମକ
ନୂଆଦିଲ୍ଲୀ,୧୧ା୧୦: ଖଲିସ୍ତାନୀ ଆତଙ୍କବାଦୀ ଗୁର୍ପତଓ୍ବନ୍ତ ସିଂ ପନ୍ନୁନ୍ ଅନ୍ଲାଇନରେ ଏକ ନୂଆ ଭିଡିଓ ଜାରି କରିଛନ୍ତି, ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧମକ ଦେଇଛନ୍ତି। ଇସ୍ରାଏଲ୍-ପାଲେଷ୍ଟାଇନ୍ ଯୁଦ୍ଧରୁ ଶିକ୍ଷାଲାଭ କର, ନଚେତ୍ ଭାରତକୁ ସମାନ ପ୍ରତିକ୍ରିୟା ଅପେକ୍ଷା କରିଛି ବୋଲି…
ମାରାତ୍ମକ ଗ୍ରୀଷ୍ମର ସମ୍ମୁଖୀନ ହେବେ ଭାରତ, ପାକ୍
ନୂଆଦିଲ୍ଲୀ,୧୧ା୧୦: ଶତାବ୍ଦୀ ବଦଳିବା ସହ ଜଳବାୟୁ ପରିବର୍ତ୍ତନ ଯୋଗୁ ବିଶ୍ୱ ତାପମାତ୍ରା ଯଥେଷ୍ଟ ବୃଦ୍ଧି ପାଇବାକୁ ଯାଉଛି, ଯାହା ଭାରତ ଓ ସିନ୍ଧୁ ଉପତ୍ୟକା ସମେତ ବିଶ୍ୱର ସବୁଠୁ ଜନବହୁଳ ଅଞ୍ଚଳରେ ହୃଦ୍ଘାତ ଏବଂ ଅଂଶୁଘାତ ସମସ୍ୟା ବଢ଼ିପାରେ। ଏକ ନୂଆ…
‘ଭାରତ ଚାହିଁଲେ ହମାସ୍ ସହ ଶାନ୍ତି ବୁଝାମଣା ହୋଇପାରିବ’
ନୂଆଦିଲ୍ଲୀ,୧୧ା୧୦: ଇସ୍ରାଏଲ୍ ଓ ହମାସ୍ ମଧ୍ୟରେ ଯୁଦ୍ଧକୁ ୪ ଦିନ ବିତିଥିବାବେଳେ ୧,୬୦୦ରୁ ଅଧିକ ଲୋକଙ୍କ ଜୀବନ ଯିବା ସହ ୬,୦୦୦ ଆହତ ହେଲେଣି। ଶାନ୍ତି ସ୍ଥାପନ କିମ୍ବା ଯୁଦ୍ଧ ବନ୍ଦ ହେବାର କୌଣସି ସଙ୍କେତ ମିଳୁ ନାହିଁ। ଜି-୨୦ ରାଷ୍ଟ୍ରଗୋଷ୍ଠୀରେ…
ଇସ୍ରାଏଲ୍କୁ ଭାରତ ଦୃଢ଼ ସମର୍ଥନ କରୁଛି: ମୋଦି
ନୂଆଦିଲ୍ଲୀ,୧୧ା୧୦: କଠିନ ସମୟରେ ଭାରତ ଇସ୍ରାଏଲ୍ ସହ ଦୃଢ଼ ଭାବେ ଛିଡ଼ାହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଇସ୍ରାଏଲ୍ ପ୍ରତିପକ୍ଷ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ କହିଛନ୍ତି। ମଙ୍ଗଳବାର ନେତାନ୍ୟାହୁ ଫୋନ୍ ଯୋଗେ ମୋଦିଙ୍କୁ ଇସ୍ରାଏଲ୍-ହମାସ ଯୁଦ୍ଧ ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ।…
ପ୍ରଶ୍ନ ଘେରରେ ବାବରଙ୍କ ଟିମ୍, ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ରେ…
ନୂଆଦିଲ୍ଲୀ,୧୦।୧୦: ପ୍ରଶ୍ନ ଘେରରେ ପାକିସ୍ତାନ ଟିମ୍। ବିଶ୍ୱକପ୍ ୨୦୨୩ରେ ବାବର ଆଜମ ନେତୃତ୍ୱାଧୀନ ପାକିସ୍ତାନ ଟିମ୍ ନିଜର ପ୍ରଦର୍ଶନ ସହ ଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ। ଏବେ ଦଳ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ରେ ଫିଲ୍ଡିଂରେ ଚିଟିଂ କରିଥିବା ଅଭିଯୋଗ ହେଉଛି। ଦଳ…
ନୋବେଲ ବିଜେତା ଅମର୍ତ୍ତ୍ୟ ସେନଙ୍କ ମୃତ୍ୟୁକୁ ନେଇ ଗୁଜବ; ଝିଅ କହିଲେ-ସୁସ୍ଥ ଅଛନ୍ତି ବାପା
ନୂଆଦିଲ୍ଲୀ,୧୦।୧୦: ନୋବେଲ ପୁରସ୍କାର ବିଜେତା ଭାରତୀୟ ଅର୍ଥନୀତିଜ୍ଞ ଅମର୍ତ୍ତ୍ୟ ସେନଙ୍କ ନିଧନକୁ ନେଇ ମଙ୍ଗଳବାର ଗୁଜବ ସୃଷ୍ଟି ହୋଇଥିଲା। ଏନେଇ ଜଣାପଡ଼ିବା ପରେ ଝିଅ ନନ୍ଦନା ଦେବ ସେନ ଟୁଇଟ୍ କରି ଖବରକୁ ଖଣ୍ଡନ କରିଛନ୍ତି। ତାଙ୍କ ବାପା ସମ୍ପୂର୍ଣ୍ଣ ସୁସ୍ଥ…
ଭାଗ୍ୟ ବଦଳାଇବ ପାନ, ପୂଜାରେ ଏଭଳି କରନ୍ତୁ ବ୍ୟବହାର…
ହିନ୍ଦୁ ଧର୍ମରେ ଦେବୀଦେବତାମାନଙ୍କ ପୂଜା ଏବଂ ମାଙ୍ଗଳିକ କାର୍ଯ୍ୟ ଲାଗି ପାନର ବ୍ୟବହାର ଶୁଭ ବୋଲି କୁହାଯାଏ। ପୂଜାରେ ସମସ୍ତ ପ୍ରକାର ଭୋଗ ସହ ପାନ ଚଢ଼ାଇବା ଦ୍ୱାରା ଦେବତା ଶୀଘ୍ର ପ୍ରସନ୍ନ ହୁଅନ୍ତି ବୋଲି ମାନ୍ୟତା ରହିଛି। ତେବେ ପାନର…
ଘରୋଇ କଳିରୁ ସ୍ବାମୀଙ୍କୁ ମାରିଲା ସ୍ତ୍ରୀ
କେନ୍ଦୁଝର,୧୦।୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ) ଘରୋଇ କଳିରୁ ଏକ ଲୋମ ହର୍ଷଣକାରୀ ଘଟଣା କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ କୋଡିପସା ଗ୍ରାମର ଜୁଆଙ୍ଗ ସାହିରେ ଘଟିଛି । ଗ୍ରାମର ସୁନୀତା ଜୁଆଙ୍ଗ ତାର ସ୍ବାମୀ ଟୁରାଙ୍କୁ ଶାବଳରେ ପିଟି ଥିବା ନିଜେ…
Archives


