Home Left

ସ୍ବାମୀ ଚାହୁଁଥିଲେ ଛାଡପତ୍ର, ସ୍ତ୍ରୀ କହିଲେ ମୁଁ ଛାଡପତ୍ର ପରେ ମରିବାକୁ ଚାହୁଁନାହିଁ ଜଜ୍‌ ସାହେବ,ଆବେଦନ ଖାରଜ…

ନୂଆଦିଲ୍ଲୀ,୧୨।୧୦ : ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଉଭୟ ସ୍ବାମୀ-ସ୍ତ୍ରୀ ଏକ ଆଇନଗତ ଲଢ଼େଇ ଲଢୁଥିଲେ। ପୂର୍ବତନ ବାୟୁସେନା ଅଧିକାରୀ ତାଙ୍କ ସ୍ତ୍ରୀଙ୍କଠାରୁ ଛାଡପତ୍ର ଚାହୁଁଥିଲେ। ବର୍ତ୍ତମାନ ତାଙ୍କର ବୟସ ୮୯ବର୍ଷ । ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ସ୍ତ୍ରୀଙ୍କୁ…

ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା: ମୃତକଙ୍କ ପରିବାରକୁ ସହାୟତା ଘୋଷଣା

ପାଟନା,୧୨।୧୦: ବିହାରର ବକ୍ସର ଜିଲାର ରଘୁନାଥପୁର ଷ୍ଟେଶନରେ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ଘଟିଛି । ଟ୍ରାକରୁ ଟ୍ରେନ ବାହାରିଯିବାରୁ ଏହି ଦୁର୍ଘଟଣାରେ ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଦିଲ୍ଲୀ ଆନନ୍ଦ ବିହାର…

ପାର୍ବତୀ କୁଣ୍ଡରେ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୨।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଉତ୍ତରଖଣ୍ଡ ଗସ୍ତରେ ପହଞ୍ଚିଛନ୍ତି। ଏହି ସମୟରେ ପିଥୋରାଗଡର ପାର୍ବତୀ କୁଣ୍ଡରେ ପୂଜାର୍ଚ୍ଚନା କରିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ଗୁଞ୍ଜୀ ଗ୍ରାମକୁ ଯିବେ, ଯେଉଁଠାରେ ସେ ସ୍ଥାନୀୟ ଲୋକ ଏବଂ ସୁରକ୍ଷା ବାହିନୀର କର୍ମକର୍ତ୍ତାଙ୍କୁ ଭେଟିବେ।…

ମହିଳାଙ୍କୁ ହତ୍ୟା, ଡ୍ରାଇଭର ଅଟକ

ବ୍ରହ୍ମପୁର (ସୁବାସ ଚନ୍ଦ୍ର ପାଢ଼ୀ)୧୨।୧୦: ଗୋଶାଣୀନୁଆଁ ଗାଁ ଥାନା ଅନ୍ତର୍ଗତ ବିଜିପୁର ନୀଳକଣ୍ଠ ନଗରରେ ସୌଦାମିନୀ ରଥ (ଶିଶୁ ମଙ୍ଗଳ କମିଟି ସଦସ୍ୟା)ଙ୍କୁ ହତ୍ୟା କରାଯାଇଛି। ସୌଦାମିନୀ କୌଣସି ଏକ ବ୍ୟକ୍ତିଙ୍କ ସହ ମୋବାଇଲରେ କଥା ହେଉଥିବା ବେଳେ ଉକ୍ତ ଘରେ…

ଭାରତୀୟ ଦଳ ପାଇଁ ଖୁସି ଖବର

ନୂଆଦିଲ୍ଲୀ,୧୨।୧୦: ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ ଭାରତୀୟ ଦଳର ଓପନିଂ ବ୍ୟାଟ୍ସମ୍ୟାନ ଶୁଭମାନ ଗିଲ ଅହମ୍ମଦାବାଦରେ ପହଞ୍ଚିଛନ୍ତି। ବୁଧବାର ରାତିରେ ଗିଲ ଅହମ୍ମଦାବାଦ ବିମାନବନ୍ଦରରେ ପହଞ୍ଚିଥିଲେ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ୧୪ ଅକ୍ଟୋବରରେ ଅନୁଷ୍ଠିତ ହେବ। ଗିଲ ଏହି ମ୍ୟାଚ୍‌…

ଆଜି ଅଷ୍ଟ୍ରେଲିଆ ସହ ମୁହାଁମୁହିଁ ହେବ ଦକ୍ଷିଣ ଆଫ୍ରିକା; ଜାଣନ୍ତୁ କେବେ, କେଉଁଠି ଏବଂ କେତେବେଳେ ଦେଖିବେ ଏହି ମୁକାବିଲା…

ଲକ୍ଷ୍ନୌ,୧୨।୧୦: ବିଶ୍ୱକପ୍‌ ୨୦୨୩ର ୧୦ମ ମୁକାବିଲା ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ଟିମ୍‌ ମଧ୍ୟରେ ଗୁରୁବାର ଖେଳାଯିବ। ପ୍ରଥମ ମୁକାବିଲାରେ ଭାରତଠାରୁ ପରାଜିତ ହୋଇଥିବା ଅଷ୍ଟ୍ରେଲିଆ ଏହି ମ୍ୟାଚ୍‌ରେ ବିଜେତା ହେବାକୁ ଚାହିଁବ। ଅପରପକ୍ଷେ ଦକ୍ଷିଣ ଆଫ୍ରିକା ଟିମ୍‌ ଶ୍ରୀଲଙ୍କା ବିପକ୍ଷରେ…

କର୍ମଚାରୀଙ୍କ ଦରମା ବୃଦ୍ଧି ନେଇ ଘୋଷଣା କଲା ‘ଓ୍ବିପ୍ରୋ’

ନୂଆଦିଲ୍ଲୀ,୧୨।୧୦: ପ୍ରମୁଖ ଆଇଟି କମ୍ପାନୀ ଓ୍ବିପ୍ରୋ ପକ୍ଷରୁ ଡିସେମ୍ବର ପହିଲାରୁ କର୍ମଚାରୀଙ୍କ ଦରମା ବଢ଼ାଯିବ। ବାଙ୍ଗାଲୋରସ୍ଥିତ କମ୍ପାନୀ ପକ୍ଷରୁ ମାଇକ୍ରୋ ହାଇବ୍ରିଡ ଏବଂ ମାର୍ଜିନର ଚାପ ଯୋଗୁ ସେପ୍ଟେମ୍ବରରେ ହେବାକୁ ଥିବା ଦରମା ବୃଦ୍ଧିକୁ ଗୋଟିଏ ତ୍ରୈମାସିକ ପର୍ଯ୍ୟନ୍ତ ସ୍ଥଗିତ କରି…

ଏଲ୍‌ଆଇସି ଉପରେ ଲାଗିଲା ଜରିମାନା

ନୂଆଦିଲ୍ଲୀ,୧୨।୧୦: ଜିଏସ୍‌ଟି ପ୍ରାଧିକରଣ ପକ୍ଷରୁ କମ୍‌ ଟିକସ ପୈଠ ଲାଗି ଭାରତୀୟ ଜୀବନବୀମା ନିଗମ(ଏଲ୍‌ଆଇସି) ଉପରେ ୩୬,୮୪୪ ଟଙ୍କାର ଜରିମାନା ଲଗାଯାଇଛି। ଏଲ୍‌ଆଇସି କିଛି ବିଲ୍‌(ଇନ୍‌ଭଏସ୍‌)ରେ ୧୮% ବଦଳରେ ୧୨% ଜିଏସ୍‌ଟି ପ୍ରଦାନ କରିଥିବା ଅଭିଯୋଗ ହୋଇଛି। ଏଥିଲାଗି ଆୟକର ପ୍ରାଧିକରଣ…

‘ସ୍ବିଗି’ଆଣିଲା ସ୍ବତନ୍ତ୍ର ଅଫର୍‌; ୯୯ ଟଙ୍କାରେ ୩ ମାସ ମାଗଣା ଡେଲିଭରି ସମେତ ଉଠାନ୍ତୁ ଏସବୁ ରିହାତିର ଲାଭ

ନୂଆଦିଲ୍ଲୀ,୧୨।୧୦: ଫୁଡ୍‌ ଡେଲିଭରି ପ୍ଲାଟଫର୍ମ ‘ସ୍ବିଗି’ ପକ୍ଷରୁ ଏହାର ‘ସ୍ବିଗି ଓ୍ବାନ୍‌ ଲାଇଟ୍‌’ ଲଞ୍ଚ କରାଯାଇଛି। ଏହା କମ୍ପାନୀର ମେମ୍ବରସିପ୍‌ ପ୍ରୋଗ୍ରାମ ‘ସ୍ବିଗି ଓ୍ବାନ୍‌’ର ଏକ କଷ୍ଟ ଇଭେକ୍ଟିଭ୍‌ ଭର୍ସନ ବୋଲି କୁହାଯାଇଛି। ଦେଶର ଏକମାତ୍ର ପ୍ରୋଗ୍ରାମ ଭାବେ ଏହା ଖାଦ୍ୟ,…

ଝିଅଙ୍କ ପାଇଁ ଏହି ସରକାରୀ ଯୋଜନାରେ କରନ୍ତୁ ନିବେଶ, ବିବାହ ସମୟରେ ମିଳିବ ୬୩ ଲକ୍ଷ ଟଙ୍କା… 

ନୂଆଦିଲ୍ଲୀ,୧୨।୧୦: କନ୍ୟା ସନ୍ତାନ ଜନ୍ମ ହେବା ମାତ୍ରେ ପରିବାରଲୋକଙ୍କ ମନରେ ପାଠପଢ଼ା ସହ ବିବାହକୁ ନେଇ ଚିନ୍ତା ପଶିଥାଏ। ଏଥିଲାଗି ସରକାରଙ୍କ ସୁକନ୍ୟା ସମୃଦ୍ଧି ଯୋଜନା ଏକ ଲୋକପ୍ରିୟ ସେଭିଂ ସ୍କିମ୍‌। ଏହାଦ୍ୱାରା ମାବାପା ନିଜ ଝିଅଙ୍କ ଲାଗି ଦୀର୍ଘ ସମୟ…

ଦୀପ୍‌ ଗ୍ରେସ୍‌, ଅମିତଙ୍କୁ ଭବ୍ୟ ସ୍ବାଗତ

ଭୁବନେଶ୍ୱର, ୧୨।୧୦(ତପନ ସ୍ବାଇଁ): ଚାଇନାର ହାଙ୍ଗଝୋରେ ଅନୁଷ୍ଠିତ ଏସିଆନ ଗେମ୍ସରେ ଅଂଶଗହଣ କରି ପଦକ ଜିତିଥିବା ଭାରତୀୟ ହକି ଦଳର ସଦସ୍ୟ ଓ ସଦସ୍ୟା ଅମିତ ରୋହିଦାସ ଓ ଦୀପ୍‌ ଗ୍ରେସ୍‌ ଏକ୍କା ବୁଧବାର ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଛନ୍ତି। ଅମିତ ସ୍ବର୍ଣ୍ଣ…

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଫେରିବେ ଷ୍ଟୋଇନିସ୍‌

ଲକ୍ଷ୍ନୌ,୧୨ା୧୦(ପି.ଟି.): ଗୁରୁବାର ଦିନିକିଆ କ୍ରିକେଟ ବିଶ୍ୱକପ୍‌ରେ ପରସ୍ପର ସାମ୍ନା କରିବେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ। ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ବିଶାଳ ସ୍କୋର ସହିତ ଶ୍ରୀଲଙ୍କାକୁ ପରାସ୍ତ କରିଥିବା ବେଳେ ଚେନ୍ନାଇର ଭାରତ ବିପକ୍ଷ ଲୋ ସ୍କୋରିଂ ମ୍ୟାଚରେ ପରାଜିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri