ଋଣ ଶୁଝିପାରିବେନି ଅମିତାଭ ବଚ୍ଚନ
ମେଗାଷ୍ଟାର ଅମିତାଭ ବଚ୍ଚନ ଦମ୍ଦାର ଅଭିନୟ ସହିତ ଲୋକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ଅମିତାଭ ବଚ୍ଚନଙ୍କ ପ୍ରଶଂସକ ଅଛନ୍ତି। ୧୧ ଅକ୍ଟୋବରରେ ଅମିତାଭ ବଚ୍ଚନ ତାଙ୍କର ୮୧ତମ ଜନ୍ମଦିନ ପାଳନ…
ଯୁଦ୍ଧ ମଧ୍ୟରେ ଇସ୍ରାଏଲରେ ପହଞ୍ଚିଲେ ଆମେରିକା ବୈଦେଶିକ ସଚିବ
ଜେରୁଜେଲମ,୧୨।୧୦: ଇସ୍ରାଏଲ ଏବଂ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଗୁରୁବାର ଇସ୍ରାଏଲର ତେଲ ଅଭିବରେ ପହଞ୍ଚିଛନ୍ତି। ବ୍ଲିଙ୍କେନ୍ ଇସ୍ରାଏଲ ସହିତ ଆମେରିକାର ଏକତା ପ୍ରଦର୍ଶନ କରିବା ପାଇଁ ବ୍ଲିଙ୍କେନ…
ପଏଣ୍ଟ ଟେବୁଲର ୨ୟ ସ୍ଥାନରେ ଟିମ୍ ଇଣ୍ଡିଆ
ନୂଆଦିଲ୍ଲୀ,୧୨।୧୦: ଭାରତୀୟ କ୍ରିକେଟ ଟିମ୍ ବିଶ୍ୱକପ୍ରେ ଲଗାତାର ଦୁଇଟି ବିଜୟ ସହ ବିଶ୍ୱକପ୍ରେ ନିଜର ଯାତ୍ରା ଆରମ୍ଭ କରିଛି। ଏଥିସହ ଦଳ ପଏଣ୍ଟ ଟେବୁଲର ୨ୟ ସ୍ଥାନରେ ପହଞ୍ଚିଛି। ଭାରତ ଅଷ୍ଟ୍ରେଲିଆ ଏବଂ ଆଫଗାନିସ୍ତାନକୁ ପରାଜିତ କରିବା ପରେ +୧.୫୦୦ ନେଟ୍…
ବିକ୍ରି ହେବ ‘ଗୋ ଫାଷ୍ଟ’ ବିମାନ କମ୍ପାନୀ
ନୂଆଦିଲ୍ଲୀ,୧୨।୧୦: କିଛି ମାସ ଧରି ବନ୍ଦ ପଡ଼ିଥିବା ବିମାନ କମ୍ପାନୀ ‘ଗୋ ଫାଷ୍ଟ’ ବିକ୍ରି ହେବାକୁ ଯାଉଛି। ଏହାକୁ କ୍ରୟ କରିବାକୁ ଜିନ୍ଦଲ ପାଓ୍ବାର ଲିମିଟେଡ୍ ସବୁଠାରୁ ଆଗରେ ଥିବା ନଜର ଆସିଛି। ଏନେଇ ଜିନ୍ଦଲକୁ ଇଓଆଇ ମିଳିସାରିଛି। ଏହାପରେ ନିଲାମ…
ଜାତୀୟ ସିନେମା ଦିବସ ଅବସରରେ ପ୍ରଶଂସକଙ୍କୁ ଉପହାର ଦେଲେ ଶାହାରୁଖ
ମୁମ୍ବାଇ: ଅଭିନେତା ଶାହାରୁଖ ଖାନଙ୍କ ‘ଯବାନ’ ୭ ସେପ୍ଟେମ୍ବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ଏବଂ ବର୍ତ୍ତମାନ ଏହି ଚଳଚ୍ଚିତ୍ର ରିଲିଜ ହେବାର ଏକ ମାସରୁ ଅଧିକ ସମୟ ବିତିଯାଇଛି, କିନ୍ତୁ ଯବାନର କ୍ରେଜ୍ କୌଣସି ପ୍ରକାରେ ହ୍ରାସ ପାଇନାହିଁ। ଏବେ ବି…
ଭାରତର ଏକମାତ୍ର ଭାଷା ଯାହାକୁ ଓଲଟାଇଲେ ଯେମିତି- ସିଧାରେ ସେମିତି, କୁହନ୍ତୁ ତ ନାମ
ଭାରତ ଏଭଳି ଏକ ଦେଶ, ଯେଉଁଠାରେ ଅନେକ ଭାଷା ପ୍ରଚଳିତ ହେଉଛି। ଏହାର ସମ୍ବିଧାନରେ ୨୨ ଭାଷା ସାମିଲ ଅଛି। ଏହାଛଡ଼ା ଦେଶରେ ଅନେକ ଆଞ୍ଚଳିକ ଭାଷା ମଧ୍ୟ କୁହାଯାଉଛି। ସେଗୁଡ଼ିକମଧ୍ୟରୁ ଏଭଳି ଏକ ଭାଷା ରହିଛି ଯାହାକୁ ଓଲଟା ଦେଖିଲେ…
‘ବଲିଉଡ୍ରେ କାହିଁକି କେହି ବନ୍ଧୁ ନାହାନ୍ତି ବୋଲି କଙ୍ଗନାଙ୍କୁ ପଚାର’
ବମ୍ବେ: ନିଜର ରୋକଠୋକ କଥାକୁ ନେଇ ବିବାଦରେ ଅନେକ ବାର ଛନ୍ଦି ହୋଇଛନ୍ତି ଅଭିନେତ୍ରୀ କଙ୍ଗନା ରାଣାଓ୍ବତ। ନୂଆ ଫିଲ୍ମ ରିଲିଜ ହେଉ ଅଥବା ବଲିଉଡର ଅନ୍ୟ କଳାକାରଙ୍କୁ ସେ ଟିପ୍ପଣୀ ଦେବାକୁ କୁଣ୍ଠାବୋଧ କରି ନ ଥାନ୍ତି। ନିକଟରେ ସେ…
କନ୍ଦାଡୁଙ୍ଗରରେ ହାତୀପଲ ନଷ୍ଟ କଲେ ଧାନ, କପାଚାଷ
କେସିଙ୍ଗା,୧୨ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ୍ ବାଲ୍ସି ପଞ୍ଚାୟତର ବାଲ୍ସି ଗ୍ରାମ ନିକଟରେ ଥିବା କନ୍ଦାଡୁଙ୍ଗରରେ ହାତୀପଲଙ୍କୁ ଦେଖିବାକୁ ମିଳିଛି। ନର୍ଲା ଅଞ୍ଚଳରୁ ପ୍ରାୟ ୧୫ଟି ହାତୀ ଛୋଟବଡ଼ ହାତୀ ଆସି କନ୍ଦାଡୁଙ୍ଗର ଅଞ୍ଚଳରେ ଥିବା ଚାଷୀଙ୍କ କପା, ଧାନ,…
ରେକର୍ଡ ବିଷୟରେ ବେଶି ଭାବୁନାହିଁ, ବହୁତ ଦୂର ଯିବାକୁ ଅଛି: ରୋହିତ
ନୂଆଦିଲ୍ଲୀ,୧୨।୧୦: ଆଫଗାନିସ୍ତାନ ବିପକ୍ଷ ବିଶ୍ୱକପ୍ ମୁକାବିଲାରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଶତକ ମାରି ଅନେକ ରେକର୍ଡ ଭାଙ୍ଗିଛନ୍ତି। ୮୪ ବଲ୍ରେ ୧୩୧ ରନ୍ର ଇନିଂସ ସହ ରୋହିତ ବିଶ୍ୱକପ୍ରେ ସର୍ବାଧିକ ଶତକ ଏବଂ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ସର୍ବାଧିକ ଛକା ମାରିଥିବା…
ଭିଡିଓ, ଫଟୋ ଶେୟାର କରୁଥିବା ବ୍ୟକ୍ତିଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ, ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର
ଇମ୍ଫାଲ,୧୨।୧୦: ମଣିପୁରରେ ୫ ମାସରୁ ଅଧିକ ସମୟ ଧରି ହିଂସା ଜାରି ରହିଛି। ଏହି ସମୟରେ ହିଂସା ସହ ଜଡିତ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପ୍ରଥମେ ମହିଳାଙ୍କୁ ନିବସ୍ତ୍ର କରାଇ ବୁଲାଇବା ଏବଂ ପରେ ଦୁଇଜଣ ମେତେଇ…
ଟସ୍ ଜିତିଲା ଅଷ୍ଟ୍ରେଲିଆ
ଲକ୍ଷ୍ନୌ,୧୨।୧୦: ବିଶ୍ୱକପ୍ ୨୦୨୩ର ଦଶମ ମ୍ୟାଚ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଲକ୍ଷ୍ନୌର ଇକାନା କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଆମନ୍ତ୍ରଣ ପାଇଁ ଦକ୍ଷିଣ ଆଫ୍ରିକା ବ୍ୟାଟିଂ କରିବାକୁ…
ପ୍ରଧାନଶିକ୍ଷକ ନିଲମ୍ବନ ଘଟଣା: ବିଇଓ ଅଫିସ ସମ୍ମୁଖରେ ବସିଲେ ଛାତ୍ରୀଛାତ୍ର
ଗଞ୍ଜାମ,୧୨ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ସହର ମଧ୍ୟଖଣ୍ଡ ସାହିରେ ଥିବା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ପ୍ରକାଶ ଚନ୍ଦ୍ର ବେହେରାଙ୍କୁ କୌଣସି କାରଣରୁ ନିଲମ୍ବନ କରିଛନ୍ତି ବିଇଓ ଭାଗୀରଥି ବେହେରା। ଯାହାକୁ ନେଇ ଅଭିଭାବକ ଓ ସ୍କୁଲ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଘୋର…
Archives


