ଟସ୍ ଜିତି ନ୍ୟୁଜିଲ୍ୟାଣ୍ଡର ବୋଲିଂ ନିଷ୍ପତ୍ତି
ଚେନ୍ନାଇ,୧୩।୧୦: ନ୍ୟୁଜିଲ୍ୟାଣ୍ଡ ଏବଂ ବାଂଲାଦେଶ ମଧ୍ୟରେ ବିଶ୍ୱକପ୍ ମ୍ୟାଚ ଆରମ୍ଭ ହୋଇଛି। ଚେନ୍ନାଇର ଚେପାକ ସ୍ଥିତ ଏମ.ଏ ଚିଦାମ୍ବରମ ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହୋଇଛନ୍ତି। ନ୍ୟୁଜିଲ୍ୟାଣ୍ଡର ଅଧିନାୟକ କେନ ୱିଲିୟମଶନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।…
ଜାଣନ୍ତି ପୃଥିବୀ ଗୋଟିଏ ପାର୍ଶ୍ୱକୁ କାହିଁକି ଢଳି ରହିଛି
ଅନେକ ଲୋକଙ୍କ ମନରେ ପ୍ରଶ୍ନ ଯେ, ପୃଥିବୀ ଗୋଲାକାର ନୁହେଁ, କାହିଁକି ଅଣ୍ଡାକୃତି ଏବଂ ଗୋଟିଏ ପାର୍ଶ୍ୱକୁ କାହିଁକି ଢଳି ରହିଛି। ଏହି ପ୍ରଶ୍ନ ସୋସିଆଲ ମିଡିଆ ସାଇଟ୍ ‘କୋରା’ରେ ଲୋକମାନେ ପଚାରିଛନ୍ତି। ରାଘବ ସିଂ, ଅଜୟ କୁମାର ଏବଂ ସରୋଜ…
ବିଶ୍ୱକୁ ଶାନ୍ତିର ବାର୍ତ୍ତା ଦେଲେ ମୋଦି
ନୂଆଦିଲ୍ଲୀ,୧୩।୧୦: ‘ପାର୍ଲାମେଣ୍ଟ-୨୦’ ଶିଖର ସମ୍ମିଳନୀ ଅର୍ଥାତ୍ ପି-୨୦ ଭାରତରେ ଆୟୋଜିତ ହେଉଛି। ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପି-୨୦ ଦେଶର ନେତାମାନଙ୍କୁ ସମ୍ବୋଧିତ କରିଥିଲେ। ପି-୨୦ ଶିଖର ସମ୍ମିଳନୀକୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ ମୋଦି ଇସ୍ରାଏଲ…
ଭାରତ-ପାକିସ୍ତାନ ମ୍ୟାଚରେ ବାଧକ ସାଜିପାରେ ବର୍ଷା, ପାଣିପାଗ ବିଭାଗର ସୂଚନା
ଅହମ୍ମଦାବାଦ,୧୩।୧୦: ଶନିବାର ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିଶ୍ୱକପ୍ ମ୍ୟାଚ ଖେଳାଯିବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହେବେ। ଦିନିକିଆ ବିଶ୍ୱକପ୍ରେ ବର୍ତ୍ତମାନର ସଂସ୍କରଣରେ ଉଭୟ ଦଳର ଫର୍ମ ଉତ୍କୃଷ୍ଟ ରହିଛି। ଅଷ୍ଟ୍ରେଲିଆ ଏବଂ ଆଫଗାନିସ୍ତାନ ବିପକ୍ଷରେ…
‘ଟାଇଗର-୩’ ରୁ ଆସିଲା ଭାଇଜାନଙ୍କ ନୂଆ ଲୁକ୍
ମୁମ୍ବାଇ: ବଲିଉଡର ଭାଇଜାନ ତଥା ସଲମାନ ଖାନ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଟାଇଗର-୩’ ପାଇଁ କ୍ରମାଗତ ଭାବରେ ହେଡଲାଇନରେ ରହିଛନ୍ତି। ନିକଟରେ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଟାଇଗର-୩’ ର ଟିଜର ରିଲିଜ ହେବା ପରଠାରୁ ସଲମାନ ଖାନ ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚାରେ…
ଟ୍ରମ୍ପଙ୍କୁ ଇସ୍ରାଏଲର ନିନ୍ଦା
ଜେରୁଜେଲମ୍,୧୩ା୧୦: ଇରାନ ସମର୍ଥିତ ସନ୍ତ୍ରାସବାଦୀ ଗୋଷ୍ଠୀ ହିଜ୍ବୁଲ୍କୁ ପ୍ରଶଂସା କରିବା ସହ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ସମାଲୋଚନା କରି ଇସ୍ରାଏଲ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମନ୍ତବ୍ୟକୁ ନିନ୍ଦା କରିଛି । ଏହାକୁ ଲଜ୍ଜାଜନକ ଏବଂ ଅବିଶ୍ୱସନୀୟ ବୋଲି…
କେରଳ ସରକାରଙ୍କ ଉପରେ ଅବହେଳା ଅଭିଯୋଗ ଆଣିଲେ ହକି ତାରକା
ଥିରୁଭାନନ୍ତପୁରମ୍,୧୩।୧୦: ଭାରତୀୟ ହକି ତାରକା ପି ଆର୍ ଶ୍ରୀଜେଶ କେରଳ ସରକାରଙ୍କ ଉପରେ ଖେଳାଳି ଏବଂ ଆଥଲେଟମାନଙ୍କୁ ଅବହେଳା କରିଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଚାଇନାରୁ ଫେରିବା ପରଠାରୁ କେହି ତାଙ୍କୁ ଭେଟିବାକୁ ଆସିନାହାଁନ୍ତି। ହକି ଖେଳାଳିଙ୍କ ଦାବିକୁ ମୁଖ୍ୟମନ୍ତ୍ରୀ…
ପ୍ରତିଦିନ ୫ କିଲୋ ସୁନା ପିନ୍ଧି ଚାଲନ୍ତି ଏହି ବ୍ୟକ୍ତି, ସାଙ୍ଗରେ ଯାଆନ୍ତି ୪ ବଡିଗାର୍ଡ
ସୁନା ଅଳଙ୍କାର କାହାର ବା ପସନ୍ଦ ନୁହେଁ କହିଲେ। ଉଦ୍ଦେଶ୍ୟ ହେଉଛି ନିବେଶ କରିବା କିମ୍ବା ଅଳଙ୍କାର କିଣିବା। ଲୋକମାନେ ପ୍ରତିଦିନ ସୁନାର ମୂଲ୍ୟ ଯାଞ୍ଚ କରନ୍ତି। ମୂଲ୍ୟ ଟିକେ ହ୍ରାସ ହେଲେ ଲୋକେ ସୁନା କିଣନ୍ତି। ଏଥି ସହିତ ଅନେକ…
ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଦିଲ୍ଲୀରେ ହାଇ ଆଲର୍ଟ, ବଢାଗଲା ସୁରକ୍ଷା
ନୂଆଦିଲ୍ଲୀ,୧୩।୧୦: ଇସ୍ରାଏଲରେ ସୁରକ୍ଷା ବାହିନୀ ଏବଂ ପାଲେଷ୍ଟାଇନର ଉଗ୍ରବାଦୀ ଗୋଷ୍ଠୀ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଦେଶର ରାଜଧାନୀ ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ଏବଂ ସହରକୁ ହାଇ ଆଲର୍ଟରେ ରଖାଯାଇଛି। ଦିଲ୍ଲୀରେ ସମ୍ଭାବ୍ୟ ବିରୋଧ ପ୍ରଦର୍ଶନକୁ ଦୃଷ୍ଟିରେ…
ଧରାହେଲା ୧୨ ଫୁଟ ଲମ୍ବର କୁମ୍ଭୀର
ଭୋଗରାଇ,୧୩ା୧୦(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ତାଳସାରୀ ବେଳାଭୂମିରୁ ୧୨ ଫୁଟ ଲମ୍ବର ଏକ ବଉଳା କୁମ୍ଭୀରକୁ ଉଦୟପୁର ବନବିଭାଗ ଶୁକ୍ରବାର ସକାଳେ କାବୁ କରିଛି। କୁମ୍ଭୀରକୁ ସେଠାରୁ ଆଣି ଡାକ୍ତରୀ ପରୀକ୍ଷା ପାଇଁ ବାଲେଶ୍ୱର ମୁଖ୍ୟ ପ୍ରାଣୀଧନ ଚିକିତ୍ସାଳୟକୁ ପଠାଯାଇଛି।…
ହମାସ ଆତଙ୍କବାଦୀଙ୍କ ନିକଟରୁ ୨୫୦ ଜଣଙ୍କୁ ମୁକ୍ତ କଲା ଇସ୍ରାଏଲ
ଜେରୁଜେଲମ,୧୩।୧୦: ହମାସ ଆତଙ୍କବାଦୀଙ୍କ ଆକ୍ରମଣ ପରଠାରୁ ଇସ୍ରାଏଲ ଗାଜାରେ ହମାସ ସ୍ଥିତିକୁ କ୍ରମାଗତ ଭାବରେ ଟାର୍ଗେଟ କରିଆସୁଛି। ଇସ୍ରାଏଲର ପ୍ରଧାନମନ୍ତ୍ରୀ ଦାବି କରିଛନ୍ତି ଯେ ସେ ହମାସ ଆତଙ୍କବାଦୀଙ୍କୁ ବାଛି ବାଛି ହଟାଇବେ। ଏହି ସମୟରେ, ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଗାଜାର…
ଚନ୍ଦ୍ରବାବୁ ନାଇଡୁଙ୍କୁ ଆଶ୍ୱସ୍ତି
ଅମରାବତି,୧୩।୧୦: ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ଶୁକ୍ରବାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଏନ ଚନ୍ଦ୍ରବାବୁ ନାଇଡୁଙ୍କୁ ଜାମିନ ପ୍ରଦାନ କରିଛନ୍ତି।ଆଙ୍ଗାଲୁ ୩୦୭ ମାମଲାରେ ତାଙ୍କୁ ଏହି ଜାମିନ ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ, ଆଙ୍ଗାଲୁ ହିଂସା ମାମଲାରେ ତେଲୁଗୁ ଦେଶମ ପାର୍ଟି…
Archives


