Posted inଫୁରସତ

୧୫ ବର୍ଷର ଅପେକ୍ଷା ୧୦ ପ୍ରତ୍ୟାଖ୍ୟାନ: ଶେଷରେ ୩.୭ ଫୁଟ୍ ଉଚ୍ଚତାର ବ୍ୟକ୍ତିଙ୍କୁ ମିଳିଲା ୪ ଫୁଟ୍ ଉଚ୍ଚତାର ଜୀବନସାଥୀ

ନୂଆଦିଲ୍ଲୀ,୧୫।୨: ଦୀର୍ଘ ୧୫ ବର୍ଷର ଅପେକ୍ଷା ଏବଂ ଅଗଣିତ ପ୍ରତ୍ୟାଖ୍ୟାନ ପରେ ଶେଷରେ ବିବାହ କରିଛନ୍ତି ୩.୭ ଫୁଟ୍ ଉଚ୍ଚତାର ୩୫ ବର୍ଷୀୟ ମହମ୍ମଦ ଅର୍ଶଦ। ଗତ ସୋମବାର ଅର୍ଶଦ ୩୦ ବର୍ଷୀୟ ୪ ଫୁଟ୍ ଉଚ୍ଚତାର ସୋନାଙ୍କୁ ବିବାହ କରିଛନ୍ତି। ମଧ୍ୟପ୍ରଦେଶ ସାଇନା ଅଞ୍ଚଳର ବାସିନ୍ଦା ଅର୍ଶଦ କୁହନ୍ତି ଯେ, ନିଜର ଉଚ୍ଚତାକୁ ନେଇ ତାଙ୍କୁ ଅନେକ କଥା ଶୁଣିବାକୁ ପଡୁଥିଲା, ଲୋକମାନେ ତାଙ୍କର ବିବାହ ହେବ କି ନାହିଁ ପ୍ରଶ୍ନ ଉଠାଉଥିଲେ।

ତେବେ ସେ ଯାହା ହେଉ ନା କାହିଁକି କୁହାଯାଏ କି ‘ଅପେକ୍ଷାର ଫଳ ମିଠା ହୋଇଥାଏ’। ସେହିପରି 10 ଜଣଙ୍କଠାରୁ ପ୍ରତ୍ୟାଖ୍ୟାନ ପାଇବା ପରେ ଶେଷରେ ଆର୍ଷଦଙ୍କୁ ମଧ୍ୟ ତାଙ୍କ ଜୀବନସାଥୀ ମିଳିଛନ୍ତି। ବାହାଘର ଦିନ ଅର୍ଶଦ ସେରୱାନି ପିନ୍ଧି ଏକ ଖୋଲା କାର୍ ଉପରେ ଛିଡ଼ା ହୋଇ ଆସିଥିଲେ।

ଅର୍ଶଦ କୁହନ୍ତି, ଲୋକମାନେ ମୋର ଉଚ୍ଚତାକୁ ନେଇ ଅନେକ ମନ୍ତବ୍ୟ ଦେଉଥିଲେ ମଧ୍ୟ ସଠିକ ଜୀବନ ସାଥୀଟିଏ ପାଇବାର ଆଶା ମୁଁ ହରାଇ ନଥିଲି। ବିବାହ କରିବା ପାଇଁ ସମ୍ମୁଖୀନ ହୋଇଥିବା ଆହ୍ୱାନଗୁଡ଼ିକ ବିଷୟରେ ବର୍ଣ୍ଣନା କରି କହିଥଲେ, “ପ୍ରାୟ ଚାରିମାସ ପୂର୍ବେ ଜଣେ ସମ୍ପର୍କୀୟ ଆମକୁ ଏକ ଝିଅ ବିଷୟରେ କହିଥିଲେ ଯାହାଙ୍କର ବୟସ କମ୍ ଥିଲା। ଯଦିଓ ମୁଁ ପ୍ରଥମେ ତାଙ୍କୁ ପ୍ରତ୍ୟାଖ୍ୟାନ କରିଥିଲି। ମୋର ଉଚ୍ଚତା ହେତୁ ଉଭୟ ପରିବାର, ଆମର ସମ୍ପର୍କୀୟଙ୍କ ହସ୍ତକ୍ଷେପ ଦ୍ୱାରା ବିବାହ ସମ୍ଭବ ହୋଇଥିଲା ବୋଲି ସେ କହିଛନ୍ତି। ଉଭୟ ପରିବାର ଏହି ବିବାହକୁ ନେଇ ଅତ୍ୟନ୍ତ ଆନନ୍ଦିତ ଅଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁ ଜନ୍ମ ହେଲେ ମୁଖ୍ୟମନ୍ତ୍ରୀ ଦେବେ ୧ ଗ୍ରାମର ସୁନା ମୁଦି, ରାଜ୍ୟ ସରକାରଙ୍କ ଖାସ୍ ସ୍କିମ୍…

ଚେନ୍ନାଇ,୨୭ା୬: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଥାଲାପତି ବିଜୟ ନିଜର ଏକ ପ୍ରମୁଖ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବାକୁ ଯାଉଛନ୍ତି। ଏଣିକି ରାଜ୍ୟର ସମସ୍ତ ସରକାରୀ ମାତୃତ୍ୱ କେନ୍ଦ୍ର ଓ…

ଏକାଠି ହେଲେ ଗଞ୍ଜାମ ଜିଲା ଠିକାଦାର ସଂଘ: ଆଗକୁ…

ଦିଗପହଣ୍ଡି,୨୭|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ଗ୍ରାମ ନିକଟ ମା ‘ ରତ୍ନେଶ୍ୱରୀ ଶକ୍ତିପୀଠ ପରିସରରେ  ଶୁକ୍ରବାର ନିଖିଳ ଓଡିଶା ଠିକାଦାର ମହାସଂଘ…

ଶନି ମନ୍ଦିରରେ ଫୁଲ ଦେଇ ଫେରୁଥିଲେ, ପଛରୁ ପିଟିଦେଲା ବାଇକ୍‌; ଚାଲିଗଲା…

ପାରଳାଖେମୁଣ୍ଡି, ୨୭।୬(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସହରରେ ଶନିବାର  ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଷ୍ଟାଡିୟମ୍ ନିକଟସ୍ଥ ଇଣ୍ଡିଆନ୍ ପେଟ୍ରୋଲ ପମ୍ପ ସମ୍ମୁଖରେ…

କାଜୁ ଜଙ୍ଗଲରେ ଝୁଲିପଡ଼ିଲେ ସଞ୍ଜୟ: ବଢୁଛି ସନ୍ଦେହ

ମହାକାଳପଡ଼ା,୨୭ା୬ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ରାମନଗର ପଞ୍ଚାୟତ ପିତାପାଟ ଚୌଧୁରୀ କାଜୁ ଜଙ୍ଗଲରେ ଜଣେ ଯୁବକ ଗୁରୁବାର…

ଟୋକନ୍ ନ ମିଳିଲେ ରାଜପଥ ଅବରୋଧ କରିବୁ, DRCS ଅଫିସ ଆଗରେ ଧାରଣା ଦେଇ ଚେତାବନୀ ଦେଲେ…

ବରଗଡ଼, ୨୭।୬(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ରୂପ ଧାରଣ କରିଛି।…

ମିଳିବ ୩୦୦ ୟୁନିଟ୍‌ର ମାଗଣା ବିଜୁଳି; ଜାଣନ୍ତୁ କେମିତି କରିବେ ଏହି ସରକାରୀ ଯୋଜନାରେ ଆବେଦନ…

ନୂଆଦିଲ୍ଲୀ,୨୬।୬: ବର୍ତ୍ତମାନ ସମୟରେ ଗରମ ନିଜ ଚରମରେ ପହଞ୍ଚି ସାରିଛି । ମଝିରେ ମଝିରେ ବର୍ଷା ହେଉଥିଲେ ମଧ୍ୟ ଗରମ ଉପରେ କୌଣସି ପ୍ରକାରର ପ୍ରଭାବ ପଡୁଥିବା…

ଗୋଷ୍ଠୀକେନ୍ଦ୍ର ଗୃହ ନିର୍ମାଣରେ ଅର୍ଥ ଆତ୍ମସାତ: ଜିଲାପାଳଙ୍କ ନିକଟରେ ଦାବି କଲେ ଗ୍ରାମବାସୀ

କେସିଙ୍ଗା,୨୭।୬( ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କନ୍ତେଶିର ରତନପଡ଼ାସ୍ଥିତ ଦୁର୍ଗା ମନ୍ଦିର ପରିସରରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (WODC) ଆର୍ଥିକ ବର୍ଷ…

ଆମେରିକାର ବୈଦେଶିକ ସଚିବ ରୁବିଓଙ୍କ ବଡ଼ ଘୋଷଣା: ଭାରତ ଆସିବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ଓ୍ବାଶିଂଟନ,୨୭।୬: ଭାରତ ଏବଂ ଆମେରିକା ମଧ୍ୟରେ ରଣନୈତିକ ଏବଂ ବାଣିଜ୍ୟିକ ସମ୍ପର୍କରେ ଏକ ନୂତନ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି। ଏହା ଆମେରିକାର ବୈଦେଶିକ ସଚିବ ମାର୍କୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri