ଧାନଚାଷରେ ଗୁଣ୍ଡିପୋକ, ଚିନ୍ତାରେ ଚାଷୀ
ଉମରକୋଟ,୧୩।୧୦(ସନ୍ତୋଷ ଶତପଥୀ): ପ୍ରଥମେ ସ୍ବଳ୍ପ ବର୍ଷା ଯୋଗୁ ଧାନ ଗଛ ଯେଉଁ ଭାବେ ବଢ଼ିବା କଥା ତାହା ହୋଇପାରିଲା ନାହିଁ। ଧାନ ଅମଳ କମିବା ଆଶଙ୍କା ଥିବାବେଳେ ବର୍ତ୍ତମାନ ବିପିଏଚ୍ ଗୁଣ୍ଡିପୋକ ଧାନ ଫସଲରେ ଲାଗିଲାଣି। ଏଥିଯୋଗୁ ଉମରକୋଟ ପୌରାଞ୍ଚଳ ୧ନମ୍ବର…
ଉତ୍ତର ଗାଜାରେ ଆକ୍ରମଣ କରିପାରେ ଇସ୍ରାଏଲ, ୨୪ ଘଣ୍ଟା ମଧ୍ୟରେ ଅଞ୍ଚଳ ଖାଲି କରିବାକୁ ନିର୍ଦ୍ଦେଶ
ଜେରୁଜେଲମ,୧୩।୧୦: ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ ଇସ୍ରାଏଲ ଉପରେ ଆକ୍ରମଣ କରିବା ପରେ ଜେରୁଜେଲମ କ୍ରମାଗତ ଭାବରେ ହମାସ ଆତଙ୍କବାଦୀଙ୍କଠାରୁ ପ୍ରତିଶୋଧ ନେଉଛି। ଏଥି ସହିତ, ହମାସ ଆକ୍ରମଣରେ ୧୩୦୦ରୁ ଅଧିକ ଇସ୍ରାଏଲଙ୍କ ମୃତ୍ୟୁ ଘଟିଛି। ସେହିପରି ଗାଜା ଉପରେ ଇସ୍ରାଏଲର…
ଗାଜାରେ ପ୍ରବେଶ କରିବାକୁ ୩.୫ ଲକ୍ଷ ଇସ୍ରାଏଲ ସୈନିକ ପ୍ରସ୍ତୁତ
ଜେରୁଜେଲମ,୧୩।୧୦: ଇସ୍ରାଏଲ-ହମାସ ଯୁଦ୍ଧରେ ଏପର୍ଯ୍ୟନ୍ତ ୨୭୦୦ ଲୋକ ପ୍ରାଣ ହରାଇଛନ୍ତି। ଏଥିମଧ୍ୟରୁ ୧୨୦୦ ଲୋକ ଇସ୍ରାଏଲରେ ଏବଂ ୧୫୦୦ ରୁ ଅଧିକ ଲୋକ ଗାଜା ଅଞ୍ଚଳରେ ମୃତ୍ୟୁବରଣ କରିଛନ୍ତି। ଗାଜା ଷ୍ଟ୍ରିପ ଉପରେ ଏୟାର ଷ୍ଟ୍ରାଇକ ପରେ ଇସ୍ରାଏଲ ସେନା ବର୍ତ୍ତମାନ…
୬ ମାସ ଗଲାନି, ଭାଙ୍ଗିଗଲା ଡ୍ରେନ୍
ବଇଣ୍ଡା,୧୩ା୧୦(ପରିକ୍ଷିତ ସାହୁ): ଅନୁଗୋଳ ଜିଲା କିଶୋରନଗର ବ୍ଲକ ବଇଣ୍ଡା ଅଞ୍ଚଳରେ ନିର୍ମାଣ କରାଯାଉଥିବା ଡ୍ରେନ୍ କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି। ଆବଶ୍ୟକ ପରିମାଣର ଲୁହାରଡ୍ ଦିଆଯାଇ ନ ଥିବା ଯୋଗୁ କେତେକ ସ୍ଥାନରେ ଡ୍ରେନ ଭାଙ୍ଗିବା ଆରମ୍ଭ କଲାଣି। ଏହାକୁ…
ଇସ୍ରାଏଲକୁ ସାହାଯ୍ୟ କରୁଛି ଆମେରିକା, ପଠାଇଲା ଅସ୍ତ୍ରଶସ୍ତ୍ର, ଯୁଦ୍ଧ ବିମାନ
ଓ୍ବାଶିଂଟନ,୧୩।୧୦: ହମାସ ଦ୍ୱାରା ଆରମ୍ଭ ହୋଇଥିବା ଆକ୍ରମଣର କିଛି ଘଣ୍ଟା ପରେ ଆମେରିକା ଇସ୍ରାଏଲକୁ ସାହାଯ୍ୟ କରିବାକୁ ଆଗେଇ ଆସିଛି। ଆମେରିକା ଏହି ଅଞ୍ଚଳରେ ଇସ୍ରାଏଲକୁ ସାହାଯ୍ୟ କରିବା ପାଇଁ ଯୁଦ୍ଧ ଜାହାଜ ଏବଂ ବିମାନ ପଠାଇବା ଆରମ୍ଭ କରିଛି। ଆମେରିକାର…
ସିଙ୍ଗାପୁରରୁ ଅଷ୍ଟ୍ରେଲିଆ ଅଭିମୁଖେ ଯାଉଥିବା ବିମାନରେ ବୋମା ଥିବା ସୂଚନା, ଅଷ୍ଟ୍ରେଲୀୟ ଯାତ୍ରୀ ଗିରଫ
ସିଡ଼ନୀ,୧୩।୧୦: ସିଙ୍ଗାପୁରରୁ ଅଷ୍ଟ୍ରେଲିଆ ଅଭିମୁଖେ ଯାଉଥିବା ବିମାନରେ ବୋମା ଧମକ ଦେବା ଅଭିଯୋଗରେ ଅଷ୍ଟ୍ରେଲୀୟ ୩୦ ବର୍ଷୀୟ ଯାତ୍ରୀଙ୍କୁ ଗିରଫ କରାଯାଇଛି। ଯାତ୍ରୀଙ୍କ ଦ୍ୱାରା ବୋମା ଧମକ ଦେବା ପରେ ବିମାନଟି ସିଙ୍ଗାପୁରକୁ ଫେରି ସନ୍ଧ୍ୟା ପ୍ରାୟ ୬.୨୬ ସମୟରେ ଚାଙ୍ଗି…
ଆବେଦନର ୭ବର୍ଷ ପରେ ବି ମିଳିଲାନି ଭତ୍ତା
ନିଶ୍ଚିନ୍ତକୋଇଲି,୧୩ା୧୦(ଅଶୋକ କୁମାର ମହାପାତ୍ର): ସରକାର ସାମାଜିକ ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ଗ୍ରାମାଞ୍ଚଳ ଗରିବଙ୍କୁ ଭତ୍ତା ପ୍ରଦାନ କରୁଛନ୍ତି। କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ପାଇଁ ନିଶ୍ଚିନ୍ତକୋଇଲି ବ୍ଲକରେ ସାମାଜିକ ସୁରକ୍ଷା ବିପର୍ଯ୍ୟସ୍ତ ହୋଇପଡିଛି। ବହୁ ବୃଦ୍ଧାବୃଦ୍ଧ, ମହିଳା ଓ ଭିନ୍ନକ୍ଷମ…
ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ୫.୨%
ଭୁବନେଶ୍ୱର,୧୩।୧୦ (ଅଭୟ ଦାଶ):ଚଳିତ ବର୍ଷ ସେପ୍ଟେମ୍ବର ମାସରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ହାର ହ୍ରାସ ହୋଇ ୫.୦୨%ରେ ରହିଛି, ଯାହା ୨୦୨୩ ଅଗଷ୍ଟରେ ୬.୮୩% ରେ ଥିଲା। ଏହା ପୂର୍ବରୁ ୨୦୨୩ ଜୁଲାଇରେ ଖୁଚୁରା ମୁଦ୍ରାସ୍ଫୀତି ହାର ୧୫ ମାସର ସର୍ବୋଚ୍ଚସ୍ତର…
ଲମ୍ପି ଭାଇରସ୍, ବହୁ ଗୋରୁ ଆକ୍ରାନ୍ତ
ନିଶ୍ଚିନ୍ତକୋଇଲି,୧୩ା୧୦(ଅଶୋକ କୁମାର ମହାପାତ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ଗତବର୍ଷ ଲମ୍ପି ଭାଇରସ ଯୋଗୁ ବହୁ ଗୋରୁ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡିଥିଲେ। ଏହା ଗୋପାଳକମାନଙ୍କ ନିଦ ହଜାଇ ଦେଇଥିଲା। ବର୍ଷେ ପରେ ପୁଣି ଥରେ ବ୍ଲକ ଅଞ୍ଚଳରେ…
ଜଣେ ଶିଶୁକୁ ହତ୍ୟା କରିପାରିବୁନି
ନୂଆଦିଲ୍ଲୀ,୧୩ା୧୦:ଆମେ ଜଣେ ଶିଶୁକୁ ହତ୍ୟା କରିପାରିବୁ ନାହିଁ ବୋଲି ଗୁରୁବାର ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ଅଜନ୍ମିତ ପିଲା ତଥା ଜୀବନ୍ତ ଭ୍ରୂଣ ଏବଂ ନିଜ ଶରୀର ଉପରେ ମା’ର ନିଷ୍ପତ୍ତି ସ୍ବାୟତ୍ତତା ଅଧିକାର ମଧ୍ୟରେ ସନ୍ତୁଳନ ବଜାୟ ରଖାଯିବା ଜରୁରୀ…
‘ଡଟ୍ ପେନ୍’: ସାଇକୋ କିଲରର ସତ କାହାଣୀ
ଭୁବନେଶ୍ୱର,୧୩।୧୦(ଶର୍ମିଷ୍ଠା ପାଣିଗ୍ରାହୀ: ଏଥର ଫିଲ୍ମ ଫ୍ରାଇଡେ’ରେ ଓଡ଼ିଆରେ ‘ଡଟ୍ ପେନ୍’ ଓ ହିନ୍ଦୀରେ ‘ଧକ୍ ଧକ୍’ ସିନେମା ମୁକ୍ତିଲାଭ କରୁଛି। ଫିଲ୍ମ ‘ଡଟ୍ ପେନ୍’ ଭଉଣୀ, ଭାଇ ଓ ଏକ ଡଟ୍ପେନ୍ର କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି। ଭାଇ ନିଜ ଭଉଣୀ…
ମଧ୍ୟପ୍ରାଚ୍ୟରେ ତେଜିଲା ଯୁଦ୍ଧ
ଜେରୁଜେଲମ୍/ଗାଜା ସିଟି/ଡାମାସ୍କସ୍,୧୩ା୧୦:ଇସ୍ରାଏଲ୍ ଓ ପାଲେଷ୍ଟିନୀୟ ଆତଙ୍କବାଦୀ ସଙ୍ଗଠନ ହମାସ୍ ମଧ୍ୟରେ ୬ ଦିନ ଧରି ଚାଲିଥିବା ଯୁଦ୍ଧର ନିଅଁା ଏବେ ମଧ୍ୟପ୍ରାଚ୍ୟର ଅନ୍ୟ ରାଷ୍ଟ୍ରଗୁଡ଼ିକୁ ବ୍ୟାପିବା ଆରମ୍ଭ ହେଲାଣି। ଇସ୍ରାଏଲ ପକ୍ଷରୁ ଗୁରୁବାର ସିରିଆ ରାଜଧାନୀ ଡାମାସ୍କସ୍ ଏବଂ ଆଲେପ୍ପେ ସହରରେ…
Archives


