ସେପ୍ଟେମ୍ବରରେ ଶୁବମନ ଗିଲ୍ ଶ୍ରେଷ୍ଠ କ୍ରିକେଟର
ନୂଆଦିଲ୍ଲୀ,୧୩।୧୦: ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ବିଶ୍ୱକପ୍ ମ୍ୟାଚ ପୂର୍ବରୁ ଶୁବମନ ଗିଲ୍ ଆଇସିସି ପୁରସ୍କାର ନିଜ ନାଁରେ କରିଛନ୍ତି। ସେପ୍ଟେମ୍ବର ମାସର ଶ୍ରେଷ୍ଠ ପୁରୁଷ କ୍ରିକେଟର ଭାବେ ତାଙ୍କୁ ମନୋନୀତ କରାଯାଇଛି। ସେପ୍ଟେମ୍ବରରେ ଦିନିକିଆ ହାରାହାରି ୮୦ରେ…
ଅପରେଶନ ଅଜୟ: ଆମ ନାଗରିକଙ୍କ ପାଇଁ ଆମେ ସାହାଯ୍ୟ ମାଗୁନାହୁଁ ବରଂ ଦେଉଛୁ, କହିଲେ ଅନୁରାଗ ଠାକୁର
ନୂଆଦିଲ୍ଲୀ,୧୩।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଯେଉଁଥିରେ ଉଭୟ ପାର୍ଶ୍ୱରୁ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି। ଇସ୍ରାଏଲ ହମାସ ଦ୍ୱାରା ଆରମ୍ଭ ହୋଇଥିବା ଏହି ଯୁଦ୍ଧକୁ ସବୁଦିନ ପାଇଁ ଶେଷ କରିବାକୁ ଚାହୁଁଛି। ଏଥିପାଇଁ ଇସ୍ରାଏଲ…
ଆଇଡିଏଫକୁ ଧମକ ଦେଲା ହମାସ
ଜେରୁଜେଲମ,୧୩।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଅକ୍ଟୋବର ୭ରୁ ଯୁଦ୍ଧ ଚାଲିଛି। ଗାଜା ପଟ୍ଟିକୁ ଧ୍ୱଂସ କରିବା ପାଇଁ ଇସ୍ରାଏଲ ଲଗାତାର ଗାଜା ଷ୍ଟ୍ରିପ ଉପରେ ବୋମାମାଡ଼ କରୁଛି। ହମାସର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଏହି ବିସ୍ଫୋରଣରେ…
ୟୁଏନ ମୁଖ୍ୟାଳୟ ବାହାରେ ଲାଗିଲା ଇସ୍ରାଏଲ ବନ୍ଦୀଙ୍କ ଫଟୋ
ନ୍ୟୁୟର୍କ,୧୩।୧୦: ଇସ୍ରାଏଲ ଓ ହମାସ ଆତଙ୍କବାଦୀଙ୍କ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଥମିବାର ନାଁ ନେଉନି। ହମାସ ଇସ୍ରାଏଲ ଉପରେ ଆକ୍ରମଣ କରି ଅନେକ ଇସ୍ରାଏଲ ନାଗରିକଙ୍କୁ ବନ୍ଦୀ କରି ରଖିଛି। ହମାସ ଆତଙ୍କବାଦୀଙ୍କ ଦ୍ୱାରା ଲୋକଙ୍କୁ ବନ୍ଦୀ କରିବା ପରେ…
ବିଗ ବସ୍ ହୋଷ୍ଟିଂ ପାଇଁ ଏତିକି ଟଙ୍କା ଚାର୍ଜ କରନ୍ତି ସଲମାନ ଖାନ
ଭାରତୀୟ ଟେଲିଭିଜନର ସବୁଠାରୁ ଲୋକପ୍ରିୟ ତଥା ବିବାଦୀୟ ରିଆଲିଟି ଶୋ’ ବିଗ ବସ ୧୭ର ଗ୍ରାଣ୍ଡ ପ୍ରିମିୟର ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି। ସୁପରଷ୍ଟାର ସଲମାନ ଖାନଙ୍କ ଦ୍ୱାରା ଆୟୋଜିତ ଏହି ଶୋ ଅକ୍ଟୋବର ୧୪ରେ କଲର୍ସ ଟିଭିରେ ପ୍ରସାରଣ ଆରମ୍ଭ…
‘ଭାରତ-ପାକିସ୍ତାନ ମ୍ୟାଚ ଅପେକ୍ଷା ମୋ ମା’ ଅଧିକ ଗୁରୁତ୍ୱପୂର୍ଣ୍ଣ’
ଅହମ୍ମଦାବାଦ,୧୩।୧୦: ଦିନିକିଆ ବିଶ୍ୱକପ ୨୦୨୩ରେ ଟିମ ଇଣ୍ଡିଆର ପରବର୍ତ୍ତୀ ମ୍ୟାଚ ପାକିସ୍ତାନ ସହ ଅଛି। ସମଗ୍ର ବିଶ୍ୱରେ କ୍ରିକେଟ ପ୍ରଶଂସକମାନେ ଏହି ମ୍ୟାଚ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ତେବେ ଭାରତୀୟ ଦ୍ରୁତ ବୋଲର ଜଶପ୍ରୀତ ବୁମ୍ରା କହିଛନ୍ତି ଯେ,…
ଲୋକ ସଭା ନିର୍ବାଚନ ପୂର୍ବରୁ ପଞ୍ଜାବରେ ଭାଜପାକୁ ବଡ ଝଟକା
ଚଣ୍ଡିଗଡ଼,୧୩।୧୦: ଆଗାମୀ ଲୋକ ସଭା ନିର୍ବାଚନ ପୂର୍ବରୁ ପଞ୍ଜାବରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ବଡ ଝଟକା ଲାଗିଛି। ପୂର୍ବତନ ମନ୍ତ୍ରୀ ରାଜ କୁମାର ଭେର୍କା ଏବେ ନିଜ ଘରକୁ ଫେରିବା ଘୋଷଣା କରିଛନ୍ତି। ୨୦୨୨ବିଧାନସଭା ନିର୍ବାଚନରେ ପରାଜୟର ସମ୍ମୁଖୀନ ହେବା ପରେ…
‘କୃଷକ, ଗରିବଙ୍କ ସମସ୍ୟା ନେଇ ଲୋକଙ୍କ ପାଖକୁ ଯିବୁ’
ପାଟଣା,୧୩।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ଆନ୍ଦେଶ୍ୱର ଶିବ ମନ୍ଦିର ନିକଟ କଲ୍ୟାଣ ମଣ୍ଡପରେ ଶୁକ୍ରବାର ଏକ ବ୍ଲକ ସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ବ୍ଲକ ସଭାପତି ରାଜବଲ୍ଲଭ ମିଶ୍ରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ…
ଭାରତକୁ କ୍ଷମା ମାଗିଲେ ପାକିସ୍ତାନୀ ଆଙ୍କର୍
ନୂଆଦିଲ୍ଲୀ, ୧୦ା୧୦: ପାକିସ୍ତାନୀ ଆଙ୍କର୍ ଜୈନାବ ଆବାସ ନିଜ ଦେଶକୁ ଫେରିବା ପରେ ପ୍ରଥମ ଥର ପାଇଁ ଭାରତ ଏବଂ ବିଶ୍ୱକପକୁ ନେଇ ନୀରବତା ଭାଙ୍ଗିଛନ୍ତି। କ୍ରିକେଟ ବିଶ୍ୱକପ ୨୦୨୩ରେ ଆଇସିସି ଡିଜିଟାଲ ଦଳର ଏକ ଅଂଶ ଥିବା ଜୈନାବ ଭାରତ…
ଇସ୍ରାଏଲ ସହିତ ନାହାନ୍ତି ଭାରତ ସରକାର: ଶରଦ ପାଓ୍ବାର
ମୁମ୍ବାଇ,୧୩।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଗତ ସପ୍ତାହରେ ଇସ୍ରାଏଲ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଇସ୍ରାଏଲ ଗାଜା ଷ୍ଟ୍ରିପରେ ହମାସ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲା। ଏହି ସମୟରେ ଏନସିପି ଅଧ୍ୟକ୍ଷ ଶରଦ ପାୱାର…
ଦୁର୍ଘଟଣାର କାରଣ ରେଳଲାଇନ୍ରେ ଫାଟ
ନୂଆଦିଲ୍ଲୀ,୧୩ା୧୦: ବିହାରର ବକ୍ସାର ଜିଲାରେ ବୁଧବାର ରାତିରେ ନର୍ଥ ଇଷ୍ଟ୍ ଏକ୍ସପ୍ରେସ୍ର ୨୩ ବଗି ଲାଇନ୍ଚ୍ୟୁତ ହୋଇଥିଲା। ଏହି ଦୁର୍ଘଟଣାରେ ୪ ଯାତ୍ରୀଙ୍କ ମୃତ୍ୟୁ ଘଟିବା ସହ ଅନେକ ଆହତ ହୋଇଥିଲେ। ନର୍ଥ ଇଷ୍ଟ୍ ଏକ୍ସପ୍ରେସ୍ (ନଂ.୧୨୫୦୬)ର ଦିଲ୍ଲୀର ଆନନ୍ଦ ବିହାର…
ଚାଇନାରେ ଇସ୍ରାଏଲ କୂଟନୀତିଜ୍ଞଙ୍କ ଉପରେ ମରଣାନ୍ତକ ଆକ୍ରମଣ
ବେଜିଂ,୧୩।୧୦: ଚାଇନା ରାଜଧାନୀ ବେଜିଂରେ ଜଣେ ଇସ୍ରାଏଲ କୂଟନୀତିଜ୍ଞଙ୍କ ଉପରେ ଶୁକ୍ରବାର ମରଣାନ୍ତକ ଆକ୍ରମଣ ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇସ୍ରାଏଲର କୂଟନୀତିଜ୍ଞଙ୍କୁ ଛୁରୀରେ ଆକ୍ରମଣ ହୋଇଛି ଏବଂ ପୀଡିତ କୂଟନୀତିଜ୍ଞଙ୍କ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଯେଉଁଠାରେ ତାଙ୍କ ଅବସ୍ଥା ସ୍ଥିର…
Archives


