Home Left

ପୁରୁଷଙ୍କୁ ସ୍ତନ କର୍କଟ

ଲଣ୍ଡନ: ସାଧାରଣତଃ ମହିଳାଙ୍କ ସ୍ତନ କର୍କଟ ହେବା ଶୁଣିଛେ। ହେଲେ ନିକଟରେ ଜଣେ ପୁରୁଷଙ୍କ ସ୍ତନ କର୍କଟ ହୋଇଥିବା ଜଣାପଡ଼ିଛି। ଫ୍ଲୋରିଡ଼ାର ବାସିନ୍ଦା ୪୩ ବର୍ଷୀୟ ଜ୍ୟାକ୍‌ ୟାର୍‌ବ୍ରୋଗ୍‌ ୫ ବର୍ଷ ବୟସରେ ସାଙ୍ଗମାନଙ୍କ ସହ ପୋଖରୀରେ ପହଁରୁଥିଲେ। ସେତେବେଳେ ତାଙ୍କ…

ସାଥୀ ନ ପାଇ ନିଜକୁ ବାହାହେଲେ

ଲଣ୍ଡନ: ଅନେକେ ନିଜ ବିବାହ ପାଇଁ ସ୍ବପ୍ନ ଦେଖିଥାନ୍ତି। ସେଥିପାଇଁ ସଞ୍ଚୟ ମଧ୍ୟ କରିଥାନ୍ତି। ହେଲେ ଜଣେ ମହିଳା ତାଙ୍କ ବିବାହ ପାଇଁ ଅନେକ ବର୍ଷ ଧରି ସଞ୍ଚୟ କରିଥିଲେ ମଧ୍ୟ ଉପଯୁକ୍ତ ସାଥୀ ନ ପାଇବାରୁ ସେ ନିଜକୁ ବିବାହକରି…

୩୪୦୦ ବର୍ଷର ମମି ଆକୃତି ମୃତଦେହ

କାଏରୋ: ନିକଟରେ ମିଶରରେ ପ୍ରାଚୀନ କବର ମିଳିଛି। ଏଥିରେ ‘ମୃତକଙ୍କ ବହି’ ସହ ୩୪୦୦ ବର୍ଷ ପୁରୁଣା ମମି ଆକୃତି ମୃତଦେହ ରହିଛି। କୁହାଯାଉଛି, ଏଥିରେ ପ୍ରାଚୀନ ମିଶରର ନ୍ୟୁ କିଙ୍ଗ୍‌ଡମ୍‌ର ପୂଜାରୀଙ୍କ ମୃତଦେହ ସାମିଲ ହୋଇଥାଇପାରେ। ରିପୋର୍ଟ ମୁତାବକ, ମିଶର…

ବିବାହ ଶାଢ଼ି ପିନ୍ଧି ପୁରସ୍କାର ଗ୍ରହଣ କଲେ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ସମେତ ଆଉ କେତେଜଣ ଅଭିନେତ୍ରୀ ଅଭିନେତା ଜାତୀୟ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ‘ଗଙ୍ଗୁବାଈ କାଠିଆୱାଡି’ ଚଳଚ୍ଚିତ୍ର ପାଇଁ ଆଲିଆଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ପୁରସ୍କାର ମିଳିଛି। ସେ ଦିଲ୍ଲୀର ବିଜ୍ଞାନ ଭବନରେ ମଙ୍ଗଳବାର…

ୟୁକୋ ବ୍ୟାଙ୍କର ମୁଦ୍ରା ବିନିମୟ ମେଳା

ଭୁବନେଶ୍ୱର,୧୮।୧୦: ଭାରତୀୟ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶାବଳୀ ଅନୁସାରେ ୟୁକୋ ବ୍ୟାଙ୍କ ସମ୍ବଲପୁର ମୁଖ୍ୟ ଶାଖା ପକ୍ଷରୁ ସମ୍ବଲପୁରର ଗୋଲ୍‌ ବଜାରସ୍ଥିତ ଏଚ୍‌ପି ପେଟ୍ରୋଲ ପମ୍ପଠାରେ ନୋଟ୍‌ ଏବଂ ମୁଦ୍ରା ବିନିମୟ ମେଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ସମ୍ବଲପୁର ଅଞ୍ଚଳର ଆଞ୍ଚଳିକ…

ତନିସ୍କର ସ୍ବତନ୍ତ୍ର ପୂଜା କଲେକ୍ସନ

ଭୁବନେଶ୍ୱର,୧୮।୧୦: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ତନିସ୍କ ପକ୍ଷରୁ ଚଳିତ ବର୍ଷ ପାର୍ବଣ ଉପଲକ୍ଷେ ସ୍ବତନ୍ତ୍ର ପୂଜା କଲେକ୍ସନ ‘ଏଶାନି’କୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରାଯାଇଛି। ବିଶେଷକରି ପ୍ରତି ଓଡ଼ିଆ ନାରୀଙ୍କ ମଧ୍ୟରେ ରହିଥିବା ଶକ୍ତିର ଭାବନାକୁ ମା’ ଦୁର୍ଗାଙ୍କ ବିଭିନ୍ନ…

ସାମ୍‌ସଙ୍ଗ ଗାଲାକ୍ସିର ନୂତନ ଉତ୍ପାଦ

ଭୁବନେଶ୍ୱର,୧୮।୧୦: ଭାରତର ସର୍ବବୃହତ୍‌ ଇଲେକ୍‌ଟ୍ରୋନିକ୍‌ସ କମ୍ପାନୀ ସାମ୍‌ସଙ୍ଗର ବହୁ ପ୍ରତୀକ୍ଷିତ ତଥା ନୂତନ ଉତ୍ପାଦ ‘ସାମ୍‌ସଙ୍ଗ ଗାଲାକ୍ସି ଜେଡ୍‌ ପ୍ଲିପ୍‌ ୫’କୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ବିଶେଷକରି ଗ୍ରାହକମାନଙ୍କ ପାଇଁ ଉକ୍ତ ମଡେଲ ୟେଲୋ କଲରରେ ଉପଲବ୍ଧ ହେଉଥିବାବେଳେ ସାମ୍‌ସଙ୍ଗର…

ଭିତ୍ତିଭୂମି ନିର୍ମାଣ କ୍ଷେତ୍ରକୁ ଗୁରୁତ୍ୱ

ଭୁବନେଶ୍ୱର,୧୮।୧୦(ଅଭୟ ଦାଶ): ଦେଶର ଭିତ୍ତିଭୂମି ବିକାଶ ନିମନ୍ତେ କେନ୍ଦ୍ର ସରକାର (ଭାରତ) ଆସନ୍ତା ୭ ବର୍ଷ ମଧ୍ୟରେ ପ୍ରାୟ ୧୪୩ ଲକ୍ଷ କୋଟି ଟଙ୍କା ବ୍ୟୟ (ଖର୍ଚ୍ଚ) କରିବ ବୋଲି ରେଟିଂ ଏଜେନ୍ସି କ୍ରିସିଲ ଏକ ରିର୍ପୋଟରେ ବିସ୍ତୃତ ଭାବେ ଉଲ୍ଲେଖ…

ସିନେମା ଆମ ସମାଜର ଦସ୍ତାବିଜ୍‌: ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୮ା୧୦(ପି.ଟି.): ଲୋକଙ୍କ ମଧ୍ୟରେ ସମ୍ପର୍କ ବଢ଼ାଇବାରେ ଚଳଚ୍ଚିତ୍ର କଳାକାରମାନେ ପରିବର୍ତ୍ତନର ଏଜେଣ୍ଟ ଏବଂ ସଚେତନତା ପ୍ରସାରଣରେ ସିନେମା ସବୁଠୁ ପ୍ରଭାବଶାଳୀ ମାଧ୍ୟମ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଅବସରରେ କହିଛନ୍ତି। ବର୍ଷୀୟାନ ଅଭିନେତ୍ରୀ…

ନିଶିକାନ୍ତଙ୍କ ବିରୋଧରେ ମାନହାନି ମାମଲା କଲେ ମହୁଆ

ନୂଆଦିଲ୍ଲୀ,୧୮ା୧୦: ଟିଏମ୍‌ସି ଏମ୍‌ପି ମହୁଆ ମୈତ୍ର ପାର୍ଲାମେଣ୍ଟରେ ପ୍ରଶ୍ନ କରିବା ପାଇଁ ଜଣେ ବ୍ୟବସାୟୀଙ୍କଠାରୁ ଲାଞ୍ଚ ନେଇଥିଲେ ବୋଲି ଭାଜପା ଏମ୍‌ପି ନିଶିକାନ୍ତୁ ଦୁବେ ଅଭିଯୋଗ କରିଥିଲେ। ମହୁଆ ତାଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ମଙ୍ଗଳବାର ମାନହାନି ମାମଲା ଦାଏର କରିଛନ୍ତି।…

ଲଣ୍ଡନରେ ବିକ୍ଷୋଭ ବେଳେ ଗ୍ରେଟା ଥନ୍‌ବର୍ଗ ଗିରଫ

ଲଣ୍ଡନ,୧୮ା୧୦: ବ୍ରିଟେନ୍‌ର ଲଣ୍ଡନ ସହରରେ ତୈଳ ଓ ଗ୍ୟାସ୍‌ କମ୍ପାନୀ ବିରୋଧରେ ବିକ୍ଷୋଭ କରୁଥିବା ଜଳବାୟୁ କର୍ମୀ ଗ୍ରେଟା ଥନ୍‌ବର୍ଗଙ୍କୁ ମଙ୍ଗଳବାର ପୋଲିସ ଗିରଫ କରିଛି। ୨୦୧୮ରେ ସୁଇଡେନ୍‌ ପାର୍ଲାମେଣ୍ଟ ଆଗରେ ଜଳବାୟୁ ସୁରକ୍ଷା ନେଇ ସପ୍ତାହବ୍ୟାପୀ ବିକ୍ଷୋଭ କରିବା ପରେ…

ସିସୋଡିଆଙ୍କ ଜାମିନ ଆବେଦନ ଉପରେ ରାୟ ସଂରକ୍ଷିତ

ନୂଆଦିଲ୍ଲୀ,୧୮ା୧୦: ଦିଲ୍ଲୀ ଅବକାରୀ ନୀତିି କେଳେଙ୍କାରୀ ସହ ଜଡ଼ିତ ଦୁର୍ନୀତି ଓ ମନିଲଣ୍ଡରିଂ ମାମଲାରେ ଜେଲରେ ଥିବା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଏଏପି ନେତା ମନୀଷ ସିସୋଡିଆ ନିୟମିତ ଜାମିନ ପାଇଁ କରିଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ତାଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri