ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ଜିଓ-ଏୟାରଟେଲ୍କୁ ଲାଗିପାରେ ଝଟ୍କା; ଦେବାକୁ ହେବ ୧୪୪୦୦ କୋଟି ଟଙ୍କାର ଟିକସ୍!
ନୂଆଦିଲ୍ଲୀ,୧୭।୧୦: ନିକଟରେ ସୁପ୍ରିମକୋର୍ଟ ଟେଲିକମ୍ ସେକ୍ଟର ସହ ଜଡ଼ିତ ଏକ ନିଷ୍ପତ୍ତି ନେଇଛନ୍ତି। ତଦନୁଯାୟୀ ଟେଲିକମ୍ ଅପରେଟରମାନଙ୍କ ଦ୍ୱାରା ଦିଆଯାଉଥିବା ଲାଇସେନ୍ସ ଫିସ୍କୁ କ୍ୟାପିଟାଲ ଏକ୍ସପେଣ୍ଡିଚର ବୋଲି ଧରାଯିବ ବୋଲି କୋର୍ଟ କହିଛନ୍ତି। ଏଭଳି ନିଷ୍ପତ୍ତି ପରେ କୋଟାକ ଇନ୍ଷ୍ଟିଚ୍ୟୁସନାଲ ଆକ୍ଟିଭିଷ୍ଟ…
ଫିଟ୍ ହେଲେ ବାବର-ଶାହିନ
ବାଙ୍ଗାଲୋର,୧୭।୧୦: ବିଶ୍ୱକପ୍ ୨୦୨୩ରେ ଅକ୍ଟୋବର ୨୦ରେ ଅଷ୍ଟ୍ରେଲିଆ ସହ ମୁହାଁମୁହିଁ ହେବ ପାକିସ୍ତାନ। ଏହାପୂର୍ବରୁ ପାକିସ୍ତାନର କିଛି ଖେଳାଳି ଜ୍ୱରରେ ପୀଡ଼ିତ ହୋଇଥିଲେ। ଏଠାରେ ପହଞ୍ଚିବା ପରେ କିଛି ଖେଳାଳିଙ୍କ ସ୍ବାସ୍ଥ୍ୟ ଖରାପ ହେବା ଯୋଗୁ ସେମାନଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା।…
ଛାତ୍ରୀଙ୍କୁ ଅସଦାଚରଣ, ଶିକ୍ଷକ ଗିରଫ
ବଡବିଲ,୧୭।୧୦ (ଦେବପ୍ରିୟ ରଣା): ଗୁରୁ ଶିଷ୍ୟ ସମ୍ପର୍କରେ ଦାଗ ଲାଗିଛି। ଏଭଳି ଏକ ଲଜ୍ଜାକର ଘଟଣା କେନ୍ଦୁଝର ଜିଲା ବଡ଼ବିଲ ଥାନାଞ୍ଚଳରେ ଦେଖିବାକୁ ମିଳିଛି। ବଡ଼ବିଲ ଥାନା ଅନ୍ତର୍ଗତ ଭୁଷୁଗାଁସ୍ଥିତ ଏକ ଘରୋଇ ବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପୋଲିସ…
ଚାରି ବର୍ଷର ଶିଶୁ କନ୍ୟାକୁ ହତ୍ୟା କରି ମାଟି ତଳେ ପୋତିଦେଲେ ମାଆ
ବାଲିଗୁଡ଼ା,୧୭।୧୦:(ସଞ୍ଜୟ କୁମାର ପାଣିଗ୍ରାହୀ): ଚାରି ବର୍ଷର ଶିଶୁ କନ୍ୟାକୁ ହତ୍ୟା କରିଛି ନିଜ ଜନ୍ମ କଲା ମାଆ । ଏପରି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସାରଙ୍ଗଗଡ ଥାନା…
ଆଖି ପିଛୁଳାକେ ନିଜ ସାଥୀକୁ ଜିଅନ୍ତା ଗିଳିଦେଲା କୁମ୍ଭୀର, ଦୃଶ୍ୟ ଦେଖିଲେ ଟାଙ୍କୁରି ଉଠିବ ଲୋମ…
କୁମ୍ଭୀରକୁ ଦୁନିଆର ସବୁଠାରୁ ଭୟଙ୍କର ଶିକାରୀ ତାଲିକାରେ ଗଣାଯାଇଥାଏ। ଏଥିଲାଗି ଯେତେ ବଡ଼ ପ୍ରାଣୀ ହୋଇଥାଉନା କାହିଁକି କୁମ୍ଭୀର ସମ୍ମୁଖକୁ ଆସିବାକୁ ଡରିଥାଏ। ଜଙ୍ଗଲର ରାଜା ସିଂହ ବି ଏହାଠାରୁ ଦୂରରେ ରୁହେ। ହେଲେ ଏଭଳି ଏକ ବିଶାଳକାୟ କୁମ୍ଭୀରର ଭିଡିଓ…
ରୋଗୀ ଲହୁଲୁହାଣ
ଦିଗପହଣ୍ଡି,୧୭।୧୦(ସଞ୍ଜୀବ କୁମାର ପାତ୍ର) ୫୭ ବର୍ଷିୟ ବ୍ୟକ୍ତିଙ୍କୁ କେହି ଜଣେ ଅଜଣା ଧାରୁଆ ଅସ୍ତ୍ର ସାହାଯ୍ୟରେ ଆକ୍ରମଣ କରି ଲହୁଲୁହାଣ କରିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣା ସ୍ଥଳରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଦିଗପହଣ୍ଡି ଗୋଷ୍ଠୀ…
ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ପୁରସ୍କାର ପାଇଲେ ଆଲିଆ, ଖାସ୍ ଦିନରେ ପିନ୍ଧିଲେ ବିବାହର ଶାଢ଼ି
ବମ୍ବେ: ଚଳଚ୍ଚିତ୍ର ‘ଗଙ୍ଗୁବାଈ କାଠିଆଓ୍ବାଡି’ ଲାଗି ୬୯ତମ ଜାତୀୟ ଫିଲ୍ମଫେୟାର ଆଓ୍ବାର୍ଡସ୍ରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଜିତିଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ। ଏନେଇ ମଙ୍ଗଳବାର ଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ସ୍ବାମୀ ତଥା ଅଭିନେତା ରଣବୀର କପୁରଙ୍କ ସହ…
ପରଦାରେ ହିରୋ ନୁହେଁ ହିରୋଇନଙ୍କ ସହ ରୋମାନ୍ସ କରିଛନ୍ତି ଏସବୁ ନାୟିକା, ସାଉଁଟିଛନ୍ତି ବାହାବାଃ
ବମ୍ବେ: ପରଦାରେ ସମଲିଙ୍ଗୀ ଚରିତ୍ରରେ ଅଭିନୟ କରି ବାହାବାଃ ସାଉଁଟିଛନ୍ତି ଅନେକ ବଲିଉଡ୍ ଅଭିନେତ୍ରୀ। ହିରୋଙ୍କୁ ଛାଡ଼ି ହିରୋଇନ୍ଙ୍କ ସହ କରିଛନ୍ତି ରୋମାନ୍ସ। ଏହି ତାଲିକାରେ ରହିଛନ୍ତି ଶବାନା ଆଜମୀଙ୍କଠାରୁ ଆରମ୍ଭ କରି ଭୂମି ପେଡନେକର, ମାଧୁରୀ ଦୀକ୍ଷିତ, ସୋନମ କପୁର,…
ସୁପ୍ରିମକୋର୍ଟଙ୍କ ରାୟ ପରେ ଏମିତି କହିଲେ ଦୂତି
ଭୁବନେଶ୍ୱର,୧୭।୧୦ : ସମଲିଙ୍ଗୀ ସମ୍ପର୍କକୁ ନେଇ ମଙ୍ଗଳବାର ସୁପ୍ରିମକୋର୍ଟ ଐତିହାସିକ ରାୟ ଦେଇଛନ୍ତି। ଏହାକୁ ନେଇ ଆଥ୍ଲେଟ୍ ଦୂତି ଚାନ୍ଦ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ସେ ସୁପ୍ରିମକୋର୍ଟଙ୍କ ଏହି ରାୟକୁ ଗ୍ରହଣ କରିପାରି ନାହାନ୍ତି। ସେ କହିଛନ୍ତି ମୁଁ ସର୍ବୋଚ୍ଚ…
କବରସ୍ତାନରେ ନିର୍ମିତ ବିଏସପି ନେତାଙ୍କ ହୋଟେଲ ଉପରେ ବୁଲଡୋଜର, ମାଟିରେ ମିଶିଲା ୨୦ କୋଟିର ବିଲ୍ଡିଂ…
ଲକ୍ଷ୍ନୌ,୧୭।୧୦ : ଉତ୍ତରପ୍ରଦେଶ ଫାରୁଖବାଦର କବରସ୍ତାନରେ ନିର୍ମିତ ବିଏସପି ନେତାଙ୍କ ହୋଟେଲ ଗୁରୁଶରଣମ ଉପରେ ପ୍ରଶାସନର ବୁଲଡୋଜର ଚାଲିଛି । ତିନି ମହଲା ହୋଟେଲରେ ଭାଙ୍ଗିବା କାର୍ଯ୍ୟ ସକାଳ ୬ ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ଜାରି ରହିଥିଲା ।…
ଗୋରୁ ଗାଡି ଧରିଲେ ଗ୍ରାମବାସୀ, ଏନଏଚ ୪୯ ପାଲଟିଛି ଗୋ ମାଫିଆଙ୍କ ପାଇଁ ସୁରକ୍ଷିତ ପଥ
କେନ୍ଦୁଝର, ୧୭।୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ) : ରବିବାର ରାତିରେ ତେଲକୋଇ ଥାନା ଅନ୍ତର୍ଗତ ଜଗମୋହନପୁର ଛକ ନିକଟରେ ଏନଏଚ ୪୯ରେ ପାଲଲହଡା ଆଡୁ କେନ୍ଦୁଝର ଦେଇ ପଶ୍ଚିମବଙ୍ଗ ଚାଲାଣ ହେଉଥିବା ଏକ ଗୋରୁ ବୋଝେଇ ଟ୍ରକକୁ ସ୍ଥାନୀୟ ଲୋକମାନେ ଅଟକାଇ…
ଗୋରୁ ବୋଝେଇ ଗାଡ଼ି ଛାଡ଼ି ଦୌଡ଼ିଲେ ଡ୍ରାଇଭର
ଛତ୍ରପୁର,୧୭।୧୦(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ଜଗନ୍ନାଥପୁର ରେଲୱେ ଗେଟ ନିକଟରୁ ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନ ଜବତ ହୋଇଛି । ଏଥିରୁ ୧୧ରୁ ଊଦ୍ଧର୍ବ ଗାଈ ଉଦ୍ଧାର କରାଯାଇଛି । ଅପରପକ୍ଷରେ ଡ୍ରାଇଭର ଦୌଡ଼ିକି ଫେରାର…
Archives


