ରେଭେନ୍ଶାରେ ୧୦୮ଫୁଟର ସ୍ମାରକୀ ପତାକା ପୋଲ୍ ଉନ୍ମୋଚିତ
କଟକ ,୧୫।୧୦ (ସୁପ୍ରିୟା ପ୍ରିୟଦର୍ଶିିନୀ ): ଫ୍ଲାଗ୍ ଫାଉଣ୍ଡେଶନ ଅଫ୍ ଇଣ୍ଡିଆ (ଏଫ୍ଏଫ୍ଓଆଇ) ପକ୍ଷରୁ ଶନିବାର ରେଭେନ୍ଶା ୟୁନିଭର୍ସିଟି ପରିସରରେ ଏକ ୧୦୮ଫୁଟ ସୁଉଚ୍ଚ ସ୍ମାରକୀ ପତାକା ପୋଲ୍ ଉନ୍ମୋଚିତ ହୋଇଯାଇଛି। ଏଫ୍ଏଫ୍ଓଆଇ ସଭାପତି ତଥା ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାରର…
ଭୂକମ୍ପ ସୂଚନା ଦେବ ଏଆଇ
ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ବର୍ତ୍ତମାନ ପ୍ରାୟ ସବୁ କ୍ଷେତ୍ରରେ ଏହାର କାୟା ବିସ୍ତାର କରିବାରେ ଲାଗିଛି। ମଣିଷ ତୁଳନାରେ କମ୍ ଭୁଲ୍, ଅଳ୍ପ ସମୟରେ ଅଧିକ କାମ ସହ ୨୪ ଘଣ୍ଟା ଉପଲବ୍ଧ ହୋଇପାରୁଥିବାରୁ ଏହା ସବୁଠି ଆଦୃତ ହେବାରେ ଲାଗିଛି।…
ଅମୃତଭଣ୍ଡା ସହ ଏହି ଖାଦ୍ୟ ମନା…
ଅମୃତଭଣ୍ଡା ଖାଇବାକୁ ଅନେକେ ଭଲପାଆନ୍ତି। ଏହା କେବଳ ସ୍ବାଦିଷ୍ଠ ନୁହେଁ, ବରଂ ଏଥିରେ ଭରି ରହିଛି ଅନେକ ପୋଷକତତ୍ତ୍ୱ। ହେଲେ ଆପଣ ଜାଣନ୍ତିକି ଏହା ସହ କେତେକ ଖାଦ୍ୟ ଖାଇବା ଦ୍ୱାରା ଏହାର ଗୁଣବତ୍ତା ନଷ୍ଟ ହେବା ସହ ବିଭିନ୍ନ ସମସ୍ୟା…
ସେଫ୍ ଡ୍ରାଇଭିଂ
ବର୍ତ୍ତମାନ ବେପରୁଆ ଗାଡ଼ିଚାଳନା ସାଙ୍ଗକୁ ଗାଡ଼ିରେ ମୋବାଇଲ ଫୋନ୍ ବ୍ୟବହାର ଦିନକୁଦିନ ସଡ଼କ ଦୁର୍ଘଟଣାଜନିତ ଜୀବନହାନି ସଂଖ୍ୟା ବୃଦ୍ଧି କରୁଛି। ତେଣୁ ସୁରକ୍ଷା ଦୃଷ୍ଟିରୁ ଏଥିପ୍ରତି ସଚେତନ ରହିବା ଆବଶ୍ୟକ… ଓ୍ବାଲର୍ଡ ହେଲ୍ଥ ଅର୍ଗାନାଇଜେଶନ୍ (ଡବ୍ଲ୍ୟୁଏଚ୍ଓ) ରିପୋର୍ଟ ମୁତାବକ, ବର୍ତ୍ତମାନ ସମଗ୍ର…
ପ୍ରେରଣାର ଉତ୍ସ ପାଲଟିଛନ୍ତି ଶ୍ୟାମସୁନ୍ଦର
ନିଶ୍ଚିନ୍ତକୋଇଲି ,୧୫।୧୦(ଅଶୋକ କୁମାର ମହାପାତ୍ର)ଆଜିର ସମାଜରେ ଉଚ୍ଚ ଶିକ୍ଷତ ଯୁବତୀଯୁବକମାନେ ଚାକିରି ପଛରେ ଗୋଡ଼ାଇଛନ୍ତି। ଚାକିରି ନପାଇ ବେକାର ହୋଇ ଘରେ ହାତବାନ୍ଧି ବସୁଛନ୍ତି। ଏପରିସ୍ଥଳେ ନିଶ୍ଚିନ୍ତକୋଇଲି ବ୍ଲକରେ ଜଣେ ମାଛ ଚାଷୀ ବେକାର ଯୁବତୀ, ଯୁବକ ପାଇଁ ପ୍ରେରଣାର ଉତ୍ସ…
ଆଜି ବିଶ୍ୱ ଧଳାବାଡ଼ି ଦିବସ: ‘ଧଳାବାଡ଼ି ହେଉଛି ହୃଦୟର ସ୍ପନ୍ଦନ’
ପୁରୁଣା ଭୁବନେଶ୍ୱର,୧୪ା୧୦(ସୁବାସ ଚନ୍ଦ୍ର ପ୍ରଧାନ)ରବିବାର ବିଶ୍ୱ ଧଳାବାଡ଼ି ଦିବସ। ଏହି ଦିବସ ପାଳନ ପୂର୍ବରୁ ଅର୍ଥାତ୍ ଶନିବାର ରାଜାରାଣୀ ମନ୍ଦିର ପରିସରରେ ଫୁଲ, ଚନ୍ଦନ, ସିନ୍ଦୂର ଦେଇ ଧଳାବାଡ଼ିକୁ ସମ୍ମାନର ସହ ପୂଜା କରିଛନ୍ତି ରାଜ୍ୟର କେତେଜଣ ଦୃଷ୍ଟିବାଧିତ ଖେଳାଳି। ଧଳାବାଡ଼ି…
ଖଟିଆରେ ବୁହାହୋଇ ରୋଗୀ ନଦୀପାର
ଭବାନୀପାଟଣା,୧୫।୧୦(ଉତ୍ତମ କୁମାର ଦାଶ)ସ୍ବାଧୀନତାର ସାତ ଦଶନ୍ଧି ପରେ ମଧ୍ୟ କଳାହାଣ୍ଡି ଜିଲାର ଦୁର୍ଗମ ଅଞ୍ଚଳରେ ସବୁ ଦିନିଆ ରାସ୍ତା ଓ ପୋଲ ନ ଥିବାରୁ ବିଭିନ୍ନ ସମୟରେ ଖଟିଆରେ ବୁହାହୋଇ ଡାକ୍ତରଖାନା ଯାଉଛନ୍ତି ରୋଗୀ। ଶନିବାର ଏଭଳି ପୁଣି ଏକ ଦୃଶ୍ୟ…
୯୦ ବର୍ଷ ପରେ ଲାଇବ୍ରେରିକୁ ଫେରିଲା ବହି
ଲଣ୍ଡନ ଅନେକ ଲୋକ ଲାଇବ୍ରେରି ଯିବାକୁ ପସନ୍ଦ କରନ୍ତି ଏବଂ ସେଠାକୁ କିଛି ବହି ମଧ୍ୟ ଆଣିଥା’ନ୍ତି। ହେଲେ କିଛି ଲୋକ ବହି ଫେରାଇବାକୁ ଭୁଲିଯାଆନ୍ତି। କିଛିଦିନ ପୂର୍ବେ ବ୍ରିଟେନ୍ରେ ଜଣେ ବ୍ୟକ୍ତି ତାଙ୍କ ଜେଜେବାପା ନେଇଥିବା ବହିକୁ ୯୦ ବର୍ଷ…
କଳାହାଣ୍ଡିରେ ହେଲାନି ଓପିଏସ୍ସି ପରୀକ୍ଷା କେନ୍ଦ୍ର
ଭବାନୀପାଟଣା,୧୫।୧୦(ଉତ୍ତମ କୁମାର ଦାଶ)୧୫ ତାରିଖ (ରବିବାର) ରାଜ୍ୟ ବ୍ୟାପି ଅନୁଷ୍ଠିତ ହେବାକୁ ଯାଉଛି ଓପିଏସସି ପ୍ରିଲିମ୍ସ ପରୀକ୍ଷା। ଓଡ଼ିଶା ଲୋକ ସେବା ଆୟୋଗ ଦ୍ୱାରା ଆୟୋଜିତ ଏହି ପରୀକ୍ଷାକୁ ନେଇ ରାଜ୍ୟର ସବୁ ଜିଲାର ପରୀକ୍ଷାର୍ଥୀ ଆଶା ବାନ୍ଧି ବସିଥିବାବେଳେ ୩୦୦…
ଖେଳ ଦେଖିବାକୁ ଶୁଟିଂ ଛାଡ଼ି ଷ୍ଟୁଡିଓରେ ସଲ୍ମାନ
ମୁମ୍ବାଇ: ଗୁଜରାଟର ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଶନିବାର ଆୟୋଜିତ ଆଇସିସି କ୍ରିକେଟ୍ ବିଶ୍ୱକପ୍- ୨୦୨୩ରେ ଭାରତ ପାକିସ୍ତାନକୁ ହରାଇଛି। ଏହି ଅବସରରେ ଅନେକ ଲୋକଙ୍କ ସହିତ କଳାକାର ଟିମ୍ ମଧ୍ୟ ଇଣ୍ଡିଆକୁ ସମର୍ଥନ ଜଣାଇଥିଲେ। ତେବେ ଖେଳ ଦେଖିବାକୁ ବଲିଉଡ୍…
ନବରାତ୍ର ଦୁର୍ଗାପୂଜା ଆରମ୍ଭ
ସଇଁତଳା,୧୫।୧୦(ରାଖାଲ ପ୍ରସାଦ ଶତପଥି)ବଲାଙ୍ଗିର ଜିଲା ସଇଁତଳା ହାଟପଦାଠାରେ ଅନୁଷ୍ଠିତ ହେଉଥିବା ନବରାତ୍ର ଦୁର୍ଗାପୂଜାର ଚଳିତବର୍ଷ ରୌପ୍ୟ ଜୟନ୍ତୀ ମହାସମାରୋହର ସହ ପାଳନ କରାଯାଉଛି। ଶନିବାର ପୂଜା ଉପଲକ୍ଷେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସକାଳ ସମୟରେ ମଣ୍ଡପ ନିକଟରେ ସହରର ଶତାଧିକ…
ଶ୍ରୀଲଙ୍କାଙ୍କୁ ବଡ଼ ଝଟ୍କା, ବିଶ୍ୱକପ୍ରୁ ବାଦ୍ ପଡ଼ିଲେ ଅଧିନାୟକ
ନୂଆଦିଲ୍ଲୀ,୧୫।୧୦: ଦିନିକିଆ ବିଶ୍ୱକପ୍ରେ ଶ୍ରୀଲଙ୍କାକୁ ଲାଗିଛି ବଡ଼ ଝଟ୍କା। ଅଧିନାୟକ ଦାସୁନ ଶାନାକା ଆହତ ହେବା କାରଣରୁ ଟୁର୍ନାମେଣ୍ଟରୁ ବାଦ୍ ପଡ଼ିଛନ୍ତି। ତାଙ୍କର ଡାହାଣ ଜଙ୍ଘର ମାଂସପେଶୀରେ ଆଘାତ ଲାଗିଛି। ତେବେ ଦଳରେ ତାଙ୍କ ସ୍ଥାନରେ ଚାମିକା କରୁଣାତ୍ନେଙ୍କୁ ସାମିଲ କରାଯାଇଛି।…
Archives


