ସମୟସୀମା ଧାର୍ଯ୍ୟ ପାଇଁ ବାଚସ୍ପତିଙ୍କୁ ଶେଷ ସୁଯୋଗ
ନୂଆଦିଲ୍ଲୀ,୧୮ା୧୦(ପି.ଟି.): ଶିବସେନାରେ ବିଭାଜନ ପରେ ଉଭୟ ଗୋଷ୍ଠୀ ଅନ୍ୟ ଗୋଷ୍ଠୀର ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ଦାବି କରିବା ସତ୍ତ୍ୱେ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନରଓ୍ବେକର ନିଷ୍ପତ୍ତି ନେବାରେ ଟାଳଟୁଳ ନୀତି ଗ୍ରହଣ କରୁଥିବାରୁ ସୁପ୍ରିମକୋର୍ଟ କ୍ଷୁବ୍ଧ ହୋଇଛନ୍ତି।…
ବୋମାବର୍ଷା ବନ୍ଦ ନ କଲେ ଭୟଙ୍କର ପରିଣାମ
ତେହରାନ/ବ୍ରସେଲ୍ସ,୧୮ା୧୦: ଗାଜା ଉପରେ ଇସ୍ରାଏଲ୍ ବୋମାମାଡ଼ ବନ୍ଦ ନ କଲେ ଏହାକୁ ବିରୋଧ କରୁଥିବା ଶକ୍ତିକୁ କେହି ଅଟକାଇପାରିବେ ନାହିଁ ବୋଲି ମଙ୍ଗଳବାର ଇରାନର ସୁପ୍ରିମ୍ ଲିଡର ଆୟାତୋଲ୍ଲା ଅଲି ଖୋମିନି ଚେତାବନୀ ଦେଇଛନ୍ତି। ହମାସ୍ ଆତଙ୍କବାଦୀମାନେ ଗାଜା ସୀମା ଅତିକ୍ରମ…
୨୯ରୁ ଭୁବନେଶ୍ୱରରୁ ଗୁଆହାଟୀକୁ ଉଡ଼ିବ ବିମାନ
ଭୁବନେଶ୍ୱର,୧୮ା୧୦(ଅସମାପିକା ସାହୁ) ଭୁବନେଶ୍ୱରରୁ ଗୁହାହାଟୀକୁ ଆସନ୍ତା ୨୯ ତାରିଖରୁ ବିମାନ ଚଳାଚଳ ଆରମ୍ଭ ହେବ। ଇଣ୍ଡିଗୋ ଏୟାରଲାଇନ୍ସ ପ୍ରତିଦିନ ଭୁବନେଶ୍ୱର-ଗୁହାହାଟୀ ମଧ୍ୟରେ ବିମାନ ଚଳାଚଳ କରାଇବ। ଭୁବନେଶ୍ୱରରୁ ଗୁହାହାଟୀ ମାତ୍ର ଦେଢ଼ଘଣ୍ଟା ଲାଗିବ। ପ୍ରତିଦିନ ଏହା ଅପରାହ୍ନ ୧ଟା ୨୫ରୁ ଭୁବନେଶ୍ୱରରୁ…
ବିଶ୍ୱକପରେ ଆଉ ଏକ ବିପର୍ଯ୍ୟୟ
ଧର୍ମଶାଳା, ୧୮ା୧୦: ଚଳିତ ଦିନିକିଆ କ୍ରିକେଟ ବିଶ୍ୱକପରେ ଦ୍ୱିତୀୟ ବିପର୍ଯ୍ୟୟ ଘଟାଇଛି ନେଦରଲାଣ୍ଡ୍ସ। ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ଏହି ଦଳ ଅପେକ୍ଷାକୃତ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ୩୮ ରନରେ ପରାସ୍ତ କରିଛି। ବର୍ଷା ଯୋଗୁ ବିଳମ୍ବରେ ଖେଳ ଆରମ୍ଭ ହେବାରୁ ମ୍ୟାଚକୁ…
ଗରିବରୁ ହୋଇଯିବେ ଧନୀ
ମନୁଷ୍ୟ ସର୍ବଦା ଧନୀ ହେବାକୁ ଚେଷ୍ଟା କରେ। ଏକ ସୁଖମୟ ଜୀବନ ବଞ୍ଚିବାକୁ ଚାହେଁ। ଏ ନେଇ ଅର୍ଥ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏପରି ପରିସ୍ଥିତିରେ ଧନୀ ହେବା ପାଇଁ କ’ଣ କରାଯିବା ଉଚିତ ବୋଲି ମନରେ ପ୍ରଶ୍ନ ଉଠିଥାଏ। ଏହାର…
ହାତ ପାଆନ୍ତାରେ ହାର୍ଟ ଆଟାକରୁ ଦୂରେଇ ରହିବାର ସହଜ ଉପାୟ, ଆପଣେଇ ଦେଖନ୍ତୁ…
ମୁମ୍ବାଇ : ଏକ ଅଧ୍ୟୟନ ଅନୁଯାୟୀ, ପ୍ରତିଦିନ ଶୋଇବାରେ ମାତ୍ର ଦେଢ଼ ଘଣ୍ଟା(୯୦ ମିନିଟ) ବିଳମ୍ବ କରିବା ହୃଦୟର ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ନିଦ୍ରା ଅଭାବରୁ ବିଭିନ୍ନ ହୃଦୟ ସମ୍ବନ୍ଧୀୟ ରୋଗ ହୋଇପାରେ। ଏହି ଅଧ୍ୟୟନରୁ ଜଣାପଡିଛି ଯେଉଁମାନେ…
ହମାସ ରକେଟ ମାଡ଼ରେ ଫ୍ରାନ୍ସର ୨୧ ନାଗରିକ ମୃତ,୧୧ ନିଖୋଜ
ପ୍ୟାରିସ,୧୭।୧୦: ହମାସ-ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଯୁଦ୍ଧରେ ଅନ୍ୟ ଦେଶର ନାଗରିକଙ୍କ ମଧ୍ୟ ଜୀବନ ବାଜି ଲାଗୁଛି। ଆମେରିକା, ନେପାଳ ପରେ ଏବେ ଫ୍ରାନ୍ସର ୨୧ଜଣ ନାଗରିକଙ୍କ ମୃତ୍ୟୁ ଘଟିଛି। ହମାସର ରକେଟ ମାଡ଼ରେ ସମସ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ…
ଭାଇରାଲ ଜ୍ଵରରେ କମ୍ପୁଛନ୍ତି ପାକିସ୍ତାନୀ ଖେଳାଳି, ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ପୂର୍ବରୁ ତାଜା ଅପଡେଟ ଦେଲା ଟିମ୍ ମ୍ୟାନେଜମେଣ୍ଟ
ନୂଆଦିଲ୍ଲୀ, ୧୭/୧୦: ଚଳିତ କ୍ରିକେଟ ବିଶ୍ୱକପରେ ପାକିସ୍ତାନ ଏହାର ଚତୁର୍ଥ ମ୍ୟାଚ ଖେଳିବାକୁ ବାଙ୍ଗାଲୁରୁରେ ପହଞ୍ଚିଛି। ଏଠାରେ ଟିମ୍ ୨୦ ଅକ୍ଟୋବରକୁ ଅଷ୍ଟ୍ରେଲିଆ ସହିତ ମୁହାଁମୁହିଁ ହେବ। ଏହା ପୂର୍ବରୁ ପାକିସ୍ତାନର ଅନେକ ଖେଳାଳି ଭାଇରାଲ ଜ୍ୱରରେ ପଡିଛନ୍ତି। ବର୍ତ୍ତମାନ ପାକିସ୍ତାନ…
ଦୁଇ ଦିନରେ ହିଁ ଚିଡିଗଲେଣି ଅଙ୍କିତା, ଶୋ’ ଛାଡ଼ିବାକୁ ଧରିଛନ୍ତି ଜିଦ୍
ବମ୍ବେ: ଆରମ୍ଭରୁ ଚର୍ଚ୍ଚାରେ ‘ବିଗ୍ ବସ୍ ସିଜନ୍ ୧୭’। ସବୁଥର ଭଳି ଏଥର ମଧ୍ୟ ଅନେକ ଚର୍ଚ୍ଚିତ ସେଲିବ୍ରିଟି ଶୋ’ରେ ଭାଗ ନେଇଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ପବିତ୍ର ରିସ୍ତା ଫେମ୍ ଅଙ୍କିତା ଲୋଖଣ୍ଡେ ଏବଂ ସ୍ବାମୀ ବିକ୍କି ଜୈନ। ଗୋଟିଏ…
ବ୍ଲକବଷ୍ଟର ଫିଲ୍ମ ‘ପୁଷ୍ପା’ ଲାଗି ଅଲ୍ଲୁ ଜିତିଲେ ଜାତୀୟ ପୁରସ୍କାର
ବମ୍ବେ: ୨୦୨୧ରେ ଫିଲ୍ମ ‘ପୁଷ୍ପା’ ଜରିଆରେ ଦର୍ଶକଙ୍କ ବାହାବାଃ ସାଉଁଟିଥିଲେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ। ଏବେ ଏହି ଫିଲ୍ମ ଲାଗି ତାଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ପୁରସ୍କାର ମିଳିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ହାତରୁ ତାଙ୍କୁ ଏହି ସମ୍ମାନ ମିଳିଛି।…
ଉଡ଼ନ୍ତା ପ୍ଲେନ୍ରେ କିଭଳି ପକାଯାଏ ଇନ୍ଧନ, ଦୃଶ୍ୟ ଦେଖିଲେ ଚକିତ ହେବେ; ଭାଇରାଲ ହେଉଛି…
ସାଧାରଣତଃ ବିମାନରେ ସ୍ବତନ୍ତ୍ର ଇନ୍ଧନ ବ୍ୟବହୃତ ହୁଏ ବୋଲି ସମସ୍ତେ ଜାଣନ୍ତି। ହେଲେ କେବେ ବିମାନରେ ଏହାକୁ ପକାଯିବାର ଦୃଶ୍ୟ ଦେଖିଛନ୍ତି କି? ହୁଏତ ନା। ତେବେ ଇଣ୍ଟରନେଟ୍ରେ ଏବେ ଆକାଶରେ ଉଡନ୍ତା ପ୍ଲେନ୍ରେ ଇନ୍ଧନ ପକାଯିବାର ଏକ ଭିଡିଓ ଭାଇରାଲ…
ବାହାନଗା ରେଳ ଦୁର୍ଘଟଣା: ବଡ଼ ରାୟ ଦେଲେ କୋର୍ଟ, ଜାଣନ୍ତୁ ପୁରା ଖବର
ଭୁବନେଶ୍ୱର, ୧୭/୧୦: ଗତ ଜୁନ ମାସରେ ବାଲେଶ୍ୱରର ବାହାନଗା ବଜାର ଷ୍ଟେସନରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣା ବର୍ତ୍ତମାନ ମଧ୍ୟ ଅଞ୍ଚଳବାସୀଙ୍କ ମନରୁ ଲିଭିନାହିଁ। ଦୁର୍ଘଟଣାରେ କ୍ଷତିଗ୍ରସ୍ଥ ହୋଇଥିବା କରମଣ୍ଡଳ ଏକ୍ସପ୍ରେସ, ଯଶବନ୍ତପୁର-ହାୱଡା ଏକ୍ସପ୍ରେସ୍ ଏବଂ ମାଲବାହି ଟ୍ରେନ ବଗି ଗୁଡିକୁ…
Archives


