ଗ୍ରହାଣୁ ଧୂଳିରେ ଜୀବନର ଜାତକ
ବେନୁ ଗ୍ରହାଣୁ ନମୁନାର ବିଶ୍ଳେଷଣ ଜରିଆରେ ବୈଜ୍ଞାନିକମାନଙ୍କୁ ସୃଷ୍ଟିର ପ୍ରାରମ୍ଭ କାଳରେ ଘଟିଥିବା ସୌରଜଗତ ଜନ୍ମ ତଥା ଆମ ଗ୍ରହ ପୃଥିବୀରେ ଜୀବନର ଅଭ୍ୟୁଦୟ କିପରି ହୋଇଥିଲା ସୂଚନା ମିଳିବ। ଆହୁରି ମଧ୍ୟ ଏହା ଦ୍ୱାରା ପୃଥିବୀ ଅଭିମୁଖେ ସମ୍ଭାବ୍ୟ ସଂଘର୍ଷ…
ତେଲଙ୍ଗାନା ଭାଜପା ନେତ୍ରୀ କୁଞ୍ଜ ସତ୍ୟବତିଙ୍କ ପରଲୋକ
ହାଇଦ୍ରାବାଦ,୧୬।୧୦: ପୂର୍ବତନ ଭଦ୍ରାଚଲାମ ବିଧାୟିକା ତଥା ଭାରତୀୟ ଜନତା ପାର୍ଟି(ଭାଜପା) ନେତ୍ରୀ କୁଞ୍ଜ ସତ୍ୟବତିଙ୍କର ସୋମବାର ସକାଳେ ପରଲୋକ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ସେ ଛାତିରେ ଭିଷଣ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପରିବାର ଲୋକେ ହସ୍ପିଟାଲ ନେଉଥିବା ବେଳେ…
କେନ୍ଦ୍ର ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍: ପ୍ରଚାର ପାଇଁ ସେନାକୁ ବ୍ୟବହାର କରିବା ଶସ୍ତା ପ୍ରୟାସ
ନୂଆଦିଲ୍ଲୀ,୧୬।୧୦(୦୭): କଂଗ୍ରେସ ସୋମବାର ସେନାକୁ ରାଜନୈତିକ ଅଭିଯାନରେ ବ୍ୟବହାର କରିବା ଭାଜପାର ଏକ ଶସ୍ତା ଉଦ୍ୟମ ବୋଲି ଅଭିଯୋଗ କରିଛି। ଏଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତୁରନ୍ତ ହସ୍ତକ୍ଷେପ କରିବାକୁ କଂଗ୍ରେସ ଦାବି କରିଛି। କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ…
କୋଟିଏ ଟଙ୍କାର ବ୍ରାଉନସୁଗାର ସହ କାର୍ ଜବତ, ଜଣେ ଗିରଫ
କେନ୍ଦୁଝର,୧୬ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ସ୍ପେଶାଲ ଟାସ୍କ ଫୋର୍ସ (ଏସ୍ଟିଏଫ୍)ର ଜିରୋ ଟଲେରାନ୍ସ ରକ୍ଷା କରିବାକୁ ଧଳା ଜହର କାରବାର ଉପରେ ଧରପଗଡ଼ କରୁଛି। ଏହି ଟିମ୍ ରବିବାର ରାତିରେ ଟାଉନ ପୋଲିସ ସହାୟତାରେ ବ୍ରାଉନସୁଗାର କାରବାର ବେଳେ ଜଣେ ବ୍ୟକ୍ତିଙ୍କୁ ଗିରଫ…
ଦେଶ ବିଭାଜନ ପାଇଁ ସାବରକର ଦାୟୀ: ହରିଶ ରାୱତ
ନୂଆଦିଲ୍ଲୀ,୧୬।୧୦(୦୭): ଦେଶ ବିଭାଜନ ପାଇଁ ସାବରକର ଦାୟୀ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ କହିଛନ୍ତି। ତାଙ୍କ ବିବୃତ୍ତିକୁ ନେଇ ରାଜନୀତି ସରଗରମ ହୋଇଛି। ହରିଦ୍ୱାରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ରାୱତ କହିଛନ୍ତି ଯେ, ଭାଜପା ସାବରକରଙ୍କୁ ତାଙ୍କର ପ୍ରିୟ…
ମିଜୋରାମ ବିଧାନସଭା ନିର୍ବାଚନ ଲଢିବ ଏଏପି
ନୂଆଦିଲ୍ଲୀ,୧୬।୧୦(୦୭): ଆମ୍ ଆଦମୀ ପାର୍ଟି (ଏଏପି) ମିଜୋରାମ ବିଧାନସଭା ନିର୍ବାଚନ ୨୦୨୩ରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛି। ଆମ ଆଦମୀ ପାର୍ଟି ଖୁବ ଶୀଘ୍ର ଏଥିପାଇଁ ଆସନ ଘୋଷଣା କରିବେ। ମିଜୋରାମରେ ପ୍ରତିଦ୍ୱନ୍ଦ୍ୱିତା ନିର୍ବାଚନ ଘୋଷଣା ହେବା ସହିତ ଆମ ଆଦମୀ…
ପରିତ୍ୟକ୍ତ ଅବସ୍ଥାରେ ଦେଶର ପ୍ରଥମ ଘରୋଇ ପାୱାର ହାଉସ
ଭବାନୀପାଟଣା,୧୬।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ଗାନ୍ଧୀଛକ ନିକଟରେ ୧୯୨୫ରେ ନିର୍ମାଣ ହୋଇଥିବା ଦେଶର ପ୍ରଥମ ଘରୋଇ ପାୱାର ହାଉସ ଏବେ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି। ତକତ୍ାଳୀନ କଳାହାଣ୍ଡି ମହାରାଜା ବ୍ରଜମୋହନ ଦେଓଙ୍କ ଉଦ୍ୟମକ୍ରମେ ଏହା ଆରମ୍ଭ ହୋଇଥିଲା।…
ଭଙ୍ଗା ଘରେ ଚାଲିଛି ସେବା ସମବାୟ ସମିତି
ତଳଗାଁ,୧୬ା୧୦(କୁନା ବେହେରା): ରାଜ୍ୟ ସରକାର କୃଷକମାନଙ୍କ ଉନ୍ନତି ସକାଶେ ସେବା ସମବାୟ ସମିତି ଜରିଆରେ ବିଭିନ୍ନ ଯୋଜନା କରି ଆସୁଥିବା ବେଳେ ବୌଦ୍ଧ ଜିଲା ହରଭଙ୍ଗା ବ୍ଳକର ହରଭଙ୍ଗାଠାରେ ଥିବା ସେବା ସମବାୟ ସମିତି ନାହି ନାହିଁରେ ଚାଲିଥିବା ଦେଖିବାକୁ ମିଳିଛି।…
ବର୍ଷକୁ ୧୦ଦିନ ଖୋଲାହୁଏ ମା’ ଦାଣ୍ଡୁମାରମ୍ମାଙ୍କ ମନ୍ଦିର
ପାରଳାଖେମୁଣ୍ଡି(ଗିରିଧାରୀ ପରିଛା),୧୬ା୧୦: ଗଜପତି ଜିଲା ପାରଳାଖେମୁଣ୍ଡି ସହରଠାରେ ଏକ ଭିନ୍ନ ପରମ୍ପରାର ଦୁର୍ଗା ମନ୍ଦିର ରହିଛି। ଯେଉଁ ମନ୍ଦିରଟି ବର୍ଷକୁ କେବଳ ୧୦ଦିନ ଖୋଲାଯାଇ ମା’ଙ୍କୁ ପୂଜା କରାଯାଇଥାଏ । ଅନ୍ୟଦିନେ ଏହି ମନ୍ଦିରରେ ତାଲା ଝୁଲିଥାଏ। ଏହି ମନ୍ଦିର ହେଉଛି…
ବାବର ଆଜମ ଆଉଟ୍ ହେବାପରେ ଟିଭି ଭାଙ୍ଗିଦେଲେ କୁନି ପ୍ରଶଂସକ: ଦେଖନ୍ତୁ ଭିଡ଼ିଓ
ଇସଲମାବାଦ୍,୧୬।୧୦(୦୭):ଭାରତ-ପାକିସ୍ତାନ ମ୍ୟାଚ ପାଇଁ କ୍ରେଜ ଅଧିକ ରହିଛି। କ୍ରିକେଟ ଦୁନିଆରେ ପ୍ରଶଂସକମାନେ ଏହି ଦୁଇ ଦଳ ମଧ୍ୟରେ ମୁକାବିଲାକୁ ସବୁବେଳେ ଅପେକ୍ଷା କରନ୍ତି। ଯେଉଁ ଦଳ ମ୍ୟାଚ ଜିତେ, ସେହି ଦଳର ପ୍ରଶଂସକମାନେ ଜୋରଦାର ସେଲିବ୍ରେଶନ କରନ୍ତି, ହାରିଯାଇଥିବା ଦଳର ପ୍ରଶଂସକଙ୍କ…
ବିଲ ନାଳ ଡେଇଁ ବିଦ୍ୟାଳୟ ଯାଉଛନ୍ତି ପିଲା
ଫୁଲବାଣୀ, ୧୬ା୧୦(ରାକେଶ କୁମାର ରାଉତ): ସବୁ ବେଳେ ବିକାଶ କଥା କୁହାଯାଉଛି। ହେଲେ ବିକାଶ କିଭଳି ଅପହଞ୍ଚ ତାହାର ନମୁନା କନ୍ଧମାଳ ଜିଲା ଖଜୁରିପଡା ବ୍ଲକରେ ଦେଖିବାକୁ ମିଳିଛି। ଏହି ବ୍ଲକର ଆଡାସିପଡା ପଞ୍ଚାୟତ ଗବାସରୁ ଗ୍ରାମର କାମ୍ବାନେଡା ସାହିର ଛାତ୍ରୀଛାତ୍ରମାନେ…
ଏମ୍କେସିଜି ପୁରୁଣା ଇନଡୋର୍ କୋଠା ଅସୁରକ୍ଷିତ
ବ୍ରହ୍ମପୁର,୧୬ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଏମକେସିଜ ମେଡିକାଲର ପୁରୁଣା ଇନଡୋର୍ କୋଠାକୁ ଫାଇଲିନ୍ ମହାବାତ୍ୟା ପରଠାରୁ ଅସୁରକ୍ଷିତ ଘୋଷଣା କରାଯାଇଛି। ଦୀର୍ଘ ୧୧ବର୍ଷ ମଧ୍ୟରେ ବିଭିନ୍ନ କୋଠାରୁ ପଲସ୍ତରା ଖସିବା ସହ ଛାତ ଭାଙ୍ଗି ଗଲାଣି। ସେଠାରେ ଏମକେସିଜି ଅଧିକ୍ଷକଙ୍କ କାର୍ଯ୍ୟାଳୟ ଓ…
Archives


