Home Left

ରେକର୍ଡ ୪.୩ କୋଟି ଦର୍ଶକ ଦେଖିଲେ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌

ନୂଆଦିଲ୍ଲୀ,୨୩।୧୦: ବିଶ୍ୱକପ ୨୦୨୩ର ୨୧ତମ ମ୍ୟାଚ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିଲା। ପ୍ରଶଂସକମାନେ ଉତ୍ସାହର ସହିତ ଏହି ମ୍ୟାଚକୁ ଅପେକ୍ଷା କରିଥିଲେ। କାରଣ ଉଭୟ ଦଳ ଏହି ଟୁର୍ନାମେଣ୍ଟରେ କୌଣସି ମ୍ୟାଚ ହାରି…

ଏଥର ପ୍ରଧାନମନ୍ତ୍ରୀ ମୋଦି ନୁହେଁ କଙ୍ଗନା କରିବେ ରାବଣ ପୋଡି, ରଚିବେ ଇତିହାସ

ନୂଆଦିଲ୍ଲୀ,୨୩।୧୦: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ସବୁବେଳେ କିଛି ନା କିଛି କାରଣ ପାଇଁ ରହିଥାଆନ୍ତି ଚର୍ଚ୍ଚାରେ। ନିକଟରେ ଅଭିନେତ୍ରୀ ମଧ୍ୟ ମାଉସୀ ହୋଇ ଆସିଥିଲେ ଚର୍ଚ୍ଚାକୁ। ତାଙ୍କ ଆଗାମୀ ମୁଭି ‘ତେଜସ’ ପାଇଁ କଙ୍ଗନା ମଧ୍ୟ ଲାଇମଲାଇଟରେ ଅଛନ୍ତି। ଏହି…

ନିଜ ଦଳ ବିରୋଧରେ ବିଦ୍ରୋହ ଆରମ୍ଭ କଲେ ଭାଜପା କର୍ମୀ

ଜୟପୁର,୨୩।୧୦: ରାଜସ୍ଥାନରେ ରାଜନୈତିକ ଲଢ଼େଇ ପାଇଁ ପ୍ରସ୍ତୁତି କରୁଥିବା ଦଳଗୁଡ଼ିକ ପରସ୍ପରଠାରୁ ଆହ୍ବାନର ସମ୍ମୁଖୀନ ହେଉଛନ୍ତି, କିନ୍ତୁ ଅନେକ ଆସନରେ ପ୍ରାର୍ଥୀ ଘୋଷଣାକୁ ନେଇ ଆଭ୍ୟନ୍ତରୀଣ ବିବାଦ ମଧ୍ୟ ରାଜନୈତିକ ଦଳଗୁଡ଼ିକୁ ଅସୁବିଧାରେ ପକାଇଛି। ୨୦୦ ବିଧାନସଭା ଆସନ ବିଶିଷ୍ଟ ରାଜସ୍ଥାନରେ…

ଧରାପଡ଼ିଲେ ୨୯ ଜୁଆଡି: ଜବତ ହେଲା ୨୦ ମୋବାଇଲ ଫୋନ, ୧୮ ବାଇକ୍‌

ଗୋପାଳପୁର,୨୩।୧୦(ନବୀନ ରାଜ ଆଚାରୀ): ପାର୍ବରଣ ଋତୁରେ ଗଞ୍ଜାମ ଜିଲାର ଗାଁଠୁ ସହରରେ ଜୁଆ ଖେଳ ହୋଇଥାଏ l ଏହାକୁ ନେଇ ପୋଲିସ ତତ୍ପରତା ଦେଖାଇଛି। ଗୋପାଳପୁର ଥାନା ପୋଲିସ ରବିବାର ବିଳମ୍ବିତ ରାତିରେ ଏକ ଜୁଆଆଡ୍ଡା ଉପରେ ଚଢାଉ କରି ୨୯ଜଣ…

ବିଶ୍ୱାବସୁଙ୍କ ବଂଶଜ ପୂଜୁଛନ୍ତି ଶ୍ରୀନୀଳମାଧବ, ବନଦୁର୍ଗା

ମହାକାଳପଡ଼ା, ୨୩ା୧୦ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ବିଭିନ୍ନ ମଣ୍ଡପଗୁଡିକରେ ମା’ ଜଗତଜନନୀ ଦୁର୍ଗାପୂଜା, ପ୍ରଭୁ ନୀଳମାଧବ ଓ ବନଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମା ପଜା କରୁଛନ୍ତି। ବିଭିନ୍ନ ମା’ ପୀଠରେ ମହିଳା ଶ୍ରଦ୍ଧାଳୁମାନେ ମହାଷ୍ଟମୀରେ…

କଂଗ୍ରେସକୁ ପାନେ ଦେବାକୁ ପ୍ରସ୍ତୁତ ହେଉଛନ୍ତି ଅଖିଳେଶ

ଭୋପାଳ,୨୩।୧୦: ମଧ୍ୟପ୍ରଦେଶରେ କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ମଧ୍ୟରେ ହୋଇଥିବା ଆସନ ବିବାଦ ଉପରେ ଉଭୟ ପକ୍ଷରୁ କୌଣସି ପ୍ରତିକ୍ରିୟା ଏବଂ ମନ୍ତବ୍ୟ ରହିବ ନାହିଁ ବୋଲି ବିଶ୍ୱାସ କରାଯାଉଥିଲା। ଏହା ସହିତ ମିଳିତ ମେଣ୍ଟର ଆଲୋଚନାକୁ ପୁଣିଥରେ ଫେରାଇ ଆଣିବାକୁ…

ଅଗ୍ନିବୀରଙ୍କ ମୃତ୍ୟୁ ଘଟିଲେ ପରିବାରକୁ ମିଳିବ ୧ କୋଟି ଟଙ୍କା

ନୂଆଦିଲ୍ଲୀ,୨୩ା୧୦: କର୍ତ୍ତବ୍ୟରେ ଥିବା ବେଳେ ଅଗ୍ନିବୀରଙ୍କ ମୃତ୍ୟୁ ଘଟିଲେ ସରକାର ପରିବାର ଲୋକଙ୍କୁ ୧ କୋଟି ଟଙ୍କା ସହାୟତା ପ୍ରଦାନ କରିବେ। ସରକାରୀ ସୂଚନା ମୁତାବକ, ମୃତ ଅଗ୍ନିବୀରଙ୍କ ପରିବାରକୁ ବୀମା ବାବଦରେ ୪୮ ଲକ୍ଷ ଟଙ୍କା, କ୍ଷତିପୂରଣ ବାବଦରେ ୪୪…

୧୮ ବର୍ଷର ବିବାହ ଭାଙ୍ଗି ପରେ ୧୧ ବର୍ଷ ସାନ ଅଭିନେତାଙ୍କ ପ୍ରେମରେ ପଡିଛନ୍ତି ଅଭିନେତ୍ରୀ

ମଲାଇକା ଆରୋରା କେବଳ ଜଣେ ଅଭିନେତ୍ରୀ କିମ୍ବା ମଡେଲ ନୁହଁନ୍ତି ବରଂ ଜଣେ ନ ନୃତ୍ୟଶିଳ୍ପୀ, ଏବଂ ଟେଲିଭିଜନ ଉପସ୍ଥାପିକା ମଧ୍ୟ ଅଟନ୍ତି। ମଲାଇକା ଆରୋରା ଏବେ ମଧ୍ୟ ତାଙ୍କ ଆଇଟମ ନୃତ୍ୟ ପାଇଁ ଜଣାଶୁଣା। ୧୯୯୮ ଚଳଚ୍ଚିତ୍ର ‘ଦିଲ ସେ’ରୁ…

ଦୁନିଆର ସବୁଠୁ ବଡ଼ ଜାହାଜ ଲିଫ୍ଟ

ଗୌପିଟାନ ଶିପ୍‌ଲିଫ୍ଟ ବା ଜାହାଜ ଲିଫ୍ଟ ଚାଇନାର ଗୁଇଜୋ ପ୍ରଦେଶରେ ରହିଚି। ଯାହା ଦୁନିଆର ସବୁଠୁ ବଡ଼ ଜାହାଜ ଲିଫ୍ଟ ଅଟେ। ଏହା ଇଞ୍ଜିନିୟରମାନଙ୍କର ଏକ ଉତ୍ତମ କାର୍ଯ୍ୟ। ଏହା ଦେଖିବା ପରେ ଆପଣ ଇଞ୍ଜିନିୟରମାନଙ୍କ କାର୍ଯ୍ୟକୁ ସାବାସ୍‌ ଦେବେ। ଜାଣି…

ଇସ୍ରାଏଲ-ହମାସ ଯୁଦ୍ଧରେ ପ୍ରାଣ ହରାଇଥିବା ମୂଳ ଭାରତୀୟ ମହିଳା ସେନାଙ୍କର ଆଜି ହେଉଛି ଜନ୍ମଦିନ

ଜେରୁଜେଲମ,୨୩।୧୦: ଗତ ୧୭ଦିନ ଧରି ଚାଲିଥିବା ଇସ୍ରାଏଲ-ହମାସ ଯୁଦ୍ଧରେ ଏପର୍ଯ୍ୟନ୍ତ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି। ଏହି ମୃତକଙ୍କ ମଧ୍ୟରେ ଇସ୍ରାଏଲ ସେନାଙ୍କର ନାମ ମଧ୍ୟ ଅନ୍ତର୍ଭୁକ୍ତ, ଯେଉଁମାନେ ଯୁଦ୍ଧ କ୍ଷେତ୍ରରେ ହମାସକୁ ସାମ୍ନା କରି ପ୍ରାଣ ହରାଇଛନ୍ତି। ଏହିକ୍ରମରେ…

ଦାଣ୍ଡିଆ ନାଚ ବେଳେ ଗଲାଣି ୧୦ ଜୀବନ

ଗାନ୍ଧୀନଗର,୨୩ା୧୦: ଗୁଜରାଟରେ ନବରାତ୍ରୀ ଉତ୍ସବ ପାଳନ ବେଳେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଗରବା ଦାଣ୍ଡିଆ ନାଚ ବେଳେ ୧୦ ଜଣଙ୍କ ହୃଦ୍‌ଘାତରେ ମୃତ୍ୟୁ ଘଟିଥିବା ପ୍ରଶାସନ ପକ୍ଷରୁ ଅବଗତ କରାଯାଇଛି। ମୃତକମାନେ ସ୍ବଳ୍ପ ବୟସ୍କ ହୋଇଥିବା ହସ୍ପିଟାଲ ପକ୍ଷରୁ…

ବାହୁବଳୀ ପ୍ରଭାସଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ପ୍ରଭାସଙ୍କୁ ସାଉଥ୍‌ର ଭେଟେରାନ ଅଭିନେତାମାନଙ୍କ ମଧ୍ୟରେ ଗଣାଯାଏ। ପ୍ରଭାସ ରେବେଲ, ମିର୍ଚି, ମୁନ୍ନା ଏବଂ ବାହୁବଳୀ ଭଳି ଫିଲ୍ମ ମାଧ୍ୟମରେ ସିନେମା ଜଗତରେ ନିଜର ଛାପ ଛାଡିଛନ୍ତି। ତାଙ୍କର ଚମତ୍କାର ଅଭିନୟ ଯୋଗୁ ପ୍ରଭାସ କୋଟି କୋଟି ଟଙ୍କା ରୋଜଗାର କରିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri