Home Left

ଲାଉ ଜୁସ୍‌ ପିଉଛନ୍ତି କି? ରୁହନ୍ତୁ ସାବଧାନ, ନଚେତ୍‌ ନେଇପାରେ ଜୀବନ

ମାନବ ସ୍ବାସ୍ଥ୍ୟକୁ ଧ୍ୟାନରେ ରଖି ଭଗବାନ ଅନେକ ପ୍ରକାରର ଫଳ ଏବଂ ପନିପରିବା ସୃଷ୍ଟି କରିଛନ୍ତି। ସେଥିରେ ଅନେକ ପ୍ରକାରର ମିନେରାଲ୍ସ ଏବଂ ଭିଟାମିନ ରହିଛି। ମଣିଷ ଏହାକୁ ଖାଇବା ଦ୍ୱାରା ଅନେକ ଲାଭ ମିଳିଥାଏ। ଆଜିକାଲି ଏହି ମିନେରାଲ୍ସ ଯୋଗାଇବା…

ବ୍ୟକ୍ତିଗତ ଜୀବନୀକୁ ନେଇ ବଡ଼ ଖୁଲାସା ଏସିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ସ୍ତ୍ରୀ ନୀତା ଅମ୍ବାନୀ

ମୁମ୍ବାଇ,୨୭।୧୦: ଆଜିକାଲି ଝିଅମାନେ ସବୁ କ୍ଷେତ୍ରରେ ପୁଅମାନଙ୍କ ସହିତ ସମାନ। ମୋ ଘରେ ତିନି ପିଲା ଆକାଶ, ଅନନ୍ତ ଏବଂ ଇଶାଙ୍କ ମଧ୍ୟରେ ଭେଦଭାବ ମୁଁ କରି ନ ଥିଲି। ରିଲାଏନ୍ସରେ ତିନିଜଣଙ୍କୁ ସମାନ ଭାଗୀଦାରୀ ଦେଇଛନ୍ତି। ଏସିଆର ସବୁଠାରୁ ଧନୀ…

ଜୁଏଲାରୀ ଦୋକାନୀରେ ପଶି ଚୋରି କରୁଥିଲେ ମହିଳା : ଘଟିଲା ଏମିତି

ସୁନା ଦୋକାନରେ ଚୋରିର ଭିଡିଓ ପ୍ରାୟତଃ ଭାଇରାଲ ହୁଏ। ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଖୁବ ଭାଇରାଲ ହେଉଛି। ଏହି ଭିଡିଓରେ ଜଣେ ମହିଳା ଚୋର ସୁନା ଦୋକାନରେ ପ୍ରବେଶ କରି ଅଳଙ୍କାର ଚୋରି କରିବାକୁ ଚେଷ୍ଟା କରୁଥିଲେ। ଚୋର…

ଅଲିମ୍ପିକ୍ସ ଯୋଗ୍ୟତା: ଜାପାନଠାରୁ ହାରିଲା ଭାରତ

ତାଶକେଣ୍ଟ,୨୬ା୧୦: ତାଶକେଣ୍ଟର ଲୋକୋମୋଟିଭ ଷ୍ଟାଡିୟମରେ ଅନୁଷ୍ଠିତ ମହିଳା ଏଏଫ୍‌ସି ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଫୁଟବଲ୍‌ ଟୁର୍ନାମେଣ୍ଟରେ ଜାପାନଠାରୁ ପରାସ୍ତ ହୋଇଛି ଭାରତ। ପ୍ରଥମ ମ୍ୟାଚ୍‌ରେ ଜାପାନ ଭାରତକୁ ୭-୦ ଗୋଲରେ ପରାସ୍ତ କରିଛି। ୧୭ ତମ ମିନିଟରେ ଜାପାନର ୟୋଶିନୋ ନାକାଶିମା…

ଗାଁରେ ପଶିଲେ ୫ ଟିକିଆ ହାତୀପଲ

ଭବାନୀପାଟଣା,୨୬।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅଧୀନ ଦାଦପୁରରେ ହାତୀ ଆତଙ୍କ ଦେଖିବାକୁ ମିଳିଛି। ଏକ ୫ ଟିକିଆ ହାତୀପଲ ଗାଁ ଭିତରେ ପଶି ଧାନ ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ହାତୀ ଦେଖି ଗାଁ…

ବାଇକ୍‌ରେ ଆସି ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପି ନେଲେ ଯୁବକ

ନୂଆପଡ଼ା,୨୬।୧୦(ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ଥାନା ଅନ୍ତର୍ଗତ ଉଦ୍ୟାନବନ୍ଧ ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ଟଙ୍କା ଉଠାଇ ବାଇକ୍‌ରେ ଘରକୁ ଫେରୁଥିବା ବେଳେ ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପି ନେଇ ଲୁଟେରା ଫେରାର ହୋଇଯାଇଛନ୍ତି। ଗୁରୁବାର କୁଞ୍ଜଲପଡା ଗାଁର ପ୍ରକାଶ ବାଗ…

ନଭେମ୍ବର ୧ରେ କଳାହାଣ୍ଡି ଯିବେ ମୁଖ୍ୟମନ୍ତ୍ରୀ: କରିବେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ

ଭବାନୀପାଟଣା,୨୬।୧୦(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନଭେମ୍ବର ୧ ତାରିଖରେ କଳାହାଣ୍ଡି ଗସ୍ତ କରିବେ । ଏହି ସମୟରେ ସେ ଜିଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଏଥିରେ ଲକ୍ଷ୍ମୀ ବସ୍‌ ଚଳାଚଳ, ଭବାନୀପାଟଣା ଭଙ୍ଗାବାରୀସ୍ଥିତ ନୂତନ ମେଡିକାଲ…

ଗଜରାଜଙ୍କ ରାଗ, ବିଚ ରାସ୍ତାରେ ଖେଳନା ଭଳି ଭାଙ୍ଗିଲା କାର

ନୀଳଗିରି,୨୬।୧୦: ତାମିଲନାଡୁରେ ଗଜରାଜଙ୍କ ରାଗ ଦେଖିବାକୁ ମିଳିଛି। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯେଉଁଥିରେ ଦେଖିବାକୁ ମିଳେ ଯେ ଜଣେ ବଣୁଆ ହାତୀ କିପରି ବଲ ପରି କାରକୁ ଫୋପାଡି ଦେଉଛି ଏବଂ ଏହାକୁ ଭାଙ୍ଗୁଛି।…

କଂଗ୍ରେସ ନେତାଙ୍କ ସମେତ ଏହି ନେତାଙ୍କ ଘରେ ହୋଇଛି ଇଡି ଚଢାଉ

ଜୟପୁର,୨୬ା୧୦: ରାଜସ୍ଥାନ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ସମ୍ପୃକ୍ତି ଥିବା ଅଭିଯୋଗରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଗୋବିନ୍ଦ ସିଂ ଡୋଟାସରାଙ୍କ ଘର ଉପରେ ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢ଼ାଉ କରିଥିଲା। ଏଥିସହିତ ବିଦେଶ ବିନିମୟ ପରିଚାଳନା ଆଇନ (ଏଫ୍‌ଇଏମ୍‌ଏ) ମାମଲାରେ…

ହିମନ୍ତ ବିଶ୍ୱ ଶର୍ମାଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ

ନୂଆଦିଲ୍ଲୀ,୨୬।୧୦: ଛତିଶଗଡ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଏହି ସମୟରେ କଂଗ୍ରେସର ଅଭିଯୋଗ ଉପରେ ନିର୍ବାଚନ କମିଶନ ଆକବରଙ୍କ ବିବୃତ୍ତିକୁ ନେଇ ଗୁରୁବାର ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କୁ ନୋଟିସ ପଠାଇଛନ୍ତି। ରାଜ୍ୟ ମନ୍ତ୍ରୀ ମହମ୍ମଦ ଆକବରଙ୍କୁ ଟାର୍ଗେଟ…

ପୂଜା ଭୂମିକା ପାଇଁ ମାଧୁରୀଙ୍କ ସମେତ ଆଉ କେତେଜଣ କଳାକାରଙ୍କୁ ଫଲୋ କରିଥିଲେ ଆୟୁଷ୍ମାନ

ମୁମ୍ବାଇ: ଭିକ୍କି ଡୋନରରେ ଡେବ୍ୟୁ କରି ଏଣ୍ଟରଟେନମେଣ୍ଟ ଦୁନିଆରେ ନିଜର କ୍ୟାରିୟର ଆରମ୍ଭ କରିଥିବା ଆୟୁଷ୍ମାନ ଖୁରାନା ଏବେ ଜଣେ ଅଗଧାଡିର କଳାକାର। ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରି ଲୋକଙ୍କ ହୃଦୟରେ ଏକ ଭିନ୍ନ ସ୍ଥାନ ସୃଷ୍ଟି କରିଛନ୍ତ। ନିକଟରେ…

ଧାର ଟଙ୍କା ଫେରସ୍ତ ମାଗିବାରୁ ଆକ୍ରମଣର ଶିକାର ହେଲେ ମହିଳା

ଘସିପୁରା,୨୬।୧୦(ନିରଞ୍ଜନ ସାହୁ): କେନ୍ଦୁଝର ଜିଲା ଘସିପୁରା ଥାନା ବଡ଼ଏକତାଳି ଗ୍ରାମରେ ଜଣେ ମହିଳା ଧାର ଟଙ୍କା ଫେରସ୍ତ ମାଗିବାରୁ ଆକ୍ରମଣର ଶିକାର ହୋଇଛନ୍ତି। ଗୁରୁତର ହୋଇଥିବା ମହିଳା ଜଣକ ହେଲେ କମଳା ବୋଇତେଇ। ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri