ହେଲ୍ଥଭିଲେର ସିଟି ସେଣ୍ଟର ଉଦ୍ଘାଟିତ
ଭୁବନେଶ୍ୱର,୨୮।୧୦, (ଅନୁରାଧା ମହାରଣା) : ଜୟଦେବବିହାର ଗଙ୍ଗାଧର ମେହେର ମାର୍ଗରେ ପ୍ରାକୃତିକ ଚିକିତ୍ସା କେନ୍ଦ୍ର ‘ହେଲ୍ଥଭିଲେ’ର ସିଟି ସେଣ୍ଟର ଶୁକ୍ରବାର ଉଦ୍ଘାଟିତ ହୋଇଯାଇଛି। ଓଲିଉଡ୍ ଅଭିନେତ୍ରୀ ଅନୁ ଚୌଧୁରୀ ଏହି ସେଣ୍ଟରକୁ ଉଦ୍ଘାଟନ କରିଛନ୍ତି। ସୂଚନାଥାଉ କି, ବାରଙ୍ଗସ୍ଥିତ ଭାଲୁଙ୍କା ଅଞ୍ଚଳର ପ୍ରାକୃତିକ…
ମ୍ୟାନ୍ମାରରେ ଭୂକମ୍ପ…
ନାଫିଦ୍ୱ,୨୮।୧୦: ମ୍ୟାନ୍ମାରରେ ଭୂକମ୍ପ ଝଟକା। ଶନିବାର ସକାଳ ୪.୫୩ ସମୟରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପର ତୀବ୍ରତା ୪.୫ ରେକର୍ଡ କରାଯାଇଛି। ନ୍ୟାଶନାଲ ସେସମିକ ମନିଟରିଂ ସେଣ୍ଟର (ଏନ୍ଏସ୍ଏମସି) ଅନୁଯାୟୀ, ଭୂକମ୍ପ ଫଳରେ କୌଣସି କ୍ଷୟକ୍ଷତି ଘଟିବାର ଖବର ନାହିଁ।…
ୟୁବିଆଇର ମେଗା ସଂଯୋଗୀକରଣ ଅଭିଯାନ
ଭୁବନେଶ୍ୱର,୨୮।୧୦ :ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ(ୟୁବିଆଇ)ର ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ନିକଟରେ ଏକ ମେଗା ସଂଯୋଗୀକରଣ ଅଭିଯାନର ଶୁଭାରମ୍ଭ କରାଯାଇଛି। ବିଶେଷକରି ଆସ୍ପିରେଶନାଲ ଜିଲା ଖୋର୍ଦ୍ଧା ପାଇଁ ଏହି ଅଭିଯାନ ୟୁବିଆଇ ପକ୍ଷରୁ ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ୟୁବିଆଇ…
ଲାଲ୍ଚାନ୍ଦ ଷ୍ଟୋରରେ ଏକାନୀ ବ୍ରାଣ୍ଡ୍ର ସ୍ବତନ୍ତ୍ର ପ୍ରଦର୍ଶନୀ
ଭୁବନେଶ୍ୱର,୨୮।୧୦, (ଅନୁରାଧା ମହାରଣା): ଧନ୍ତେରସ ଏବଂ ଦୀପାବଳିକୁ ଦୃଷ୍ଟିରେ ରଖି ଲାଲ୍ଚାନ୍ଦ ଜୁଏଲର୍ସ ପକ୍ଷରୁ ଗ୍ରାହକଙ୍କ ପାଇଁ ନୂଆ ନୂଆ ଯୋଜନା କରାଯାଉଛି। ଏହି କ୍ରମରେ କଟକ କ୍ୟାଣ୍ଟେନମେଣ୍ଟ ରୋଡ୍ରେ ଥିବା ଲାଲ୍ଚାନ୍ଦ ଷ୍ଟୋରରେ ଲକ୍ଜୁରି ଲାଇଫ୍ଷ୍ଟାଇଲ୍ ପ୍ରଦର୍ଶନୀ ଆରମ୍ଭ ହୋଇଯାଇଛି। ଏହି…
ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟର ୯ ପାଠ୍ୟକ୍ରମକୁ ଏବିଇଟି ମାନ୍ୟତା
ଭୁବନେଶ୍ୱର,୨୮।୧୦, (ଅନୁରାଧା ମହାରଣା): ଶିକ୍ଷା, କ୍ରୀଡ଼ା, ଅନୁସନ୍ଧାନ, ସହ-ପାଠ୍ୟକ୍ରମ ଏବଂ ଅତିରିକ୍ତ ପାଠ୍ୟକ୍ରମ ଆଦିରେ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ(ସିୟୁ) ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି। ନିକଟରେ ଏହାର କୁଳପତି ସତ୍ନାମ ସିଂ ସାନ୍ଧୁ ଘୋଷଣା କରିଛନ୍ତି, ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟର ସେହି ୯ଟି ଇଞ୍ଜିନିୟରିଂ…
ଗାଜାରେ ଇସ୍ରାଏଲର ବୋମା ମାଡ, ଇଣ୍ଟରନେଟ୍ ସେବା ସ୍ଥଗିତ
ଜେରୁଜେଲମ,୨୮।୧୦: ଗତ କିଛି ସପ୍ତାହ ଧରି ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି, ଯେଉଁଥିରେ ପ୍ରାୟ ୭୩୦୦ଲୋକ ପ୍ରାଣ ହରାଇଛନ୍ତି । ଏହି ସମୟରେ ଇସ୍ରାଏଲ ସେନାର ମୁଖ୍ୟ ମୁଖପାତ୍ର କହିଛନ୍ତି, ଗାଜା ଷ୍ଟ୍ରିପରେ ଇସ୍ରାଏଲ ବାୟୁସେନା ଏବଂ ସ୍ଥଳ…
୩୧୯ ଓ୍ବାଇନ୍ ଗ୍ଲାସ ମୁଣ୍ଡ ଉପରେ ରଖି ଗିନିଜ ୱାଲର୍ଡ ରେକର୍ଡ କଲେ ବ୍ୟକ୍ତି, ଭିଡିଓ ହେଉଛି ଭାଇରାଲ
ଦୁନିଆର ଲୋକମାନେ ଚର୍ଚ୍ଚାକୁ ଆସିବାକୁ ଏପରି କାର୍ଯ୍ୟ କରନ୍ତି ଯାହା କଳ୍ପନା ମଧ୍ୟ କରିହୁଏ ନାହିଁ। ଜଣେ ବ୍ୟକ୍ତି ଏକ ନିଆରା କୀର୍ତ୍ତିମାନ କରି ଗିନିଜ ୱାଲର୍ଡ ରେକର୍ଡ କରିଛନ୍ତି। ଏହି ବ୍ୟକ୍ତିଙ୍କ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଅଧିକ ଭାଇରାଲ…
ଭାରତ-ପାକିସ୍ତାନ ମ୍ୟାଚ ୩-୩ରେ ଡ୍ର
ଜୋହର ବାହରୁ (ମାଲେସିଆ), ୨୮ା୧୦: ସୁଲତାନ ଜୋହର କପ୍ ଜୁନିୟର ପୁରୁଷ ହକି ଟୁର୍ନାମେଣ୍ଟର ଉଦ୍ଘାଟନୀରେ ଗତଥରର ଚାମ୍ପିୟନ ଭାରତ ଏହାର ପାମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷ ମ୍ୟାଚ ୩-୩ ଗୋଲ୍ରେ ଡ୍ର ରଖିଛି। ଶୁକ୍ରବାର ଖେଳାଯାଇଥିବା ଏହି ମ୍ୟାଚରେ ଭାରତ…
ଉତ୍ପାଦ ବଢ଼ିଛି, ରାଜସ୍ବ କମୁଛି
ଯୋଡ଼ା,୨୮ା୧୦(ମାନସ ମହାନ୍ତି): ଓଡ଼ିଶାର ପ୍ରମୁଖ ଉତ୍ସ ଖଣିରୁ ରାଜସ୍ବର ସିଂହ ଭାଗ ଆଦାୟ ହୋଇଥାଏ। ମାତ୍ର କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଇଣ୍ଡିଆନ ବ୍ୟୁରୋ ଅଫ୍ ମାଇନ୍ସ(ଆଇବିଏମ୍) ଖଣିଜ ମୂଲ୍ୟର ଯେଉଁ ମୂଲ୍ୟାଙ୍କନ କରୁଛି ତା’ ଦ୍ୱାରା ରାଜ୍ୟ ସରକାର ବ୍ୟାପକ…
ଜଟଣୀରୁ ପୁଣି ଲଢ଼ିପାରନ୍ତି ସୁରେଶ
ଖୋର୍ଦ୍ଧା,୨୮ା୧୦(ପ୍ରଭାତ ପାଣିଗ୍ରାହୀ): ଆଗାମୀ ନିର୍ବାଚନରେ ବିଧାୟକ ସୁରେଶ କୁମାର ରାଉତରାୟ ପୁଣି ଜଟଣୀ ନିର୍ବାଚନ ମଣ୍ଡଳୀରୁ ଲଢ଼ିବା ନେଇ ଆସ୍ଥା ପ୍ରକଟ କରିଛି ପ୍ରଦେଶ କଂଗ୍ରେସ। ଶୁକ୍ରବାର ଖୋର୍ଦ୍ଧା ଜିଲା କଂଗ୍ରେସ ପକ୍ଷରୁ ଆୟୋଜିତ ପରିବର୍ତ୍ତନ ସମାବେଶରେ କର୍ମୀଙ୍କୁ ସମ୍ବୋଧିତ କରି…
ବଢାଇଲା ଖାଉଟିଙ୍କ ଚିନ୍ତା: ପିଆଜ ହେଲାଣି ୬୫
ଭୁବନେଶ୍ୱର,୨୮ା୧୦(ଅନିଲ ଦାସ): ମାସକ ତଳେ ପିଆଜ କିଲୋ ୨୫ଟଙ୍କା ଥିବାବେଳେ ଏବେ ତାହା ଦୁଇଗୁଣା ହୋଇ ୫୦ଟଙ୍କାରେ ପହଞ୍ଚିଛି। କେତେକ ସ୍ଥାନରେ ବ୍ୟବସାୟୀ ପିଆଜ କିଲୋ ପିଛା ୬୦ରୁ ୬୫ ଟଙ୍କାରେ ବିକ୍ରି କରୁଛନ୍ତି। ମହାରାଷ୍ଟ୍ରର ନାସିକ୍ରେ ପିଆଜ ମହଙ୍ଗା ହୋଇଥିବାରୁ…
ଏସିଆନ ଶୁଟିଂ ଚାମ୍ପିୟନଶିପ୍ରେ ଓଡ଼ିଶାର ଶ୍ରୀୟଙ୍କାଙ୍କୁ ବ୍ରୋଞ୍ଜ ପଦକ
ଭୁବନେଶ୍ୱର, ୨୮।୧୦(ତପନ ସ୍ବାଇଁ): କୋରିଆର ଚାଙ୍ଗଓ୍ବନଠାରେ ଚାଲିଥିବା ୧୫ଶ ଏସିଆନ ଶୁଟିଂ ଚାମ୍ପିୟନଶିପ୍ରେ ଓଡ଼ିଶାର ଶ୍ରୀୟଙ୍କା ଷଡ଼ଙ୍ଗୀ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସମ୍ପ୍ରତି କିଟ୍ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଶ୍ରୀୟଙ୍କା ୧୦ ମିଟର ଏୟାର ରାଇଫଲ ମହିଳା ଟିମ୍ ଇଭେଣ୍ଟରେ…
Archives


