Home Left

ଗଦର-୩ର ଶୁଟିଂ ହେବ ଆରମ୍ଭ…

ମୁମ୍ବାଇ : ସନ୍ନି ଦେଓଲ-ଅମିଶା ପଟେଲଙ୍କ ଗଦର ଏବଂ ଗଦର-୨ ପରେ ବର୍ତ୍ତମାନ ଦର୍ଶକମାନେ ଉତ୍ସାହର ସହିତ ଏହାର ତୃତୀୟ ଭାଗକୁ ଅପେକ୍ଷା କରିଛନ୍ତି। ଏହି ଫିଲ୍ମ କରିବାକୁ ସନ୍ନି ମଧ୍ୟ ବହୁତ ଉତ୍ସାହିତ ଥିବା ପରି ମନେ ହେଉଛି। ଏହି…

ବୃଦ୍ଧଙ୍କୁ ଘୋଷାଡ଼ି ଘୋଷାଡ଼ି ନେଇଗଲା ସିଂହ, ଭିଡିଓ ଦେଖିଲେ ଟାଙ୍କୁରି ଉଠିବ ଲୋମ

ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ସମ୍ପର୍କ ବହୁତ ନିବିଡ଼। ଅନେକ ପଶୁ ଗୃହପାଳିତ ହୋଇଥିବା ବେଳେ ଆଉ କିଛି ପଶୁ ଜଙ୍ଗଲରେ ରହିଥାନ୍ତି। ମଣିଷମାନେ ପ୍ରେମ ଏବଂ ସ୍ନେହ ସହିତ ଏହି ପଶୁମାନଙ୍କୁ ଗ୍ରହଣ କରିବାକୁ ଚେଷ୍ଟା କରନ୍ତି, କିନ୍ତୁ ବନ୍ୟ…

ଇଂଲଣ୍ଡ ବିପକ୍ଷରେ ଫେରିବେ ଅଶ୍ୱିନ

ଲକ୍ଷ୍ନୌ,୨୯।୧୦: ଦିନିକିଆ କ୍ରିକେଟ ବିଶ୍ୱକପ୍‌ ୨୦୨୩ର ୨୯ ତମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡ ଓ ଆୟୋଜକ ଭାରତ ମୁହାଁମୁହିଁ ହେବେ। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ। ଏଠିକାର ପିଚ୍‌ ସ୍ପିନରଙ୍କୁ ସହାୟତା କରୁଥିବା ବେଳେ ଭାରତ ୩…

ଅନନ୍ୟା-ଆଦିତ୍ୟଙ୍କ ଡେଟିଂ ଚର୍ଚ୍ଚା

ମୁମ୍ବାଇ: ବଲିଉଡ୍‌ ନାୟିକା ଅନନ୍ୟା ପାଣ୍ଡେ ଓ ଅଭିନେତା ଆଦିତ୍ୟ ରୟ କପୁରଙ୍କ ଡେଟିଂ ର୍ୟୁମସର୍ର୍ ବେଶ କିଛିଦିନ ହେବ ଚର୍ଚ୍ଚାରେ ରହିଛି। ଉଭୟଙ୍କୁ ଅନେକ ଥର କିଛି ଇଭେଣ୍ଟରେ ସ୍ପଟ୍‌ ବି କରାଯାଇଛି। ଦୁହେଁ ନିଜ ରିଲେଶନ ବିଷୟରେ ଏପର୍ଯ୍ୟନ୍ତ…

ବିଶ୍ୱ ମସ୍ତିଷ୍କାଘାତ ଦିବସ

ବ୍ୟସ୍ତ ବହୁଳ ଜୀବନଶୈଳୀ ହିଁ ଏବେ ସାରା ପୃଥିବୀରେ ମସ୍ତିଷ୍କାଘାତ ବା ଷ୍ଟ୍ରୋକ ଆଶଙ୍କାକୁ ବଢାଇ ଚାଲିଛି। ପୂର୍ବରୁ କେବଳ ବୟସ୍କଙ୍କଠାରେ ଏହି ସମସ୍ୟା ଅଧିକ ଦେଖାଯାଉଥିବାବେଳେ ଏବେ ଯୁବବର୍ଗ ଏହାର ଶିକାର ହେଉଛନ୍ତି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ତଥ୍ୟ ଅନୁଯାୟୀ,…

ଏକ୍‌ମୋ ଚିକିତ୍ସା ବଞ୍ଚାଇଦେଲା ୧୮ ମାସ ଶିଶୁର ଜୀବନ

ଭୁବନେଶ୍ୱର,୨୯।୧୦: ନିମୋନିଆ ଓ ଆକ୍ୟୁଟ୍‌ ରେସ୍ପିିରେଟୋରି ଡିସ୍‌ଷ୍ଟ୍ରେସ୍‌ ସିଣ୍ଡ୍ରୋମ୍‌(ଏଆର୍‌ଡିଏସ୍‌)ରେ ପୀଡ଼ିତ ଜଣେ ୧୮ ମାସର ଶିଶୁର ଜୀବନ ବଞ୍ଚାଇ ହାଇଦ୍ରାବାଦସ୍ଥିତ ରେନ୍‌ବୋ ଚିଲ୍‌ଡ୍ରେନ୍ସ ହସ୍ପିଟାଲ ଏକ ନୂଆ ସଫଳତା ହାସଲ କରିଛି। ଗୋଆର ଏହି ଶିଶୁଟି ଗୁରୁତର ଥିବାବେଳେ ପ୍ରାୟ ସପ୍ତାହେ…

f.r.i.e.n.d.s ଷ୍ଟାର ମାଥ୍ୟୁ ପେରିଙ୍କ ଦେହାନ୍ତ, ଘରୁ ମିଳିଲା ମୃତଦେହ

ଲସ ଆଞ୍ଜେଲସ, ୨୯।୧୦: ପ୍ରସିଦ୍ଧ ଆମେରିକୀୟ-କାନାଡିୟ ଅଭିନେତା ମାଥ୍ୟୁ ପେରିଙ୍କ ଦେହାନ୍ତ ହୋଇଛି। ୫୪ ବର୍ଷ ବୟସରେ ପେରିଙ୍କ ମୃତଦେହ ଶନିବାର ଲସ ଆଞ୍ଜେଲସରେ ଥିବା ତାଙ୍କ ଘରେ ମିଳିଛି। ହଟ ଟବରେ ବୁଡ଼ିଯିବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।…

୩୧ ଯାଏ ମଧ୍ୟପ୍ରଦେଶ ହସ୍ତତନ୍ତ, ହସ୍ତଶିଳ୍ପ ମହୋତ୍ସବ

ଭୁବନେଶ୍ୱର,୨୯।୧୦: ମଧ୍ୟପ୍ରଦେଶ ସରକାରଙ୍କ ଦ୍ୱାରା ଚନ୍ଦ୍ରଶେଖରପୁର ଡମଣାସ୍ଥିତ କଲ୍ୟାଣ ମଣ୍ଡପରେ ୨୨ ତାରିଖରୁ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ମହୋତ୍ସବ ଚାଲିଛି। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଏହି ମହୋସତ୍ବ ଚାଲିବାକୁ ଥିବାବେଳେ ଏହା ଗ୍ରାହକ ତଥା ଦର୍ଶକଙ୍କୁ ଆକୃଷ୍ଟ କରୁଛି। କେବଳ…

ମାଉଜର ଲଗାଇ ୨୩ହଜାର ଲୁଟିନେଲେ ଦୁର୍ବୃତ୍ତ

ଗଞ୍ଜାମ,୨୯।୧୦(ବିଦ୍ୟାଧର ସାହୁ): ବାଇକ ଆରୋହୀକୁ ଅନ୍ଧାରର ସୁଯୋଗ ନେଇ ମୁଣ୍ଡରେ ମାଉଜର ଲଗାଇ ୨୩ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଯାହା ଗଞ୍ଜାମ ସହରରେ ଆଲୋଚନାର ବିଷୟ ପାଲଟିଛି। ଘଟଣା ଘଟିଛି ଗଞ୍ଜାମ ଥାନା ଇଲାକାରେ। ମିଳିଥିବା ସୂଚନା ଅନୁଯାୟୀ, ରମ୍ଭା…

ଲାଲ୍‌ଚାନ୍ଦର କୌନ୍‌ ବନେଗା ଲକ୍ଷପତି ଲକି ଡ୍ର

ଭୁବନେଶ୍ୱର,୨୯।୧୦(ଅନୁରାଧା ମହାରଣା): ଲାଲ୍‌ଚାନ୍ଦର ମାଷ୍ଟରକ୍ୟାଣ୍ଟିନ୍‌ ଓ ରଘୁନାଥପୁର ଷ୍ଟୋର ପାଇଁ କୌନ୍‌ ବନେଗା ଲକ୍ଷପତି ଲକି ଡ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଏକ ହୋଟେଲରେ ୨ଦିନ ଧରି ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଲକି ଡ୍ର ମାଧ୍ୟମରେ ୨ଜଣ…

ସୁରକ୍ଷାକର୍ମୀଙ୍କୁ ଫାଇଟର ପରି ଶକ୍ତ ଧକ୍କା ଦେଲା ଭାଲୁ, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଦେଖିବାକୁ ମିଳେ। ଏଥିରୁ କିଛି ଭିଡିଓ ଖୁବ୍‌ ଆଶ୍ଚର୍ଯ୍ୟଜନକ ହୋଇଥାଏ। ଏବେ ଏକ ଭାଲୁର ଆକ୍ରମଣର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କଲରାଡୋର ସେଣ୍ଟ ରେଗିସ ଆସପେନ ରିସର୍ଟରେ ଘଟିଥିବା…

ହମାସ୍‌ର ୧୫୦ ଭୂତଳ ବଙ୍କର ଧ୍ୱଂସ

ଜେରୁଜେଲମ୍‌,୨୯।୧୦: ଗାଜାରେ ସ୍ଥଳ ଆକ୍ରମଣକୁ ଶନିବାର ଜୋର୍‌ଦାର କରିଛି ଇସ୍ରାଏଲ୍‌। ସମୁଦ୍ର ଓ ଆକାଶମାର୍ଗରୁ ଆକ୍ରମଣ ସହିତ ଗାଜା ଭିତରକୁ ଅଧିକ ଟ୍ୟାଙ୍କ୍‌ ଓ ହଜାର ହଜାର ସୈନ୍ୟ ପ୍ରବେଶ କରିଛନ୍ତି। ଯୁଦ୍ଧ ଏକ ନୂଆ ପର୍ଯ୍ୟାୟରେ ପହଞ୍ଚତ୍ଲା ବୋଲି ଇସ୍ରାଏଲ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri