Home Left

ଆଇପିଏଲ୍‌ ଖେଳିବେ କି ନାହିଁ ପନ୍ତ, ମାର୍ଚ୍ଚ ୫ରେ ଆସିପାରେ ବଡ଼ ଅପ୍‌ଡେଟ୍‌…

ନୂଆଦିଲ୍ଲୀ,୨।୩: ଋଷଭ ପନ୍ତ ଏକ ବର୍ଷରୁ ଅଧିକ ସମୟ ଧରି କ୍ରିକେଟରୁ ଦୂରରେ ଅଛନ୍ତି। ଏମିତିରେ ସମସ୍ତେ ତାଙ୍କ ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା କରିଛନ୍ତି। ସୁସ୍ଥ ହେବା ପରେ ପ୍ରତ୍ୟାବର୍ତ୍ତନ ପାଇଁ ପନ୍ତ ମଧ୍ୟ କଠିନ ପରିଶ୍ରମ କରୁଛନ୍ତି। ତେବେ ସେ ଏଥର…

କୋହଲି ନ ଖେଳିବା ନେଇ ଆଣ୍ଡରସନ କାହିଁକି କହିଲେ ‘It’s a Shame’

ନୂଆଦିଲ୍ଲୀ,୨।୩: ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳୁ ନାହାନ୍ତି। ବ୍ୟକ୍ତିଗତ କାରଣରୁ କୋହଲି ସିରିଜ ପୂର୍ବରୁ ତାଙ୍କ ନାମ ପ୍ରତ୍ୟାହାର କରି ନେଇଥିଲେ। ଫଳରେ ପ୍ରଶଂସକମାନେ କୋହଲି ଏବଂ ଇଂଲଣ୍ଡର ମହାନ ଦ୍ରୁତ ବୋଲର…

ଇଂଲଣ୍ଡର ଏହି ଖେଳାଳିଙ୍କୁ ଉପହାରରେ ମିଳିଥିଲା ୧୦୦ ବୋତଲ ମଦ, କାରଣ ଜାଣିଲେ…

ନୂଆଦିଲ୍ଲୀ,୨।୩: ଯେତେବେଳେ ଜଣେ ଖେଳାଳୀ ଅବସର ନିଅନ୍ତି, ତାଙ୍କୁ ସାଥୀ କ୍ରିକେଟରମାନେ କିଛି ଉପହାର ଦିଅନ୍ତି। ଇଂଲଣ୍ଡର ପୂର୍ବତନ ଅଧିନାୟକ ଆଣ୍ଡ୍ରିୟୁ ଷ୍ଟ୍ରସ ଅବସର ନେବା ପରେ ତାଙ୍କୁ ମଧ୍ୟ ଦଳର ଖେଳାଳିମାନେ ମଧ୍ୟ ଉପହାର ଦେଇଥିଲେ। କିନ୍ତୁ ଏହି ଉପହାର…

କେନ୍ଦୁଝରରେ ମେଡିକାଲ କଲେଜ, ହସ୍ପିଟାଲ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୨ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାରଠାରୁ ଧରଣୀଧର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ରୋଗୀ ସେବା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍ସିଂ ଜରିଆରେ କେନ୍ଦୁଝରରେ ୫୦୦ ଶଯ୍ୟା ବିଶିଷ୍ଟ ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲକୁ ଉଦ୍‌ଘାଟନ…

ମଥୁରାରୁ ନିର୍ବାଚନ ଲଢ଼ିବେ ହେମାମାଳିନୀ

ମୁମ୍ବାଇ: ଲୋକ ସଭା ନିର୍ବାଚନକୁ ନେଇ ଉତ୍ସାହ ଦେଖାଦେଇଛି। ଶନିବାର ସନ୍ଧ୍ୟାରେ ଭାରତୀୟ ଜନତା ପାର୍ଟି(ଭାଜପା) ଲୋକ ସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ଦିଲ୍ଲୀ ମୁଖ୍ୟାଳୟରେ ୧ ଘଣ୍ଟା ଧରି ବୈଠକ ପରେ ପ୍ରଥମ ତାଲିକା…

ଲୋକସଭା ନିର୍ବାଚନ ଲଢ଼ିବେ ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ

ନୂଆଦିଲ୍ଲୀ,୨।୩: ସବୁ ପ୍ରତିକ୍ଷାର ଅନ୍ତ ଘଟାଇ ଭାଜପା ପକ୍ଷରୁ ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ମଧ୍ୟପ୍ରଦେଶର ଲୋକସଭା ୨୯ ଆସନ ପାଇଁ ଭାଜପା ପ୍ରାଥୀ ଘୋଷଣା କରିଛି। ଯେଉଁଥିରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ…

ଆମେରିକାରେ ଭାରତୀୟ ନୃତ୍ୟଶିଳ୍ପୀଙ୍କୁ ଗୁଳିକରି ହତ୍ୟା, ମୋଦିଙ୍କୁ ଗୁହାରି କଲେ ‘ଗୋପି ବୋହୂ’

ନୂଆଦିଲ୍ଲୀ,୨।୩: ଆମେରିକାରେ ପୁଣି ଜଣେ ଭାରତୀୟଙ୍କୁ ଗୁଳିକରି ହତ୍ୟା। କୋଲକାତାର ଭରତନାଟ୍ୟମ ଓ କୁଚିପୁଡି ଡ୍ୟାନ୍ସର ଅମରନାଥ ଘୋଷଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏନେଇ ଲୋକପ୍ରିୟ ଟେଲି ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଜୀ ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି। ଅମରନାଥ…

ଭଦ୍ରକରେ ଭାଇର ଆତ୍ମହତ୍ୟା ଖବର ଶୁଣି ଜୀବନ ହାରିଲା ଭଉଣୀ

ଭୁବନେଶ୍ୱର,୨।୩: ଏକ ଆଶ୍ଚର୍ଯ୍ୟଜନକ ଘଟଣା କ୍ରମେ ଭଦ୍ରକ ଜିଲାରେ ଭାଇ ଭଉଣୀ ଗୋଟିଏ ଦିନରେ ଆତ୍ମହତ୍ୟା କରିଛନ୍ତି। ରିପୋର୍ଟ ଅନୁଯାୟୀ ପ୍ରଥମେ ଭାଇ ଆତ୍ମହତ୍ୟା କରିଥିଲେ ଏବଂ ଏହାର ଦୁଇ ଘଣ୍ଟା ବ୍ୟବଧାନରେ ଭାଇର ମୃତ୍ୟୁ ଖବର ଶୁଣି ଭଉଣୀ ନିଜର…

ବଡ଼ ପରଦାକୁ ଫେରୁଛନ୍ତି ବର୍ଷା, ୭ରେ ରିଲିଜ ହେବ ‘ବସ୍‌’

ଭୁବନେଶ୍ୱର: ଦୀର୍ଘ ଦିନର ବ୍ୟବଧାନ ପରେ ବଡ଼ ପରଦାକୁ ଫେରୁଛନ୍ତି ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଫିଲ୍ମ ‘ବସ୍‌’ରେ ସେ ନାୟିକା ଭାବେ ନଜର ଆସିବେ। ଏହାର ଟ୍ରେଲର ରିଲିଜ କରାଯାଇଥିବା ବେଳେ ଫିଲ୍ମରେ ଅଭିନେତ୍ରୀଙ୍କ ଦମ୍‌ଦାର ଲୁକ୍‌ କିମିଆଁ କରୁଛି।…

ମାଗଣା ୟୁ.ପି.ଏସ୍‌‌.ସି. ସିଭିଲ୍‌‌ ସର୍ଭିସ କୋଚିଂ ପ୍ରଦାନ କରିବେ ରାଜ୍ୟ ସରକାର, ଆବେଦନ ଆରମ୍ଭ

ଭୁବନେଶ୍ୱର,୨।୩: ରାଜ୍ୟ ସରକାର ୨୦୨୪-୨୫ ଶିକ୍ଷାବର୍ଷରେ ୨୦୦ ଛାତ୍ରଛାତ୍ରୀଙ୍କୁ ମାଗଣା ୟୁ.ପି.ଏସ୍‌‌.ସି. ସିଭିଲ୍‌‌ ସର୍ଭିସ କୋଚିଂ ପ୍ରଦାନ କରିବେ। ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଶୁକ୍ରବାରଠାରୁ ପ୍ରବେଶିକା ପରୀକ୍ଷା ପାଇଁ ଅନ୍‌‌ଲାଇନ୍‌‌ରେ ଦରଖାସ୍ତ ଆବେଦନ ଆରମ୍ଭ ହୋଇଛି। ଛାତ୍ରଛାତ୍ରୀମାନେ ଏପ୍ରିଲ…

ପ୍ରେମରେ ଫସାଇ ମହିଳାଙ୍କୁ ଘରେ ଆଣି ରଖିଥିଲେ ବୃଦ୍ଧ, ପିଟିପିଟି କଲେ ହତ୍ୟା

କୁଆଁରମୁଣ୍ଡା,୨ା୩(ମହେନ୍ଦ୍ର କୁମାର ସାହୁ): ସ୍ତ୍ରୀଙ୍କ ମୃତ୍ୟୁ ପରେ ଅନ୍ୟ ଜଣେ ବିଧବା ମହିଳାଙ୍କୁ ଭଲ ପାଇ ଗତ ୧ ବର୍ଷ ହେଲା ନିଜ ଘରେ ରଖି ଆସୁଥିବା ଜଣେ ବ୍ୟକ୍ତି ଠେଙ୍ଗାରେ ପିଟି ପିଟି ମାରିଦେଇଛନ୍ତି। ଏହି ଘଟଣା ସୁନ୍ଦରଗଡ଼ ଜିଲା…

ଏଲ୍‌‌ ନିନୋ ଦୁର୍ବଳ ଚଳିତ ବର୍ଷ ସ୍ୱାଭାବିକ ରହିବ ମୌସୁମୀ ବର୍ଷା: ପାଣିପାଗ ବିଭାଗର ଅନୁମାନ

ଭୁବନେଶ୍ୱର,୨।୩: ଚଳିତ ବର୍ଷ ଏଲ୍‌‌ ନିନୋ ଧୀରେ ଧୀରେ ଦୁର୍ବଳ ହେଉଥିବାରୁ ଚଳିତ ବର୍ଷ ମୌସୁମୀ ବର୍ଷା ସ୍ୱାଭାବିକ ରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି । ହେଲେ ଗ୍ରୀଷ୍ମ ପ୍ରବାହର ପ୍ରକୋପ ଅଧିକ ରହିବାର ସମ୍ଭାବନା ଅଛି ପୂର୍ବାନୁମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?