ଓଡ଼ିଶାର ଦୀର୍ଘତମ ଫ୍ଲାଏଓଭର ଲୋକାର୍ପିତ
ଯୋଡ଼ା,୧୧ା୩(ମାନସ ମହାନ୍ତି)- କେନ୍ଦୁଝର ଜିଲାର ଯୋଡ଼ାଠାରେ ଓଡ଼ିଶାର ଦୀର୍ଘତମ ଫ୍ଲାଏଓଭର ସୋମବାର ଲୋକାର୍ପିତ ହୋଇଯାଇଛି। ୩ କି.ମି. ଲମ୍ବ ବିଶିଷ୍ଟ ଏହି ଫ୍ଲାଏଓଭରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଲୋକାର୍ପଣ କରିଛନ୍ତି। କାର୍ଯ୍ୟକ୍ରମରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଉପସ୍ଥିତ…
ମଙ୍ଗଳବାରଠୁ ଓଡ଼ିଶାରେ ଗଡ଼ିବ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ: ଏହି ସବୁ ଜିଲା ଦେଇ ଯିବ
ଭୁବନେଶ୍ୱର,୧୧।୩: ମଙ୍ଗଳବାର ଓଡ଼ିଶାରେ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଗଡ଼ିବ। ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦି ୧୦ଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ। ସେଥିମଧ୍ୟରୁ ଗୋଟିଏ ବନ୍ଦେ ଭାରତ ଏକ୍ସପ୍ରେସ ଓଡ଼ିଶାରେ ଚାଲିବ। ଏହି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ…
ମେଣ୍ଟ ଚର୍ଚ୍ଚା ମଧ୍ୟରେ ବିଜେଡି ସରକାରଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଲା ଭାଜପା
ଭୁବନେଶ୍ୱର,୧୧।୩: ରାଜ୍ୟରେ ବିଜେଡି ଓ ଭାଜପା ମେଣ୍ଟ ଚର୍ଚ୍ଚା ମଧ୍ୟରେ ସୋମବାର ଭାଜପା ପ୍ରଥମଥର ପାଇଁ ବିଜେଡି ସରକାରଙ୍କ ବିରୋଧରେ ଅଭିଯୋଗ ଆଣିଛି। ଭାଜପା ନିର୍ବାଚନ କମିଶନଙ୍କୁ ଭେଟି ଦୀର୍ଘଦିନ ଧରି କାର୍ଯ୍ୟରତ ଅଧିକାରୀମାନଙ୍କୁ ତୁରନ୍ତ ବଦଳି ପାଇଁ ଦାବି ଜଣାଇଛି।…
ଦାବି ନ ମାନିଲେ ମାଟ୍ରିକ୍ ଖାତା ମୂଲ୍ୟାୟନ କରିବୁ ନାହିଁ
ଭଦ୍ରକ,୧୧ା୩(ସନାତନ ରାଉତ): ୨୦୦୪ରୁ ୨୦୧୩ ମଧ୍ୟରେ ସରକାରୀ ଉଚ୍ଚ ବିଦ୍ୟାଳୟରେ ନିଯୁକ୍ତ ସମସ୍ତ ଶିକ୍ଷକଙ୍କୁ ୬ଟି ନ୍ୟାଶନାଲ ଇନ୍କ୍ରିମେଣ୍ଟ ସହ ୬ ବର୍ଷର ଚୁକ୍ତି ଅବଧିକୁ ନିୟମିତ ଚାକିରିରେ ଯୋଗ କରିବା, ମାଧ୍ୟମିକ ଶିକ୍ଷକଙ୍କ କ୍ୟାଡର ପୁନର୍ଗଠନ ଦାବି ଆସନ୍ତା ୧୩…
ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ‘କାଳିଆ’ ଟଙ୍କା
ଭୁବନେଶ୍ୱର,୧୧।୩: ଚାଷୀଙ୍କୁ ସୋମବାର କାଳିଆ କିସ୍ତି ଟଙ୍କା ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରିଛନ୍ତି । ୯୩୩ କୋଟିରୁ ଅଧିକ ଟଙ୍କା ଡିବିଟି ମାଧ୍ୟମରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପ୍ରଦାନ କରାଯାଇଛି। ୧୮ ଲକ୍ଷରୁ…
ସିଏଏ: ନାଗରିକତା ପାଇଁ ପୋର୍ଟାଲରେ କରିବାକୁ ପଡ଼ିବ ପଞ୍ଜିକରଣ
ନୂଆଦିଲ୍ଲୀ,୧୧।୩: ଲୋକ ସଭା ନିର୍ବାଚନ ୨୦୨୪ ଘୋଷଣା ପୂର୍ବରୁ ସୋମବାର ଦେଶରେ ନାଗରିକତା ସଂଶୋଧନ ନିୟମ (ସିଏଏ) ଲାଗୁ କରିବା ନେଇ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ନାଗରିକତା ସଂଶୋଧନ ନିୟମ (ସିଏଏ) ଅନୁଯାୟୀ, ୩୧ ଡିସେମ୍ବର ୨୦୧୪ ପୂର୍ବରୁ…
ଜୟ ଶାହା ଦେଲେ ବଡ଼ ସୂଚନା, ପନ୍ତଙ୍କ ପାଇଁ ଖୋଲିଲା ଦ୍ୱାର
ନୂଆଦିଲ୍ଲୀ,୧୧।୩: ଭାରତୀୟ କ୍ରିକେଟ ଦଳର ତାରକା ଦ୍ରୁତ ବୋଲର ମହମ୍ମଦ ଶାମି ଚଳିତ ବର୍ଷ ଜୁନରେ ଖେଳାଯିବାକୁ ଥିବା ଆଇପିଏଲ ୨୦୨୪ ଏବଂ ୨୦୨୪ ଟି -୨୦ ବିଶ୍ୱକପ୍ ଖେଳିବେ ନାହିଁ। ବିସିସିଆଇ ସଚିବ ଜୟ ଶାହା ଏହା ନିଶ୍ଚିତ କରିଛନ୍ତି।…
ସିଏଏ ଲାଗୁ କରିବାକୁ ଲାଗିଗଲା ଚାରି ବର୍ଷ ତିନି ମାସ ସମୟ: କଂଗ୍ରେସ ନେତା
ନୂଆଦିଲ୍ଲୀ,୧୧।୩: ନାଗରିକତା ସଂଶୋଧନ ନିୟମ (ସିଏଏ)କୁ ନେଇ କେନ୍ଦ୍ର ସରକାର ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଏହା ପ୍ରକାଶ ପାଇବା ମାତ୍ରେ ଏହାକୁ ନେଇ କଂଗ୍ରେସ ପ୍ରତିକ୍ରିୟା ଦେଇଛି। ସିଏଏ ଲାଗୁ କରିବାର ସମୟକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି। କଂଗ୍ରେସ…
CAA ଲାଗୁ ହେବା ପରେ ଅନ୍ୟ ଦେଶରୁ ଆସୁଥିବା ଲୋକଙ୍କ ପାଇଁ ହେବ କି ନୂଆ ପରିଚୟ ପତ୍ର, ଜାଣନ୍ତୁ…
ନୂଆଦିଲ୍ଲୀ,୧୧।୩: : ଲୋକ ସଭା ନିର୍ବାଚନ ୨୦୨୪ ଠିକ୍ ପୂର୍ବରୁ ଅନେକ ବଡ ନିଷ୍ପତ୍ତି ନିଆଯାଉଛି। ଏହି କ୍ରମରେ ସୋମବାର ନାଗରିକତା ସଂଶୋଧନ ନିୟମ (ସିଏଏ) ଲାଗୁ କରିବା ପାଇଁ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି । ଏଭଳି ପରିସ୍ଥିତିରେ…
ଅଗ୍ନି-୫ର ସଫଳ ପରୀକ୍ଷଣ, ଡିଆର୍ଡିଓ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ/ବାଲେଶ୍ବର,୧୧।୩(ମାନସ ବିଶ୍ୱାଳ): ଡିଆର୍ଡିଓର ‘ମିଶନ ଦିବ୍ୟାସ୍ତ୍ର’ର ସଫଳ ପରୀକ୍ଷଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ୍ କରି ଲେଖିଛନ୍ତି, ଡିଆର୍ଡିଓ ବୈଜ୍ଞାନିକମାନଙ୍କ ‘ମିଶନ ଦିବ୍ୟାସ୍ତ୍ର’ ପାଇଁ ସେ ଗର୍ବିତ । ଏହି ମିଶନ ଅଧୀନରେ ସ୍ବଦେଶୀ…
୨୬ ରୁ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା
ଛତ୍ରପୁର,୧୧।୩(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ): ଗଞ୍ଜାମର ଅଧିଷ୍ଠାତ୍ରୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ନେଇ ସୋମବାର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ୫ଟି ପାଳି ଯାତ୍ରା ହେବ। ମାର୍ଚ୍ଚ ୨୬ରେ ପ୍ରଥମ ପାଳି, ଏପ୍ରିଲ…
ଗଞ୍ଜାମବାସୀଙ୍କୁ ମିଳିଲା କାଳିଆ ଟଙ୍କା: ୫ ଲକ୍ଷ ଚାଷୀ ହେଲେ ଉପକୃତ
ଛତ୍ରପୁର,୧୧।୩(ସନ୍ତୋଷ ପାଢ଼ୀ): କାଳିଆ ଯୋଜନାରେ କାଳିଆ ସହାୟତା ରାଶି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଟ୍ରାନ୍ସଫର କରାଯାଇଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜ଼ିଲା ଛତ୍ରପୁର ସ୍ଥିତ ଜଲାପାଳଙ୍କ କାର୍ଯ୍ୟାଳୟର ଓସଓ୍ବାନ ହଲରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି…

