ସରପଞ୍ଚଙ୍କୁ ଆକ୍ରମଣ, ଥାନାରେ ମାମଲା
ବରୀ,୨୯। ୯ (ମହେନ୍ଦ୍ର ସ୍ବାଇଁ): ବରୀ ବ୍ଲକ ବୋଦୁଅ ପଞ୍ଚାୟତ ସରପଞ୍ଚ ଦେବୀ ମିଶ୍ରଙ୍କୁ ସେହି ପଞ୍ଚାୟତର ୨ ଯୁବକ ମରଣାନ୍ତକ ଆକ୍ରମଣ କରିଥିବା ବିଞ୍ଝାରପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି। ପ୍ରକାଶଯେ, ସରପଞ୍ଚ ମିଶ୍ର ବାଇକ୍ରେ ପଞ୍ଚାୟତର ଉନ୍ନୟନ ମୂଳକ…
ସ୍ବତନ୍ତ୍ର ଟାସ୍କଫୋର୍ସ କାର୍ଯ୍ୟ କରିବାକୁ ଏନ୍ଜିଟିଙ୍କ ନିର୍ଦ୍ଦେଶ
କଟକ,୨୬ା୯ (କାର୍ତ୍ତିକ ସାହୁ):ଭୁବନେଶ୍ବର ମଧ୍ୟଦେଇ ଯାଇଥିବା ଗଙ୍ଗୁଆ ନାଳକୁ ପ୍ରଦୂଷଣମୁକ୍ତ କରିବାରେ ସ୍ବତନ୍ତ୍ର ଟାସ୍କଫୋର୍ସ କାର୍ଯ୍ୟ କରିବାକୁ ଜାତୀୟ ସବୁଜ ପ୍ରାଧିକରଣ (ଏନ୍ଜିଟି) ନିର୍ଦ୍ଦେଶ ଦେଇଛନ୍ତି। ପ୍ରାଧିକରଣର ବିଚାରପତି ବି. ଅମିତ ସ୍ଥାଲେକର ଏବଂ ଡ. ଅରୁଣ କୁମାର ବର୍ମାଙ୍କୁ ନେଇ…
ଇଣ୍ଟରନେଟ୍ ସେବା ଆରମ୍ଭ ହେବା ମାତ୍ରେ ମଣିପୁର ହିଂସାରେ ନିଖୋଜ ୨ ଛାତ୍ରଙ୍କ ମୃତଦେହ ଫଟୋ ଭାଇରାଲ
ଇମ୍ଫାଲ,୨୬।୯: ହିଂସା ପ୍ରଭାବିତ ଦେଶର ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ଇଣ୍ଟରନେଟ୍ ସେବା ଆରମ୍ଭ ହୋଇଛି। ଏହା ପରେ ଜୁଲାଇରେ ୨ ନିଖୋଜ ଛାତ୍ରଙ୍କ ମୃତଦେହର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ପ୍ରସଙ୍ଗରେ ତୁରନ୍ତ ଏବଂ ନିର୍ଣ୍ଣାୟକ ପଦକ୍ଷେପ…
ସାଙ୍ଗଙ୍କ ଛୁରାମାଡ଼ରେ ସାଙ୍ଗ ମୃତ
କେନ୍ଦ୍ରାପଡ଼ା, ୨୬ା୯ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ନିକିରେଇ ଥାନା ଅଞ୍ଚଳରେ ନିଶା ସେବନ ସମୟରେ ସାଙ୍ଗଙ୍କ ଛୁରାମାଡରେ ସାଙ୍ଗ ତ୍ରିଲୋଚନ ମଲ୍ଲିକ (୩୦)ଙ୍କ ସୋମବାର ମୃତ୍ୟୁ ହୋଇଛି। ତ୍ରିଲୋଚନଙ୍କ ଘର ଥାନା ଅନ୍ତର୍ଗତ ଧୂମାତ ଶାସନସ୍ଥିତ ଚାରିଗାଁ । ପ୍ରତ୍ୟକ୍ଷଦର୍ଶୀଙ୍କ…
୧୦ କୁକୁଡ଼ା ଗିଳିଦେଲା ଅଜଗର
ଅନୁଗୋଳ, ୨୬।୯(ଅମିତ କୁମାର ସାମଲ):ଅନୁଗୋଳ ଜିଲା ବନ୍ତଳା ଥାନା ଧୋକୁଟା ଗ୍ରାମର ଜନକ ନାୟକଙ୍କ କୁକୁଡ଼ା ଫାର୍ମରେ ସୋମବାର ଏକ ଅଜଗର ପଶି ୧୪ କୁକୁଡ଼ା ମାରିବା ସହ ୧୦ଟିକୁ ଗିଳି ଦେଇଥିବା ଅଭିଯୋଗ ହୋଇଛି। ଜନକଙ୍କଠାରୁ ଖବରପାଇ ସର୍ପ ଉଦ୍ଧାରକାରୀ…
ରାହୁଲଙ୍କ ଚିତ୍ରକଳାକୁ ପ୍ରଶଂସା କଲେ କିଙ୍ଗ୍ ଖାନ୍
ପାପଡ଼ାହାଣ୍ଡି,୨୬।୯(ସ୍ବପ୍ନଜିତ ପଟ୍ଟନାୟକ):ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ସଦର ମହକୁମା ନୂଆସାହିର ରାହୁଲ ପାତ୍ରଙ୍କ ଚିତ୍ରକଳା ଦେଖି ପ୍ରଶଂସା କରିଛନ୍ତ ବଲିଉଡ୍ ଅଭିନେତା ଶାହାରୁଖ ଖାନ୍। ରାହୁଲ ପ୍ରଧାନୀଗୁଡ଼ା କାଜୁମିଲଠାରେ ଶାହାରୁଖଙ୍କ ଯବାନ ଚଳଚ୍ଚିତ୍ରର ୧୦ଫୁଟ୍ ଉଚ୍ଚତା ଓ ୬ଫୁଟ୍ ଲମ୍ବ ବିଶିଷ୍ଟ ଏକ…
ମନମୋହନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି
ନୂଆଦିଲ୍ଲୀ,୨୬।୯: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ ମଙ୍ଗଳବାର ତାଙ୍କର ୯୧ ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଦେଶ କୋଣ ଅନୁକୋଣରୁ ଅଭିନନ୍ଦନ ବାର୍ତ୍ତା ଗ୍ରହଣ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମନମୋହନ…
ଉଚ୍ଚଶିକ୍ଷା ପାଇଁ ଛୁଟି ନେଇପାରିବେ ଡାକ୍ତର
ଭୁବନେଶ୍ୱର, ୨୬ା୯(ଅସମାପିକା ସାହୁ):ଉଚ୍ଚଶିକ୍ଷା ନିମନ୍ତେ ଯିବାକୁ ଚାହୁଁଥିବା ଡାକ୍ତରଙ୍କୁ ଛୁଟି ମିଳିବ। କେତେଜଣ ପିଜି ଏବଂ ପୋଷ୍ଟ ପିଜି ଡାକ୍ତରଙ୍କ ଅଭିଯୋଗ ଶୁଣିବା ପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏଭଳି ନିଷ୍ପତ୍ତି ନେଇଛି। ଏ ସମ୍ପର୍କରେ ସୂଚନା ଦେଇ ସ୍ବାସ୍ଥ୍ୟ ବିଭାଗ…
୧୭ ଜିଲାକୁ ବଜ୍ରପାତ ନେଇ ୟେଲୋ ଓ୍ବାର୍ନିଂ
ଭୁବନେଶ୍ୱର, ୨୬।୯(ଅସମାପିକା ସାହୁ):ରାଜ୍ୟରେ ଏବେ କୌଣସି ପ୍ରକାର ଘୂର୍ଣ୍ଣିବଳୟର ପ୍ରଭାବ ନ ଥିବାବେଳେ ମୌସୁମୀ ଦୁର୍ବଳ ଅବସ୍ଥାରେ ରହିଛି। ଏପରିସ୍ଥିତିରେ ସୋମବାର ବାରିପଦାରେ ସର୍ବାଧିକ ୫୮ମିମି ବର୍ଷା ରେକର୍ଡ କରାଯାଇଛି। ସେହିଭଳି ଝାରସୁଗୁଡ଼ାରେ ୨୯ ମିମି ଓ ଜଗତସିଂହପୁରରେ ୨୭.୧ ମିମି…
କାମ ହୋଇନି, ୬ ପ୍ରକଳ୍ପ ନାଁରେ ୧୦ ଲକ୍ଷ ହଡ଼ପ
ରାଜନଗର, ୨୬ା୯ (ଭାସ୍କର ରାଉତରାୟ): ପଞ୍ଚାୟତିରାଜ ବ୍ୟବସ୍ଥାରେ ପଞ୍ଚାୟତଗୁଡ଼ିକର ଉନ୍ନତି ଓ ବିକାଶ ପାଇଁ କ୍ଷମତା ଅର୍ପଣ କରାଯାଇଛି। କରୋନା ମହାମାରୀ ସମୟରେ ସରପଞ୍ଚମାନଙ୍କୁ ଜିଲାପାଳଙ୍କ କ୍ଷମତା ଅର୍ପଣ କରାଗଲା। ମାତ୍ର ଜିଲାପାଳଙ୍କ କ୍ଷମତା ପାଇଥିବା ସରପଞ୍ଚ ଓ ନିର୍ବାଚିତ ପ୍ରତିନିଧି…
ବ୍ରାଜିଲ ରାଷ୍ଟ୍ରପତିଙ୍କର ହେବ ହିପ ସର୍ଜରୀ, ତିନି ସପ୍ତାହ ଘରେ ରହି କରିବେ କାମ
ସାଓ ପାଓଲୋ,୨୬।୯: ବ୍ରାଜିଲ ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲାେ ଦା ସିଲ୍ଭାଙ୍କର ଚଳିତ ସପ୍ତାହରେ ହିପ ସର୍ଜରୀ କରାଯିବ। ସର୍ଜରୀ ପାଇଁ ପାଖାପାଖି ୩ ସପ୍ତାହ ପର୍ଯ୍ୟନ୍ତ ସେ ନିଜ ଘରେ ରହି କାମ କରିବେ। ମଙ୍ଗଳବାରରୁ ସେ ହସ୍ପିଟାଲ ଯିବେ…
ପରିବେଶକୁ ଅଣଦେଖା: ୩ ବର୍ଷରେ ୯ ଏନ୍ଜିଟି ମାମଲା
କେନ୍ଦ୍ରାପଡା, ୨୬ା୯ (ଜଗନ୍ନାଥ ଧଳ): ପରିବେଶ ସୁରକ୍ଷା ସାମ୍ପ୍ରତିକ ସମୟରେ ଏକ ଆହ୍ବାନ ହୋଇଛି। ଜାତିସଂଘଠାରୁ କେନ୍ଦ୍ର ଓ ରାଜ୍ୟ ସରକାର ପର୍ଯ୍ୟନ୍ତ ଏ ନେଇ ବିବିଧ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ତେବେ ପ୍ରାକୃତିକ ବିପର୍ଯ୍ୟୟର ବାରମ୍ବାର ଶିକାର ହେଉଥିବା କେନ୍ଦ୍ରାପଡ଼ା…
Archives


