ମା’ ପରିବାରର ସୁରକ୍ଷା କବଚ
ପୃଥିବୀର ଜନସଂଖ୍ୟା ଯୋଗୁ ସଙ୍କଟ ବଢ଼ିବାରେ ଲାଗିଛି। ଜନସଂଖ୍ୟା ବୃଦ୍ଧିର ବହୁ କାରଣ ରହିଛି। ସେଗୁଡ଼ିକ ମଧ୍ୟରେ ପାଠପଢ଼ାର ଅଭାବ, ଲୋକଙ୍କ ଆର୍ଥିକ ସ୍ଥିତି, ସ୍ବାସ୍ଥ୍ୟସେବାର ଅଭାବ ଆଦି ମୁଖ୍ୟ କାରଣ। ତେବେ ଜନସଂଖ୍ୟା ବୃଦ୍ଧିକୁ ରୋକିବା କ୍ଷେତ୍ରରେ ଗର୍ଭ ନିରୋଧକ…
ୟୁଏସ୍ଏଫ୍ବିଏଲ୍ର ନୂତନ ଶାଖା
ଭୁବନେଶ୍ୱର,୨୬।୯ : ଉତ୍କର୍ଷ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ ଲିମିଟେଡ୍ (ୟୁଏସ୍ଏଫ୍ବିଏଲ୍)ର ନୂତନ ଶାଖା ସୋହେଲାଠାରେ ଉଦ୍ଘାଟିତ ହୋଇଯାଇଛି। ୟୁଏସ୍ଏଫ୍ବିଏଲ୍ର ଏମ୍ଡି ତଥା ସିଇଓ ଗୋବିନ୍ଦ ସିଂହ କହିଛନ୍ତି, ଓଡିଶା ଆମ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ବଜାର ହୋଇଥିବାବେଳେ ରାଜ୍ୟରେ ଆଉ ଏକ…
ଟାଟା ହିଟାଚିର ନୂତନ ଉତ୍ପାଦ ଉନ୍ମୋଚିତ
ଭୁବନେଶ୍ୱର,୨୬।୯ : ଟାଟା ହିଟାଚିର ନୂତନ ଉତ୍ପାଦ ଇଏକ୍ସ ୧୩୦ ପ୍ରାଇମ୍ ଓ ଜାକ୍ସିସ୍ ୧୪୦ଏଚ୍ ଅଲ୍ଟ୍ରାର ସର୍ବଭାରତୀୟ ଉନ୍ମୋଚନ ସହିତ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଅତ୍ୟାଧୁନକି ଜ୍ଞାନକୌଶଳରେ ନିର୍ମିତ ଏହି ଉନ୍ନତ ଖନନ ଉପକରଣଗୁଡିକ ଉତ୍କୃଷ୍ଟମାନର ପ୍ରଦର୍ଶନ,…
ଆମେରିକାର ରାଷ୍ଟ୍ରପତିଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଲେ ନିକ୍କି ହାଲି
ଓ୍ବାଶିଂଟନ,୨୬।୯: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ନିକ୍କି ହେଲି ରାଷ୍ଟ୍ରପତି ଜୋ ବାଇଡେନଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ବାଇଡେନ୍ ଆମେରିକାକୁ କମ୍ୟୁନିଷ୍ଟ ଚାଇନା ଉପରେ ଅଧିକ ନିର୍ଭରଶୀଳ କରିଦେଇଛନ୍ତି। ମୁଁ ସାହସର…
ଗୁପ୍ତା ଡିଷ୍ଟ୍ରିବ୍ୟୁଟର ଲକି ଡ୍ର ବିଜେତାଙ୍କୁ ଆକର୍ଷଣୀୟ ପୁରସ୍କାର
ଭୁବନେଶ୍ୱର,୨୬।୯ : ରାଜ୍ୟର ପ୍ରମୁଖ ଘରୋଇ ବ୍ୟବସାୟିକ ପ୍ରତିଷ୍ଠାନ ତଥା ଗୁପ୍ତା ଡିଷ୍ଟ୍ରିବ୍ୟୁଟରର ବହୁ ପ୍ରତୀକ୍ଷିତ ମେଗା ଲକି ଡ୍ର ଉଠାଣ କାର୍ଯ୍ୟକ୍ରମ ଭୁବନେଶ୍ୱରର ସତ୍ୟନଗର ଫୋରମ୍ ମାର୍ଟ ନିକଟସ୍ଥ ଆର୍.ଆର.କନ୍ଭେନଶନ୍ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଗୁପ୍ତା ଡିଷ୍ଟ୍ରିବ୍ୟୁଟର ପରିଚାଳନା…
ଆରିନ୍ ଅନ୍ବେଷ ଚାମ୍ପିୟନ
ଭୁବନେଶ୍ୱର, ୨୬ା୯ (ବିଜୟ ରଣା): ସ୍ଥାନୀୟ ପଟିଆସ୍ଥିତ ସ୍ବୟମଶ୍ରୀ ଆକ୍ଟିଭିଟି ହବ୍ ଆନୁକୂଲ୍ୟରେ ସୁଭଦ୍ରା ବିଲ୍ଡିଂଠାରେ ରବିବାର ଦିନିକିଆ ରାଜ୍ୟସ୍ତରୀୟ ସ୍କୁଲ ଚେସ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଲୟୋଲା ସ୍କୁଲର ଆରିନ ଅନ୍ବେଷ ସ୍ବାଇଁ ଚାମ୍ପିୟନ ହୋଇଛନ୍ତି। ସେ ୭ରାଉଣ୍ଡ…
ୟୁଏସ୍ଏଫ୍ବିଏଲ୍ର ନୂତନ ୟୁଆର୍ସି
ଭୁବନେଶ୍ୱର,୨୬।୯: ଉଜ୍ଜୀବନ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ ଲିମିଟେଡ (ୟୁଏସ୍ଏଫ୍ବିଏଲ୍) ର ନୂତନ ଅନ୍ବ୍ୟାଙ୍କଡ ରୁରାଲ ସେଣ୍ଟର (ୟୁଆର୍ସି) ଅନୁଗୋଳ ଜିଲାରେ ଉଦ୍ଘାଟିତ ହୋଇଯାଇଛି। ୟୁଏସ୍ଏଫ୍ବିଏଲ୍ର ଏମ୍ଡି ତଥା ସିଇଓ ଉଜ୍ଜୀବନ ଇଟିରା ଡେଭିସ କହିଛନ୍ତି, ଓଡ଼ିଶାର ଏକ ଅଣସଂରକ୍ଷିତ ଅଞ୍ଚଳ ଅନୁଗୋଳଠାରେ…
ନିବେଶକ ନିରୁତ୍ସାହିତ
ନୂଆଦିଲ୍ଲୀ,୨୬।୯: ବିଗତ କିଛି ଦିନ ହେଲା ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସ (ଷ୍ଟକ୍ବଜାର)ର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ନିରୁତ୍ସାହିତ ହୋଇପଡିଛନ୍ତି। କାରଣ ଗତ କିଛି ସପ୍ତାହ ହେବ କ୍ରମାଗତ…
୧୯ ବର୍ଷରୁ କମ୍ ସାଫ୍: ସେମିରେ ଭାରତ
କାଠମାଣ୍ଡୁ,୨୬ା୯ନେପାଳର କାଠମାଣ୍ଡୁରେ ଅନୁଷ୍ଠିତ ୧୯ ବର୍ଷରୁ କମ୍ ସାଫ୍ ଚାମ୍ପିୟନଶିପର ସେମି ଫାଇନାଲରେ ପ୍ରବେଶ କରିଛି ଭାରତ। ସୋମବାର ଭୁଟାନକୁ ୨-୧ରେ ହରାଇବା ସହିତ ଗ୍ରୁପ୍ ଚାମ୍ପିୟନ ଭାବରେ ସେମି ଫାଇନାଲକୁ ଯୋଗ୍ୟତା ଅର୍ଜନ କରିଛି ଭାରତ। ଭାରତ ପକ୍ଷରୁ ଜି.…
ଜାତୀୟ ରୋଲ୍ବଲ୍ ପାଇଁ ଓଡ଼ିଶା ଦଳ
ଭୁବନେଶ୍ୱର,୨୬ା୯(ସରୋଜ ଜେନା): ଚେନ୍ନାଇରେ ହେବାକୁ ଥିବା ୧୩ତମ ଜାତୀୟ ରୋଲ୍ବଲ୍ ଚାମ୍ପିୟନଶିପ ପାଇଁ ସୋମବାର ଓଡ଼ିଶା ଦଳ ଘୋଷଣା କରାଯାଇଛି। ଆସନ୍ତା ୨୭ରୁ ୩୦ ସେପ୍ଟେମ୍ବର ମଧ୍ୟରେ ଟିଏନ୍ପିଇଏସ୍ୟୁ ଇନଡୋର ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ। ବାଳିକା ଦଳ ପାଇଁ ଅଶ୍ଲେଶା…
ପ୍ରଥମ ସବୁଜ ଉଦ୍ଜାନଚାଳିତ ବସ୍ର ଶୁଭାରମ୍ଭ
ନୂଆଦିଲ୍ଲୀ, ୨୬।୯: ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ୍ ସିଂ ପୁରି ସୋମବାର ଇଣ୍ଡିଆ ଗେଟ୍ ନିକଟରେ ଦେଶର ପ୍ରଥମ ସବୁଜ ଉଦ୍ଜାନଚାଳିତ ବସ୍ର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ସରକାର ନୂତନ ପିଢ଼ିର ସବୁଜ ଯାନ ଚଳାଚଳ…
ଦିଲ୍ଲୀରେ ହିନ୍ଦୁ ସନ୍ଥଙ୍କ ବିକ୍ଷୋଭ
ନୂଆଦିଲ୍ଲୀ,୨୬ା୯: ସନାତନ ଧର୍ମ ବିବାଦକୁ ନେଇ ନୂଆଦିଲ୍ଲୀରେ ବହୁସଂଖ୍ୟାରେ ହିନ୍ଦୁ ସନ୍ଥ ଡିଏମ୍କେ ନେତା ଉଦୟନିଧି ଷ୍ଟାଲିନଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଦିଲ୍ଲୀର ତାମିଲନାଡୁ ଭବନଠାରେ ସୋମବାର ସେମାନେ ଉଦୟନିଧିଙ୍କ କୁଶପୁତ୍ତଳିକା ଦାହ କରିବା ସହ ଅନୁରୂପ ମନ୍ତବ୍ୟ ଦେଉଥିବା ଅନ୍ୟ…
Archives


