ମିନୁ ମହାନ୍ତଙ୍କୁ ‘ୱିଙ୍ଗସ ଅଫ୍ ଷ୍ଟିଲ୍’ ଆଓ୍ବାର୍ଡ
ଭୁବନେଶ୍ୱର,୮।୧୧(ଅଭୟ ଦାଶ): ଜିନ୍ଦଲ ଷ୍ଟେନ୍ଲେସ୍ ଲିମିଟେଡ୍ (ଜେଏସ୍ଏଲ୍)ର ପ୍ରଥମ ମହିଳା ଓଭରହେଡ୍ କ୍ରେନ୍ ପରିଚାଳିକା ମିନୁ ମହାନ୍ତଙ୍କୁ ନିକଟରେ ଇଣ୍ଡିଆନ ଷ୍ଟିଲ୍ ଆସୋସିଏସନ (ଆଇଏସ୍ଏ) ପକ୍ଷରୁ ‘ୱିଙ୍ଗସ୍ ଅଫ୍ ଷ୍ଟିଲ୍’ ଆୱାର୍ଡ଼ ପ୍ରଦାନ କରାଯାଇଛି। ବିଶେଷକରି ‘ଲିଙ୍ଗ ଏବଂ ବିବିଧତା’ ବର୍ଗରେ…
ନଡ଼ାପୋଡ଼ି ତୁରନ୍ତ ବନ୍ଦକର
ନୂଆଦିଲ୍ଲୀ,୮ା୧୧: ଦିଲ୍ଲୀରେ ବାୟୁ ପ୍ରଦୂଷଣ ଉତ୍କଟ ରୂପ ଧାରଣ କରିଥିବାବେଳେ ପଡୋଶୀ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଓ ରାଜସ୍ଥାନ ତୁରନ୍ତ ନଡ଼ାପୋଡ଼ି ବନ୍ଦ ରଖିବାକୁ ମଙ୍ଗଳବାର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଦୂଷଣ ଯୋଗୁ ଲୋକଙ୍କୁ ମରିବାକୁ ଛାଡ଼ିଦିଆଯାଇପାରିବ ନାହିଁ। ଏହା ଲୋକଙ୍କ…
ଜାତି କୋଟା ୬୫%କୁ ବଢ଼ାଇବା ପାଇଁ ନୀତୀଶଙ୍କ ପ୍ରସ୍ତାବ
ପାଟନା,୮ା୧୧ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ଙ୍କ ପାଇଁ ସ୍ଥାନ ସଂରକ୍ଷଣ ସୀମା ୫୦ ପ୍ରତିଶତରୁ ୬୫ ପ୍ରତିଶତକୁ ବଢ଼ାଇବା ପାଇଁ ମଙ୍ଗଳବାର ବିଧାନସଭାରେ ପ୍ରସ୍ତାବ ରଖିଛନ୍ତି। ଏହା…
ପ୍ରଥମ ସୌରଝଡ଼ର ପ୍ରଭାବ ରେକର୍ଡ କଲା ଆଦିତ୍ୟ-ଏଲ୍୧
ବେଙ୍ଗାଲୁରୁ,୮।୧୧ ଭାରତର ପ୍ରଥମ ସୌର ମିଶନରେ ଯାଇଥିବା ଆଦିତ୍ୟ-ଏଲ୍୧ର ଉଚ୍ଚ ଶକ୍ତିସମ୍ପନ୍ନ ଏଲ୍୧ ଅର୍ବିଟିଂ ଏକ୍ସ-ରେ ସ୍ପେକ୍ଟୋମିଟର (ଏଚ୍ଇଏଲ୍୧ଓଏସ୍) ପେଲୋଡ୍ ଅକ୍ଟୋବର ୨୯ରେ ସୌର ଝଡ଼ର ପ୍ରଭାବ ପ୍ରଥମ ଥର ପାଇଁ ରେକର୍ଡ କରିଛି। ଏହି ପେଲୋଡ୍ ପ୍ରାୟ ୧୦ ଘଣ୍ଟା…
ତଦନ୍ତକାରୀ ସଂସ୍ଥା ସରକାର ଚଳାଇପାରିବ ନାହିଁ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୮ା୧୧ ଗଣମାଧ୍ୟମ ପ୍ରତିନିଧିମାନେ ନିଜସ୍ବ ଉତ୍ସରୁ ଖବର ସଂଗ୍ରହ କରିଥାନ୍ତି। କୌଣସି ତଦନ୍ତ ପାଇଁ ସାମ୍ବାଦିକଙ୍କ ଡିଜିଟାଲ ଉପକରଣ ଜବତ କରିବା ନିମନ୍ତେ କେନ୍ଦ୍ର ସରକାର ସ୍ବତନ୍ତ୍ର ଗାଇଡ୍ଲାଇନ ପ୍ରସ୍ତୁତ କରିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର କହିଛନ୍ତି। ଖବରଦାତାଙ୍କ ଉପକରଣ…
କୋଭିଡ୍ର ନୂଆ ଭାରିଆଣ୍ଟ ଜେଏନ୍.୧
ନୂଆଦିଲ୍ଲୀ,୮ା୧୧: କୋଭିଡ୍-୧୯ ଭୂତାଣୁର ସଦ୍ୟତମ ଭାରିଆଣ୍ଟ ‘ଜେଏନ୍.୧’ ଚିହ୍ନଟ ହୋଇଛି, ଯାହା ଅଧିକ ସଂକ୍ରାମକ ଏବଂ ଟିକାର ରୋଗ ପ୍ରତିରୋଧ ଶକ୍ତିକୁ ଅତିକ୍ରମ କରିପାରେ ବୋଲି ବୈଜ୍ଞାନିକମାନେ କହିଛନ୍ତି। ଜେଏନ୍.୧ ଭାରିଆଣ୍ଟ ଗତ ଅଗଷ୍ଟ ୨୩ରେ ପ୍ରଥମେ ଲକ୍ସମବର୍ଗରେ ଓ ପରେ…
ଡିପ୍ଫେକ୍ ଆତଙ୍କ
ବିଜ୍ଞାନ ଓ ପ୍ରଯୁକ୍ତିର ଅଗ୍ରଗତି ଅନେକ ଦୁରୂହ କାର୍ଯ୍ୟକୁ ସହଜ କରିଦେଉଥିବାବେଳେ ଏହାର ଦୁରୁପଯୋଗ ସମଗ୍ର ମାନବଜାତି ପାଇଁ ଅଭିଶାପ ପାଲଟିଛି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସହାୟତାରେ ଅସମ୍ଭବକୁ ସମ୍ଭବ କରାଯାଇପାରୁଛି । ସାଉଥ୍ ବ୍ୟୁଟି ରଶ୍ମିକା ମନ୍ଦାନାଙ୍କ ଲିଫ୍ଟ…
ସଚିନ ତେନ୍ଦୁଲକରଙ୍କୁ ନିଜ ଶତକୀୟ ଇନିଂସର ଶ୍ରେୟ ଦେଲେ ଆଫଗାନିସ୍ତାନର ଏହି ବ୍ୟାଟ୍ସମ୍ୟାନ୍
ମୁମ୍ବାଇ,୧୧।୭: ଆଫଗାନିସ୍ତାନର ଓପନିଂ ବ୍ୟାଟ୍ସମ୍ୟାନ୍ ଇବ୍ରାହିମ୍ ଜାଦ୍ରାନ ମଙ୍ଗଳବାର ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ରେ ଇତିହାସ ରଚିଛନ୍ତି। ସେ ବିଶ୍ୱକପ୍ ଇତିହାସରେ ଶତକ ମାରିଥିବା ପ୍ରଥମ ଆଫଗାନିସ୍ତାନ ବ୍ୟାଟ୍ସମ୍ୟାନ୍ ପାଲଟିଛନ୍ତି। ସେ ୧୪୩ ବଲରେ ଅପରାଜିତ ୧୨୯ ରନ୍ର ଇନିଂସ ଖେଳିଥିଲେ। ଏହି…
ଏକା ଲଢ଼ିଲେ ମାକ୍ସଓ୍ବେଲ, ପାଦରେ ଆଘାତ ସତ୍ତ୍ୱେ ନିରବିଲାନି ବ୍ୟାଟ୍
ମୁମ୍ବାଇ,୧୧।୭: ଏକା ଲଢ଼ି ଦଳକୁ ଜିତାଇଲେ ଗ୍ଲେନ୍ ମାକ୍ସଓ୍ବେଲ। ମଙ୍ଗଳବାର ଆଫଗାନିସ୍ତାନ ବିପକ୍ଷରେ ଖେଳାଯାଉଥିବା ବିଶ୍ୱକପ୍ ମ୍ୟାଚ୍ରେ ସେ ୨୦୧ରନ୍ର ବିସ୍ଫୋରକ ଇନିଂସ ଖେଳି ଦଳକୁ ବିଜେତା କରାଇବାରେ ବଡ଼ ଯୋଗଦାନ ଦେଇଥିଲେ। ଶତକ ମାରିବା ପରେ ତାଙ୍କ ପାଦରେ ଆଘାତ…
ବିରାଟଙ୍କ ସଫଳତା ପଛରେ ଅଛନ୍ତି କିଏ ? କହିଲେ ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର…
ଇସଲାମାବାଦ,୭।୧୧ : ବିଶ୍ୱକପ ୨୦୨୩ ରେ ବିରାଟ କୋହଲିଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ଜାରି ରହିଛି। ରବିବାର ଦିନ ବିଶ୍ୱକପ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ତାରକା ବ୍ୟାଟ୍ସମ୍ୟାନ ନିଜର ଏକଦିବସୀୟ କ୍ୟାରିୟରର ୪୯ ତମ ଶତକ ହାସଲ କରି ସଚିନ ତେନ୍ଦୁଲକରଙ୍କ…
ମାଥ୍ୟୁସଙ୍କ ସମର୍ଥନରେ ବାହାରିଲେ ଏହି ଭାରତୀୟ କ୍ରିକେଟର, ଶାକିବଙ୍କ ଅପିଲକୁ କହିଲେ ଲଜ୍ଜାଜନକ
ନୂଆଦିଲ୍ଲୀ,୭।୧୧: ବିଶ୍ୱକପ୍ ୨୦୨୩ର ଟାଇମ୍ ଆଉଟ୍ ବିବାଦକୁ ନେଇ ମୁହଁ ଖୋଲିଛନ୍ତି ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍ ମହମ୍ମଦ କୈଫ। ଏହି ମାମଲାରେ ସେ ଶ୍ରୀଲଙ୍କା ଅଲରାଉଣ୍ଡର ଆଞ୍ଜେଲା ମାଥ୍ୟୁସଙ୍କୁ ସମର୍ଥନ ଜଣାଇଛନ୍ତି। ଏପରିକି ଶାକିବ ଅଲ ହସନଙ୍କ ଏଭଳି କାର୍ଯ୍ୟକୁ ସେ…
ଶତକ ମାରିଥିବା ଖେଳାଳିଙ୍କୁ ଷ୍ଟ୍ରାଇକ୍ ଦେଲେନି
ମୁମ୍ବାଇ,୧୧।୭: ଶତକ ମାରିଥିବା ସତ୍ତ୍ୱେ ବ୍ୟାଟ୍ସମ୍ୟାନ୍ଙ୍କୁ ଷ୍ଟ୍ରାଇକ୍ ଦେଲେ ନାହିଁ ଆଫଗାନିସ୍ତାନ କ୍ରିକେଟର ରଶିଦ ଖାନ୍। କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମଙ୍ଗଳବାର ଓ୍ବାନ୍ଖେଡେ ଷ୍ଟାଡିୟମରେ ଖେଳାଯାଉଥିବା ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ରେ। ବିଶ୍ୱକପ୍ରେ ଭଲ ପ୍ରଦର୍ଶନ କରିଆସୁଥିବା ଆଫଗାନିସ୍ତାନ ଟିମ୍…
Archives


