Home Left

କେନ୍ଦ୍ରାପଡ଼ା ଏବେ କୁମ୍ଭୀରପଡ଼ା

କେନ୍ଦ୍ରାପଡ଼ା,୩୦।୯ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ପେଣ୍ଠର ଖଣ୍ଡମରା ରାସ୍ତାରେ ଏକ ବଉଳା କୁମ୍ଭୀର ବୁଲୁଥିବା ଭିଡିଓ ଭାଇରାଲ ହୋଇଥିଲା। ନିକଟସ୍ଥ ଦୋବନ୍ଧି ମାଛଘେରିରୁ ଗୁରୁବାର ଏକ କୁମ୍ଭୀର ଉଦ୍ଧାର ହୋଇଛି। ବନ ବିଭାଗ ଏହାକୁ ଉଦ୍ଧାର କରିଥିଲେ…

ଧରାପଡ଼ିଲା ୨୪ ଲକ୍ଷ ଟଙ୍କାର ଜାଲିଆତି

ନୟାଗଡ,୩୦।୯(ଲୋକନାଥ ମିଶ୍ର): ବଳରାମ ପାହାଡ଼ର ନିଷ୍କାସିତ ପାଣିରେ ସୃଷ୍ଟ ନୟାଗଡ଼ ବ୍ଲ୍ଳକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଶିଆଳି ଖୋଲ ବନ୍ଧରେ ଆଡିବନ୍ଧ କରି ୨୪ଲକ୍ଷ ସରକାରୀ ଅନୁଦାନ ହଡପ ହୋଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇ ନୟାଗଡ଼ ଜିଲା ପରିଷଦ ଅଧ୍ୟକ୍ଷ ଦେବାଶିଷ…

୨୦ କି.ମି. ମଧ୍ୟରେ ୩ ଟୋଲ୍‌ଗେଟ୍‌

ପାଲଲହଡ଼ା,୩୦ା୯(ଦିବ୍ୟଜ୍ୟୋତି ଦାଶ): ଦେବଗଡ଼ ଓ କେନ୍ଦୁଝର ଜିଲାକୁ ଲାଗିକରି ଥିବା ଅନୁଗୋଳ ଜିଲାର ପାଲଲହଡା ଉପଖଣ୍ଡବସୀଙ୍କ ଉପରେ ବଢ଼ୁଛି ଟୋଲ୍‌ଗେଟ୍‌ ବୋଝ। ପାଲଲହଡ଼ା ଉପଖଣ୍ଡ ଠାରୁ ମାତ୍ର ୨୦ କି.ମି. ପରିଧି ମଧ୍ୟରେ ୪୯ ଏବଂ ୧୪୯ନଂ. ଜାତୀୟ ରାଜପଥରେ ୩ଟି…

ହଲିଉଡ ଷ୍ଟାରଙ୍କ ସହ ନଜର ଆସିଲେ ଜ୍ୟାକଲିନ

ମୁମ୍ବାଇ: ଶ୍ରୀଲଙ୍କାର ଅଭିନେତ୍ରୀ ତଥା ମଡେଲ ଜ୍ୟାକଲିନ ଫର୍ନାଡିଜ ବଲିଉଡରେ ତିଆରି କରିଛନ୍ତି ନିଜର ଏକ ଭିନ୍ନ ପରିଚୟ। ବଲିଉଡକୁ କିଛି ହିଟ ମୁଭି ଭେଟିଦେଇ ସେ ଦର୍ଶକଙ୍କ ପସନ୍ଦର ନାୟିକା ପାଲଟି ଯାଇଛନ୍ତି। ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ନାଁ କମେଇବା…

ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଅନିୟମିତତା ଅଭିଯୋଗ

ଢେଙ୍କାନାଳ,୩୦।୯(ରତନ ନାୟାର): ବଲାଙ୍ଗୀର ଠାରେ ଗତ ୨୫ ତାରିଖରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ବିଦ୍ୟାଳୟ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ଢେଙ୍କାନାଳ ଦଳରେ ୧୭ବର୍ଷରୁ କମ୍‌ ବିଭାଗରେ ଚୟନ ହୋଇଥିବା ହିନ୍ଦୋଳ ଉଚ୍ଚ ବିଦ୍ୟାଳୟର ବିଶ୍ୱରଞ୍ଜନ ପାଳଙ୍କୁ ସୁଯୋଗ ଦିଆଯାଇ ନ ଥିବା ସେ…

ରାସ୍ତା ତଳକୁ ଖସିଲା ବସ୍‌

ଗଜପତି,୩୦।୯: ଗଜପତି ଜିଲା ମୋହନା ଥାନା ହିକିରିକୁପା ଗାଁ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଯାତ୍ରୀବାହୀ ବସ୍‌ ରାସ୍ତା ତଳକୁ ଖସିପଡ଼ିଛି। ଏଥିରେ ୩୫ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଭାରସାମ୍ୟ ହରାଇ ବସ୍‌ଟି ରାସ୍ତା ତଳକୁ ଖସି ପଡ଼ିଥିଲା।…

ଯୁକ୍ତ୩ରେ ନାମ ଲେଖାଇବାକୁ ଅର୍ଥ ସାଜିଛି ବାଧକ

ମୋହନା,୩୦ା୯(ମନ୍ମଥ ମିଶ୍ର): ପାଠପଢି ଶିକ୍ଷୟତ୍ରୀ ହେବାର ବହୁତ୍ ସ୍ବପ୍ନ ଦେଖୁଛନ୍ତି ଦିବ୍ୟାଙ୍ଗ ସଜନୀ। ହେଲେ ଅର୍ଥାଭାବରୁ ପାଠରେ ଏବେ ଡୋରି ଲାଗିଯିବା ସହ ସବୁ ସ୍ବପ୍ନ ଅଧୁରା ରହିଯାଇଛି। ସରକାର ଯଦି ସହାୟତା ଯୋଗାଇ ଦିଅନ୍ତେ ତେବେ ସଜନୀ ଆଗକୁ ପାଠ…

ଶାହାଙ୍କୁ ଭେଟିବା ପରେ ବସୁନ୍ଧରା କହିଲେ ଭଗବାନଙ୍କ ଘର ଦୂର ସତ କିନ୍ତୁ ଅନ୍ଧାର ନୁହେଁ

ଜୟପୁର,୩୦।୯: ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ଶୁକ୍ରବାର ଦାବି କରିଛନ୍ତି ଯେ ଆଗାମୀ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା) ପୁଣି ଥରେ ରାଜ୍ୟରେ ସରକାର ଗଠନ କରିବ। ଅଲୱର ଜିଲାର ବାରୱା ଡୁଙ୍ଗ୍ରି ଗାଁର ନାରାୟଣ ମାତା…

ଖାଲଖମା ରାସ୍ତା, ଲୋକେ ହୀନସ୍ତା

ଯୋଡା,୩୦ା୯(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ପୌରପାଳିକା ଅନ୍ତର୍ଗତ ଆଜାଦବସ୍ତିକୁ ସଂଯୋଗ କରୁଥିବା ରାସ୍ତା ମରାମତି ଅଭାବରୁ ଶୋଚନୀୟ ହୋଇପଡ଼ିଛି। ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଦାବି ହେଉଥିଲେ ହେଁ ପୌର ପାଳିକା କୌଣସି ପଦକ୍ଷେପ ନେଉନାହିଁ। ଫଳରେ ୫ନଂ. ୱାର୍ଡବାସୀ…

ଇରାନ ଜେଲରେ ଦଙ୍ଗା, ଫୁଟିଲା ଗୁଳି

ତେହେରାନ,୩୦।୯: ଜଣେ କଏଦୀଙ୍କୁ ମୃତ୍ୟୁଦଣ୍ଡ ଦିଆଯିବା ପରେ ଇରାନର ରାମହାର୍ମୋଜ ଜେଲରେ ଦଙ୍ଗା ଆରମ୍ଭ ହୋଇଥିଲା। ଇରାନର ଏକ ନ୍ୟୁଜ ଏଜେନ୍ସି ଶୁକ୍ରବାର ରିପୋର୍ଟ କରିଛି ଯେ ଦକ୍ଷିଣ-ପଶ୍ଚିମ ଇରାନର ଏକ କାରାଗାରରେ ଥିବା ଅନ୍ତେବାସୀମାନେ ଅନ୍ୟ ଜଣେ ଅନ୍ତେବାସୀଙ୍କ ବିରୋଧରେ…

କାନାଡାକୁ ଆଇନା ଦେଖାଇଲେ ଜୟଶଙ୍କର

ଓ୍ବାଶିଂଟନ୍‌,୩୦।୯: ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର ବର୍ତ୍ତମାନ ଆମେରିକା ଗସ୍ତରେ ଅଛନ୍ତି। ୱାଶିଂଟନ୍‌ ଡିସିରେ ଏକ କାର୍ଯ୍ୟକ୍ରମରେ ତାଙ୍କୁ ଖାଲିସ୍ତାନ ବିଷୟରେ ପ୍ରଶ୍ନ ପଚରାଯାଇଥିଲା, ଯେଉଁଥିରେ ସେ ଶିଖ ସମ୍ପ୍ରଦାୟକୁ ପ୍ରଶଂସା କରି କହିଛନ୍ତି, ଆତଙ୍କବାଦୀଙ୍କ ସଂଖ୍ୟା ବହୁତ କମ ଏବଂ…

ଖବର ପ୍ରକାଶ ପରେ ରାସ୍ତାର ଗର୍ତ୍ତ ମରାମତି

ଯାଜପୁରରୋଡ୍‌,୩୦।୯(ପବିତ୍ର ରଞ୍ଜନ ମହାନ୍ତି): ବ୍ୟାସନଗର ପୌର ପରିଷଦର ଯାଜପୁର-କେନ୍ଦୁଝର ରୋଡ୍‌ ଷ୍ଟେଶନ ବଜାର ରାସ୍ତା ମଝିରେ ସୃଷ୍ଟି ହୋଇଥିବା ଗର୍ତ୍ତର ମରାମତି କରାଯାଇଛି। ଏହି ଗର୍ତ୍ତରେ ବର୍ଷା ଜଳ ରହି ଯାତାୟାତରେ ବାଧା ସୃଷ୍ଟି କରିବା ସହ ଦୈନିକ ଛୋଟ ବଡ଼…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri