ବ୍ୟାସନଗରର ଯୁବ କ୍ରୀଡ଼ାବିତ୍ଙ୍କୁ ଅଣଦେଖା
ଯାଜପୁର,୧୬ା୧୧(ହର୍ଷବର୍ଦ୍ଧନ ବେହେରା) :କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ ବ୍ୟାସନଗର ପୌରପରିଷଦ ଗଠନ ହେବାର ଇତିମଧ୍ୟରେ ୨୯ ବର୍ଷ ଅତିକ୍ରାନ୍ତ ହୋଇ ସାରିଛି। ନିକଟରେ ଏକାଧିକ ଶିଳ୍ପ ଓ ଖଣି ପ୍ରତିଷ୍ଠାନ ଯୋଗୁ ସହରର ଜନସଂଖ୍ୟା ବଢି ଚାଲିଛି। ଅଥଚ ଏହି…
ଜଳବାୟୁ ପରିବର୍ତ୍ତନରୁ ଓଡ଼ଶ ବଂଶବୃଦ୍ଧି
ସିଓଲ,୧୬ା୧୧: ଜଳବାୟୁ ପରିବର୍ତ୍ତନ ଯୋଗୁ ଉତ୍ତର କୋରିଆ ସମେତ ସାରା ବିଶ୍ୱରେ ଓଡ଼ଶଙ୍କ ବଂଶବୃଦ୍ଧି ଚିନ୍ତାର କାରଣ ପାଲଟିଛି। ୭୦-୮୦ ଡିଗ୍ରୀ ଫାରେନ୍ହିଟ୍ (୨୧-୨୭ ଡିଗ୍ରୀ ସେଲସିଅସ୍) ତାପମାତ୍ରା ଏହି ରକ୍ତ ଶୋଷଣକାରୀ ପୋକକୁ ସୁହାଉଥିବାରୁ ଅସ୍ବାଭାବିକ ଉଷ୍ମତା ବୃଦ୍ଧିକୁ ଏଥିପାଇଁ…
୨୪ ମୃତକଙ୍କ ଭତ୍ତା ଟଙ୍କା ଆତ୍ମସାତ୍
ଯାଜପୁର,୧୬ା୧୧(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲାରେ ତୃଣମୂଳଠାରୁ ଆରମ୍ଭ କରି ଉଚ୍ଚପଦସ୍ଥ କେତେଜଣ ଅଧିକାରୀ ହରିଲୁଟ କରୁଛନ୍ତି ା ଏହି ଘଟଣା ଏବେ ସମାଜ ପାଇଁ ଚିନ୍ତାର କାରଣ ହୋଇଛି। ଜିଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ବିରିପଟା ଗ୍ରାମ ପଞ୍ଚାୟତକୁ ଏଠାରେ ଉଦାହରଣ ଭାବେ…
ସମ୍ଭାବ୍ୟ ଝଡ଼ବର୍ଷାକୁ ନେଇ ଚିନ୍ତା
କେନ୍ଦ୍ରାପଡ଼ା,୧୬ା୧୧(ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଜିଲାରେ ଆକାଶ ମେଘାଚ୍ଛନ୍ନ ଦେଖାଦେଇଛି। ଫଳରେ ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ଜିଲାବାସୀଙ୍କୁ ବିଭିନ୍ନ ବିପଦ ଆଶଙ୍କା ମଧ୍ୟକୁ ଠେଲି ଦେଇଛି। ଖରିଫ ଧାନରେ ଥୋଡ ବାହାରିଛି। ସେହିପରି ଦରପାଚିଲା ଡାଳୁଅ ଧାନ ଏବେ କ୍ଷେତରେ ଅଛି। ହାର୍ଭେଷ୍ଟର ଓ…
କିଙ୍ଗ୍ ଚାଲର୍ସ ୩ୟଙ୍କୁ ୭୫
ଲଣ୍ଡନ୍,୧୬ା୧୧: ବ୍ରିଟେନ୍ର କିଙ୍ଗ୍ ଚାଲର୍ସ ୩ୟ ମଙ୍ଗଳବାର ରାତିରେ ଲଣ୍ଡନର ବକିଂହାମ୍ ପ୍ୟାଲେସ୍ରେ ଭାରତୀୟ ନର୍ସ, ଧାଈ ଓ ଅନ୍ତର୍ଜାତୀୟ ସେବିକାମାନଙ୍କ ଗହଣରେ ନିଜ ୭୫ତମ ଜନ୍ମଦିନ ପାଳନ କରିଛନ୍ତି। ବ୍ରିଟେନ୍ ସରକାରଙ୍କ ଅଧୀନ ଜାତୀୟ ସ୍ବାସ୍ଥ୍ୟ ସେବା (ଏନ୍ଏଚ୍ଏସ୍)ରେ ନିୟୋଜିତ…
ଉଦ୍ଧାର କାର୍ଯ୍ୟରେ ଲାଗିବେ ଥାଇଲାଣ୍ଡ ଗୁମ୍ପାରୁ ପିଲାଙ୍କୁ କାଢ଼ିଥିବା ଟିମ୍
ଡେରାଡୁନ୍/ନୂଆଦିଲ୍ଲୀ,୧୬ା୧୧: ଉତ୍ତରାଖଣ୍ଡର ଚାରଧାମ୍ସ୍ଥିତ ଏକ ନିର୍ମାଣାଧୀନ ଟନେଲରେ ରବିବାର ସକାଳଠାରୁ ଫସିରହିଥିବା ୫ ଓଡ଼ିଆଙ୍କ ସମେତ ୪୦ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ରେସ୍କ୍ୟୁ ଅପରେଶନ୍ ଜାରି ରହିଛି। ଭାରତୀୟ ବାୟୁସେନାର ୩ଟି ସ୍ବତନ୍ତ୍ର ବିମାନ ସମେତ ଅନେକ ଅତ୍ୟାଧୁନିକ ଯନ୍ତ୍ରପାତିକୁ…
ହସ୍ପିଟାଲରେ ପଶିଲା ଆଇଡିଏଫ୍
ଗାଜା ସିଟି/ଜେରୁଜେଲମ୍,୧୬ା୧୧ : ଉତ୍ତର ଗାଜାକୁ ଇସ୍ରାଏଲ ନିଜ ସୈନ୍ୟ ଓ ଟ୍ୟାଙ୍କ୍ ପ୍ରେରଣର ଅଢ଼େଇ ସପ୍ତାହ ପରେ ବୁଧବାର ଇସ୍ରାଏଲୀ ବଳ ଅଲ୍ ଶିଫା ହସ୍ପିଟାଲରେ ପ୍ରବେଶ କରିଛି। ଇସ୍ରାଏଲ ସୈନ୍ୟମାନେ ସେଠାରେ ଆଶ୍ରୟ ନେଇଥିବା ବହୁ ଲୋକଙ୍କୁ ବାହାର…
ଅବହେଳିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ
ରାହାମା, ୧୬।୧୧(ଶ୍ରୀକାନ୍ତ ଦାସ)କୁଜଙ୍ଗ ବ୍ଲକ ସାରଳା ମହାବିଦ୍ୟାଳୟ, ରାହାମା ସମ୍ମୁଖରେ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ରହିଛି। ସରକାର ଯୁବ ପ୍ରତିଭାମାନଙ୍କୁ ଆଖି ଆଗରେ ରଖି ପ୍ରତି ପଞ୍ଚାୟତରେ ଏହି ଷ୍ଟାଡିୟମ ନିର୍ମାଣ କରୁଛନ୍ତି। ମାତ୍ର ପ୍ରଶାସନିକ ଅବହେଳା, ଆନ୍ତରିକତା ଓ…
ଏରଡ଼ା-ପହଙ୍ଗା କେନାଲ ରାସ୍ତା କାମରେ ବିଳମ୍ବ
ଜଗତ୍ସିଂହପୁର, ୧୬ା୧୧(ପ୍ରମୋଦ କୁମାର ନାୟକ)ଜଳ ସମ୍ପଦ ବିଭାଗ ପ୍ରାଚୀ ଡିଭିଜନ ପକ୍ଷରୁ କଟକ ଜିଲା ପହଙ୍ଗା ନିକଟରୁ ଜଗତ୍ସିଂହପୁର ଜିଲା ଏରଡ଼ା (ବାଲିସାହି) ପର୍ଯ୍ୟନ୍ତ କେନାଲ ରାସ୍ତା ନବୀକରଣ ପାଇଁ ଟେଣ୍ଡର ହୋଇଛି। ପାଖାପାଖି ୩.୫ କିଲୋମିଟର କେନାଲ ରାସ୍ତା ସହ…
ବିଶ୍ୱକପ୍ରେ କୋହଲି ଯେତିକି ରନ୍ କରିବେ, ବିରିୟାନୀରେ ଦିଆଯିବ ସେତିକି ଡିସ୍କାଉଣ୍ଟ; କିଛି ଏଭଳି ଅଫର ଦେଇ ଚର୍ଚ୍ଚାରେ…
ମୁମ୍ବାଇ,୧୬।୧୧: ଦେଶବିଦେଶରେ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ପ୍ରଶଂସକ କାହିଁରେ କେତେ। ବିଶ୍ୱକପ୍ରେ ଜବରଦସ୍ତ ଫର୍ମରେ ଥିବାରୁ ସେମିଫାଇନାଲରେ କ୍ରିକେଟର ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବେ ବୋଲି ଆଶା କରାଯାଉଥିଲା। ପ୍ରଶଂସକଙ୍କୁ ନିରାଶ ନ କରି କୋହଲି ତାହା…
ଜାନୁୟାରୀ ୭ରେ ବାଂଲାଦେଶରେ ସାଧାରଣ ନିର୍ବାଚନ
ଢାକା,୧୫।୧୧: ଜାନୁୟାରୀ ୭ରେ ବାଂଲାଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ବାଂଲାଦେଶ ମୁଖ୍ୟ ନିର୍ବାଚନ କମିଶନର କାଜୀ ହବିବୁଲ ଆୱାଲ ବୁଧବାର ଘୋଷଣା କରିଛନ୍ତି। ବଢୁଥିବା ରାଜନୈତିକ ଉତ୍ତେଜନା ମଧ୍ୟରେ ବାଂଲାଦେଶ ନିର୍ବାଚନ ଆୟୋଗ ଏହି ଘୋଷଣା କରିଛନ୍ତି। ବାଂଲାଦେଶ ନ୍ୟାଶନାଲିଷ୍ଟ…
ବାବର ଇସ୍ତଫା ଦେବା ମାତ୍ରେ ନୂଆ ଅଧିନାୟକ ଘୋଷଣା କଲା ପିସିବି, ଜାଣନ୍ତୁ କାହାକୁ ମିଳିଲା ଗୁରୁ ଦାୟିତ୍ୱ
ଲାହୋର,୧୫।୧୧: ବିଶ୍ୱକପ୍ରେ ଖରାପ ପ୍ରଦର୍ଶନକୁ ନେଇ ପାକିସ୍ତାନ ଅଧିନାୟକ ପଦରୁ ଇସ୍ତଫା ଦେଉଥିବା ନେଇ ବୁଧବାର ବାବର ଆଜମ ଘୋଷଣା କରିଥିଲେ। ଏହାର କିଛି ସମୟ ନ ପୂରୁଣୁ ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ନୂଆ ଅଧିନାୟକଙ୍କ ନାମ ଘୋଷଣା କରାଯାଇଛି।…
Archives


