Home Left

ମିସ୍‌ ୟୁନିଭର୍ସ ୨୦୨୩ ଟାଇଟଲ ଜିତିଲେ ଶେନିସ ପାଲାଓସିସ୍‌

ମିସ୍‌ ୟୁନିଭର୍ସ(ବ୍ରହ୍ମାଣ୍ଡ ସୁନ୍ଦରୀ)୨୦୨୩ ଟାଇଟଲ ଜିତିଛନ୍ତି ନିକାରାଗୁଆର ଶେନିସ ପାଲାସିଓସ୍‌। ୭୨ତମ ମିସ୍‌ ୟୁନିଭର୍ସ ପ୍ରତିଯୋଗିତା ଫାଇନାଲ ରବିବାର ଅଲ ସାଲ୍ବାଡୋରର ରାଜଧାନୀ ସାନ ସାଲ୍ବାଡୋରରେ ଅନୁଷ୍ଠିତ ହୋଇଥିଲା। ୯୦ ଦେଶର ପ୍ରତିଯୋଗୀ ଏଥିରେ ପ୍ରତିନିଧିତ୍ୱ କରିଥିଲେ। ଶୀର୍ଷ ୩ ସ୍ଥାନରେ…

ସୁପର ସଣ୍ଡେରେ ହେବ ସୁପର ଫାଇଟ: ଅହମ୍ମଦାବାଦରେ ପହଞ୍ଚିଲେ ସଚ୍ଚିନ ତେନ୍ଦୁଲକର

ଅହମ୍ମଦାବାଦ,୧୯।୧୧:ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ ହେବ ମହା ମୁକାବିଲା। ସୁପର ସଣ୍ଡେରେ ହେବାକୁ ଯାଉଛି ସୁପର ଫାଇଟ୍‌। ଟିମ୍‌ ବ୍ଲୁ ଟିମ୍‌ ୧୧ ଫାଇନାଲ ମ୍ୟାଚ ପାଇଁ ଅଣ୍ଟା ଭିଡି ସାରିଲେଣି। ଏହାରି ଭିତରେ ଭାରତ-ଅଷ୍ଟ୍ରେଲିଆ ମ୍ୟାଚ ଦେଖିବାକୁ ଅହମ୍ମଦାବାଦ ପହଞ୍ଚିଛନ୍ତି…

ପୁରୁଷଙ୍କ କଲ୍ୟାଣ ଜରୁରୀ

ପୁରୁଷମାନଙ୍କ କ୍ଷେତ୍ରରେ ସମାଜରେ ଦେଖାଦେଉଥିବା ବିଭିନ୍ନ ସମସ୍ୟାକୁ ଦୃଷ୍ଟିରେ ରଖି ସଚେତନତା ଲାଗି ପ୍ରତିବର୍ଷ ନଭେମ୍ବର ୧୯ରେ ଅନ୍ତର୍ଜାତୀୟ ପୁରୁଷ ଦିବସ ପାଳନ କରାଯାଇଥାଏ। ସମାଜ, ଦେଶ ଏବଂ ପୃଥିବୀର ବିକାଶରେ ଲିଙ୍ଗଗତ ସମାନତା ଜରୁରୀ ବୋଲି ଏହି ଦିବସ ଅବସରରେ…

ସ୍ବାସ୍ଥ୍ୟ ପାଇଁ ଶୌଚାଳୟ ବ୍ୟବହାର ଅପରିହାର୍ଯ୍ୟ

ସୁସ୍ବାସ୍ଥ୍ୟ ପାଇଁ ପରିଷ୍କାର ପରିଚ୍ଛନ୍ନତା ଅପରିହାର୍ଯ୍ୟ। ଏହା ସହିତ ଘର ଏବଂ ବାହ୍ୟ ପରିବେଶରେ ପରିମଳ ବ୍ୟବସ୍ଥା ଆପଣେଇବା ମଧ୍ୟ ଆବଶ୍ୟକ। ବାହାରେ ଶୌଚ ହେବା ଦ୍ୱାରା ବିଭିନ୍ନ ପ୍ରକାର ଶାରୀରିକ ସମସ୍ୟା ଉପୁଜିବାର ଆଶଙ୍କା ରହିଥାଏ। ପରିମଳ ବ୍ୟବସ୍ଥା ରୋଗ…

ବିଶ୍ୱକପ ଉପରେ ପ୍ରସ୍ତୁତ ହେଲା ଗୀତ: ‘କୋହଲି ସେଞ୍ଚୁରୀ ପେ ସେଞ୍ଚୁରୀ ଲଗାଏଙ୍ଗେ’…

ନୂଆଦିଲ୍ଲୀ,୧୯।୧୧: ସୁପର ସଣ୍ଡେରେ ହେବ ଫାଇନାଲ ଫାଇଟ। ଏଥିପାଇଁ ଇଣ୍ଡିଆର ଟିମ୍‌ ୧୧ ସମେତ ପିଚ୍‌, ଷ୍ଟାଡିୟମ ଓ ୧୪୦କୋଟି ଲୋକ ପ୍ରସ୍ତୁତ। ଘଣ୍ଟା କଣ୍ଟା କେତେବେଳେ ୨ଟା ବାଜିବ ସମେସ୍ତେ ଅପେକ୍ଷା କରି ରହିଛନ୍ତି। ଦେଶର ପ୍ରତିଟି କୋଣରୁ ଟିମ…

କାନାରା ବ୍ୟାଙ୍କର ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,୧୯।୧୧: କାନାରା ବ୍ୟାଙ୍କ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ରୁଡ୍‌ସେଟ୍‌ ପ୍ରତିଷ୍ଠାନରେ ବ୍ୟାଙ୍କର ୧୧୮ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ସମାରୋହରେ ଆଞ୍ଚଳିକ କାର୍ଯ୍ୟାଳୟର ଉପମହାପ୍ରବନ୍ଧକ ପି. ଠାକୁର ନାୟକ ଏବଂ ମଣ୍ଡଳ ପ୍ରବନ୍ଧକ ଅଶୋକ କୁମାର ମେହେର କାନାରା ବ୍ୟାଙ୍କର ପ୍ରତିଷ୍ଠାତା…

୩ ଦିନିଆ ଟ୍ରାଇଥନ ଟ୍ରିପ୍ଲେଟ୍‌ ଉଦ୍‌ଘାଟିତ

ଭୁବନେଶ୍ୱର,୧୯।୧୧ (ଅନୁରାଧା ମହାରଣା): ଭୁବନେଶର ଚନ୍ଦ୍ରଶେଖରପୁରସ୍ଥିତ ଟ୍ରାଇଡେଣ୍ଟ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନ୍ସ ପକ୍ଷରୁ ପୂର୍ବ ଭାରତର ବୈଷୟିକ ଛାତ୍ରୀଛାତ୍ରଙ୍କ ମଧ୍ୟରେ ୩ ଦିନିଆ ହାକାଥନ ‘ଟ୍ରାଇଥନ ଟ୍ରିପ୍ଲେଟ-୨୦୨୩’ ଶନିବାର ଉଦ୍‌ଘାଟିତ ହୋଇଯାଇଛି। ଓଡ଼ିଶାରେ ପ୍ରଥମଥର ପାଇଁ ଏହିପରି ବିଭିନ୍ନ ବର୍ଗରେ ୩ଟି…

ବିଶ୍ୱକପ ମ୍ୟାଚ ପୂର୍ବରୁ ନୂଆ ଲୁକ୍‌ରେ ଶ୍ରେୟସ, ଭାଇରାଲ ହେଉଛି ଫଟୋ

ନୂଆଦିଲ୍ଲୀ,୧୯।୧୧:ଭାରତୀୟ କ୍ରିକେଟ ଟିମର ୟଙ୍ଗ ଷ୍ଟାର ଶ୍ରେୟସ ଆୟରଙ୍କ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ ପରିଛନ୍ତି। ସେ ଓ୍ବାନ ଡେ ଓ୍ବାଲର୍‌ଡକପର ଗୋଟିଏ ସିଜିନରେ ଅଧିକ ରନ କରିଥିବା ବ୍ୟାଟର ଭାବେ ଅନ୍ୟତମ। ବର୍ତ୍ତମାନ ଶ୍ରେୟସ ରବିବାର ଅର୍ଥାତ୍‌ ଆଜିର ଫାଇନାଲ ପାଇଁ…

ପାହାଳରେ ଫିଲିପ୍ସ ସ୍ମାର୍ଟ ଲାଇଟ୍‌ ହବ୍‌

ଭୁବନେଶ୍ୱର,୧୯।୧୧: ଫିଲିପ୍ସ ଲାଇଟିଂ ଇଣ୍ଡିଆ ଲିମିଟେଡ୍‌ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ ‘ଫିଲିପ୍ସ ସ୍ମାର୍ଟ ଲାଇଟ୍‌ ହବ୍‌’ ଶନିବାର ପାହାଳଠାରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଫିଲିପ୍ସ ଲାଇଟିଂ ଇଣ୍ଡିଆ ଲିମିଟେଡ୍‌ର ସ୍ବୀକୃତିପ୍ରାପ୍ତ ଡିଲର (ଫ୍ରାଞ୍ଚାଇଜ) ଏଡିସିଓ ଭେଞ୍ଜର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ଆନୁକୂଲ୍ୟରେ…

କମିଲା ଅଳଙ୍କାର ରପ୍ତାନି

ଭୁବନେଶ୍ୱର,୧୯।୧୧ (ଅଭୟ ଦାଶ): ଗତ କିଛି ସପ୍ତାହ ହେଲା ଅନ୍ତଃରାଷ୍ଟ୍ରୀୟ ବଜାରରେ ମାନ୍ଦାବସ୍ଥା ସାଙ୍ଗକୁ ରାଜନୈତିକ ଓ ଯୁଦ୍ଧ ଭଳି ସମସ୍ୟା ଲାଗି ରହିଛି। ଏହାର ପ୍ରଭାବ ଘରୋଇ ଅଳଙ୍କାର ବଜାରର ରପ୍ତାନି ଉପରେ ପଡ଼ିଛି। ଫଳରେ ଚଳିତ ବର୍ଷ ଅକ୍ଟୋବର…

ଦୁଃସାହସୀ ବାପିନା

କଥାରେ ଅଛି ଦୃଢ଼ ମନୋବଳ ଥିଲେ ‘ପଙ୍ଗୁ ଲଙ୍ଘୟତେ ଗିରିମ୍‌’। ଅର୍ଥାତ୍‌ ଆତ୍ମବିଶ୍ୱାସ ଓ ନିଷ୍ଠା ବଳରେ ଅସମ୍ଭବ ବି ସମ୍ଭବ ହୋଇପାରେ। ଏହାର ଜ୍ୱଳନ୍ତ ଉଦାହରଣ ପାଲଟିଛନ୍ତି ସେ। ଜଣେ ଦୃଷ୍ଟିହୀନ ଭାବେ ଦୁନିଆର ଆଲୋକ ନ ଦେଖିପାରୁଥିଲେ ବି…

ବ୍ରେକ୍‌ଅପ୍‌

ପ୍ରେମ ଏକ ଏଭଳି ସମ୍ପର୍କ, ଯାହାକି ଦୁଇ ଅଚିହ୍ନା ମଣିଷଙ୍କୁ ବି ଏକାଠି କରିପାରେ। ଏହି ନିଃସ୍ବାର୍ଥପର ଶାଶ୍ୱତ ସମ୍ପର୍କ ଦୁଇ ହୃଦୟକୁ ଏକ ସୂତ୍ରରେ ବାନ୍ଧିରଖେ । ଏହି ସମ୍ପର୍କରେ କେବେ ଭଲପାଇବା ତ ଆଉ ପୁଣି କେବେ ରାଗ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri