Home Left

ବିଶ୍ୱକପ ମ୍ୟାଚ ପୂର୍ବରୁ ନୂଆ ଲୁକ୍‌ରେ ଶ୍ରେୟସ, ଭାଇରାଲ ହେଉଛି ଫଟୋ

ନୂଆଦିଲ୍ଲୀ,୧୯।୧୧:ଭାରତୀୟ କ୍ରିକେଟ ଟିମର ୟଙ୍ଗ ଷ୍ଟାର ଶ୍ରେୟସ ଆୟରଙ୍କ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ ପରିଛନ୍ତି। ସେ ଓ୍ବାନ ଡେ ଓ୍ବାଲର୍‌ଡକପର ଗୋଟିଏ ସିଜିନରେ ଅଧିକ ରନ କରିଥିବା ବ୍ୟାଟର ଭାବେ ଅନ୍ୟତମ। ବର୍ତ୍ତମାନ ଶ୍ରେୟସ ରବିବାର ଅର୍ଥାତ୍‌ ଆଜିର ଫାଇନାଲ ପାଇଁ…

ପାହାଳରେ ଫିଲିପ୍ସ ସ୍ମାର୍ଟ ଲାଇଟ୍‌ ହବ୍‌

ଭୁବନେଶ୍ୱର,୧୯।୧୧: ଫିଲିପ୍ସ ଲାଇଟିଂ ଇଣ୍ଡିଆ ଲିମିଟେଡ୍‌ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ ‘ଫିଲିପ୍ସ ସ୍ମାର୍ଟ ଲାଇଟ୍‌ ହବ୍‌’ ଶନିବାର ପାହାଳଠାରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଫିଲିପ୍ସ ଲାଇଟିଂ ଇଣ୍ଡିଆ ଲିମିଟେଡ୍‌ର ସ୍ବୀକୃତିପ୍ରାପ୍ତ ଡିଲର (ଫ୍ରାଞ୍ଚାଇଜ) ଏଡିସିଓ ଭେଞ୍ଜର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ଆନୁକୂଲ୍ୟରେ…

କମିଲା ଅଳଙ୍କାର ରପ୍ତାନି

ଭୁବନେଶ୍ୱର,୧୯।୧୧ (ଅଭୟ ଦାଶ): ଗତ କିଛି ସପ୍ତାହ ହେଲା ଅନ୍ତଃରାଷ୍ଟ୍ରୀୟ ବଜାରରେ ମାନ୍ଦାବସ୍ଥା ସାଙ୍ଗକୁ ରାଜନୈତିକ ଓ ଯୁଦ୍ଧ ଭଳି ସମସ୍ୟା ଲାଗି ରହିଛି। ଏହାର ପ୍ରଭାବ ଘରୋଇ ଅଳଙ୍କାର ବଜାରର ରପ୍ତାନି ଉପରେ ପଡ଼ିଛି। ଫଳରେ ଚଳିତ ବର୍ଷ ଅକ୍ଟୋବର…

ଦୁଃସାହସୀ ବାପିନା

କଥାରେ ଅଛି ଦୃଢ଼ ମନୋବଳ ଥିଲେ ‘ପଙ୍ଗୁ ଲଙ୍ଘୟତେ ଗିରିମ୍‌’। ଅର୍ଥାତ୍‌ ଆତ୍ମବିଶ୍ୱାସ ଓ ନିଷ୍ଠା ବଳରେ ଅସମ୍ଭବ ବି ସମ୍ଭବ ହୋଇପାରେ। ଏହାର ଜ୍ୱଳନ୍ତ ଉଦାହରଣ ପାଲଟିଛନ୍ତି ସେ। ଜଣେ ଦୃଷ୍ଟିହୀନ ଭାବେ ଦୁନିଆର ଆଲୋକ ନ ଦେଖିପାରୁଥିଲେ ବି…

ବ୍ରେକ୍‌ଅପ୍‌

ପ୍ରେମ ଏକ ଏଭଳି ସମ୍ପର୍କ, ଯାହାକି ଦୁଇ ଅଚିହ୍ନା ମଣିଷଙ୍କୁ ବି ଏକାଠି କରିପାରେ। ଏହି ନିଃସ୍ବାର୍ଥପର ଶାଶ୍ୱତ ସମ୍ପର୍କ ଦୁଇ ହୃଦୟକୁ ଏକ ସୂତ୍ରରେ ବାନ୍ଧିରଖେ । ଏହି ସମ୍ପର୍କରେ କେବେ ଭଲପାଇବା ତ ଆଉ ପୁଣି କେବେ ରାଗ,…

ଖୁଣ୍ଟୁଣୀ: ବଢୁଛି ଦେଶୀମଦ କାରବାର

ଖୁଣ୍ଟୁଣୀ, ୧୯ା୧୧ (ସଚ୍ଚିଦାନନ୍ଦ ପଣ୍ଡା)ଖୁଣ୍ଟୁଣୀ ଥାନା ଅଞ୍ଚଳରେ ବ୍ୟାପକ ଦେଶୀମଦ କାରବାର ବୃଦ୍ଧି ପାଇଛି। ଖଣ୍ଡୁଆଳି ଓ ରାଧାକୃଷ୍ଣପୁର ଗ୍ରାମ ନିକଟ ସଂରକ୍ଷିତ ଜଙ୍ଗଲରେ ଦେଶୀ ମଦ ପ୍ରସ୍ତୁତ କରାଯାଇ ବିଭିନ୍ନ ସ୍ଥାନକୁ ଚୋରା ଚାଲାଣ ହେଉଛି। ହେଲେ ଏ ଦିଗରେ…

ଖୋର୍ଦ୍ଧାରୁ ମିଳିଲା ଭଗ୍ନ ବୀରଶିଳା ସମୂହ

ଭୁବନେଶ୍ୱର,୧୯।୧୧(ଶର୍ମିଷ୍ଠା ପାଣିଗ୍ରାହୀ)ଅଲୋଡ଼ା ଅବହେଳିତ ଅବସ୍ଥାରେ ପଡ଼ିରହିଛି ଓଡ଼ିଆ ପାଇକଙ୍କ ବୀରତ୍ୱର ଗାଥା ବହନ କରୁଥିବା ଭଗ୍ନ ବୀରଶିଳା ସମୂହ। ୧୮୧୭ ମସିହା ପାଇକ ବିଦ୍ରୋହ ସମୟରେ ମହାନ ପାଇକ ନେତା ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ଇଂରେଜଙ୍କ ସହ ଯୁଦ୍ଧ କରି ପ୍ରାଣବଳି…

ମଧ୍ୟାହ୍ନଭୋଜନରେ ଝିଟିପିଟି

ଡେରାବିଶ,୧୯ା୧୧(ବେବର୍ତ୍ତା ଅଜୟ ଦାସ)୩ରୁ ୬ ବର୍ଷ ଯାଏ ଶିଶୁଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ପ୍ରଦାନ ସହିତ ଖେଳକୌତୁକ ମାଧ୍ୟମରେ ଶିକ୍ଷାଦାନ ପାଇଁ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଗ୍ରାମରେ ଅଙ୍ଗନୱାଡି କେନ୍ଦ୍ର ଖୋଲାଯାଇଛି। ପିଲାଙ୍କ ଯତ୍ନ ପାଇଁ କେନ୍ଦ୍ରରେ ଅବସ୍ଥାପିତ ଥିବା ଅଙ୍ଗନଓ୍ବାଡି…

ମୁଣ୍ଡ, ହାତ ନ ଥିବା ଶିଶୁ ଜନ୍ମ

ଠାକୁରମୁଣ୍ଡା,୧୯ା୧୧(ତାରାକାନ୍ତ ପଟ୍ଟନାୟକ)ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶନିବାର ଜଣେ ଗର୍ଭବତୀ ୨ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଛନ୍ତି। ଜନ୍ମିତ ଶିଶୁଙ୍କ ମଧ୍ୟରୁ ଗୋଟିଏ ଶିଶୁ କନ୍ୟାର ମୁଣ୍ଡ ଓ ଗୋଡ଼ ନ ଥିବା ଦେଖାଯାଇଛି। ଖବର ପ୍ରଚାର ପରେ ଅଞ୍ଚଳରେ…

ଖୋଲିନି ଋତୁକାଳୀନ ଆବାସିକ ପ୍ରଯତ୍ନ କେନ୍ଦ୍ର

ଲାଠୋର,୧୯ା୧୧(ଭୁବନେଶ୍ୱର ବାରିକ)ସରକାରୀ ନିୟମ ଅନୁସାରେ ବାହାର ରାଜ୍ୟକୁ ଦାଦନ ଖଟି ଯାଉଥିବା ଶ୍ରମିକ ପରିବାରର ୬ରୁ ୧୪ ବର୍ଷର ଶିଶୁଙ୍କ ପାଇଁ ପ୍ରତିବର୍ଷ ନଭେମ୍ବର ୧୫ ତାରିଖରେ ଦାଦନ ପ୍ରବଣ ଅଞ୍ଚଳରେ ଋତୁକାଳୀନ ଆବାସିକ ପ୍ରଯତ୍ନ କେନ୍ଦ୍ର ଖୋଲିଥାଏ। ମେ ୧୫…

ଗ୍ରାମବାସୀଙ୍କ ଭରସା ମାଟିରାସ୍ତା

କୁତ୍ରା,୧୯ା୧୧(ଦେବାଶିଷ ସାହୁ)ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ରାସ୍ତା ତିଆରି କରୁଛନ୍ତି। ହେଲେ ସୁନ୍ଦରଗଡ ଜିଲା କୁତ୍ରା ବ୍ଲକ କଟଙ୍ଗ ବସ୍‌ଷ୍ଟାଣ୍ଡରୁ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ…

ଲିଫ୍ଟ ଅଚଳ, ଟଏଲେଟ୍‌ରେ ତାଲା

ରାଉରକେଲା,୧୯।୧୧(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ରେଲଓ୍ବେ ଷ୍ଟେଶନରେ ସ୍ବୟଂଚାଳିତ ଲିଫ୍ଟ ଅଚଳ ହୋଇପଡିଥିବା ବେଳେ ଟଏଲେଟ ସମସ୍ୟାର ସମାଧାନ ହେଉନାହିଁ। ଫଳରେ ଯାତ୍ରୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସୂଚନା ଅନୁସାରେ, ଏହି ଷ୍ଟେଶନର ୪ ଓ ୫ ନମ୍ବର ଫ୍ଲାଟଫର୍ମର ଲିଫ୍ଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri