ଗଞ୍ଜାମ ଷ୍ଟେସନରେ ଟ୍ରେନ ରହଣି ପ୍ରସଙ୍ଗ: ବରିଷ୍ଠ ନାଗରିକଙ୍କ ଧାରଣା ଜାରି
ଗଞ୍ଜାମ,୫।୧୦(ବିଦ୍ୟାଧର ସାହୁ ) ଗଞ୍ଜାମ ଷ୍ଟେସନରେ ଦ୍ରୁତଗାମୀ ଟ୍ରେନ ରହଣି ଦାବିରେ ବରିଷ୍ଠ ପୌରାଞ୍ଚଳ ନାଗରିକ ପରିଷଦ ପକ୍ଷରୁ ଷ୍ଟେସନ ସମୁଖରେ ଧାରଣା ଜାରି ରହିଛି। ରେଳ ବିଭାଗର ଡିସିଏମ ଧାରଣା ସ୍ଥଳକୁ ଆସି ଆଲୋଚନା କରିଥିଲେ ସୁଦ୍ଧା ଆଲୋଚନା ସମ୍ପୂର୍ଣ୍ଣ…
‘ଇଡି-ସିବିଆଇ ହେଉଛି ଭାଜପାର ଷ୍ଟାର ପ୍ରଚାରକ’
ନୂୂଆଦିଲ୍ଲୀ,୫।୧୦: ଦିଲ୍ଲୀର ନୂଆ ମଦ ନୀତି ଦୁର୍ନୀତି ମାମଲାରେ ଆମ ଆଦମୀ ପାର୍ଟି ରାଜ୍ୟ ସଭା ଏମ୍ପି ସଞ୍ଜୟ ସିଂଙ୍କୁ ଗିରଫ କରାଯିବା ପରେ ଏଏପି ନେତାମାନେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଏଏପି ବିଧାୟକ ଦିଲୀପ ପାଣ୍ଡେ ନିଜର ପ୍ରତିକ୍ରିୟା…
ଟିଟାନିୟମ କମ୍ପାନୀର କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ : ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆଲୋଚନା ବୈଠକ
ଛତ୍ରପୁର,୫।୧୦(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ସ୍ଥିତ ସରାଫ ଟିଟାନିୟମ କମ୍ପାନୀ ଫାଟକରେ ଶ୍ରମିକମାନଙ୍କୁ ତିନି ମାସ ହେଲା ଦରମା ପ୍ରଦାନ କରାଯାଉନଥିବା ନେଇ ଏସ. ଚକ୍ରପାଣି ରେଡ୍ଡୀଙ୍କ ନେତୃତ୍ୱରେ ଟାଟା କମ୍ପାନୀ ସମ୍ମୁଖରେ ଆନ୍ଦୋଳନ କରାଯାଇଥିଲା। ଏନେଇ ଗୁରୁବାର…
ନିଆଁ ସହ ଖେଳୁଛନ୍ତି ରାହୁଲ ଗାନ୍ଧୀ: କିରେନ ରିଜିଜୁ
ନୂଆଦିଲ୍ଲୀ,୫।୧୦: ଜନସଂଖ୍ୟା ଅନୁଯାୟୀ ଜଣେ ସମାନ ଅଧିକାର ପାଇବା ଉଚିତ ବୋଲି କଂଗ୍ରେସର ପୂର୍ବତନ ସଭାପତି ତଥା ୱାୟାନାଡ ଏମ୍ପି ରାହୁଲ ଗାନ୍ଧୀ କହିଛନ୍ତି। ରାହୁଲଙ୍କ ଏହି ବିବୃତ୍ତିରେ କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ ତାଙ୍କୁ ଟାର୍ଗେଟ୍ କରିଛନ୍ତି। ରିଜିଜୁ ଚେତାବନୀ…
ଗୁଗ୍ଲର ସ୍ବତନ୍ତ୍ର ଡୁଡ୍ଲରେ କ୍ରିକେଟ୍ କ୍ରେଜ୍
ନୂଆଦିଲ୍ଲୀ,୫।୧୦: ଆଜିଠାରୁ ଭାରତରେ କ୍ରିକେଟ୍ ବିଶ୍ୱକପ୍ ଆରମ୍ଭ ହେଉଛି। କ୍ରିକେଟ ବିଶ୍ୱକପ ପାଇଁ ଗୁଗ୍ଲ ଏକ ସ୍ବତନ୍ତ୍ର ଡୁଡ୍ଲ ଆଣିଛି। ଏହି ଡୁଡଲ୍ ଆନିମେଟେଡ ଫର୍ମରେ ଅଛି। ଡୁଡ୍ଲରେ ଦୁଇଟି ବତକ ବ୍ୟାଟ୍ ଧରି ପିଚ ଉପରେ ଦୌଡ଼ୁଥିବା ଦେଖାଯାଏ। ଇଂଲଣ୍ଡ…
ବିଦ୍ୟୁତ ଜାମୱାଲ-ନନ୍ଦିତା ମେହେତାନି କରିବେ ବିବାହ, ଶେହନାଇ ଲଣ୍ଡନରେ…
ମୁମ୍ବାଇ: ବଲିଉଡ ଅଭିନେତା ବିଦ୍ୟୁତ ଜାମୱାଲ ସେପ୍ଟେମ୍ବର ୨୦୨୧ ରେ ଫ୍ୟାଶନ ଡିଜାଇନର୍ ନନ୍ଦିତା ମେହେତାନୀଙ୍କ ନିର୍ବନ୍ଧ ହୋଇଥିଲା। ଉଭୟ ନିଜ ସମ୍ପର୍କକୁ ଅଫିସିଆଲ କରି ଖବର ହେଡଲାଇନରେ ଥିଲେ। ଅବଶ୍ୟ, ସେମାନଙ୍କ ନିର୍ବନ୍ଧର କିଛି ଦିନ ପରେ, ସେମାନଙ୍କ ଅଲଗା…
ବ୍ୟାଘ୍ର ଗଣନା ପାଇଁ ବନ କର୍ମଚାରୀଙ୍କ ତାଲିମ ଶିବିର
କେନ୍ଦୁଝର,୫।୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟରେ ବ୍ୟାଘ୍ର ଗଣନା ଅକ୍ଟୋବର ୧୫ ତାରିଖରୁ ଜାନୁୟାରୀ ୩୧ ତାରିଖ ପର୍ଯ୍ୟନ୍ତ ହେବ। ବନ କର୍ମଚାରୀଙ୍କୁ ନେଇ କିପରି ବ୍ୟାଘ୍ର ଗଣନା କରାଯିବ ସେ ନେଇ ଗୁରୁବାର କେନ୍ଦୁଝର ବନଖଣ୍ଡ ପକ୍ଷରୁ ପଦ୍ମପୁର ମେଗା…
ମମତା ସରକାରର ମନ୍ତ୍ରୀ ରଥିନ ଘୋଷଙ୍କ ଘରେ ଇଡି ଚଢାଉ
କୋଲକାତା,୫।୧୦: ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରର ମନ୍ତ୍ରୀ ରଥିନ ଘୋଷଙ୍କ ଘରେ ଚଢାଉ କରିଛି। ମଧ୍ୟମଗ୍ରାମ ପୌରପାଳିକାରେ ନିଯୁକ୍ତି ସ୍କାମ ସମ୍ପର୍କରେ ଏହି ଚଢାଉ କରାଯାଉଛି। ରଥିନଙ୍କ ଘର ଓ କାର୍ଯ୍ୟାଳୟ ଉପରେ ଇଡି ଚଢାଉ…
ପୁଣି ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ, ରେଳ ଚଳାଚଳ ବାତିଲ
ବାଲେଶ୍ୱର,୫।୧୦: ବାଲେଶ୍ୱର ଜିଲା ହଳଦୀପଦା ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି। ଫଳରେ ଗୁରୁବାର ରେଳ ଚଳାଚଳ ବାତିଲ କରାଯାଇଛି। ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ହଳଦୀପଦା ଷ୍ଟେସନ ମଝିରେ ଥିବା ଅମରା ବ୍ରିଜ ନିକଟରେ ବୁଧବାର ରେଳଟ୍ରାକ…
ସରକାରୀ ବିଦେଶୀମଦ ଦୋକାନରୁ ଗାଁକୁ ମଦ ଯୋଗାଉଥିବା ବେଳେ ଅଟକ ରଖିଲେ ଗ୍ରାମବାସୀ, ଅଭିଯୁକ୍ତଙ୍କୁ ଅଟକ ରଖି ପୋଲିସ ନିରବ
କେନ୍ଦୁଝର,୫।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଏକ ଆସିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ନୟାକୋଟ ଥାନା ଅନ୍ତର୍ଗତ ବାଂଶପାଳ ଠାରେ ରହିଛି ଏକ ସରକାରୀ ମଦ ଦୋକାନ। ଏହି ମଦ ଦୋକାନର କର୍ମଚାରୀ ଦିନ ଦ୍ୱି ପହରେ…
ଶେଷରେ ସ୍ତ୍ରୀଙ୍କଠାରୁ ଅଲଗା ହେଲେ ଧାଓ୍ବନ୍
ନୂଆଦିଲ୍ଲୀ,୫।୧୦: କ୍ରିକେଟର ଶିଖର ଧାୱନ ସ୍ତ୍ରୀ ଆୟେଶା ମୁଖାର୍ଜୀଙ୍କୁ ଶେଷରେ ଛାଡପତ୍ର ଦେଇଛନ୍ତି। ଦିଲ୍ଲୀର ପଟିଆଲା ହାଉସର ଏକ ପରିବାର କୋର୍ଟ ଶିଖର ଧାୱନଙ୍କ ଛାଡପତ୍ରକୁ ଅନୁମୋଦନ କରିଛନ୍ତି। କିଛି ମୁଖ୍ୟ କାରଣରୁ କୋର୍ଟ ଏହି ନିଷ୍ପତ୍ତି ଦେଇଛନ୍ତି। ଏଥିମଧ୍ୟରୁ ସବୁଠାରୁ…
‘ବର୍ଡର ୨’ ଅଫର୍କୁ ନା କହିଲେ କାର୍ତ୍ତିକ !
ବମ୍ବେ: ‘ଗଦର ୨’ର ସଫଳତା ପରେ ନିର୍ମାତାମାନେ ‘ବର୍ଡ଼ର ୨’ ଆଣିବାକୁ କରୁଛନ୍ତି ଯୋଜନା। ଏହାର ସ୍କ୍ରିପ୍ଟ ପ୍ରସ୍ତୁତ ଥିବା ବେଳେ ଅଭିନେତା ସନ୍ନି ଦେଓଲଙ୍କ ସହ ଯୁବ କଳାକାରଙ୍କୁ ଯୋଡ଼ାଯିବ। ଏଥିଲାଗି ପ୍ରଥମ ପସନ୍ଦ ଥିଲେ କାର୍ତ୍ତିକ ଆର୍ୟନ। ହେଲେ…
Archives


