ଭାରତୀୟ ସିନେମାରେ ଅବଦାନ ପାଇଁ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କୁ ବିଶେଷ ସମ୍ମାନ
ନୂଆଦିଲ୍ଲୀ,୨୦।୧୧: ଭାରତର ୫୪ ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଭାରତୀୟ ସିନେମାରେ ଅବଦାନ ପାଇଁ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କୁ ଏକ ବିଶେଷ ପୁରସ୍କାରରେ ସମ୍ମାନିତ କରାଯାଇଛି। କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ସୋସିଆଲ ମିଡିଆେ ଏକ୍ସରେ ଏକ…
ପରାଜୟ ପରେ ବି ଭାରତୀୟ ଖେଳାଳିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ, ସାମ୍ନାକୁ ଆସିଲା ଡ୍ରେସିଂ ରୁମର ଫଟୋ
ଅହମଦାବାଦ,୨୦।୧୧: ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱକପ ୨୦୨୩ର ଫାଇନାଲରେ ଭାରତକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଲା। କଙ୍ଗାରୁ ଭାରତକୁ ୬ଟି ୱିକେଟରେ ପରାସ୍ତ କରିଛି। ଏହି ପରାଜୟ ପରେ ଭାରତୀୟ ଖେଳାଳିମାନେ ଡ୍ରେସିଂ ରୁମକୁ ଯାଇ ସେମାନଙ୍କ ଭାବପ୍ରବଣ ହେବାର ଫଟୋ ମଧ୍ୟ…
ଆଇସିସି ୨୦୨୩ ବିଶ୍ୱକପର ସର୍ବଶ୍ରେଷ୍ଠ ପ୍ଲେଇଙ୍ଗ ଇଲେଭେନର କଲା ଘୋଷଣା, ଚାମ୍ପିଅନ କ୍ୟାପଟେନଙ୍କୁ ମିଳିଲା ନାହିଁ ସ୍ଥାନ
ନୂଆଦିଲ୍ଲୀ,୨୦।୧୧: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ୨୦୨୩ ବିଶ୍ୱକପ ପାଇଁ ସର୍ବଶ୍ରେଷ୍ଠ ପ୍ଲେଇଙ୍ଗ ଇଲେଭେନ ଘୋଷଣା କରିଛି। ଏହି ଦଳରେ ୬ଜଣ ଭାରତୀୟ ଖେଳାଳି ସ୍ଥାନ ପାଇଛନ୍ତି। ତେବେ ଆଶ୍ଚର୍ଯ୍ୟଜନକ କଥା ହେଉଛି ଅଷ୍ଟ୍ରେଲିଆକୁ ବିଶ୍ୱ ଚାମ୍ପିଅନ କରିଥିବା ଅଧିନାୟକ ପ୍ୟାଟ…
ଗାଜା ହସ୍ପିଟାଲରୁ ୩୦ ଶିଶୁଙ୍କୁ ଇଜିପ୍ଟ କରାଗଲା ସ୍ଥାନାନ୍ତର
ଖାନ୍ ୟୁନିସ୍,୨୦ା୧୧: ଗାଜାର ମୁଖ୍ୟ ହସ୍ପିଟାଲରୁ ୩୦ଜଣ ସମୟ ପୂର୍ବରୁ ଜନ୍ମିତ ଶିଶୁଙ୍କୁ ରବିବାର ଖାଲି କରାଯାଇଛି। ସେମାନଙ୍କୁ ଇଜିପ୍ଟର ଏକ ହସ୍ପିଟାଲକୁ ପଠାଯିବ ବୋଲି ଗାଜା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ହସ୍ପିଟାଲ ପରିସରରେ ଇସ୍ରାଏଲୀ ସେନା…
ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀଙ୍କ ଧାରଣା
କେନ୍ଦୁଝର,୨୦ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ବଦଳି, ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀଙ୍କ ବକେୟା ପାଉଣା ପୈଠ, ଅତିଥି ଶିକ୍ଷକ ନିଯୁକ୍ତି, ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ପାଳନ କରି ଦରମା ପୁନଃ ନିର୍ଦ୍ଧାରଣ ଓ ଏସିପିଓ ଏମ୍ଏସିପି ମଞ୍ଜୁରୀ, ଯଥା ସମୟରେ…
ବନାରସ-ସମ୍ବଲପୁର ଏକ୍ସପ୍ରେସ ଟ୍ରେନ୍ ସମ୍ପ୍ରସାରଣର ଆଜି ଉଦ୍ଘାଟନ କାର୍ଯ୍ୟକ୍ରମ
କେସିଙ୍ଗା,୨୦।୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ରେଳ ଷ୍ଟେଶନରେ ସୋମବାର ଅପରାହ୍ନରେ ବନାରସ-ସମ୍ବଲପୁର-ବିଶାଖାପାଟଣା ପର୍ଯ୍ୟନ୍ତ ସମ୍ପ୍ରସାରିତ ଏକ୍ସପ୍ରେସ ଟ୍ରେନର ଉଦ୍ଘାଟନ କାର୍ଯ୍ୟକ୍ରମ ରହିଛି। ଏହା ଦ୍ୱାରା କଳାହାଣ୍ଡି, ନୂଆପଡ଼ା, ନବରଙ୍ଗପୁର ଆଦି ଜିଲା ସହ କେସିଙ୍ଗା ଅଞ୍ଚଳର ବହୁ ଦିନର ଦାବି…
ରାମ ନା ରାବଣଙ୍କ ପରି ଜୀବନସାଥୀ ଆବଶ୍ୟକ: ଯୁବତୀ ଦେଲେ ଆଶ୍ଚର୍ଯ୍ୟଜନକ ଉତ୍ତର, ଭିଡିଓ ଭାଇରାଲ
ବିବାହ ପୂର୍ବରୁ ଲୋକଙ୍କୁ ପ୍ରାୟତଃ ପଚରାଯାଏ ଯେ, ସେମାନେ କେଉଁ ପ୍ରକାର ଜୀବନ ସାଥୀ ଚାହୁଁଛନ୍ତି। ଏହା ସହ ଜଡିତ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଜଣେ ମହିଳା କିଛି ଯୁବତୀଙ୍କୁ ସେମାନଙ୍କ ଜୀବନ ସାଥୀ…
କୋହଲି ପିନ୍ଧନ୍ତି ଖାସ୍ ଫିଟ୍ନେସ୍ ବ୍ୟାଣ୍ଡ୍: ଏହାର ଦାମ୍,ସ୍ବତନ୍ତ୍ରତା ବିଷୟରେ ଜାଣନ୍ତୁ
ନୂଆଦିଲ୍ଲୀ,୨୦।୧୧: ବିଶ୍ୱକପ ସେମିଫାଇନାଲ ମ୍ୟାଚରେ ବିରାଟ କୋହଲି ସଚିନ ତେନ୍ଦୁଲକରଙ୍କ ୪୯ ଶତକର ରେକର୍ଡ ଭାଙ୍ଗିଥିଲେ। ଏହି ରେକର୍ଡ ବ୍ୟତୀତ ବିରାଟ କୋହଲି ଗୋଟିଏ କାରଣ ପାଇଁ ସର୍ବସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତାହା ହେଉଛି ସେ ହାତରେ ବାନ୍ଧିଥିବା ଫିଟନେସ…
ଭାରତକୁ ମିଳିବେନି ଆଉ ଧୋନିଙ୍କ ଭଳି ଅଧିନାୟକ, ସୋସିଆଲ ମିଡ଼ିଆରେ ୟୁଜରଙ୍କ ମନ୍ତବ୍ୟ ହେଉଛି ଭାଇରାଲ…
ମୁମ୍ବାଇ,୨୦।୧୧ : ଭାରତ ହୁଏତ ୨୦୨୩ ବିଶ୍ୱକପ ଫାଇନାଲ ଅଷ୍ଟ୍ରେଲିଆଠାରୁ ପରାଜିତ ହୋଇଥାଇପାରେ, କିନ୍ତୁ ଭାରତୀୟ ଦଳ ପ୍ରଶଂସକଙ୍କ ହୃଦୟରେ ନିଜର ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। ପରାଜୟ ସତ୍ତ୍ୱେ ପ୍ରଶଂସକମାନେ ଭାରତୀୟ କ୍ରିକେଟ ଦଳକୁ ସମର୍ଥନ କରୁଥିବା ଦେଖାଯାଉଛି।…
ପ୍ରଦୂଷଣ: କାରଣ, ନିରାକରଣ
ପୂଜା ଓ ବିଶ୍ୱତାପନ : ପୂଜା ମଞ୍ଚରେ ଅଧିକ ୱାଟ୍ର ଉଜ୍ଜ୍ୱଳ ଆଲୋକବତି ବ୍ୟବହାର କରିବା ଦ୍ୱାରା ବିଦ୍ୟୁତ୍ ଶକ୍ତିର ଘୋର ଅପଚୟ ଘଟୁଛି। ଆମ ଦେଶରେ ଉପଲବ୍ଧ ଅଧିକାଂଶ ବିଦ୍ୟୁତ୍ ଶକ୍ତି କୋଇଲାଭିତ୍ତିକ ତାପଜ ବିଦ୍ୟୁତ କେନ୍ଦ୍ରରୁ ଆହରିତ ହୋଇଥାଏ।…
ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଟୁ ପ୍ଲସ ଟୁ ମନ୍ତ୍ରୀସ୍ତରିୟ ବାର୍ତ୍ତା, ଦିଲ୍ଲୀ ପହଞ୍ଚିଲେ ଅଷ୍ଟ୍ରେଲିଆ ବୈଦେଶିକ ମନ୍ତ୍ରୀ
ନୂଆଦିଲ୍ଲୀ,୨୦।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ନଭେମ୍ବର ୨୦ ଅର୍ଥାତ୍ ସୋମବାର ଦ୍ୱିତୀୟ ଟୁ ପ୍ଲସ ଟୁ ମନ୍ତ୍ରୀସ୍ତରୀୟ ଆଲୋଚନା ଅନୁଷ୍ଠିତ ହେବ, ଯେଉଁଥିରେ ଅଷ୍ଟ୍ରେଲିଆ ବୈଦେଶିକ ମନ୍ତ୍ରୀ ପେନି ୱଙ୍ଗ ସୋମବାର ସକାଳେ ଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କୁ ନୂଆଦିଲ୍ଲୀର ପାଲାମ…
ବାଇକ୍ରୁ ଟାଣିନେଇ ଯୁବକଙ୍କୁ ଦଳିଦେଲା ଦନ୍ତା
କେନ୍ଦୁଝର,୨୦ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇରୁ ବାଇକ୍ରେ ଅନ୍ୟ ଦୁଇ ଜଣଙ୍କ ସହିତ ଗୋପୀନାଥ ଗ୍ରାମକୁ ଯାଉଥିବା ଜଣେ ଯୁବକଙ୍କୁ ଏକ ଦନ୍ତା ହାତୀ ଟାଣି ନେଇ ଦଳି ଦେବାରୁ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାମ ମଦନମୋହନ ନାୟକ ଏବଂ ଘର…
Archives


