Home Left

ପାକିସ୍ତାନରେ ଟିମ ଇଣ୍ଡିଆର ଜୟଜୟକାର…

ଇସଲାମାବାଦ,୨୧।୧୧ : ଭାରତୀୟ କ୍ରିକେଟ ଦଳର ୨୦୨୩ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଥିବା ପଦ୍ଧତିକୁ ପ୍ରଶଂସା କରାଯାଉଛି। ପାକିସ୍ତାନର ଦ୍ରୁତ ବୋଲର ୱାସିମ ଆକ୍ରାମ ଭାରତୀୟ କ୍ରିକେଟର ପ୍ରଶଂସକ ପାଲଟିଛନ୍ତି। ବିଶ୍ୱକପ ଫାଇନାଲରେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆଠାରୁ ପରାଜିତ ହେବା ସତ୍ତ୍ୱେ…

ଗଞ୍ଜାମ ଜିଲାକୁ ମରୁଡ଼ି ଘୋଷଣା କରି ସହାୟତା ଦେବା ନେଇ ଦାବି

ଛତ୍ରପୁର,୨୧।୧୧(ସନ୍ତୋଷପାଢ଼ୀ, ଦିଲ୍ଲୀପ ସାମଲ ): ଗଞ୍ଜାମ ଜିଲାକୁ ମରୁଡ଼ି ଘୋଷଣା କରି ସହାୟତା ଦେବା ଲାଗି ଋଷିକୂଲ୍ୟା ରୟତ ମହାସଭା ପକ୍ଷରୁ ଦାବି ହୋଇଛି। ଏ ନେଇ ଜ଼ିଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଜିଲାରେ ୭୫ ଭାଗ…

୨୦୨୩ ଶ୍ରେଷ୍ଠ ଟିମ୍‌ ତାଲିକାରେ ନାହାନ୍ତି ବୁମରା…

ମୁମ୍ବାଇ,୨୧।୧୧ : ବିଶ୍ୱକପ ୨୦୨୩ଶେଷ ହୋଇଛି। ଅଷ୍ଟ୍ରେଲିଆ ଟାଇଟଲ ମ୍ୟାଚରେ ଟିମ ଇଣ୍ଡିଆକୁ ପରାସ୍ତ କରି ଷଷ୍ଠ ଥର ବିଶ୍ୱକପ ଟ୍ରଫି କବଜା କରିଛି। ଅନେକ ଖେଳାଳି ଟୁର୍ନାମେଣ୍ଟରେ ନିଜର ଭଲ ପ୍ରଦର୍ଶନ କରିଥିଲେ । କେତେକ ବ୍ୟାଟ୍ସମ୍ୟାନ ସେମାନଙ୍କର ଶକ୍ତିଶାଳୀ…

ସଚିନ ନୁହନ୍ତି କୋହଲି ହେଉଛନ୍ତି ମହାନ କ୍ରିକେଟର: ବ୍ରେଟ ଲିଙ୍କ ମନ୍ତବ୍ୟ…

ନୂଆଦିଲ୍ଲୀ,୨୧।୧୧ : ବିଶ୍ୱକପ ଟ୍ରଫି ଜିତିବାର ଭାରତୀୟ ଦଳର ସ୍ବପ୍ନ ପୁଣି ଥରେ ପୂରଣ ହୋଇନାହିଁ। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ଏଥର ଟାଇଟଲ ଜିତିବାର ଅତି ନିକଟତର ହୋଇଥିଲା, କିନ୍ତୁ ଅଷ୍ଟ୍ରେଲିଆ ଭାରତକୁ ପରାଜିତ କରିଥିଲା। ଏହି ବିଶ୍ୱକପରେ…

ଉପବାଚସ୍ପତି ପ୍ରାର୍ଥୀଙ୍କୁ ସାକ୍ଷାତ କଲେ ସୋରଡା ବିଧାୟକ

ସୋରଡ଼ା,୨୧।୧୧(ଲମ୍ବୋଦର ପାଣିଗ୍ରାହୀ ): ରାଜ୍ୟ ଉପବାଚସ୍ପତି ପ୍ରାର୍ଥୀ ତଥା ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କୁ ମଙ୍ଗଳବାର ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ଭୁବନେଶ୍ବରରେ ସାକ୍ଷାତ କରିଛନ୍ତି। ତାଙ୍କୁ ସ୍ବାଗତ କରିବାସହ ବିକଶିତ ଭାବନାରେ ଆଗେଇଯିବାକୁ ଜଗନ୍ନାଥଙ୍କ ପାଖେ ପ୍ରାର୍ଥନା କରିଛନ୍ତି।…

ଭାରତ ହାରିଲା କେବଳ ରୋହିତଙ୍କ ଏହି ନିଷ୍ପତ୍ତି ପାଇଁ: ଗମ୍ଭୀର-ଓ୍ବାସିମ ଆକ୍ରାମ…

କୋଲକାତା,୨୧।୧୧ :  ଭାରତର ବିଶ୍ୱକପ ଟ୍ରଫି ଜିତିବାର ସ୍ବପ୍ନ ୧୨ ବର୍ଷ ପରେ ସାକାର ହୋଇପାରିଲା ନାହିଁ। ବିଶ୍ୱକପ ୨୦୨୩ର ଅନ୍ତିମ ମ୍ୟାଚରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ଠାରୁ ୬ ୱିକେଟରେ ପରାଜିତ ହୋଇଛି। ପୂର୍ବତନ ଭେଟେରାନ ବ୍ୟାଟ୍ସମ୍ୟାନମାନେ ଟାଇଟଲ ମ୍ୟାଚରେ…

ସାରାଙ୍କ ବିବାହ କରାଇବା ମୋର ପରବର୍ତ୍ତୀ ମିଶନ: କରନ ଜୋହର

ମୁମ୍ବାଇ: ଷ୍ଟାର କିଡସ୍‌ଙ୍କ ନାଁ ଆସିଲେ ସାରା ଅଲ୍ଲୀ ଖାନଙ୍କ ନାଁ ମଧ୍ୟ ଆସିଥାଏ। ପ୍ରଶଂସକଙ୍କୁ ବହୁତ ଗୁଡିଏ ଫିଲ୍ମ ଭେଟି ଦେଇ ସେ ମଧ୍ୟ ଦର୍ଶକଙ୍କ ହୃଦୟରେ ଘରଟିଏ କରିଛନ୍ତି। ନିକଟରେ ଲୋକପ୍ରିୟ ଟିଭି ଶୋ ‘କଫି ଓ୍ବିଥ କରନ’କୁ…

ଭାରତରେ ୨ ବିଲିୟନ ଡଲାର ନିବେଶ କରିବେ ଏଲନ ମସ୍କ

ନୂଆଦିଲ୍ଲୀ,୨୧।୧୧: ବିଶ୍ୱର ଏକ ନମ୍ବର ଧନୀ ଏଲନ ମସ୍କଙ୍କ ଇଲେକ୍ଟ୍ରିକ୍ କାର୍ ନିର୍ମାଣ କରୁଥିବା କମ୍ପାନୀ ଟେସଲା ସହିତ ବଡ଼ ଚୁକ୍ତି କରିବାର ନିକଟତର ହୋଇଛନ୍ତି। ଏହି ଚୁକ୍ତି ଅନୁଯାୟୀ ଟେସଲା ଭାରତକୁ ଏହାର କାର୍ ଆମଦାନୀ କରିବାକୁ ଅନୁମତି ପାଇବ…

ପଲିଥିନ୍‌ ବଳୟରେ ରାଉରକେଲା ସହର

ରାଉରକେଲା,୨୧।୧୧(ଦିନେଶ ମିଶ୍ର): ରାଉରକେଲା ସହରର ବିଭିନ୍ନ ସ୍ଥାନରେ ଏବେ ପଲିଥିନ୍‌ ବ୍ୟବହାର ବଢିବାରେ ଲାଗିଛି। ସହରର ବିଭିନ୍ନ ଅଳିଆଗଦା ହେଉ କି ଡଷ୍ଟବିନ ସବୁଠି କୁଢ କୁଢ ପଲିଥିନ ପଡିଥିବା ଦେଖିବାକୁ ମିଳୁଛି। ପ୍ରତିବର୍ଷ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଅନ୍ତର୍ଜାତୀୟ ପଲିଥିନ…

ଦକ୍ଷିଣ ଆଫ୍ରିକାକୁ ସ୍ଥାନାନ୍ତର ହେଲା ୧୯ ବର୍ଷରୁ କମ୍ ବିଶ୍ୱକପ

ନୂଆଦିଲ୍ଲୀ,୨୧।୧୧: ୨୦୨୪ରେ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବାକୁ ଥିବା ୧୯ ବର୍ଷରୁ କମ୍ ବିଶ୍ୱକପକୁ ଦକ୍ଷିଣ ଆଫ୍ରିକା ସ୍ଥାନାନ୍ତର କରିଛି ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ(ଆଇସିସି)। ଶ୍ରୀଲଙ୍କା କ୍ରିକେଟ ବୋର୍ଡ଼ରେ ପରିଚାଳନା ଗତ ସମସ୍ୟାକୁ ଦୃଷ୍ଟିରେ ରଖି ଆଇସିସି ଏହି ନିଷ୍ପତ୍ତି ନେଇଛି। ବିଶ୍ୱକପ…

୯ ହିତାଧିକାରୀଙ୍କ ୫ ମାସର ଭତ୍ତା ଟଙ୍କା ହଡ଼ପ ଅଭିଯୋଗ

ନନ୍ଦପୁର, ୨୧ା୧୧(ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ପୋଡେଇ ଗ୍ରାମର ଭତ୍ତା ହିତାଧିକାରୀ ୫ ମାସର ଭତ୍ତା ପାଇ ନ ଥିବା ଅଭିଯୋଗ କରିଛନ୍ତି। କୁଲାରସିଂ ପଞ୍ଚାୟତର ପୋଡେଇ ଗ୍ରାମର ସନାଇ କିର୍ଷାନୀ, ନାରଦ ଖେମୁଣ୍ଡୁ, ସାନମତି କିର୍ଷାନି, ନିନିବୁଡ଼ି…

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ମନମୋହନ

ଗଞ୍ଜାମ,୨୧।୧୧(ବିଦ୍ୟାଧର ସାହୁ/ଦିଲ୍ଲୀପ ସାମଲ): ଗଞ୍ଜାମ ବ୍ଲକ ମଙ୍ଗଳବାର ଘେରାଉ କରିଥିଲା ଭାଜପା। ଛତ୍ରପୁର ନିର୍ବାଚନ ମଣ୍ଡଳୀ ବରିଷ୍ଠ ଭାଜପା ନେତା ପ୍ରଶାନ୍ତ କୁମାର କରଙ୍କ ନେତୃତ୍ୱରେ ଦଳୀୟ ନେତୃବୃନ୍ଦ ଜୟଶ୍ରୀ ଛକରୁ ଏକ ବିରାଟ ଶୋଭାଯାତ୍ରାରେ ବଜାର ପରିକ୍ରମା କରି ବ୍ଲକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri