ଅକ୍ଟୋବରରେ ଥାଏ ବାତ୍ୟାର ଭୟ
ନୂଆଦିଲ୍ଲୀ,୧୭।୧୦: ଆନ୍ଧ୍ରପ୍ରଦେଶ ଏବଂ ଓଡିଶା ଉପକୂଳରେ ସାଧାରଣତଃ ଅକ୍ଟୋବର ଏବଂ ନଭେମ୍ବରରେ ମସୁମୀ ଫେରିଯିବା ପରେ ଘୂର୍ଣ୍ଣିବଳୟ ଦେଖା ଦେଇଥାଏ। ତେବେ ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ମୌସୁମୀ ପରବର୍ତ୍ତୀ ଘୂର୍ଣ୍ଣିବଳୟ ରାଜ୍ୟ ଉପକୂଳକୁ ରକ୍ଷା କରିପାରେ। ପୂର୍ବ ଉପକୂଳରେ…
‘ଇଣ୍ଡିଆ’ ମେଣ୍ଟରୁ ରାହୁଲ ଗାନ୍ଧୀ ହିଁ ହେବେ ପ୍ରଧାନମନ୍ତ୍ରୀ ଚେହେରା, କଂଗ୍ରେସ ନେତାଙ୍କ ବୟାନ
ନୂଆଦିଲ୍ଲୀ,୧୭।୧୦: ଆସନ୍ତା ଲୋକ ସଭା ନିର୍ବାଚନ ପାଇଁ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ପ୍ରସ୍ତୁତ ଚଳାଇଛି। ଏହି ସମୟରେ କଂଗ୍ରେସର କାର୍ଯ୍ୟକାରୀ କମିଟି ସଦସ୍ୟ ଶଶି ଥରୁର କହିଛନ୍ତି , ସେ ଅନୁଭବ କରୁଛନ୍ତି ଯଦି ୨୦୨୪ ଲୋକ ସଭା ନିର୍ବାଚନରେ ‘ଇଣ୍ଡିଆ’…
ଭିଲେନ ଭୂମିକାରେ ଇମ୍ରାନ
ମୁମ୍ବାଇ: ବଲିଉଡ ମୁଭି ଟାଇଗର-୩ ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଫିଲ୍ମ ମଧ୍ୟରୁ ଗୋଟିଏ। ଅକ୍ଟୋବର୧୬ରେ ଫିଲ୍ମର ଏକ ଦମଦାର ଟ୍ରେଲର ରିଲିଜ ହେବା ପରେ କ୍ୟାଟ୍ରିନା କୈଫ, ସଲମାନ ଖାଁ ଏବଂ ଇମ୍ରାନ ହାସମିଙ୍କ ଅଭିନୀତ ମନୀଶ ଶର୍ମା ନିର୍ଦ୍ଦେଶିତ…
ଏକୁଟିଆ ପାକିସ୍ତାନକୁ ଧୂଳି ଚଟାଇଥିଲେ ଏହି କ୍ରିକେଟର୍
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ଅନିଲ କୁମ୍ବଲେ ଆଜି ୫୩ ବର୍ଷରେ ପଦାର୍ବଣ କରିଛନ୍ତି। ସେ ତାଙ୍କ କ୍ୟାରିଅରରେ ଅନେକ ଥର ସ୍ମରଣୀୟ ପ୍ରଦର୍ଶନ କରିଛନ୍ତି। ୧୯୯୯ ରେ ପାକିସ୍ତାନ କ୍ରିକେଟ ଦଳ ଭାରତ ଗସ୍ତରେ ଆସିଥିଲେ। ଏହି ସମୟରେ…
କଳାହାଣ୍ଡିରେ ଗଡ଼ିବ ୬୩ଟି ଲକ୍ଷ୍ମୀ ବସ୍: ଜାଣନ୍ତୁ କେବେ କରିବେ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ
ଭବାନୀପାଟଣା,୧୭।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ୧୩ଟି ବ୍ଲକରେ ଗଡିବ ରାଜ୍ୟ ସରକାରଙ୍କ ୬୩ଟି ଲକ୍ଷ୍ମୀ ବସ୍। ଆସନ୍ତା ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିବେ। ପରେ ଜିଲାରେ ଗଡ଼ିବ ଲକ୍ଷ୍ମୀ ବସ୍। ମାସ ଶେଷ ସପ୍ତାହରେ…
୨୦୪୦ ସୁଦ୍ଧା ଚନ୍ଦ୍ରକୁ ପ୍ରଥମ ଭାରତୀୟ ପଠାଇବାକୁ ଲକ୍ଷ୍ୟ, ଗଗନୟାନ ମିଶନ ସମୀକ୍ଷା ବୈଠକରେ କହିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୧୭।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଗନୟାନ ମିଶନ ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଏହି ସମୟରେ ସେ ବୈଜ୍ଞାନିକମାନଙ୍କୁ କହଛନ୍ତି, ୨୦୪୦ ସୁଦ୍ଧା ଚନ୍ଦ୍ରକୁ ଜଣେ ବ୍ୟକ୍ତିଙ୍କୁ ପଠାଇବା ଏବଂ ୨୦୩୫ସୁଦ୍ଧା ଏକ ସ୍ପେସ ଷ୍ଟେଶନ ସ୍ଥାପନ କରିବା ପାଇଁ ଭାରତ…
ଟସ୍ ଜିତି ଦକ୍ଷିଣ ଆଫ୍ରିକାର ବୋଲି ନିଷ୍ପତ୍ତି
ଧର୍ମଶାଳା, ୧୭।୧୦: ଚଳିତ ଦିନିକିଆ କ୍ରିକେଟ ବିଶ୍ୱକପରେ ମଙ୍ଗଳବାର ଦକ୍ଷିଣ ଆଫ୍ରିକା ଓ ନେଦରଲାଣ୍ଡ୍ସ ମଧ୍ୟରେ ଖେଳାଯାଉଛି। ମ୍ୟାଚରେ ଦକ୍ଷିଣ ଆଫ୍ରିକା ପ୍ରଥମେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଆମନ୍ତ୍ରଣ ପାଇଁ ନେଦରଲାଣ୍ଡ୍ସ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଛି।…
ପାଞ୍ଚ ରାଜ୍ୟରେ ଜିତିବ କଂଗ୍ରେସ: ରାହୁଲ
ଆଇଜଲ,୧୭।୧୦: କଂଗ୍ରେସର ପୂର୍ବତନ ସଭାପତି ତଥା ୱାୟାନାଡର ଏମପି ରାହୁଲ ଗାନ୍ଧୀ ଦେଶର ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ସମ୍ପର୍କରେ ଏକ ବଡ଼ ଦାବି କରିଛନ୍ତି ଯେ ଏହି ସବୁ ରାଜ୍ୟରେ କଂଗ୍ରେସ ଦଳ ସରକାର ଗଠନ କରିବେ।…
ରାଘବ ଚଢାଙ୍କୁ ଖାଲି କରିବାକୁ ପଡିବନି ସରକାରୀ ବଙ୍ଗଳା
ନୂଆଦିଲ୍ଲୀ,୧୭।୧୦: ଆମ ଆଦମୀ ପାର୍ଟି (ଏଏପି) ରାଜ୍ୟ ସଭା ଏମ୍ପି ରାଘବ ଚଢା ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟରୁ ଏକ ବଡ ଆଶ୍ୱସ୍ତି ପାଇଛନ୍ତି। ଅଦାଲତ କହିଛନ୍ତି, ରାଘବ ଚଢାଙ୍କୁ ବର୍ତ୍ତମାନର ଟାଇପ -୭ ସରକାରୀ ବଙ୍ଗଳା ଖାଲି କରିବାକୁ ପଡିବ ନାହିଁ।…
ଡ୍ରିମ୍ ଗର୍ଲଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି
ଡ୍ରିମ୍ ଗର୍ଲ ହେମା ମାଳିନି ଯଦିଓ ଗତ ତିନିବର୍ଷ ଧରି କୌଣସି ଫିଲ୍ମରେ ନଜର ଆସି ନାହାନ୍ତି, କିନ୍ତୁ ତାଙ୍କୁ ଭାରତୀୟ ସିନେମାର ଜଣେ କିମ୍ବଦନ୍ତୀ ଅଭିନେତ୍ରୀ ଭାବରେ ସର୍ବଦା ସ୍ମରଣ କରାଯିବ। ବଲିଉଡରେ ତାଙ୍କର ଆଇକନିକ ଫିଲ୍ମ ମଧ୍ୟରେ ଶୋଲେ,…
‘ବଚନ ପତ୍ର’ ନୁହେଁ, କଂଗ୍ରେସର ‘ମହାମିଛ ପତ୍ର’ ଜାରି: ଶିବରାଜ ସିଂ ଚୌହାନ
ଭୋପାଳ,୧୭।୧୦: ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଦ୍ୱାରା ଜାରି କରାଯାଇଥିବା ପ୍ରତିଶ୍ରୁତି ନୋଟକୁ ମହାମିଛ ପତ୍ର ବୋଲି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ଆଜି କଂଗ୍ରେସର ମାନିଫେଷ୍ଟୋ ଜାରି ଉପରେ ନିଜର ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ଏହା କଂଗ୍ରେସର…
ଶୁଦ୍ଧି କ୍ରିୟାରେ ଯୋଗଦେବାକୁ ଯାଇ ଫେରିଲେନି, ହତ୍ୟା ସନ୍ଦେହ କରି…
ପାଟଣା,୧୭।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଆହାରପଡ଼ା ଫିଲଡ ସାହି ବାଉଁଶ ବୁଦା ନିକଟରୁ ମଙ୍ଗଳବାର ସକାଳୁ ଜଣେ ୪୫ ବର୍ଷୀୟା ବିଧବାଙ୍କ ସନ୍ଦେହ ଜନକ ଭାବେ ମୃତଦେହ ଜବତ ହୋଇଛି। ମହିଳା ଜଣକ ହେଉଛନ୍ତି ଆହରପଡା ଗୁଡ଼ା…
Archives


