Home Left

ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ପୁରସ୍କାର ପାଇଲେ ଆଲିଆ, ଖାସ୍‌ ଦିନରେ ପିନ୍ଧିଲେ ବିବାହର ଶାଢ଼ି

ବମ୍ବେ: ଚଳଚ୍ଚିତ୍ର ‘ଗଙ୍ଗୁବାଈ କାଠିଆଓ୍ବାଡି’ ଲାଗି ୬୯ତମ ଜାତୀୟ ଫିଲ୍ମଫେୟାର ଆଓ୍ବାର୍ଡସ୍‌ରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଜିତିଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ। ଏନେଇ ମଙ୍ଗଳବାର ଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ସ୍ବାମୀ ତଥା ଅଭିନେତା ରଣବୀର କପୁରଙ୍କ ସହ…

ପରଦାରେ ହିରୋ ନୁହେଁ ହିରୋଇନଙ୍କ ସହ ରୋମାନ୍ସ କରିଛନ୍ତି ଏସବୁ ନାୟିକା, ସାଉଁଟିଛନ୍ତି ବାହାବାଃ

ବମ୍ବେ: ପରଦାରେ ସମଲିଙ୍ଗୀ ଚରିତ୍ରରେ ଅଭିନୟ କରି ବାହାବାଃ ସାଉଁଟିଛନ୍ତି ଅନେକ ବଲିଉଡ୍‌ ଅଭିନେତ୍ରୀ। ହିରୋଙ୍କୁ ଛାଡ଼ି ହିରୋଇନ୍‌ଙ୍କ ସହ କରିଛନ୍ତି ରୋମାନ୍ସ। ଏହି ତାଲିକାରେ ରହିଛନ୍ତି ଶବାନା ଆଜମୀଙ୍କଠାରୁ ଆରମ୍ଭ କରି ଭୂମି ପେଡନେକର, ମାଧୁରୀ ଦୀକ୍ଷିତ, ସୋନମ କପୁର,…

ସୁପ୍ରିମକୋର୍ଟଙ୍କ ରାୟ ପରେ ଏମିତି କହିଲେ ଦୂତି

ଭୁବନେଶ୍ୱର,୧୭।୧୦ : ସମଲିଙ୍ଗୀ ସମ୍ପର୍କକୁ ନେଇ ମଙ୍ଗଳବାର ସୁପ୍ରିମକୋର୍ଟ ଐତିହାସିକ ରାୟ ଦେଇଛନ୍ତି। ଏହାକୁ ନେଇ ଆଥ୍‌ଲେଟ୍‌ ଦୂତି ଚାନ୍ଦ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ସେ ସୁପ୍ରିମକୋର୍ଟଙ୍କ ଏହି ରାୟକୁ ଗ୍ରହଣ କରିପାରି ନାହାନ୍ତି। ସେ କହିଛନ୍ତି ମୁଁ ସର୍ବୋଚ୍ଚ…

କବରସ୍ତାନରେ ନିର୍ମିତ ବିଏସପି ନେତାଙ୍କ ହୋଟେଲ ଉପରେ ବୁଲଡୋଜର, ମାଟିରେ ମିଶିଲା ୨୦ କୋଟିର ବିଲ୍ଡିଂ…

ଲକ୍ଷ୍ନୌ,୧୭।୧୦ : ଉତ୍ତରପ୍ରଦେଶ ଫାରୁଖବାଦର କବରସ୍ତାନରେ ନିର୍ମିତ ବିଏସପି ନେତାଙ୍କ ହୋଟେଲ ଗୁରୁଶରଣମ ଉପରେ ପ୍ରଶାସନର ବୁଲଡୋଜର ଚାଲିଛି । ତିନି ମହଲା ହୋଟେଲରେ ଭାଙ୍ଗିବା କାର୍ଯ୍ୟ ସକାଳ ୬ ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ଜାରି ରହିଥିଲା ।…

ଗୋରୁ ଗାଡି ଧରିଲେ ଗ୍ରାମବାସୀ, ଏନଏଚ ୪୯ ପାଲଟିଛି ଗୋ ମାଫିଆଙ୍କ ପାଇଁ ସୁରକ୍ଷିତ ପଥ

କେନ୍ଦୁଝର, ୧୭।୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ) : ରବିବାର ରାତିରେ ତେଲକୋଇ ଥାନା ଅନ୍ତର୍ଗତ ଜଗମୋହନପୁର ଛକ ନିକଟରେ ଏନଏଚ ୪୯ରେ ପାଲଲହଡା ଆଡୁ କେନ୍ଦୁଝର ଦେଇ ପଶ୍ଚିମବଙ୍ଗ ଚାଲାଣ ହେଉଥିବା ଏକ ଗୋରୁ ବୋଝେଇ ଟ୍ରକକୁ ସ୍ଥାନୀୟ ଲୋକମାନେ ଅଟକାଇ…

ଗୋରୁ ବୋଝେଇ ଗାଡ଼ି ଛାଡ଼ି ଦୌଡ଼ିଲେ ଡ୍ରାଇଭର

ଛତ୍ରପୁର,୧୭।୧୦(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ଜଗନ୍ନାଥପୁର ରେଲୱେ ଗେଟ ନିକଟରୁ ଗୋରୁ ବୋଝେଇ ପିକ୍‌ଅପ୍‌ ଭ୍ୟାନ ଜବତ ହୋଇଛି । ଏଥିରୁ ୧୧ରୁ ଊଦ୍ଧର୍‌ବ ଗାଈ ଉଦ୍ଧାର କରାଯାଇଛି । ଅପରପକ୍ଷରେ ଡ୍ରାଇଭର ଦୌଡ଼ିକି ଫେରାର…

ଶର୍ଟଲେସ୍‌ ହୋଇ ମିଟିଂ କଲେ ଏୟାର ଏସିଆ ସିଇଓ, ସୋସିଆଲ ମିଡିଆରେ ଫଟୋ ଭାଇରାଲ ପରେ…

ନୂଆଦିଲ୍ଲୀ,୧୭।୧୦: ଏୟାର ଏସିଆର ସିଇଓ ଟୋନି ଫର୍ନାଡିସ ଏକ ଫଟୋକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଫଟୋଟି ଟୋନିଙ୍କର ହୋଇଥିବା ବେଳେ ସେ ଶର୍ଟଲେସ୍‌ ହୋଇ ମସାଜ୍‌କୁ ଉପଭୋଗ କରୁଥିବା ଦେଖାଯାଇଛି। ନିଜେ ସେ ଫଟୋଟିକୁ ଲିଙ୍କଡିନ୍‌ରେ ଶେୟାର…

ଶାଳମଞ୍ଜି କ୍ରୟ ପ୍ରାପ୍ୟ ମିଳି ନ ଥିବାରୁ ଜନ ଅସନ୍ତୋଷ

ବାଲିଗୁଡା,୧୭।୧୦:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ତଥା ଏହାର ଆଖପାଖ ଅଞ୍ଚଳରେ ଅଧିକାଂଶ ଅଧିବାସୀ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭରଶୀଳ । ଜଙ୍ଗଲକାତ ଦ୍ରବ୍ୟକୁ ଲୋକେ ଉଚିତ ଦରରେ ବିକ୍ରି କରିବେ ସେଥିପାଇଁ ସରକାରଙ୍କ ତରଫରୁ ଦର ଧାର୍ଯ୍ୟ…

ବିଧାୟକଙ୍କ ପାଖରେ ମୋରଡା ବ୍ଲକର ହିସାବ ନାହିଁ

ମୋରଡ଼ା,୧୭।୧୦(ସ୍ମାରକ ମାଜୀ): ସାରା ରାଜ୍ୟରେ ଆମ ଓଡିଶା ନବୀନ ଓଡିଶା ଯୋଜନାରେ ଗ୍ରାମାଞ୍ଚଳର ବିକାଶ ପ୍ରକ୍ରିୟା ଆଗକୁ ହେବାକୁ ଥିବା ବେଳେ ଆଜି ମୟୁରଭଞ୍ଜ ଜିଲାରେ ଏହାର ଶୁଭାରମ୍ଭ ହୋଇଛି l ଏହି ପରିପ୍ରେକ୍ଷୀରେ ମୋରଡ଼ା ବ୍ଲକ ଅଧୀନ ପାଟପୁରସ୍ଥିତ ମିନି…

ଦୁଇଦୁଇ ପଦବୀରେ କିପରି ହେଲେ ସଭାନେତ୍ରୀ, ଅଭିଯୋଗ ଆଣିଲା ଭାଜପା ମହିଳା ମୋର୍ଚ୍ଚା

ଭଦ୍ରକ,୧୭।୧୦(ସନାତନ ରାଉତ ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ବିଜେଡି ସଭାନେତ୍ରୀ ମିଶନ ଶକ୍ତିର ଚାନ୍ଦବାଲି ବ୍ଲକ ସ୍ତରୀୟ ଫେଡେରେଶନର ସଭାନେତ୍ରୀ ଅଛନ୍ତି। ନିୟମ ଅନୁଯାୟୀ ଜଣେ ରାଜନୈତିକ ବ୍ୟକ୍ତି ମିଶନ ଶକ୍ତି ବ୍ଲକ ଫେଡେରେଶନରେ କୌଣସି ପଦବୀରେ ରହିପାରିବେ ନାହିଁ…

ପିଉସୀ ଘରେ ସ୍ତ୍ରୀ ମୁଣ୍ଡକୁ ଶାବଳରେ ଛେଚିଦେଲେ ସ୍ବାମୀ 

ମୋରଡା,୧୭।୧୦(ସ୍ମାରକ ମାଜୀ):  ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ତଥା ଚିତ୍ରଡା ଫାଣ୍ଡି ଅଧୀନ ସମାଇଡ଼ିହି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ସ୍ବାମୀ ସ୍ତ୍ରୀକୁ ଏକ ଶାବଳରେ ଛେଚି ନିର୍ମମ ଭାବେ ହତ୍ୟା କରିବା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।…

ବାଣ ନିର୍ମାଣ କାରଖାନାରେ ବିସ୍ଫୋରଣ: ୫ ମୃତ

ଚେନ୍ନାଇ,୧୭।୧୦: ତାମିଲନାଡୁର ଭିରୁଧୁନଗର ଜିଲାର ଶିବକାଶୀ ନିକଟରେ ଥିବା ଏକ ଫାୟାର କ୍ରାକର ନିର୍ମାଣ କାରଖାନାରେ ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅଗ୍ନିଶମ ଓ ଉଦ୍ଧାର ବିଭାଗର ସୂଚନା ଅନୁଯାୟୀ, କର୍ମଚାରୀମାନେ ଘଟଣାସ୍ଥଳରେ ଉପସ୍ଥିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri