Home Left

ପୋଖରୀରେ ବୁଡି ଚାଲିଗଲା ଜୀବନ

ଛତ୍ରପୁର,୯।୪(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ସାନନୋଳିଆ ନୂଆଗାଁରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ପୋଖରୀରେ ଗାଧୋଇବା ବେଳେ ଅସାବଧାନତା ହେତୁ ଗାଁର ସିକିଟି ଗୁରେୟା(୫୩) ପାଣିରେ ବୁଡି ଯାଇଥିଲେ। କିଛି ସମୟ ପରେ ସିକିଟ ପାଣିରେ ଭାସୁଥିବା…

ଖରାଦିନେ କେମିତି ନେବେ ତ୍ୱଚାର ଯତ୍ନ: ଆପଣାନ୍ତୁ ଏହି ଟିପ୍ସ

ଯଦି ଆପଣ ଖରାଦିନରେ କେଉଁଠିକି ବୁଲିବାକୁ ଯାଉଛନ୍ତି ତେବେ ସାଙ୍ଗରେ ଭଲ କ୍ଲିଞ୍ଜର,ଟୋନର,ମଶ୍ଚରାଇଜର ନେବାକୁ ଭୁଲନ୍ତୁ ନାହିଁ। ଏହାପରେ ସନ୍‌ସ୍କ୍ରିନ୍‌ ଲୋସନ୍‌ ବ୍ୟବହାର କରିପାରିବେ; ଯାହା ଲୋମଛିଦ୍ରକୁ ବନ୍ଦକରୁ ନ ଥିବ, ଏହା ମୁହଁକୁ ଭଲ ଲୁକ୍‌ ଦେବ… ନିଜ ତ୍ୱଚା…

ଫ୍ୟାମିଲି ଟ୍ରିପ୍‌ରେ ଯିବାକୁ ଚାହୁଁଛନ୍ତି କି? ଧ୍ୟାନରେ ରଖନ୍ତୁ ଏସବୁ କଥା

ଛୁଟି ହେଲେ ସମସ୍ତେ ବାହାର ସ୍ଥାନକୁ ବୁଲିଯିବାକୁ ପସନ୍ଦ କରନ୍ତି। ଟ୍ରିପ୍‌ ସମୟରେ କିଛି କଥାକୁ ଧ୍ୟାନରେ ନିହାତି ରଖିବା ଆବଶ୍ୟକ। ସେ ସମ୍ପର୍କରେ କିିଛି ଟିପ୍ସ…. ବ୍ୟସ୍ତମୟ ଜୀବନରେ ଟିକେ ଫୁର୍‌ସତ ମିଳିଲେ ଅନେକେ ପରିବାର ସହ ମନପସନ୍ଦର ଜାଗାକୁ…

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଭର୍ତ୍ତୃହରି

ଭୁବନେଶ୍ୱର,୯।୪: ଜଳ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କଟକରୁ ଲୋକ ସଭା ଭାଜପା ପ୍ରାର୍ଥୀ ଭର୍ତ୍ତୃହରି ମହତାବ। ଭର୍ତ୍ତୃହରି କହିଛନ୍ତି, ଉତ୍ତର ଓଡ଼ିଶାର ୪ଟି ନଦୀ ଶୁଖିଲା, ମହାନଦୀ ପାଣି ପିଇବା ଯୋଗ୍ୟ ନୁହେଁ। ହୀରାକୁଦରେ ଜଳସ୍ତର କମିଛି।…

ରାଜ୍ୟରେ ପୁଣି ବଢିବ ତାତି

ଭୁବନେଶ୍ୱର,୯।୩(ଅସମାପିକା ସାହୁ): ଏପ୍ରିଲ ୧୩ ପରଠାରୁ ରାଜ୍ୟରେ ପଶ୍ଚିମ ତଥା ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ବାୟୁର ପ୍ରଭାବ ବୃଦ୍ଧି ସହ ପୁଣି ଦିନ ତାପମାତ୍ରାରେ ଦୃଷ୍ଟାନ୍ତ ମୂଳକ ବୃଦ୍ଧି ସମ୍ଭାବନା ରହିଛି ତଥା କିଛି ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡ଼ିଶାର ଅଞ୍ଚଳରେ…

୧୦ ବର୍ଷ ପରେ କଂଗ୍ରେସକୁ ଫେରିଲେ ବିରେନ୍ଦ୍ର ସିଂ

ନୂଆଦିଲ୍ଲୀ,୯।୪: ହରିଆଣାର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିରେନ୍ଦ୍ର ସିଂ ଭାଜପାରୁ ଇସ୍ତଫା ଦେବା ପରେ ପୁଣି କଂଗ୍ରେସକୁ ଫେରିଛନ୍ତି । ତାଙ୍କ ସହ ତାଙ୍କ ପତ୍ନୀ ପ୍ରେମଲତା ମଧ୍ୟ ମଙ୍ଗଳବାର କଂଗ୍ରେସରେ ଯୋଗ ଦେଇଛନ୍ତି । ମାସେ ପୂର୍ବରୁ…

ଛିଡୁନି ଅଙ୍କକଷା, ବାଜି ମାରିବ ଭାଜପା, ଓଡ଼ିଶା ସହ ପଶ୍ଚିମବଙ୍ଗରେ ବି ସବୁଠାରୁ ବଡ ଦଳ ହେବ ଭାଜପା: ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ,୯।୪: ଲୋକ ସଭା ନିର୍ବାଚନ ପୂର୍ବରୁ ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋରଦାବି କରିଛନ୍ତି ଯେ ଭାରତୀୟ ଜନତା ପାର୍ଟି (ଭାଜପା) କିଛି ରାଜ୍ୟରେ ନିଜର ଆସନ ବୃଦ୍ଧି କରିବ ଏବଂ ଦକ୍ଷିଣ ଏବଂ ଉତ୍ତର ପୂର୍ବ ଭାରତରେ ଭୋଟ ଅଂଶ…

ଚିଠି ଲେଖିଲେ ସୁର, କହିଲେ ଭୁବନେଶ୍ୱରରେ କରିବିନି ପ୍ରଚାର

ଭୁବନେଶ୍ୱର,୯।୪: ସାନପୁଅ ପାଇଁ ସୁର ଏବେ ଅଡୁଆରେ ଅଛନ୍ତି। ଏଭଳି ପରିସ୍ଥିତିରେ କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟଙ୍କୁ ଦଳ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ତେବେ ଉତ୍ତରରେ ଦୁଇଟି ଚିଠି ଲେଖି ପିସିସି ସଭାପତି ଓ ଶୃଙ୍ଖଳା…

ଲୁଚିଛପି ବିବାହ କଲେ ଲେଡି ଗାଗା? ଭାଇରାଲ ହେଉଛି ସିଙ୍ଗରଙ୍କ ଫଟୋ

ଓ୍ବାଶିଂଟନ: ଆମେରିକୀୟ ଗାୟିକା, ଗୀତିକାର ଏବଂ ଅଭିନେତ୍ରୀ ଲେଡି ଗାଗାଙ୍କର ରହିଛନ୍ତି ଅନେକ ପ୍ରଶଂସକ। ୩୮ ବର୍ଷିୟା ଲେଡି ଗାଗା ତାଙ୍କ ବୃତ୍ତିଗତ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନ ପାଇଁ ଅଧିକ ଚର୍ଚ୍ଚାରେ ରହିଥାଆନ୍ତି। ବର୍ତ୍ତମାନ ତାଙ୍କୁ ନେଇ ଏକ ଖବର…

୨୦୧୧ର ଓ୍ବାର୍ଲଡ କପ ହିରୋ ଏମ ଏସ ଧୋନି, ଗୌତମ ଗମ୍ଭିର ପରସ୍ପରକୁ କଲେ ଆଲିଙ୍ଗନ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ,୯।୪: ୨୦୧୧ ବିଶ୍ୱକପ ବିଜେତା ଟିମର ସାଥୀ ଏମ.ଏସ ଧୋନି ଏବଂ ଗୌତମ ଗମ୍ଭୀର ସୋମବାର ଆଇପିଏଲ ୨୦୨୪ର ୨୨ତମ ମ୍ୟାଚ ପରେ ପରସ୍ପରକୁ ଆଲିଙ୍ଗନ କରିଥିଲେ ଏବଂ ଏହି ମୁହୂର୍ତ୍ତର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଚେନ୍ନାଇ ସୁପର…

ଅକ୍ଷୟଙ୍କ ଭବିଷ୍ୟବାଣୀ, ଆଇପିଏଲ ୨୦୨୪ର ପ୍ଲେ ଅଫରେ ରହିବେ ଏହି ୪ଟିମ

ନୂଆଦିଲ୍ଲୀ,୯।୪: ଆଇପିଏଲ ୨୦୨୪ର ଉତ୍ସାହ ଏହାର ଶିଖର ଛୁଇଁଛି। ଅଦ୍ୟାବଧି ଏହି ଟୁର୍ଣ୍ଣାମେଣ୍ଟରେ ବ୍ୟାଟ୍ସ ମ୍ୟାନମାନେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି ଏବଂ ଚୌକା ଛକାର ପ୍ରବଳ ବର୍ଷା ହୋଇଛି। ରାଜସ୍ଥାନର ପ୍ରଦର୍ଶନ ସମ୍ପୂର୍ଣ୍ଣ ରୟାଲ ହୋଇଥିବାବେଳେ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ସିଜନରେ…

ମାଓବାଦୀ-ଯବାନ ଗୁଳି ବିନିମୟ

ପାଇକମାଳ,୯।୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ଥାନା ନୃସିଂହନାଥ ନିକଟସ୍ଥ ଗନ୍ଧମାର୍ଦ୍ଦନ ପର୍ବତରେ ମଙ୍ଗଳବାର ଏକ ମାଓବାଦୀ କ୍ୟାମ୍ପ ଠାବ ହୋଇଛି । କୋମ୍ବିଂ ଅପରେଶନ ଚାଲିଥିବା ବେଳେ ମାଓବାଦୀ ଏବଂ ଯବାନ ମୁହାଁମୁହିଁ ହୋଇଥିଲେ। ଯବାନଙ୍କୁ ଦେଖି ମାଓବାଦୀମାନେ ପ୍ରଥମେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?