Home Left

୩ ମାସ ପରେ ମଇଦାନକୁ ଫେରିଲେ ପୃଥ୍ବୀ ଶ’, ନେଟ୍‌ ଅଭ୍ୟାସ କରୁଥିବା ଭିଡିଓ କଲେ ଶେୟାର

ନୂଆଦିଲ୍ଲୀ,୮।୧୨: ଭାରତୀୟ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ସେ ବେଙ୍ଗାଲୁରୁର ନ୍ୟାଶନାଲ କ୍ରିକେଟ ଏକାଡେମୀରେ ନେଟ୍‌ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ ସେ ମଇଦାନକୁ ଫେରିବାର ଅଦ୍ଭୁତ ଅନୁଭୂତି…

‘୨ ମିନିଟର ଖୁସି’ ବୟାନ ପାଇଁ କୋଲକାତା ହାଇକୋର୍ଟଙ୍କୁ କଡ଼ା ସମାଲୋଚନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୮।୧୨: ପ୍ରତ୍ୟେକ ମହିଳା ଏବଂ କିଶୋରୀ ମାନଙ୍କ ଯୌନ ଇଛା ଉପରେ କୋଲକାତା ହାଇକୋର୍ଟ ଦେଇଥିବା ବୟାନକୁ ଗମ୍ଭିରାତାର ସହିତ ନେଇଛନ୍ତି ସୁପ୍ରିମକୋର୍ଟ। ହାଇକୋର୍ଟ ତାଙ୍କର ଏହି ବୟାନରେ କହିଥିଲେ କି ”ଝିଅମାନେ ସେମାନଙ୍କର ଯୌନ ଇଛା ଉପରେ ରଖନ୍ତୁ, କାରଣ…

କିଙ୍ଗ ଚାର୍ଲସଙ୍କ ବୋହୁ, ରୁଷି ସୁନକଙ୍କ ସମେତ ଅନେକଙ୍କ ଉପରେ ଜାତିପ୍ରଥା ଟିପ୍ପଣି, ୬ ପୂର୍ବତନ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଲଣ୍ଡନ,୮।୧୨: ହ୍ବାଟସ ଆପରେ ଆପତ୍ତିଜନକ ତଥା ଜାତିପ୍ରଥା ସ୍ଥିତି ଶେୟାର କରୁଥିବା ଲଣ୍ଡନର ୬ଜଣ ପୂର୍ବତନ ପୋଲିସ ଅଧିକାରୀଙ୍କୁ ଗୁରୁବାର ଜେଲ ଦଣ୍ଡାଦେଶ ହୋଇଛି। ଏହି ବାର୍ତ୍ତାରେ ମେଘନ, ଡଚେସ ଅଫ ସସେକ୍ସ ଏବଂ ରାଜ ପରିବାରର ଅନ୍ୟ ସଦସ୍ୟମାନଙ୍କ ସନ୍ଦର୍ଭବି…

‘ଗାନ୍ଧୀ, ଆମ୍ବେଦକରଙ୍କ ଆତ୍ମା କାନ୍ଦୁଥିବ’, ମହୁଆଙ୍କ ସଦସ୍ୟତା ରଦ୍ଦ ପରେ ଏମିତି କହିଲେ ଦାନିଶ ଅଲି

ନୂଆଦିଲ୍ଲୀ,୮।୧୨: କ୍ୟାଶ ଫର କ୍ୱେରି ମାମଲାରେ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କୁ ଲୋକ ସଭାରୁ ବହିଷ୍କାର କରାଯାଇଛି। ଏହାକୁ ନେଇ ବିଏସପି ଏମପି ଦାନିଶ ଅଲିଙ୍କ ପ୍ରତିକ୍ରିୟା ଆସିଛି। ଦାନିଶ  କହିଛନ୍ତି – ଯେତେବେଳେ ରମେଶ ବିଧୁରୀ ମୋତେ ଏପରି ଅପମାନଜନକ…

ମାଲଦ୍ୱୀପରେ ଛୁଟି କାଟୁଛନ୍ତି ତାପସୀ

ମୁମ୍ବାଇ: ଶାହରୁଖ ଖାଁଙ୍କ ସହ ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଡଙ୍କି ରିଲିଜ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଅଭିନେତ୍ରୀ ତାପସୀ ପନ୍ନୁ ନିକଟରେ ତାଙ୍କ ପ୍ରଶଂସକଙ୍କୁ ତାଙ୍କର ପ୍ରିୟ ଛୁଟି ସ୍ଥାନ ମାଲଦ୍ୱୀପରେ ଛୁଟି କଟାଉଥିବା ସମୟର ଝଲକ ଶେୟାର…

ସନ୍ଦେହ ଜନକ ଅବସ୍ଥାରେ ମିଳିଲା ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ମୃତଦେହ

ଭବାନୀପାଟଣା,୮।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ କାର୍ଯ୍ୟରତ ଜଳ ସମ୍ପଦ ବିଭାଗର ଜଣେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଶୁକ୍ରବାର ମୁଖୀଗୁଡ଼ାସ୍ଥିତ ସରକାରୀ କ୍ୱାର୍ଟର୍ସରୁ ତାଙ୍କର ମୃତଦେହ ଜୟପାଟଣା ପୋଲିସ ଉଦ୍ଧାର କରିଛି। ମୃତ ଯନ୍ତ୍ରୀ ହେଲେ ରଞ୍ଜିତ…

ଆଲିଆଙ୍କ ‘ଚିଟ କୋଡ’

ମୁମ୍ବାଇ: ଆଲିଆ ଭଟ୍ଟ ଡିସେମ୍ବର ୭ରେ ସୌଦି ଆରବର ଜେଦ୍ଦାଠାରେ ରେଡ ସି ଇଣ୍ଟର ନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେଇଥିଲେ। ଇଭେଣ୍ଟର ସମାପନ ସମାରୋହର ରେଡ କାର୍ପେଟରେ ଏକ ଚମତ୍କାର ଗାଉନରେ ଏହି ଷ୍ଟାରଙ୍କୁ ଦେଖିବାକୁ ମିଳିଥିଲା। ଆଲିଆଙ୍କ ଅନେକ…

ରାଜସ୍ଥାନରୁ ଆସିଥିବା ଦେଶୀ ଗାଈ ଘିଅରେ ହେବ ରାମଲାଲାଙ୍କ ପ୍ରଥମ ଆଳତୀ

ଅଯୋଧ୍ୟା,୮।୧୨: ଜାନୁୟାରୀ ୨୨ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଅଯୋଧ୍ୟାରେ ଏଥିପାଇଁ ପ୍ରସ୍ତୁତି ଚାଲିଛି। ନୂଆ ମନ୍ଦିରରେ ରାମଲାଲାଙ୍କ ପ୍ରଥମ ଆରତୀ ରାଜସ୍ଥାନର ଯୋଧପୁରରୁ ନିଆଯାଇଥିବା ଘିଅ ସହିତ ପରିବେଷଣ କରାଯିବ। ଏଥିପାଇଁ ରାଜସ୍ଥାନରୁ ୬୫୦ କିଲୋଗ୍ରାମ ଘିଅ…

ସଦସ୍ୟତା ପଦ ରଦ୍ଦ ହେବା ପରେ ପ୍ରତିକ୍ରିୟା ରଖିଲେ ମହୁଆ, କହିଲେ ମୋ ବିରୋଧରେ କୌଣସି ପ୍ରମାଣ ନାହିଁ…

ନୂଆଦିଲ୍ଲୀ,୮।୧୨: ସଦସ୍ୟତା ପଦ ରଦ୍ଦ ହେବା ପରେ ତୃଣମୂଳ କଂଗ୍ରେସ ଏମ୍‌ପିି ମହୁଆ ମୋଇତ୍ରା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋ ବିରୋଧରେ କୌଣସି ପ୍ରମାଣ ନାହିଁ। ମହୁଆ କହିଛନ୍ତି ଯେ ଏଥିକ୍ସ କମିଟି ରିପୋର୍ଟରେ ମୋର ଲୋକ ସଭା ସଦସ୍ୟତା…

ମହୁଆଙ୍କୁ ସଂସଦରୁ ବହିଷ୍କାର ପାଇଁ ସୁପାରିସ: ତାତିଲେ ତୃଣମୂଳ କଂଗ୍ରେସ ଏମ୍‌ପି

ନୂଆଦିଲ୍ଲୀ,୮।୧୨: ତୃଣମୂଳ କଂଗ୍ରେସ ଏମ୍‌ପି ମହୁଆ ମୋଇତ୍ରାଙ୍କୁ ବହିଷ୍କାର କରିବା ଲାଗି ଶୁକ୍ରବାର ଲୋକ ସଭାରେ ଆଗତ କରାଯାଇଥିବା ‘ଏଥିକ୍ସ କମିଟି’ ରିପୋର୍ଟରେ ସୁପାରିସ କରାଯାଇଛି। ପ୍ରଶ୍ନକାଳ ପରେ ଗୃହ ମୁଲତବୀ କରାଯାଇ ପୁଣି ମଧ୍ୟାହ୍ନରେ ଗୃହକାର୍ଯ୍ୟ ଆରମ୍ଭ ହେବା ପରେ…

ଜଣେ ବରଙ୍କୁ ୪ କନ୍ୟା, ନେଲେ ସାତଫେରା: ଭିଡିଓ ଦେଖିଲେ

ବର୍ତ୍ତମାନ ବିବାହ ସିଜିନ୍‌ ଚାଲିଛି । ବିବାହର ଅନେକ ଫଟୋ ଭିଡିଓ ଭାଇରାଲ ହେଉଛି। ତେବେ ସମସ୍ତେ ବିବାହ ଦେଖିଥିବେ, ଅନେକ ସମୟରେ ଏହା ମଧ୍ୟ ଦେଖିଥିବେ ଯେ ୨ ବର ୨ କନ୍ୟା ଏକା ସାଥିରେ ଗୋଟିଏ ମଣ୍ଡପରେ ବିବାହ…

ଭାରତରେ ପ୍ରଥମ: ଝିଅରୁ ପୁଅ ହୋଇଥିବା ଯୁବକ କଲେ ବିବାହ

ଇନ୍ଦୋର,୮।୧୨:ଇନ୍ଦୋରରେ ମହିଳାରୁ ପୁରୁଷ ହୋଇଥିବା ଜଣେ ଯୁବକ ବିବାହ କରିଛନ୍ତି। ଦେଶରେ ଏହା ପ୍ରଥମ ଘଟଣା। ସ୍ବତନ୍ତ୍ର ବିବାହ ଅଧିନିୟମ ଅନୁଯାୟୀ ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ଏହି ବିବାହ ଅଳକାରୁ ଅସ୍ତିତ୍ୱ ହୋଇଥିବା ଏହି ଆସ୍ତା ନାମକ ଜଣେ ଯୁବତୀଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri