ପିଆଜ ଦର ନିୟନ୍ତ୍ରଣ କରିବାକୁ ରପ୍ତାନି ଉପରେ ରୋକ ଲଗାଇଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ,୮।୧୨: ବୃଦ୍ଧି ପାଉଥିବା ପିଆଜର ଦରକୁ ନିୟନ୍ତ୍ରଣ କରିବା ପାଇଁ ରପ୍ତାନି ଉପରେ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ପ୍ରତିବନ୍ଧକ ଲଗାଇଛନ୍ତି ଭାରତ ସରକାର। ପ୍ରକାଶ ପାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ପିଆଜ ରପ୍ତାନିକୁ କେନ୍ଦ୍ର ସରକାରଙ୍କ ଅନୁରୋଧ ଅନୁଯାୟୀ ଅନ୍ୟ ଦେଶକୁ…
ବାଣ ଫୁଟି ଯଜ୍ଞମଣ୍ଡପରେ ଲାଗିଲା ନିଆଁ
ଛତ୍ରପୁର,୮ା୧୨(ଦିଲ୍ଲୀପ ସାମଲ): କାଳୀମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ଚାଲିଥିବା ବେଳେ ନିଆଁ ଲାଗିଯାଇଥିଲା। ବାଣ ଫୁଟି ନିଆଁ ଲାଗିବାରୁ ହୁତୁହୁତୁ ହୋଇ ଯଜ୍ଞମଣ୍ଡପ ଜଳିଗଲା। ଗଞ୍ଜାମ ଜିଲା ଚମାଖଣ୍ଡି ଅନ୍ତର୍ଗତ କୁଅଁପଲୀ ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଛି। ଅଗ୍ନିଶମବାହିନୀ…
ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ପାଇଁ UPI କାରବାର ସୀମାକୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କଲା ଆରବିଆଇ
ନୂଆଦିଲ୍ଲୀ,୮।୧୨: ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ସୁବିଧା ପାଇଁ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) କାରବାର ସୀମାକୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)। ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ସୁବିଧା ପାଇଁ ୟୁପିଆଇ କାରବାର ସୀମାକୁ ୫ ଲକ୍ଷ…
୩ ରାଜ୍ୟରେ ରିସେପଶନ, ୩ ଲକ୍ଷ ଲୋକଙ୍କୁ ନିମନ୍ତ୍ରଣ, ଭାଜପା ବିଧାୟକ ଭବ୍ୟ ବିଶ୍ନୋଇଙ୍କୁ ବିବାହ କରିବେ ଆଇଏଏସ ପରି
ନୂଆଦିଲ୍ଲୀ,୮।୧୨: ଭାଜପା ବିଧାୟକ ଭବ୍ୟ ବିଶ୍ନୋଇ ଓ ଆଇଏଏସ ପରି ବିଶ୍ନୋଇ ୨୨ ଡିସେମ୍ବରରେ ବିବାହ କରିବାକୁ ଯାଉଛନ୍ତି, ଯାହାର ରିସେପଶନ ୩ ରାଜ୍ୟରେ ଦିଆଯିବ। ଭାଜପା ବିଧାୟକ ଭବ୍ୟ ବିଶ୍ନୋଇ ରାଜସ୍ଥାନର ବାସିନ୍ଦା ଆଇଏସ ପରୀ ବିଶ୍ନୋଇଙ୍କୁ ବିବାହ କରିବାକୁ…
ହ୍ରିତିକ ରୋଶନଙ୍କ ଫିଲ୍ମ ‘ଫାଇଟର୍’ର ଟିଜର ରିଲିଜ୍
ମୁମ୍ବାଇ: ସୁପରଷ୍ଟାର ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ଅଭିନୀତ ‘ଫାଇଟର୍’ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ । ଦର୍ଶକମାନେ ଉତ୍ସାହର ସହିତ ଏହି ଆକ୍ସନ ଫିଲ୍ମକୁ ଅପେକ୍ଷା କରିଛନ୍ତି। ନିକଟରେ ଫିଲ୍ମରୁ ହ୍ରିତିକ ରୋଶନ, ଦୀପିକା ପାଦୁକୋନ ଏବଂ…
ମିଜୋରାମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଜେଡପିଏମ ମୁଖ୍ୟ ଲାଲଡୁହୋମା
ନୂଆଦିଲ୍ଲୀ,୮।୧୨: ଜୋରାମ ନ୍ୟାସନାଲିଷ୍ଟ ପାର୍ଟି (ଜେଡଏନପି) ନେତା ଲାଲଡୁହୋମା ମିଜୋରାମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସହିତ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ରାଜଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶପଥ ନେଇଛନ୍ତି। ମଙ୍ଗଳବାର ଦିନ ଜେଡଏନପି ଲାଲଡୁହୋମାଙ୍କୁ ମୁଖ୍ୟମନ୍ତ୍ରୀ ଏବଂ କେ.…
ସଲମାନଙ୍କ ସହିତ ଏବେ କେମିତି ଅଛି କ୍ୟାଟ୍ରିନାଙ୍କ ସମ୍ପର୍କ, ଏନେଇ ମୁହଁ ଖୋଲିଲେ ଅଭିନେତ୍ରୀ
ମୁମ୍ବାଇ: ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଏବଂ ଦବଙ୍ଗ ଖାନ୍ ସଲମାନଙ୍କ ଯୋଡ଼ିକୁ ପ୍ରଶଂସକ ଖୁବ୍ ପସନ୍ଦ କରନ୍ତି। ଆଜିକାଲି ଏହି ଯୋଡ଼ି ‘ଟାଇଗର-୩’କୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି। ଫିଲ୍ମରେ ପର୍ଫର୍ମାନ୍ସକୁ ନେଇ କ୍ୟାଟ୍ରିନାଙ୍କୁ ପ୍ରଶଂସା ମିଳୁଛି। କ୍ୟାଟ୍ ନିଜର ଫିଲ୍ମ…
ଫ୍ଲିପକାର୍ଟ ସେଲ ସମୟରେ ମହିଳାଙ୍କୁ ଦେଇଥିଲା ୯୬ ଟଙ୍କାର ମହଙ୍ଗା ସାମ୍ପୁ, କଞ୍ଜୁମର କୋର୍ଟ ଲଗାଇଲା ୨୦ ହଜାର ଟଙ୍କାର ଜରିମାନା
ନୂଆଦିଲ୍ଲୀ,୮।୧୨: ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ବିକ୍ରୟ ସମୟରେ ଜଣେ ମହିଳା ଗ୍ରାହକଙ୍କ ପାଇଁ ନିର୍ଦ୍ଦିଷ୍ଟ ମୂଲ୍ୟଠାରୁ ୯୬ଟଙ୍କା ଅଧିକ ମୂଲ୍ୟରେ ସାମ୍ପୁ ବିକ୍ରି କରିବା ଅତ୍ୟନ୍ତ ମହଙ୍ଗା ପଡିଥିଲା। ବେଙ୍ଗାଲୁରୁ ସ୍ଥିତ ଗ୍ରାହକ ଫୋରମ ମହିଳାଙ୍କ ଅଭିଯୋଗ ଉପରେ କମ୍ପାନୀ ଉପରେ୨୦ହଜାର…
ବିଏସଏଫ୍ ଯବାନଙ୍କୁ ସଫଳତା, ଅମୃତସରରୁ ମିଳିଲା ପାକିସ୍ତାନୀ ଡ୍ରୋନ
ଅମୃତସର,୮।୧୨: ସୀମା ସୁରକ୍ଷା ବଳ (ବିଏସଏଫ୍) ଗୁରୁବାର ରାତିରେ ପଞ୍ଜାବ ପୋଲିସ ସହିତ ଅମୃତସର ଜିଲାର ଏକ ସୀମାନ୍ତ ଗ୍ରାମରେ ସର୍ଚ୍ଚ ଅପରେଶନ ବେଳେ ଏକ ପାକିସ୍ତାନୀ ଡ୍ରୋନକୁ ଜବତ କରିଛି। ବିଏସଏଫ ମୁଖପାତ୍ର କହିଛନ୍ତି ଯେ, ପଞ୍ଜାବ ପୋଲିସ ସହିତ…
ଅନ ଏୟାର ହେଉ ହେଉ ଅଭଦ୍ର ଇସାରା କଲେ ଆଙ୍କର, ଭିଡିଓ ଭାଇରାଲ ପରେ ଜଣାପଡିଲା ସତ
ଲଣ୍ଡନ,୮।୧୨: ଆଙ୍କରିଂ କରିବା ସମସ୍ତଙ୍କ ପାର୍ଇ ସାଧାରଣତଃ ଏକ ଚ୍ୟାଲେଞ୍ଜିଂ କାର୍ଯ୍ୟ ହୋଇଥାଏ। ବିଶେଷ କରି ଯେତେବେଳେ ସେମାନେ ଲାଇଭ ଶୋ’ କରନ୍ତି। ସେହି ସମୟରେ ସେମାନଙ୍କୁ ପ୍ରତ୍ୟେକ ଶବ୍ଦ ଏବଂ ସେମାନଙ୍କର ଶରୀରର ଭାଷା ଉପରେ ନଜର ଦେବାକୁ ପଡେ,…
ବିଶ୍ୱକପ୍ ଫାଇନାଲରେ ଏହି କାରଣ ଯୋଗୁ ହାରିଛି ଭାରତ, ଆଇସିସି କଲା ବଡ଼ ଖୁଲାସା
ନୂଆଦିଲ୍ଲୀ,୮।୧୨: ବିଶ୍ୱକପ୍ ଶେଷ ହେବାର ପ୍ରାୟ ୧୯ ଦିନ ବିତିଗଲାଣି। ବର୍ତ୍ତମାନ ଏହାକୁ ନେଇ ଏକ ଖବର ସାମ୍ନାକୁ ଆସିଛି। ଯେଉଁଥିରେ କୁହାଯାଇଛି ଯେ, ଟିମ ଇଣ୍ଡିଆ ଯେଉଁ ପିଚ୍ରେ ଅଷ୍ଟ୍ରେଲିଆ ବିଫକ୍ଷରେ ଫାଇନାଲ ମୁକାବିଲା ଖେଳିଥିଲା, ତାହାକୁ ଅନ୍ତର୍ଜାତୀୟ କ୍ରିକେଟ…
ଟ୍ରେନ୍ଲାଇନ୍ରେ କଟି ସିଗ୍ନାଲ୍ ଯନ୍ତ୍ରୀଙ୍କ ଜୀବନ ଗଲା
ନୂଆପଡ଼ା,୮ା୧୨: ନୂଆପଡ଼ା ରେଳଷ୍ଟେଶନର ସିଗ୍ନାଲ୍ରେ ଯାନ୍ତ୍ରିକ ତ୍ରୁଟି ଥିବାରୁ ମରାମତି ପାଇଁ ସିଗ୍ନାଲ୍ ଯନ୍ତ୍ରୀ ଅନୁପ ରୟ(୨୮) ଗୁରୁବାର ରାତିରେ ଷ୍ଟେଶନରେ ପହଞ୍ଚିଥିଲେ। ମରାମତି କାର୍ଯ୍ୟ ସାରି ଲଖନା ଫେରୁଥିବା ବେଳେ ରେଳ ଲାଇନ୍ର ଗୋଡ଼ ଫସି ଯାଇଥିଲା। ଏହି ସମୟରେ…
Archives


