Home Left

ଅନଲାଇନ୍‌ରେ ମଗାଇଥିଲେ ୨୦ ହଜାର ଟଙ୍କାର ହେଡ୍‌ଫୋନ୍‌, ପାର୍ସଲରୁ ଯାହା ମିଳିଲା ଦେଖି ବ୍ୟକ୍ତିଙ୍କ ଉଡ଼ିଲା ହୋସ୍‌

ଆଜିକାଲିର ସମୟରେ ଅନଲାଇନରେ ଶପିଂ କରିବା ସାଧାରଣ କଥା। ଏହାଦ୍ୱାରା ବ୍ୟସ୍ତବହୁଳ ଜୀବନରେ ସବୁକିଛି ଲୋକେ ହାତ ପାହାନ୍ତାରେ ପାଇଯାଉଛନ୍ତି। ହେଲେ ବେଳେବେଳେ କିଛି ଲୋକ ଠକାମୀର ଶିକାର ହେଉଛନ୍ତି। ଏଭଳି ଏକ ଘଟଣା ଜଣେ ‘ଏକ୍ସ’ ବ୍ୟବହାରକାରୀଙ୍କ ସହ ଘଟିଛି। ସେ…

ରାଜ୍ୟ ଯୁବ କଂଗ୍ରେସ ସଭାପତି ହେଲେ ରଞ୍ଜିତ ପାତ୍ର

ଭୁବନେଶ୍ୱର,୧୪।୧୨: ରାଜ୍ୟ ଯୁବ କଂଗ୍ରେସ ସଭାପତି ଭାବେ ବୁଧବାର ନିଯୁକ୍ତ ରଞ୍ଜିତ ପାତ୍ର। ସେହିପରି ସାଗର ଚରଣ ଦାସ ଓ କୃଷ୍ଣ ମହାନ୍ତିଙ୍କୁ ରାଜ୍ୟ ଯୁବ କଂଗ୍ରେସ ଉପସଭାପତି ଦାୟିତ୍ୱ ଦିଆଯାଇଛି। ଭାରତୀୟ ଯୁବ କଂଗ୍ରେସ ସଭାପତି ଶ୍ରୀନିବାସ ବି.ଭି ଏହି…

କ୍ୟାରିୟରରେ କରିନାହାନ୍ତି ବୋଲ୍ଡ ସିନ୍‌, ଅସଲ କାରଣ କହିଲେ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ର ଜଣେ ଅଭିନେତ୍ରୀ ଯିଏ କି ତାଙ୍କ କ୍ୟାରିୟରରେ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି। କିନ୍ତୁ ସେ ନିଜ କ୍ୟାରିୟରରେ କେବେ ବୋଲ୍ଡ ସିନ୍‌ କରିନାହାନ୍ତି। ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ଚୁଲ୍‌ବୁଲି କାଜଲ। ଦୀର୍ଘବର୍ଷ ପରେ…

ପାକିସ୍ତାନ ବିପକ୍ଷରେ ବସିକି ଛକା ମାରିଲେ ଓ୍ବାର୍ନର: ଦେଖନ୍ତୁ ଭିଡିଓ

ପର୍ଥ,୧୪।୧୨:ପାକିସ୍ତାନ ବିପକ୍ଷରେ ଚାଲିଥିବା ପର୍ଥ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆର ଓପନର୍‌ ଡେଭିଡ ୱାର୍ନର ପୁଣିଥରେ ଦର୍ଶାଇଛନ୍ତି ଯେ ତାଙ୍କୁ କାହିଁକି ବିଶ୍ୱର ବିସ୍ଫୋରକ ଓପନର୍‌ କୁହାଯାଉଛି। ପ୍ରଥମ ଇନିଂସରେ ଏହି ଭୟଭୀତ ବ୍ୟାଟ୍ସମ୍ୟାନ ୧୬୪ ରନର ଏକ ବଡ଼ ଇନିଂସ ଖେଳିଥିଲେ।…

ଆନିମଲ୍‌ର ‘ଲର୍ଡ ବବି’ଙ୍କ ଭଳି ମୁଣ୍ଡରେ ଗ୍ଲାସ ରଖି ମସ୍ତି କରୁଛି କୁକୁର, ଭିଡିଓ ଦେଖିଲେ ହେବେ ଚକିତ…

ନିକଟରେ ରିଲିଜ ହୋଇଥିଲା ଫିଲ୍ମ ‘ଆନିମଲ୍‌’। ଏହାର କାହାଣୀ ସହ ଚରିତ୍ରଗୁଡ଼ିକ ଦର୍ଶକଙ୍କ ମନରେ ଗଭୀର ଛାପ ଛାଡ଼ିବାରେ ସଫଳ ହୋଇଛି। ସେଥିରୁ ଗୋଟିଏ ହେଲା ଅଭିନେତା ବବି ଦେଓଲଙ୍କର। ବିଶେଷକରି ତାଙ୍କର ‘ଲର୍ଡ ବବି’ ଭାବେ ଭିଡିଓ ଲୋକପ୍ରିୟତା ହାସଲ…

ସତ୍ୟେନ୍ଦ୍ରଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ୍‌ ଜାନୁୟାରୀ ୮ ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ,୧୪।୧୨: ମନି ଲଣ୍ଡରିଂ ମାମଲାରେ ଆମ ଆଦମୀ ପାର୍ଟି(ଏଏପି)ନେତା ସତ୍ୟେନ୍ଦ୍ର ଜୈନଙ୍କ ଅଡୁଆ ବଢିବାରେ ଲାଗିଛି। ଗୁରୁବାର ସୁପ୍ରିମକୋର୍ଟ ଏଏପି ନେତା ସତ୍ୟେନ୍ଦ୍ରଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ୍‌କୁ ଜାନୁୟାରୀ ୮ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ମେ ୨୬ରେ କୋର୍ଟ ସତ୍ୟେନ୍ଦ୍ରଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ୍‌…

ଦାନ ବାକ୍ସରେ ପଡିଥିଲା ସୁନାଭଳି ଚମକୁଥିବା ଜୋତା, ଦାମ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଯେତେବେଳେ ଦାନ ବାକ୍ସ ଖୋଲାଯାଏ, ସେଥିରୁ କିଛି ନା କିଛି ବାହାରକୁ ଆସିବ ବୋଲି ଆଶା କରାଯାଏ। ଏହା ଅନୁମାନ କରାଯାଇପାରେ ଯେ ଦାନ ବାକ୍ସରୁ ବିଭିନ୍ନ ନାମର ନୋଟ ବାହାରିବ। ଏହା ସମ୍ଭବ ଯେ ଘରେ ରଖାଯାଇଥିବା କିଛି ମୂଲ୍ୟବାନ…

ମହାପ୍ରଭୁଙ୍କ ମୂଷିକ ଭକ୍ତ: ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ମୁଣ୍ଡିଆ ମାରିଲେ

ପୁରୀ,୧୪ା୧୨(ଅଜିତ୍‌ ମହାନ୍ତି): ମହାପ୍ରଭୁଙ୍କ ଦର୍ଶନ ପାଇଁ ଦେବତା, ଦାନବ, ଯକ୍ଷ, ମାନବ ଯେପରି ଆତୁର ହୋଇଥାନ୍ତି, ସେହିପରି ପଶୁପକ୍ଷୀ ମଧ୍ୟ ତାଙ୍କ ଆଶିଷ ଲାଭ କରିବା ପାଇଁ ବ୍ୟାକୁଳ ହୋଇ ଉଠିଥାନ୍ତି। କେବଳ ମଣିଷ ନୁହେଁ କ୍ଷୁଦ୍ର ପ୍ରାଣୀ ଓ କୀଟ…

ସାରାଙ୍କ ଜୀବନରୁ ବିଦାୟ ନେଲେ ବୟଫ୍ରେଣ୍ଡ, ଦ୍ୱିତୀୟ ଥର କରି ଥାଆନ୍ତେ ବିବାହ

ମୁମ୍ବାଇ: ଏକ୍ସ-ବିଗ ବସ ପ୍ରତିଯୋଗୀ ସାରା ଖାନ ବର୍ତ୍ତମାନ ସମୟରେ ଟେଲଭିଜନ ପରଦାରେ ସକ୍ରିୟ ହୋଇ ନ ପାରନ୍ତି, କିନ୍ତୁ ସେ ସୋସିଆଲ ମିଡିଆରେ ନିଜର ମଜାଳିଆ ରିଲ ସହିତ ପ୍ରଶଂସକଙ୍କୁ ମନୋରଞ୍ଜନ କରିବାରେ ଲାଗିଛନ୍ତି। ସେ ୨୦୦୭ରେ ଷ୍ଟାର୍‌ ପ୍ଲସ…

ଆୟରଙ୍କୁ ପୁଣିଥରେ ଅଧିନାୟକ ଦାୟିତ୍ୱ ଦେଲା କୋଲକାତା ନାଇଟ୍‌ ରାଇଡର୍ସ

ନୂଆଦିଲ୍ଲୀ,୧୪।୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌ ୨୦୨୪କୁ ନେଇ ଜୋରଦାର ପ୍ରସ୍ତୁତ ଚାଲିଛି। ଏହି ସିଜିନ୍‌ ପାଇଁ ନିଲାମ ୧୯ ଡିସେମ୍ବରରେ ଦୁବାଇରେ ଅନୁଷ୍ଠିତ ହେବ। ତେବେ ଆଇପିଏଲ ପୂର୍ବରୁ କୋଲକାତା ନାଇଟ୍‌ ରାଇଡର୍ସ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଦଳ ଶ୍ରେୟସ ଆୟରଙ୍କୁ…

ଇସାଇ ଧର୍ମର ପ୍ରସାର କରିପାରିବି ନାହିଁ: ରାମସ୍ବାମୀ

ଓ୍ବାଶିଂଟନ,୧୪।୧୨: ଆମେରିକାରରେ ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ବିବେକ ରାମସ୍ବାମୀ କହିଛନ୍ତି ଯେ ତାଙ୍କର ହିନ୍ଦୁ ଆସ୍ଥା ବା ଧର୍ବ ଉପରେ ଗଭୀର ବିଶ୍ୱାସ ଅଛି ଏବଂ ସେ ବୋଧହୁଏ ଖ୍ରୀଷ୍ଟିଆନ ବା ଇସାଇ ଧର୍ମ ପ୍ରଚାର କରିବାରେ ସଠିକ ବ୍ୟକ୍ତି…

ଲୋକ ସଭା ଶୀତକାଳିନ ଅଧିବେଶନରୁ ୫ କଂଗ୍ରେସ ଏମପି ସସପେଣ୍ଡ

ନୂଆଦିଲ୍ଲୀ,୧୪।୧୨: ସଂସଦର ସୁରକ୍ଷା ଅଭାବକୁ ନେଇ ବିରୋଧୀ ଦଳ ଗୁରୁବାର ଲୋକ ସଭା ଓ ରାଜ୍ୟ ସଭାରେ ଏକ ଅଡୁଆ ପରିସ୍ଥିତି ସୃଷ୍ଟି କରିଛନ୍ତି ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ବିବୃତ୍ତି ଦାବି କରିଛନ୍ତି। ଏହି ସମୟରେ ଲୋକ ସଭା ବାଚସ୍ପତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri