Home Left

ସବୁଠୁ ଚାଲାକ୍‌ ବାପା: ଶିଶୁ ଭାବିଲା ବାପା ଖେଳୁଛନ୍ତି, କିନ୍ତୁ ପ୍ରକୃତରେ ଘଟିଲା ଏମିତି…ଦେଖନ୍ତୁ ଭାଇରାଲ ଭିଡିଓ

ସୋସିଆଲ ମିଡିଆରେ ବେଳେବେଳେ ମଜାଦାର ଭିଡିଓ ଭାଇରାଲ ହୋଇଥାଏ। ଏପରି ଭିଡିଓ ଲୋକଙ୍କୁ ହସିବାକୁ ବାଧ୍ୟ କରିଥାଏ। ନିକଟରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି। ସାଧାରଣତଃ କୁନି ପିଲାମାନେ କେଶ କାଟିବାବେଳେ ବହୁତ ହଇରାଣ କରନ୍ତି। ସେମାନଙ୍କୁ ନିୟନ୍ତ୍ରଣ କରିବା…

ସଂସଦ ସୁରକ୍ଷାରେ ତ୍ରୁଟିକୁ ନେଇ ଗର୍ଜିଲେ ସଞ୍ଜୟ

ନୂଆଦିଲ୍ଲୀ,୧୪।୧୨: ସଂସଦର ସୁରକ୍ଷା ଅଭାବ ଘଟଣାରେ ଶିବସେନା (ୟୁବିଟି) ଏମପି ସଞ୍ଜୟ ରାଉତ କହିଛନ୍ତି ଯେ ସରକାର ପାଟି ବନ୍ଦ କରି ବସିଛନ୍ତି … ୨୨ବର୍ଷ ପୂର୍ବେ ଏହି ଘଟଣା ଅପେକ୍ଷା ଆଉ ଏକ ଭୟଙ୍କର ଘଟଣା ଘଟିଥିଲା ଏବଂ ଆମକୁ…

ମାମୁଙ୍କ ଭଳି ମହିଳାଙ୍କ ନିକଟରେ ବେଶ ଲୋକପ୍ରିୟ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ

ଭୋପାଳ,୧୪।୧୨: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ରାଜ୍ୟର ମହିଳାମାନଙ୍କ ମଧ୍ୟରେ ବେଶ ଲୋକପ୍ରିୟ। ଲଡଲି ବେହନାଙ୍କ ପରି ମହିଳାଙ୍କ ପାଇଁ କଲ୍ୟାଣକାରୀ ଯୋଜନା ଯୋଗୁଁ ଶିବରାଜ ରାଜ୍ୟର ଭଉଣୀ ଏବଂ ଝିଅମାନଙ୍କଠାରୁ ବହୁତ ଭଲ ପାଇବା ପାଇଛନ୍ତି। ରାଜ୍ୟବାସୀ…

ବଦଳୁନାହିଁ ପାକିସ୍ତାନର ଭାଗ୍ୟ

ପର୍ଥ,୧୪।୧୨: ପାକିସ୍ତାନ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଅଛି। ଏଠାରେ ଦଳକୁ ତିନି ଟେଷ୍ଟ ସିରିଜ ଖେଳିବାକୁ ପଡ଼ିବ। ଏହି ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ ପର୍ଥ ପଡ଼ିଆରେ ଆରମ୍ଭ ହୋଇଛି। ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଏକ ଦୃଢ ଆରମ୍ଭ କରିଛି। ବିଶ୍ୱକପ…

ରାଜ୍ୟ ସଭାରୁ ନିଲମ୍ବିତ ହେଲେ ଟିଏମସି ଏମପି

ନୂଆଦିଲ୍ଲୀ,୧୪।୧୨: ତ୍ରୁଣ ମୂଳ କଂଗ୍ରେସ(ଟିଏମସି) ଏମପି ଡେରେକ ଓ’ବ୍ରାୟନଙ୍କୁ ଶୀତକାଳିନ ଅଧିବେଶନର ଶେଷ ଭାଗରୁ ସସପେଣ୍ଡ କରି ଦିଆଯାଇଛି। ଓ’ବ୍ରାଇନ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ରାଜ୍ୟ ସଭାରୁ ନିଲମ୍ବିତ କରାଯାଇ ଗୃହର ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଛି। ବୁଧବାର ଅପରାହ୍ନରେ…

କେବେ ବିବାହ କରିବେ ମଲାଇକାଙ୍କୁ? ଅର୍ଜୁନ ଦେଲେ ଏଭଳି ଜବାବ

ବମ୍ବେ: ଦୀର୍ଘଦିନ ଧରି ଡେଟ୍‌ କରିବା ପରେ ମଲାଇକା ଅରୋରାଙ୍କୁ ବିବାହ କରିବାକୁ ମନ ବଳାଇଲେଣି ଅଭିନେତା ଅର୍ଜୁନ କପୁର। ଏନେଇ ନିର୍ଦ୍ଦେଶକ କରନ୍‌ ଜୋହରଙ୍କ ବିବାଦୀୟ ଶୋ’ ‘କଫି ଉଇଥ୍‌ କରନ-୮’ରେ ଖୁଲାସା କରିଛନ୍ତି ସେ। କେବଳ ଏତିକି ନୁହେଁ…

ଭାଜପା କେମିତି ବାଛୁଛି ମୁଖ୍ୟମନ୍ତ୍ରୀ, ନଡ୍ଡା କହିଲେ ରାଜ

ନୂଆଦିଲ୍ଲୀ,୧୪।୧୨:ଛତିଶଗଡ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଚୟନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସମସ୍ତ କଳ୍ପନାଜଳ୍ପନା ଏବଂ ବଡ ପ୍ରତିଯୋଗୀଙ୍କ ମଧ୍ୟରେ ଭାରତୀୟ ଜନତା ପାର୍ଟି (ଭାଜପା) ନୂତନ ନାମ ଘୋଷଣା କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହା ପରେ ଭାଜପା ସଂଗଠନର…

ମଦ ଦୋକାନ ସାମ୍ନାରେ ଏମିତି ଢଳିଢଳି ଚାଲୁଛି ବିଲେଇ, ଭିଡିଓ ଦେଖିଲେ ହସିହସି ଗଡ଼ିବେ

ବିଲେଇକୁ ବଡ଼ ବିଚିତ୍ର ଜୀବ କୁହାଯାଏ। ଏଥିପାଇଁ କୁହାଯାଏ କି ଏହା ନିଜ ମାଲିକର ମଧ୍ୟ ନୁହେଁ। ଆଜି ଏମିତି ଏକ ବିଲେଇର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହା ଦେଖିଲେ ହସିହସି ଗଡ଼ିଯିବେ।   चाबी निकाल, गाड़ी…

ଶେଷ ହେଲା କି ବସୁନ୍ଧରାଙ୍କ ରାଜ

ଜୟପୁର,୧୪।୧୨: ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ହୋଇଥିବା ବିଜୟ ଭାରତୀୟ ଜନତା ପାର୍ଟି(ଭାଜପା)କୁ ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ନୂତନ ଉତ୍ସାହରେ ପରିପୂର୍ଣ୍ଣ କରିଛି। ନିର୍ବାଚନ ଫଳାଫଳ ପରେ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ମଧ୍ୟ ନଆ ମୁଖ୍ୟମନ୍ତ୍ରୀ ପାଇଛନ୍ତି, କିନ୍ତୁ ଏହି…

ମାତ୍ର ୨୯ ଦିନରେ ବଦଳିଗଲା ପାକିସ୍ତାନୀ କ୍ରିକେଟର ଶାନ ମସୁଦଙ୍କ ଜୀବନ, ଗୋଟିଏ ପରେ ଗୋଟିଏ…

ଇସଲାମାବାଦ,୧୪।୧୨: ପାକିସ୍ତାନ କ୍ରିକେଟ ଟିମ୍‌ରେ ବଡ଼ ପରିବର୍ତ୍ତନ ଘଟିଛି। ଅଷ୍ଟ୍ରେଲିଆ ବିପକ୍ଷରେ ଗୁରୁବାର ଖେଳାଯିବାକୁଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଦଳ ନୂଆ ଅଧିନାୟକଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ। ବିଶ୍ୱକପ୍‌ ୨୦୨୩ରେ ଖରାପ ପ୍ରଦର୍ଶନ କରେ ବାବର ଆଜମ ଅଧିନାୟକ ପଦ ଛାଡ଼ିଥିଲେ।…

ବିଶ୍ୱର ସବୁଠୁ ମୂଲ୍ୟବାନ୍‌ ରତ୍ନ ପଥର: ହୀରା ଠାରୁ ବି ୧୦୦୦ ଗୁଣା ଅଧିକ ଦୁର୍ଲଭ

ସବୁଠାରୁ ମହଙ୍ଗା ରତ୍ନ ପଥର କଥା ଯେତେବେଳେ ଆସେ, ଲୋକମାନେ ପ୍ରାୟତଃ ହୀରାର ନାମ ନେବା ଆରମ୍ଭ କରନ୍ତି। କିନ୍ତୁ ବିଶ୍ୱରେ ଏମିତି ଏକ ପଥର ଅଛି, ଯାହା ହୀରା ଅପେକ୍ଷା ୧୦୦୦ ଗୁଣ ଦୁର୍ଲଭ। ଦୁନିଆର ଦୁର୍ଲଭ ରତ୍ନ ପଥର…

ହାଇୱା ଧକ୍କାରେ ଭାଙ୍ଗିଗଲା ଯାତ୍ରୀ ପ୍ରତୀକ୍ଷାଳୟ

ପାଟଣା,୧୪।୧୨(ବୀର କିଶୋରଦାଶ ): କେନ୍ଦୁଝର ଜିଲା ପାଟଣା ସାହାରପଡ଼ା ଦେଇ ଯାଇଥିବା ୨୨୦ନମ୍ବର ଜାତୀୟ ରାଜପଥ ଖଜୁରିଡ଼ିହା ଛକ ପାର୍ଶରେ ଥିବା ଯାତ୍ରୀ ପ୍ରତୀକ୍ଷାଳୟ ଏକ ଅଜଣା ହାଇୱା ଧକ୍କାରେ ଚୁରମାର ହୋଇଯାଇଛି। ଗୁରବାର ସକାଳୁ ଘଟିଥିବା ଏହି ଘଟଣାରେ ଯାତ୍ରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri