Home Left

ମଦ ଦୋକାନ ସାମ୍ନାରେ ଏମିତି ଢଳିଢଳି ଚାଲୁଛି ବିଲେଇ, ଭିଡିଓ ଦେଖିଲେ ହସିହସି ଗଡ଼ିବେ

ବିଲେଇକୁ ବଡ଼ ବିଚିତ୍ର ଜୀବ କୁହାଯାଏ। ଏଥିପାଇଁ କୁହାଯାଏ କି ଏହା ନିଜ ମାଲିକର ମଧ୍ୟ ନୁହେଁ। ଆଜି ଏମିତି ଏକ ବିଲେଇର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହା ଦେଖିଲେ ହସିହସି ଗଡ଼ିଯିବେ।   चाबी निकाल, गाड़ी…

ଶେଷ ହେଲା କି ବସୁନ୍ଧରାଙ୍କ ରାଜ

ଜୟପୁର,୧୪।୧୨: ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ହୋଇଥିବା ବିଜୟ ଭାରତୀୟ ଜନତା ପାର୍ଟି(ଭାଜପା)କୁ ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ନୂତନ ଉତ୍ସାହରେ ପରିପୂର୍ଣ୍ଣ କରିଛି। ନିର୍ବାଚନ ଫଳାଫଳ ପରେ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ମଧ୍ୟ ନଆ ମୁଖ୍ୟମନ୍ତ୍ରୀ ପାଇଛନ୍ତି, କିନ୍ତୁ ଏହି…

ମାତ୍ର ୨୯ ଦିନରେ ବଦଳିଗଲା ପାକିସ୍ତାନୀ କ୍ରିକେଟର ଶାନ ମସୁଦଙ୍କ ଜୀବନ, ଗୋଟିଏ ପରେ ଗୋଟିଏ…

ଇସଲାମାବାଦ,୧୪।୧୨: ପାକିସ୍ତାନ କ୍ରିକେଟ ଟିମ୍‌ରେ ବଡ଼ ପରିବର୍ତ୍ତନ ଘଟିଛି। ଅଷ୍ଟ୍ରେଲିଆ ବିପକ୍ଷରେ ଗୁରୁବାର ଖେଳାଯିବାକୁଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଦଳ ନୂଆ ଅଧିନାୟକଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ। ବିଶ୍ୱକପ୍‌ ୨୦୨୩ରେ ଖରାପ ପ୍ରଦର୍ଶନ କରେ ବାବର ଆଜମ ଅଧିନାୟକ ପଦ ଛାଡ଼ିଥିଲେ।…

ବିଶ୍ୱର ସବୁଠୁ ମୂଲ୍ୟବାନ୍‌ ରତ୍ନ ପଥର: ହୀରା ଠାରୁ ବି ୧୦୦୦ ଗୁଣା ଅଧିକ ଦୁର୍ଲଭ

ସବୁଠାରୁ ମହଙ୍ଗା ରତ୍ନ ପଥର କଥା ଯେତେବେଳେ ଆସେ, ଲୋକମାନେ ପ୍ରାୟତଃ ହୀରାର ନାମ ନେବା ଆରମ୍ଭ କରନ୍ତି। କିନ୍ତୁ ବିଶ୍ୱରେ ଏମିତି ଏକ ପଥର ଅଛି, ଯାହା ହୀରା ଅପେକ୍ଷା ୧୦୦୦ ଗୁଣ ଦୁର୍ଲଭ। ଦୁନିଆର ଦୁର୍ଲଭ ରତ୍ନ ପଥର…

ହାଇୱା ଧକ୍କାରେ ଭାଙ୍ଗିଗଲା ଯାତ୍ରୀ ପ୍ରତୀକ୍ଷାଳୟ

ପାଟଣା,୧୪।୧୨(ବୀର କିଶୋରଦାଶ ): କେନ୍ଦୁଝର ଜିଲା ପାଟଣା ସାହାରପଡ଼ା ଦେଇ ଯାଇଥିବା ୨୨୦ନମ୍ବର ଜାତୀୟ ରାଜପଥ ଖଜୁରିଡ଼ିହା ଛକ ପାର୍ଶରେ ଥିବା ଯାତ୍ରୀ ପ୍ରତୀକ୍ଷାଳୟ ଏକ ଅଜଣା ହାଇୱା ଧକ୍କାରେ ଚୁରମାର ହୋଇଯାଇଛି। ଗୁରବାର ସକାଳୁ ଘଟିଥିବା ଏହି ଘଟଣାରେ ଯାତ୍ରୀ…

ବିପଦ ସଙ୍କୁଳ ଅବସ୍ଥାରେ ପିଲା ପଢୁଛନ୍ତି ପାଠ

ରୁପ୍ରାରୋଡ,୧୪।୧୨(ସଞ୍ଜିବ ଦାସ ): କଳାହାଣ୍ଡି ଜିଲା ନର୍ଲା ବ୍ଲକ ଟକର୍ଲା ଗ୍ରାମପଞ୍ଚାୟତ ଟକର୍ଲା ଗ୍ରାମର(କ) ଅଙ୍ଗନୱାଡ଼ି କେନ୍ଦ୍ର ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି। ଅଙ୍ଗନୱାଡ଼ି କେନ୍ଦ୍ରର କୋଠରୀଗୁଡିକ ବହୁ ପୁରୁଣା ହୋଇଥିବାରୁ ପ୍ରତିଦିନ ବିପଦ ସଙ୍କୁଳ ଅବସ୍ଥାରେ ଶିଶୁମାନେ ନିଜର ଦୈନନ୍ଦିନ…

ହଷ୍ଟେଲରେ ବୋମା ପ୍ରସ୍ତୁତ କରୁଥିଲେ ଛାତ୍ର: ଘଟିଲା ଏମିତି …

ଆହ୍ଲାବାଦ୍‌,୧୪।୧୨: ଆହ୍ଲାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପିସିବି ହଷ୍ଟେଲର ୬୮ ନମ୍ବର କୋଠରୀରେ ଏକ ବୋମା ବିସ୍ଫୋରଣ ହୋଇଥିଲା। ବୋମା ବିସ୍ଫୋରଣ ଯୋଗୁ ପ୍ରଭାତ ନାମକ ଜଣେ ଛାତ୍ର ଆହତ ହୋଇଛନ୍ତି। ତାଙ୍କର ଗୋଟିଏ ହାତ ଖଣ୍ଡ ଖଣ୍ଡ ହୋଇଯାଇଥିଲା ଏବଂ ତାଙ୍କ…

ପାକିସ୍ତାନୀଙ୍କ ଉପରେ ବର୍ଷିଲେ ଶାମି: କହିଲେ ‘ସେମାନେ କେବଳ ଚୁଗୁଲି କରିବାକୁ ଭଲ ପାଆନ୍ତି, ହେଲେ ମୁଁ…’

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟ ଟିମ୍‌ର ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ପାଇଁ ଗତ ୨ ମାସ ସ୍ମରଣୀୟ ଥିଲା। ବିଶ୍ୱକପ୍‌ ୨୦୨୩ର ପ୍ରାରମ୍ଭିକ ୪ ମ୍ୟାଚ୍‌ରୁ ବାଦ୍‌ ପଡ଼ିଥିବା ସତ୍ତ୍ୱେ ଶାମି ଟିମ୍‌କୁ ପ୍ରତ୍ୟାବର୍ତ୍ତନ କରି ଜବରଦସ୍ତ ବୋଲିଂ ପ୍ରଦର୍ଶନ କରିଥିଲେ।…

ମୃତ୍ୟୁର ୨୪ ମିନିଟ୍‌ ପରେ ଜୀବିତ ହୋଇଉଠିଲେ ମହିଳା, ବଖାଣିଲେ ତାଙ୍କ ସହ ଘଟିଥିବା କାହାଣୀ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

କୁହାଯାଏ, ମୃତ୍ୟୁ ପୂର୍ବରୁ ତୁମର ଆଖି ସାମ୍ନାରେ ଏକ ଉଜ୍ଜ୍ୱଳ ଆଲୋକ ଝଲସି ଉଠେ। ଯାହା ଆଗକୁ ଯିବା ପାଇଁ ବାଟ ଦେଖାଏ। କିନ୍ତୁ ଏହା ପ୍ରକୃତରେ ଘଟେ କି? ବୈଜ୍ଞାନିକମାନେ ଅନେକ ଲୋକଙ୍କ ଅଭିଜ୍ଞତା ଉପରେ ଗବେଷଣା କରିଛନ୍ତି। ଯେଉଁମାନେ…

ହୃଦୟ ଜିତିଲେ ପ୍ରଧାନମନ୍ତ୍ରୀ ମୋଦି: ବିଷ୍ଣୁଦେଓଙ୍କ ଶପଥ ଗ୍ରହଣରେ ଉତ୍ସବରେ ସଜାଡିଲେ ଟେବୁଲ

ରାୟପୁର,୧୪।୧୨: ଛତିଶଗଡର ନୂତନ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏଙ୍କ ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦି ନିଜ ସରଳତାର ଏକ ଉଦାହରଣ ଦେଇଛନ୍ତି। ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ଶପଥ ଗ୍ରହଣ କରିବାକୁ ଯାଉଥିଲେ। ତେଣୁ ଏହା ପୂର୍ବରୁ ପିଏମ ମୋଦି…

ଇତିହାସ ରଚିଲା ହରିୟାଣା: ଘରୋଇ କ୍ରିକେଟରେ ପ୍ରଥମଥର ହାସଲ କଲା ଏହି ସଫଳତା

ନୂଆଦିଲ୍ଲୀ,୧୪।୧୨: ବିଜୟ ହଜାରେ ଟ୍ରଫି ୨୦୨୩ର ପ୍ରଥମ ଫାଇନାଲିଷ୍ଟ ହୋଇଛି ହରିୟାଣା। ଘରୋଇ କ୍ରିକେଟରେ ଖେଳାଯାଇଥିବା ୫୦ ଓଭର ଟୁର୍ନାମେଣ୍ଟ ବିଜୟ ହଜାରେ ଟ୍ରଫିର ଫାଇନାଲ ପାଇଁ ହରିୟାଣା ପ୍ରଥମ ଥର ପାଇଁ ଯୋଗ୍ୟତା ଅର୍ଜନ କରିଛି। ଅଶୋକ ମେନାରିଆଙ୍କ ଅଧିନାୟକ…

କିଏ ସେହି ଭାଜପା ଏମ୍‌ପି,ଯିଏ ଲୋକ ସଭାକୁ ଯିବାକୁ ସାଗରଙ୍କୁ ଦେଇଥିଲେ ପାସ୍‌

ନୂଆଦିଲ୍ଲୀ,୧୪।୧୨:ଲୋକ ସଭାରେ ଦର୍ଶକ ଗ୍ୟାଲେରୀରୁ ଡେଇଁଥିବା ସାଗର ଶର୍ମା ଏବଂ ମନୋରଂଜନ ଡିଙ୍କୁ ଗିରଫ କରାଯାଇଛି। ସଂସଦର ସୁରକ୍ଷା କ୍ଷେତ୍ରରେ ଏହି ପ୍ରମୁଖ ତ୍ରୁଟି ସମସ୍ତଙ୍କୁ ଚକିତ କରିଛି। ଏହି ଦୁଇ ଅଭିଯୁକ୍ତଙ୍କୁ ମହୀଶୁର ଭାଜପା ଏମ୍‌ପି ପ୍ରତାପ ସିହ୍ନାଙ୍କଠାରୁ ପାସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri