Home Left

ଦକ୍ଷିଣ ଏସିଆ ସେଲିବ୍ରିଟି ତାଲିକାରେ ଶୀର୍ଷରେ ଅଛନ୍ତି ଶାହରୁଖ

ଲଣ୍ଡନ: ବ୍ରିଟେନ୍‌ ପ୍ରସ୍ତୁତ ‘ବିଶ୍ୱର ଶ୍ରେଷ୍ଠ ୫୦ ଦକ୍ଷିଣ ଏସୀୟ ସେଲିବ୍ରିଟି’ ତାଲିକାରେ ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନ୍‌ ଶୀର୍ଷରେ ରହିଛନ୍ତି। ଚଳିତ ବର୍ଷ ୫୮ ବର୍ଷୀୟ କିଙ୍ଗ୍‌ ଖାନଙ୍କ ଦୁଇଟି ଫିଲ୍ମ ‘ପଠାନ’ ଏବଂ ‘ଯବାନ’ ଚଳିତ ବର୍ଷର ଡବଲ୍‌…

ବେକେରୀ ସପ୍‌ରେ ବିସ୍ଫୋରଣ: ୧୫ କର୍ମଚାରୀ ଆହତ

ହାଇଦ୍ରାବାଦ,୧୪।୧୨: ହାଇଦ୍ରାବାଦ ସହର ଗଗନପାହାଡ଼ ଅଞ୍ଚଳରେ ଥିବା ଏକ ବେକେରୀ ସପ୍‌ରେ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ଘଟି ୧୫ଜଣ କର୍ମଚାରୀ ଆହତ ହୋଇଛି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ୬ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏହି ଘଟଣାକୁ ମୁଖ୍ୟମନ୍ତ୍ରୀ ଏ.…

୪ଶହ ଲିଟର ମଦ ଜବତ: ଧରାପଡ଼ି ଜେଲ ଗଲେ ୪ ଅଭିଯୁକ୍ତ

ଛତ୍ରପୁର,୧୪।୧୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଅବକାରୀ ଅଧୀକ୍ଷକ ଦେବୀ ପ୍ରସାଦ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଗୁରୁବାର ଛତ୍ରପୁର ଅବକାରୀ ରେଞ୍ଜ ପକ୍ଷରୁ ଖଲିକୋଟ ଆଦର୍ଶ ଅବକାରୀ ଥାନା ଅଧୀନ ଖୋଜାପଲ୍ଲୀ, ତୁଳସୀପୁର ଓ କୈରାସୀଛକ ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା।…

ଅଯୋଧ୍ୟା ରାମମନ୍ଦିର ମୂର୍ତ୍ତି ନିର୍ମାଣ କରିଛନ୍ତି ମୁସଲମାନ ବାପ-ପୁଅ

କୋଲକାତା,୧୪ା୧୨: ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜିଲାର ୨ଜଣ ମୁସଲମାନ କାରିଗର ଅଯୋଧ୍ୟା ରାମମନ୍ଦିର ପାଇଁ ଭଗବାନ ରାମଙ୍କ ମୂର୍ତ୍ତି ନିର୍ମାଣ କରିଛନ୍ତି। ମହମ୍ମଦ ଜମାଲୁଦ୍ଦିନ ଓ ତାଙ୍କ ପୁଅ ଦୀର୍ଘଦିନ ଧରି ଏହି ମୂର୍ତ୍ତି ନିର୍ମାଣରେ ନିୟୋଜିତ ଥିଲେ। ସେମାନଙ୍କ…

ଟି-୨୦ ବିଶ୍ୱକପ୍‌ରେ ରୋହିତ, କୋହଲିଙ୍କୁ ଦେଖିବାକୁ ଚାହୁଁଛନ୍ତି ହରଭଜନ, ଜାଣନ୍ତୁ କାହିଁକି କହିଲେ ଏଭଳି…

ନୂଆଦିଲ୍ଲୀ,୧୪।୧୨: ଦିନିକିଆ ବିଶ୍ୱକପ୍‌ ଫାଇନାଲରେ ପରାଜୟ ପରେ ଭାରତୀୟ ଦଳ ଟି -୨୦ ବିଶ୍ୱକପ୍‌ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ତେବେ ରୋହିତ ଶର୍ମା ଏବଂ ବିରାଟ କୋହଲି ଏହି ଟୁର୍ନାମେଣ୍ଟରେ ଖେଳିବେ କି ନାହିଁ ସେ ନେଇ ନିରନ୍ତର ଆଲୋଚନା…

ଫିଲ୍ମ ରିଲିଜ୍‌ ପୂର୍ବରୁ ଝିଅ ସୁହାନାଙ୍କ ସହ ସାଇ ବାବା ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କଲେ କିଙ୍ଗ୍‌ ଖାନ

ମୁମ୍ବାଇ: ଅଭିନେତା ଶାହାରୁଖ ଖାନ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଡଙ୍କି’ ପାଇଁ ଆଜିକାଲି ହେଡଲାଇନରେ ଅଛନ୍ତି। ଏହି ଫିଲ୍ମ ଡିସେମ୍ବର ୨୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଏହାପୂର୍ବରୁ ଶାହାରୁଖ ତାଙ୍କ ଝିଅ ସୁହାନା ଖାନଙ୍କ ସହ ଗୁରୁବାର ଶିରିଡି ସାଇ…

ଅଷ୍ଟ୍ରେଲିଆ ଅଲ୍‌ରାଉଣ୍ଡର କାମେରନ ଗ୍ରୀନ୍‌ କିଡ଼ନୀ ରୋଗରେ ଆକ୍ରାନ୍ତ

ପର୍ଥ,୧୪ା୧୨: ଅଷ୍ଟ୍ରେଲିଆ ଅଲରାଉଣ୍ଡର କାମେରନ ଗ୍ରୀନ୍‌ କିଡ଼ନୀ ରୋଗରେ ପୀଡ଼ିତ ଏକ ଟେଲିଭିଜନ ଚ୍ୟାନେଲକୁ ସାକ୍ଷାତ୍‌କାର ଦେବା ବେଳେ ତାଙ୍କ କିଡ଼ନୀ ରୋଗ ବିଷୟ ପ୍ରକାଶ କରିଛନ୍ତି। କାମେରନ କହିଛନ୍ତି, ରୋଗର କୌଣସି ଲକ୍ଷଣ ନ ଥିଲା। ଅଲ୍‌ଟ୍ରା ସାଉଣ୍ଡ ଦ୍ୱାରା…

ଏହି ଆସନରୁ ଲୋକ ସଭା ନିର୍ବାଚନ ଲଢିବେ ଏସ୍‌ପି ମୁଖ୍ୟ ଅଖିଳେଶ, ସବୁକିଛି ସ୍ପଷ୍ଟ କଲେ ଦାଦା ଶିବପାଲ

ଲକ୍ଷ୍ନୌ,୧୪।୧୨: ଉତ୍ତରପ୍ରଦେଶର ସମସ୍ତ ଦଳ ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଏହି ସମୟରେ ସମାଜବାଦୀ ପାର୍ଟି ନେତା ଶିବପାଲ ଯାଦବ ତାଙ୍କ ପୁତୁରା ତଥା ଏସ୍‌ପି ମୁଖ୍ୟ ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନ ଲଢିବାକୁ ନେଇ…

୨ ପୂର୍ବ ବିଧାୟକଙ୍କୁ ଦଳରୁ ୬ ବର୍ଷ ପାଇଁ ବହିଷ୍କାର କଲା କଂଗ୍ରେସ

ରାଞ୍ଚି,୧୪।୧୨: କଂଗ୍ରେସ ଦୁଇ ପୂର୍ବତନ ବିଧାୟକଙ୍କୁ ଦଳରୁ ୬ ବର୍ଷ ପାଇଁ ବହିଷ୍କାର କରିଛି। ପୂର୍ବତନ ବିଧାୟକ ବିନୟ ଜୟସ୍ବାଲ ଏବଂ ବୃହସ୍ପତ ସିଂଙ୍କୁ ଦଳରୁ ବହିଷ୍କାର କରାଯାଇଛି। ନିର୍ବାଚନରେ ହାରିବା ପରେ ଦଳର ଶୀର୍ଷ ନେତୃତ୍ୱଙ୍କ ବିରୋଧରେ ଉଭୟ ନେତା…

ଚାଲି ଚାଲି ପରୀକ୍ଷା ଦେବାକୁ ଯିବା ଘଟଣା: ତଦନ୍ତ କଲା ବ୍ଲକ ଶିକ୍ଷା ବିଭାଗ

ମୋରଡ଼ା,୧୪।୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଭାଲିଆଡିହା ପଞ୍ଚାୟତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଚତୁର୍ଥ, ପଞ୍ଚମ ଏବଂ ଷଷ୍ଠ ଶ୍ରେଣୀର ୯୦ଜଣ ଛାତ୍ରୀ ୬ କିଲୋମିଟର ଚାଲି ଚାଲି ପଞ୍ଚାୟତସ୍ତରୀୟ ଗଣିତ ପରୀକ୍ଷା ଦେବାକୁ ବାରମାଇଲସ୍ଥିତ ଉପେନ୍ଦ୍ରନାଥ ଘୋଷ…

ରାସ୍ତାକାର୍ଯ୍ୟ ନିମ୍ନମାନର ଅଭିଯୋଗ: ପ୍ରତିବାଦ କଲେ ଗ୍ରାମବାସୀ

କୋକସରା,୧୪।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗ୍ରାମାଞ୍ଚଳକୁ ଗମନାଗମନରେ ସୁବିଧା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଅନୁଦାନ ଦେଉଛନ୍ତି । ହେଲେ କିଛି ବିଭାଗୀୟ ଅଧିକାରୀ ଏବଂ ଦୁର୍ନୀତିଗ୍ରସ୍ତ ଠିକାଦାର ମିଶି ‘ତୋର ଅଧେକୁ ମୋର…

ମୁଖ୍ୟମନ୍ତ୍ରୀ ପଦ ଯିବାପରେ ଟ୍ରାକ୍ଟର ଚଳାଉଛନ୍ତି ଶିବରାଜ, ଭାଇରାଲ ହେଉଛି ଭିଡିଓ

ଭୋପାଳ,୧୪।୧୨: ଭାରତୀୟ ଜନତା ପାର୍ଟି(ଭାଜପା)ରେ ଶିବରାଜ ସିଂ ଚୌହାନଙ୍କ ଭବିଷ୍ୟତ କ’ଣ ହେବ ତାହା କେବଳ ସମୟ କହିବ। ଏହି ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ସେ ଟ୍ରାକ୍ଟର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri