Home Left

ବିକାଶ ନାଁରେ ଚାଲିଛି ହରିଲୁଟ

ନୂଆଗାଁ,୧୫।୧୨ (ଧନେଶ୍ୱର ସାହୁ): ପ୍ରତି ପଞ୍ଚାୟତ ଓ ଗାଁର ବିକାଶ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ସରକାର ଅନୁଦାନ ଦେଉଛନ୍ତି। କିନ୍ତୁ ତାହାକୁ ଠିକ୍‌ ଭାବେ ବିନିଯୋଗ ନ କରି ଅସତ୍‌ ଉପାୟରେ ତାହା ହରିଲୁଟ୍‌ ହେଉଛି । ନୟାଗଡ଼ ଜିଲା…

ଓଡ଼ିଶାରେ ୧୫ ଲୋକ ସଭା ଆସନ ପାଇବ ଭାଜପା: ଧର୍ମେନ୍ଦ୍ର

ଭୁବନେଶ୍ୱର, ୧୪।୧୨(ସୁନିତ୍‌ ମିଶ୍ର): ୨୦୨୪ ଲୋକ ସଭା ନିର୍ବାଚନରେ ଓଡ଼ିଶାରେ ଭାଜପା ଅତିକମ୍‌ରେ ୧୫ଟି ଆସନରେ ଜିତିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ନୂଆଦିଲ୍ଲୀଠାରେ ଏକ ଜାତୀୟ ଗଣମାଧ୍ୟମ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏହି ସୂଚନା ଦେଇଛନ୍ତି। ଧର୍ମେନ୍ଦ୍ର କହିଛନ୍ତି,…

ବଦଳୁନି ଜଙ୍ଗଲ ରାସ୍ତାର ରୂପ

ନୟାଗଡ଼,୧୫।୧୨(ଲୋକନାଥ ମିଶ୍ର): ନୟାଗଡ଼ ବନଖଣ୍ଡ ଖଣ୍ଡପଡ଼ା ରେଞ୍ଜର ନୂଆପଲ୍ଲୀ ଠାରୁ ସାରଣ୍ଡା, ବୁଢ଼ିଝରି, ଆଙ୍ଗିସିଙ୍ଗି, କୋଶଳାଙ୍ଗ ଆଦି ଅଞ୍ଚଳକୁ ସାପୁଆ ଜଙ୍ଗଲ ଭିତରେ ରହିଥିବା ରାସ୍ତାର ରୂପ ବଦଳୁନି । କେତେବେଳେ ରାସ୍ତା ନିର୍ମାଣ ହେଉଛି ତ ଆଉ କେତେବେଳେ ମରାମତି…

ଖୁସିରେ ଗଦଗଦ ହେଲେ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ,୧୫।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଟି-୨୦ ମ୍ୟାଚରେ ଭାରତ ବିଜୟ ହାସଲ କରିଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱ କରିଥିବା ଭାରତୀୟ ଦଳ ଜିତି ସିରିଜକୁ ୧-୧ରେ ଡ୍ର କରିଥିଲା। ଭାରତର ଏହି ବିଜୟରେ କ୍ୟାପଟେନ ସୂର୍ଯ୍ୟକୁମାର ଯାଦବ…

ସ୍ପିଡ୍‌ ବୋଟ୍‌ ଅଚଳ: ମତ୍ସ୍ୟ ବିଭାଗ ପାଟ୍ରୋଲିଂ କରୁନାହିଁ

ପାରାଦୀପ,୧୫ା୧୨(ଶରତ ରାଉତ): ଓଡ଼ିଶାର ପୂର୍ବ ଉପକୂଳରେ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ପ୍ରତିବର୍ଷ ନଭେମ୍ବର ୧ରୁ ମେ ୩୧ ପର୍ଯ୍ୟନ୍ତ ସାମୁଦ୍ରିକ କଟକଣା ଲାଗୁ କରାଯାଇଛି। ଏହି ସମୟରେ କୌଣସି ମତ୍ସ୍ୟଜୀବୀ କିମ୍ବା ମାଛଧରା ବୋଟ୍‌ କଇଁଛ…

ମୋ ସହିତ ଲାଗନି ସବୁ ଭଣ୍ଡୁର କରିଦେବି: ତାରାପ୍ରସାଦ ବାହିନୀପତି

କୋରାପୁଟ,୧୪ା୧୨(ଅମିତାଭ ବେହେରା): କୋରାପୁଟରେ ଲକ୍ଷ୍ମୀ ବସ୍‌ ସେବା ଉଦ୍‌ଘାଟନ ଅବସରରେ କେତେକ କାରଣ ଯୋଗୁ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଅସନ୍ତୋଷ ପ୍ରକାଶ କରିଛନ୍ତି। ମଞ୍ଚରେ ସମସ୍ତଙ୍କ ସମ୍ମୁଖରେ ସେ ମୋ ସହିତ ଲାଗନି ସବୁ ଭଣ୍ଡୁର କରିଦେବି ବୋଲି ଚେତାବନୀ…

ଛିଙ୍କ ଅଟକାଇଲେ ବିପଦ

ଭୁବନେଶ୍ୱର, ୧୫ା୧୨(ବନ୍ଦନା ସେଠୀ): ଛିଙ୍କ ଆସିଲେ ତାହାକୁ ଅଟକାଇବା ଉଚିତ ନୁହେଁ। ଛିଙ୍କକୁ ରୋକିବାକୁ ଚେଷ୍ଟା କଲେ ଏହା ନିଜ ପାଇଁ ବିପଜ୍ଜନକ ସାଜିପାରେ। ଏପରି କି ଜୀବନ ମଧ୍ୟ ଚାଲି ଯାଇପାରେ ବୋଲି ଡାକ୍ତରମାନେ କହିଛନ୍ତି। ଲାଇଭ୍‌ ସାଇନ୍ସରେ ପ୍ରକାଶିତ…

ବାଇଡେନ୍‌ଙ୍କ ବିରୋଧରେ ମହାଭିଯୋଗ, ତଦନ୍ତକୁ ହାଉସ୍‌ ଅଫ୍‌ ରିପବ୍ଲିକାନ୍‌ର ମଞ୍ଜୁରୀ

ଓ୍ବାଶିଂଟନ,୧୪ା୧୨: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ବିରୋଧରେ ଦୀର୍ଘଦିନରୁ ରହିଥିବା ଅସଦାଚରଣ ଅଭିଯୋଗର ଏପର୍ଯ୍ୟନ୍ତ ପ୍ରମାଣ ଦାଖଲ ହୋଇ ନାହିଁ। ରିପ୍ଲିକାନ୍‌ ସଦସ୍ୟମାନେ ଏହାକୁ ନେଇ ଚିନ୍ତା ପ୍ରକଟ କରିବା ସହ ମହାଭିଯୋଗର ତଦନ୍ତ ପାଇଁ କରିଥିବା ଦାବିକୁ ବୁଧବାର ହାଉସ୍‌…

ଅନ୍ତିମ ଟି୨୦:ସୂର୍ଯ୍ୟକୁମାରଙ୍କ ଶତକ

ଜୋହାନ୍ସବର୍ଗ,୧୫ା୧୨:ଗୁରୁବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯାଇଥିବା ଅନ୍ତିମ ଟି୨୦ ମ୍ୟାଚରେ ଶତକ ହାସଲ କରିଛନ୍ତି ଭାରତର ସୂର୍ଯ୍ୟକୁମାର ଯାଦବ। ସେ ଟି୨୦ରେ ନିଜର ଚତୁର୍ଥ ଶତକ ହାସଲ କରିଥିବା ବେଖଳେ ଯଶସ୍ବୀ ଜୟସ୍ବାଲଙ୍କ ସହ ଶତକୀୟ ଭାଗୀଦାରି…

ଜାଣନ୍ତି କି ରବର ବ୍ୟାଣ୍ଡ୍‌ କିପରି ତିଆରି ହୁଏ, ଥରେ ଦେଖନ୍ତୁ ଏହି ଭିଡିଓ…

ଆପଣମାନେ ନିଶ୍ଚିତ ଭାବେ ରବର ବ୍ୟାଣ୍ଡ ବ୍ୟବହାର କରିଥିବେ ବା ଦେଖିଥିବେ।ଯେତେବେଳେ ବି କିଛି ପ୍ୟାକ୍‌ କରିବାକୁ ପଡ଼ିଥାଏ, ଲୋକମାନେ ସେତେବେଳେ ରବର ବ୍ୟବହାର କରିଥାନ୍ତି। ମିଠା ବାକ୍ସ ହେଉ କିମ୍ବା ଅନ୍ୟ କୌଣସି ପ୍ୟାକେଟ୍‌। ରବର ବ୍ୟାଣ୍ଡ ସବୁବେଳେ ଏଥିପାଇଁ…

ନବ ଦାସ ହତ୍ୟା ମାମଲା: ୧୦ମାସ ପରେ ପ୍ରଥମ ପ୍ରତ୍ୟକ୍ଷଦର୍ଶୀଙ୍କ ସାକ୍ଷ୍ୟ ଗ୍ରହଣ

ବ୍ରଜରାଜନଗର,୧୪ା୧୨(ବିଜୟ ବରାଡ଼): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ହତ୍ୟାକାଣ୍ଡର ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ ବ୍ରଜରାଜନଗର ନିବାସୀ ଚନ୍ଦନ ସିଂ ନୋଟିସ ପାଇବା ପରେ ଗୁରୁବାର ଝାରସୁଗୁଡ଼ା ଅତିରିକ୍ତ ଜିଲା ଜଜ୍‌(ଏଡିଜେ) କୋର୍ଟରେ ନିଜ ପକ୍ଷ ରଖିଥିଲେ। ଏହି ସମୟରେ ଡିଫେନ୍ସ କାଉନସିଲ ଆଡ୍‌ଭୋକେଟ…

ପ୍ରେମ କରି ଫେରାର ହେଲେ ପ୍ରେମିକ: ଯାଆଁଳା ଶିଶୁଙ୍କୁ ଜନ୍ମ ଦେଲେ ନାବାଳିକା

କେନ୍ଦୁଝର,୧୪।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ରୁଗୁଡ଼ି ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ପ୍ରେମ ପ୍ରତାରଣା କରାଯାଇଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି। ପ୍ରେମିକ ଫେରାର ଥିବା ବେଳେ ବର୍ତ୍ତମାନ ନାବାଳିକା ଜଣକ ଦୁଇ ଯାଆଁଳା ଶିଶୁଙ୍କୁ ଜନ୍ମଦେଇ ଡାକ୍ତରଖାନାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri