Home Left

ରୋହିତ, ପାଣ୍ଡ୍ୟାଙ୍କ ରେକର୍ଡ ଭାଙ୍ଗିଲେ ସୂର୍ଯ୍ୟକୁମାର, ଦକ୍ଷିଣ ଆଫ୍ରିକା ବିପକ୍ଷରେ ହାସଲ କଲେ ବଡ଼ ଉପଲବ୍ଧି

ନୂଆଦିଲ୍ଲୀ,୧୫।୧୨: ଟି -୨୦ ସିରିଜ୍‌ର ତୃତୀୟ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ୧୦୬ ରନ୍‌ରେ ପରାସ୍ତ କରିଛି। ଏହି ମ୍ୟାଚରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଦମ୍‌ଦାର ସ୍କୋର କରିଛନ୍ତି। ଏଥିସହ ସୂର୍ଯ୍ୟଙ୍କୁ ପ୍ଲେୟର ଅଫ ଦ ମ୍ୟାଚ ଏବଂ ପ୍ଲେୟର…

ଦିଲ୍ଲୀ ସରକାରଙ୍କ ବଡ଼ ନିଷ୍ପତ୍ତି: ବିଧାୟକ ପାଣ୍ଠି ୪ କୋଟିରୁ ୭ କୋଟି ଟଙ୍କାକୁ ବୃଦ୍ଧି

ନୂଆଦିଲ୍ଲୀ,୧୫।୧୨: ଦିଲ୍ଲୀ ସରକାର ବିଧାୟକ ପାଣ୍ଠିକୁ ୪ କୋଟିରୁ ୭ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି। ଏଥି ସହ ଦିଲ୍ଲୀ ଭାଜପା ବିଧାୟକମାନେ ଏହାକୁ ୧୦କୋଟିକୁ ବୃଦ୍ଧି କରିବାକୁ ସରକାରଙ୍କ ଠାରେ ଦାବି କରିଛନ୍ତି। ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବା…

ମାଆ ହେଲେ ସୁଗନ୍ଧା, ଭାଇରାଲ ହେଲା ଝିଅର ପ୍ରଥମ ଝଲକ

ମୁମ୍ବାଇ: ପ୍ରସିଦ୍ଧ ହାସ୍ୟ ଅଭିନେତ୍ରୀ ସୁଗନ୍ଧା ମିଶ୍ର ଏବଂ ଡକ୍ଟର ସଙ୍କେତ ଭୋସଲେ ଖୁସି ଖବର ଦେଇଛନ୍ତି। ଏହି ଦମ୍ପତି ମାତାପିତା ହୋଇଛନ୍ତି । ୩୫ ବର୍ଷୀୟା ସୁଗନ୍ଧା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଇନଷ୍ଟାଗ୍ରାମରେ ଏକ ଭିଡିଓ…

ପ୍ରେମିକା ହେବାକୁ ଚାକିରି, ବାର୍ଷିକ ଦରମା ଜାଣିଲେ ମୁଣ୍ଡରେ ଦେବେ ହାତ

ଆମେ ଏକବିଂଶ ଶତାବ୍ଦୀରେ ପହଞ୍ଚିଛୁ ଏବଂ ବର୍ତ୍ତମାନ ସାରା ବିଶ୍ୱରେ ମହିଳାଙ୍କ ସ୍ଥିତି ବହୁତ ବଦଳିଛି। ଝିଅମାନେ ଆଉ ପୂର୍ବପରି ନାହାନ୍ତି। ସେମାନେ ପୁଅମାନଙ୍କ ପରି ସମାନ ଭାବରେ ଅଧ୍ୟୟନ କରୁଛନ୍ତି, ବୁଲୁଛନ୍ତି, ଚାକିରି କରୁଛନ୍ତି। ଅଧିକାଂଶ ମହିଳା ମଧ୍ୟ ଆର୍ଥିକ…

୨୦୨୪ରେ ଏହି ୪ ରାଶି ପାଇଁ ଖୁସି ଖବର, ମିଳିବ ନୂଆ ନିଯୁକ୍ତି ସୁଯୋଗ

ଗ୍ରହ ଏବଂ ନକ୍ଷତ୍ରମାନଙ୍କ ସ୍ଥାନରେ ପରିବର୍ତ୍ତନ ହେତୁ ଅନେକ ଶୁଭ ଏବଂ ଅଶୁଭ ଯୋଗ ବା ରାଜଯୋଗ ସୃଷ୍ଟି ହୁଏ। ଏହା ସମସ୍ତ ରାଶିର ଲୋକଙ୍କ ଉପରେ ଏହାର ଏକ ବଡ ପ୍ରଭାବ ପଡିଥାଏ। ୨୦୨୪ରେ ଶନି ଏବଂ କେତୁ ଏକତ୍ର…

ମହୁଆଙ୍କ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟ କରିବେ ଶୁଣାଣି

ନୂଆଦିଲ୍ଲୀ,୧୫।୧୨: ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାରେ ଲୋକ ସଭାରୁ ବହିଷ୍କାର ବିରୋଧରେ ତୃଳମୂଳ କଂଗ୍ରେସ ନେତା ମହୁଆ ମୋଇତ୍ରାଙ୍କ ଆବେଦନ ଉପରେ ଶୁକ୍ରବାର ସୁପ୍ରିମକୋର୍ଟ ଶୁଣାଣି କରିବେ। ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ନେତୃତ୍ୱରେ ଏକ ବେଞ୍ଚ ଏହି ମାମଲାର ଶୁଣାଣି…

ଆଜିଠାରୁ ଆରମ୍ଭ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା, ଉଦ୍‍ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୫।୧୨: ଭୁବନେଶ୍ୱରର ଜନତା ମଇଦାନରେ ଆଜିଠାରୁ ଅଷ୍ଟାଦଶ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା ଆରମ୍ଭ ହେଉଛି । ଏହି ମେଳାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଚଳିତବର୍ଷ ଏହି ମେଳାରେ ରାଜ୍ୟ ଏବଂ…

ଶିମିଲାଠାରୁ ଥଣ୍ଡା ଦିଲ୍ଲୀ, କାଠୁଆ ଜାଡ଼ରେ ଥରିଲେ ରାଜଧାନୀବାସୀ

ନୂଆଦିଲ୍ଲୀ, ୧୫।୧୨: ଗୁରୁବାର ଜାତୀୟ ରାଜଧାନୀ ଦିଲ୍ଲୀର ପାରଦ ରେକର୍ଡ ୫ ବର୍ଷରେ ସର୍ବନିମ୍ନ ସ୍ତରକୁ ଖସି ଚଳିତ ବର୍ଷର ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି। ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଦିଲ୍ଲୀ-ସଫଦରଜଙ୍ଗ ଅଞ୍ଚଳରେ ତାପମାତ୍ରା ୪.୯ ଡିଗ୍ରୀ…

ପିଲାଙ୍କୁ ହତ୍ୟା କରି ମାଂସ ରାନ୍ଧି ଖାଉଥିଲେ ବ୍ୟକ୍ତି, ପୂରା ଘଟଣା ଜାଣିଲେ…

ଇସଲାମାବାଦ,୧୫।୧୨: ପାକିସ୍ତାନର ପଞ୍ଜାବ ପ୍ରଦେଶର ମୁଜାଫରଗଡରେ ଜଣେ ବ୍ୟକ୍ତିଙ୍କୁ ପିଲାମାନଙ୍କୁ ହତ୍ୟା କରିବା ଏବଂ ସେମାନଙ୍କ ମାଂସ ଖାଇବା ଅଭିଯୋଗରେ ଗିରଫ କରାଯାଇଛି। ନ୍ୟୁଜ ରିପୋର୍ଟ ଅନୁଯାୟୀ, ମୁଜାଫରଗଡର ସ୍ଥାନୀୟ ପୋଲିସ ସୂଚନା ଦେଇଛି ଯେ, ପାଞ୍ଚ ଦିନ ପୂର୍ବରୁ ମୁଜାଫରଗଡର…

ରୋହିତ-ପାଣ୍ଡ୍ୟାଙ୍କ ଛୁଟି! ସୂର୍ଯ୍ୟଙ୍କୁ ମିଳିପାରେ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୧୫।୧୨:୨୦୨୪ରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆ ପ୍ରସ୍ତୁତି ଆରମ୍ଭ କରିଛି। ଜୁନ ମାସରେ ୱେଷ୍ଟଇଣ୍ଡିଜ ଏବଂ ଆମେରିକାରେ ଏହି ବିଶ୍ୱକପ ଆୟୋଜିତ ହେବ। ଟି-୨୦ ବିଶ୍ୱକପ ପୂର୍ବରୁ ଭାରତରେ କେବଳ ଅଳ୍ପ କିଛି ଅନ୍ତର୍ଜାତୀୟ ଟି-୨୦…

ଥରିଲା ପାକିସ୍ତାନ

ଇସଲାମାବାଦ,୧୫ା୧୨: ଶୁକ୍ରବାର ପାକିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଛି। ଯାହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୪.୨ ଥିଲା। ନ୍ୟାଶନାଲ ସେସ୍‌ମିକ୍‌ ମନିଟରିଂ ସେଣ୍ଟର (ଏନ୍‌ଏସ୍‌ଏମ୍‌ସି) ଅନୁଯାୟୀ, ଏପର୍ଯ୍ୟନ୍ତ ଧନଜୀବନ ନଷ୍ଟ ହେବାର କୌଣସି ଖବର ହସ୍ତଗତ ହୋଇନାହିଁ। ସକାଳ ପ୍ରାୟ ୯.୧୩ରେ ପାକିସ୍ତାନରେ…

ମୋ ବାପାଙ୍କର ଅଛନ୍ତି ୬ ସ୍ତ୍ରୀ,୪୫ ସନ୍ତାନ: ରହସ୍ୟ ଉନ୍ମୋଚନ କଲେ ଝିଅ

ବିବାହ ଏକ ପବିତ୍ର ବନ୍ଧନ ଭାବରେ ବିବେଚନା କରାଯାଏ। ଏହି ପବିତ୍ର ବନ୍ଧନ ବିଷୟରେ ସମଗ୍ର ବିଶ୍ୱରେ ବିଭିନ୍ନ ପ୍ରକାରର ବିଶ୍ୱାସ ପ୍ରଚଳିତ। ଅନେକ ଲୋକ କେବଳ ଗୋଟିଏ ବିବାହରେ ଖୁସି ଥିବାବେଳେ ଅନେକ ଲୋକ ଅଛନ୍ତି ଯେଉଁମାନେ ଅନେକ ବିବାହ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri