କୋହଲିଙ୍କ ବିଷୟରେ କହି ହୃଦୟ ଜିତିଲେ ଗମ୍ଭୀର
ନୂଆଦିଲ୍ଲୀ,୨୩।୧୨: ଭାରତୀୟ କ୍ରିକେଟର ବିରାଟ କୋହଲି ଏବଂ ଗୌତମ ଗମ୍ଭୀର ପଡ଼ିଆରେ ଥରେ ନୁହେଁ ଦୁଇଥର ଆଇପିଏଲରେ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳିଛି। ଦ୍ୱିତୀୟ ଥର ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଗତ ସିଜିନ୍ ଅର୍ଥାତ୍ ଆଇପିଏଲ ୨୦୨୩ରେ ହୋଇଥିଲା । ଏହି…
ଟେଷ୍ଟରେ ଭାରତ ସ୍ଥିତି ମଜଭୁତ
ମୁମ୍ବାଇ,୨୩।୧୨: ଓ୍ବାଙ୍ଖେଡେ ଷ୍ଟାଡିୟମରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ଏକମାତ୍ର ମହିଳା କ୍ରିକେଟ ଟେଷ୍ଟରେ ଭାରତ ମଜଭୁତ ସ୍ଥିତିରେ ରହିଛି। ଦ୍ୱିତୀୟ ଦିବସ ଖେଳ ଶେଷ ବେଳକୁ ଭାରତ ୭ ଉଇକେଟ ହରାଇ ୩୭୬ ରନ୍ ସଂଗ୍ରହ କରିଛି। ୩ ଉଇକେଟ ସୁରକ୍ଷିତ…
କଶ୍ମୀରରେ ମୋବାଇଲ ଇଣ୍ଟରନେଟ୍ ସେବା ବନ୍ଦ, କ୍ରମାଗତ ତୃତୀୟ ଦିନରେ ସୁରକ୍ଷା ବାହିନୀଙ୍କ ସର୍ଚ୍ଚ ଅପରେଶନ ଜାରି
ଶ୍ରୀନଗର,୨୩।୧୨: ଜମ୍ମୁ-କଶ୍ମୀରର ରଜୌରୀ ଏବଂ ପୁଞ୍ଚରେ ଆତଙ୍କବାଦୀଙ୍କ ପାଇଁ ସୁରକ୍ଷା ବାହିନୀର ସର୍ଚ୍ଚ ଅପରେଶନ କ୍ରମାଗତ ତୃତୀୟ ଦିନ ଶନିବାର ଜାରି ରହିଛି। ରଜୌରୀ ଏବଂ ପୁଞ୍ଚରେ ମୋବାଇଲ ଇଣ୍ଟରନେଟ୍ ସେବାକୁ ମଧ୍ୟ ବନ୍ଦ କରାଯାଇଛି। ତିନି ଦିନ ଧରି ଅପରେଶନ…
କଂଗ୍ରେସର ଟିକେଟ୍ରେ ନିର୍ବାଚନ ଲଢିବେ ସାକ୍ଷୀ! ନିଜେ ଦେଲେ ଉତ୍ତର…
ନୂଆଦିଲ୍ଲୀ,୨୩।୧୨: ଭାଜପା ଏମ୍ପି ବ୍ରିଜ୍ଭୂଷଣ ଶରଣ ସିଂଙ୍କ ନିକଟତମ ସଞ୍ଜୟ ସିଂଙ୍କୁ ଡବ୍ଲ୍ୟୁଏଫ୍ଆଇ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବା ବିରୋଧରେ ରେସଲର ସାକ୍ଷୀ ମଲିକ ଅବସର ନେଇ ଘୋଷଣା କରିଛନ୍ତି। ଏହି ସହିତ ଅଲିମ୍ପିକ ପଦକ ବିଜେତା ରେସଲର ବଜରଙ୍ଗ ପୁନିଆ…
ଆରମ୍ଭ ହେଲା ସର୍ବଭାରତୀୟ ଓପନ କରାଟେ
ଭୁବନେଶ୍ୱର, ୨୩।୧୨(ତପନ ସ୍ବାଇଁ): ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ ପରିସରରେ ସର୍ବଭାରତୀୟ ଓପନ କରାଟେ ପ୍ରତିଯୋଗିତା ଆରମ୍ଭ ହୋଇଛି। ଏଥିରେ ଭାରତର ବିଭିନ୍ନ ରାଜ୍ୟରୁ ମୋଟ ୮୫୦ କରାଟେକା ଅଂଶଗ୍ରହଣ କରୁଛନ୍ତି। ପ୍ରଥମ ଦିବସରେ ସିନିୟରର ମହିଳା ଓ ପୁରୁଷ ଏବଂ…
କୁସ୍ତି ମହାସଂଘ ଗଠନର ଦିନକ ନପୁରୁଣୁ ବିବାଦ
ନୂଆଦିଲ୍ଲୀ, ୨୩ା୧୨: ନୂଆ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍ଆଇ) ଗଠନ ହେବାର ଦିନକ ପରେ ସେଥିରେ ବିବାଦଦେଖାଦେଇଛି। ଜାତୀୟ ଜୁନିୟର ପ୍ରତିଯୋଗିତାକୁ ସ୍ଥଗିତ ରଖିବା ଲାଗି ଏହି କ୍ରୀଡ଼ା ପରିଷଦର ଜେନେରାଲ ସେକ୍ରେଟାରୀ ପ୍ରେମଚାନ୍ଦ ଲୋଚାବ ଦାବି କରିଛନ୍ତି। ପ୍ରତିଯୋଗିତାର ଦିନ ଧାର୍ଯ୍ୟ…
ଜରିମାନାରେ ସୀମିତ ପ୍ଲାଷ୍ଟିକ ମୁକ୍ତ ସହର ସ୍ବପ୍ନ
ଭୁବନେଶ୍ୱର, ୨୩।୧୨ (ବନ୍ଦନା ସେଠୀ): ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିର୍ଦ୍ଦେଶକ୍ରମେ ଭୁବନେଶ୍ୱରକୁ ପଲିଥିନ୍ମୁକ୍ତ ସହର କରିବା ପାଇଁ ଅଣ୍ଟା ଭିଡିଛି ବିଏମ୍ସି। ଏଥିପାଇଁ ବିଭିନ୍ନ ଦୋକାନ ବଜାର ଚଢାଉ କରି ପଲିଥିନ୍ ସିଲ୍ କରିବା ସହ ଜରିମାନା ମଧ୍ୟ ଆଦାୟ…
ଦିଲୀପ ତିର୍କୀଙ୍କୁ ପି.ଏଚ୍.ଡି. ସମ୍ମାନ
ନୂଆଦିଲ୍ଲୀ, ୨୩ା୧୨: କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀ ଶ୍ରୀ ୟୁନିଭର୍ସିଟି ତରଫରୁ ହକି ଇଣ୍ଡିଆ ସଭାପତି ଓ ପୂର୍ବତନ ଭାରତୀୟ ଅଧିନାୟକ, ପଦ୍ମଶ୍ରୀ ଦିଲୀପ ତିର୍କୀଙ୍କୁ ସ୍ପୋଟର୍ସ ସାଇନ୍ସରେ ପିଏଚ୍ଡି ସମ୍ମାନରେ ସମ୍ମାନିତ କରାଯାଇଛି। ତିର୍କୀ ତାଙ୍କ କ୍ୟାରିୟରରେ…
ଜମିରେ ଶୋଇଥିଲେ ମହିଳା, ଦଳିଦେଲା ହାତୀ
ରାଇଘର, ୨୩।୧୨(କିରଣ ପଟ୍ଟନାୟକ): ନବରଙ୍ଗପୁର ଜିଲା ରାଇଘର ବ୍ଲକ କୁନ୍ଦେଇ ଥାନା ଅଞ୍ଚଳରେ ହାତୀ ଆତଙ୍କ ଦେଖାଦେଇଛି। ଛତିଶଗଡ଼ରୁ ଏକ ହାତୀପଲ ଉକ୍ତ ଅଞ୍ଚଳକୁ ପଶିଆସିଛନ୍ତି। ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ସେ ହେଲେ ଖୁଡୁକ ଗ୍ରାମର ରାମସୁ…
ଶପଥ ନେଲେ ୯ ନୂଆ ମନ୍ତ୍ରୀ
ରାୟପୁର,୨୩ା୧୨: ଛତିଶଗଡ଼ କ୍ୟାବିନେଟ୍ରେ ଜଣ ନୂଆ ମନ୍ତ୍ରୀ ସାମିଲ ହୋଇଛନ୍ତି। ଫଳରେ ମୋଟ ମନ୍ତ୍ରୀ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି। ରାଜଭବନରେ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଭାଜପାର ୯ ବିଧାୟକଙ୍କୁ ମନ୍ତ୍ରୀ ଭାବେ ଶପଥ ପାଠ କରାଇଥିଲେ। ଗତ ୧୩ ତାରିଖରେ…
ଟାଟା ଷ୍ଟିଲ୍କୁ କଳିଙ୍ଗ ସୁରକ୍ଷା ଉତ୍କର୍ଷ ପୁରସ୍କାର
[contact-form][contact-field label=”Name” type=”name” required=”true” /][contact-field label=”Email” type=”email” required=”true” /][contact-field label=”Website” type=”url” /][contact-field label=”Message” type=”textarea” /][/contact-form] ଭୁବନେଶ୍ୱର,୨୩।୧୨: ଦେଶର ପ୍ରମୁଖ ଘରୋଇ ଶିଳ୍ପ ପ୍ରତିଷ୍ଠାନ ଟାଟା ଷ୍ଟିଲ୍ ନିକଟରେ ଆଉ ଏକ ରାଜ୍ୟସ୍ତରୀୟ ସମ୍ମାନ ଲାଭ କରିଛି।…
ଏକାଠି ହେଲେ ଭାଜପା ହାରିବ
ନୂଆଦିଲ୍ଲୀ,୨୩ା୧୨: ପାର୍ଲାମେଣ୍ଟର ଶୀତ ଅଧିବେଶନ କାଳରେ ଉଭୟ ଗୃହରୁ ୧୪୬ ଜଣ ଏମ୍ପିଙ୍କୁ ନିଲମ୍ବନ କରାଯିବା ପ୍ରତିବାଦରେ ବିରୋଧୀ ଇଣ୍ଡିଆ ବ୍ଲକ୍ର ନେତାମାନେ ନୂଆଦିଲ୍ଲୀର ଯନ୍ତରମନ୍ତରଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଗଣତନ୍ତ୍ରର ସୁରକ୍ଷା ପାଇଁ ସେମାନେ ପ୍ରତିଜ୍ଞା ନେବା ସହ ୨୦୨୪…
Archives


